Shuru
Apke Nagar Ki App…
ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଜାଗର ପାଇଁ ବିଜେପି ନେତାଙ୍କ ଆହ୍ୱାନ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଆସନ୍ତା ମହାଶିବରାତ୍ରି ଉପଲକ୍ଷେ ଲକ୍ଷେ ଦୀପ ପ୍ରଜ୍ଜଳନ ନେଇ ରାଜ୍ୟ ବାସୀଙ୍କୁ ସହଯୋଗ କାମନା କଲେ ବିଜେପି ନେତା ଅଂଶୁମାନ ମହାନ୍ତି
ଭୋଗରାଇ ଖବର
ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଜାଗର ପାଇଁ ବିଜେପି ନେତାଙ୍କ ଆହ୍ୱାନ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଆସନ୍ତା ମହାଶିବରାତ୍ରି ଉପଲକ୍ଷେ ଲକ୍ଷେ ଦୀପ ପ୍ରଜ୍ଜଳନ ନେଇ ରାଜ୍ୟ ବାସୀଙ୍କୁ ସହଯୋଗ କାମନା କଲେ ବିଜେପି ନେତା ଅଂଶୁମାନ ମହାନ୍ତି
More news from ଓଡ଼ିଶା and nearby areas
- ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଆସନ୍ତା ମହାଶିବରାତ୍ରି ଉପଲକ୍ଷେ ଲକ୍ଷେ ଦୀପ ପ୍ରଜ୍ଜଳନ ନେଇ ରାଜ୍ୟ ବାସୀଙ୍କୁ ସହଯୋଗ କାମନା କଲେ କଂଗ୍ରେସ ନେତା ସନ୍ତୋଷ ଜେନା1
- ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଜାମଶୂଳୀ ର ସୁବର୍ଣ୍ଣ ଜୟନ୍ତୀ ୪ ଦିନ ଧରି ଚାଲୁ ରହିଥିବା ବେଳେ ଆଜି ହେଉଛି ଅନ୍ତିମ ଦିବସ। ଆଜି ଏହି ଦିବସ ଉପଲକ୍ଷେ ସମସ୍ତଙ୍କୁ ହସାଇ ମନୋରଞ୍ଜନ କରୁଥିବା ଓଡ଼ିଶାର ହାସ୍ୟ ଅଭିନେତା ପ୍ରଜ୍ଞା (ପ୍ରଜ୍ଞାନ ରଞ୍ଜନ ଖଟୁଆ) ଙ୍କ ଇସାରାରେ ଝଲସିଲେ ଦର୍ଶକ।1
- ବାବା ତାଡକେସ୍ଵର ଯଜ୍ଞ ମହୋତ୍ସବ ର ସିଲଭର୍ ଜୁବଲି ଉଦଘାଟିତ।1
- ବାଲେଶ୍ୱର, ତା. ୧୧/୦୨/୨୦୨୬: ହିମାଂଶୁ ଦାସ୍ ସ୍ମୃତି ଅଲ୍ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆଜିଠୁ ବାଲେଶ୍ୱର ସ୍ଥିତ ପରମିଟ ପଡ଼ିଆରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ଫୁଟବଲ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଦୁପୁର ୨.୩୦ଟାରୁ ଆରମ୍ଭ ହୋଇଥିବା ମ୍ୟାଚ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ମାନେ ପରମିଟ ପଡ଼ିଆରେ ଭିଡ଼ ଜମାଇଥିଲେ। ଖେଳ ଆରମ୍ଭ ହେବା ସହିତ ଦର୍ଶକମାନଙ୍କ ଉତ୍ସାହ ଚୂଡ଼ାନ୍ତରେ ପହଞ୍ଚିଥିଲା ଏବଂ ଖେଳାଳିମାନେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।1
- ବାଂଲାଦେଶ ରେ ହିନ୍ଦୁ ମାନଙ୍କ ପ୍ରତି ଲାଗି ରହିଥିବା ହିଂସା ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ବାରିପଦା ଠାରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ତେବେ ସେ କଣ କହିଛନ୍ତି ଶୁଣନ୍ତୁ।1
- ବାରିପଦା - ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ପ୍ରେସ ମିଟ (ବାରିପଦା ଷ୍ଟାଡିଅମ କନଫରେନ୍ସ ହଲ )11/2/261
- କାଲି ଭାରତ ବନ୍ଦ ଡାକରା ସମର୍ଥନ ଦେଲା କଂଗ୍ରେସ ପ୍ରବାଭ ରେ ସବୁ ସରକାରୀ ଅଫିସ ରହିବ ବନ୍ଦ ସହିତ ବ୍ୟାଙ୍କ୍ ସ୍କୁଲ1
- ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଆସନ୍ତା ମହାଶିବରାତ୍ରି ଉପଲକ୍ଷେ ଲକ୍ଷେ ଦୀପ ପ୍ରଜ୍ଜଳନ ନେଇ ରାଜ୍ୟ ବାସୀଙ୍କୁ ସହଯୋଗ କାମନା କଲେ ବିଜେପି ନେତା ଅଂଶୁମାନ ମହାନ୍ତି1