Shuru
Apke Nagar Ki App…
ବିଷ୍ଣୁପୁର ପଞ୍ଚାୟତରେ ପ୍ରଶାସନ ଙ୍କ ଆଗରେ ତାଲା ଭାଙ୍ଗି ଭିତରକୁ ପଶିଲେ ନୂତନ ସରପଞ୍ଚ ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଂଚାୟତ ରେ ସରପଞ୍ଚ ମହେଶ୍ୱର ଜେନା ଅଯୋଗ୍ୟ ଘୋଷଣା ହେବା ପରେ ବହୁତ ଦିନ ଧରି ପଂଚାୟତ ଅଫିସ୍ ତାଲା ପକେଇ ରଖିଥିଲେ । ଜିଲ୍ଲାପାଳ ନାୟବ ସରପଞ୍ଚ ଙ୍କୁ ଦାୟିତ୍ଵ ହସ୍ତାନ୍ତର ପରେ ଆଜି ପ୍ରଶାସନ ପକ୍ଷରୁ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଲେ ।
Pankaj Kumar sahoo
ବିଷ୍ଣୁପୁର ପଞ୍ଚାୟତରେ ପ୍ରଶାସନ ଙ୍କ ଆଗରେ ତାଲା ଭାଙ୍ଗି ଭିତରକୁ ପଶିଲେ ନୂତନ ସରପଞ୍ଚ ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଂଚାୟତ ରେ ସରପଞ୍ଚ ମହେଶ୍ୱର ଜେନା ଅଯୋଗ୍ୟ ଘୋଷଣା ହେବା ପରେ ବହୁତ ଦିନ ଧରି ପଂଚାୟତ ଅଫିସ୍ ତାଲା ପକେଇ ରଖିଥିଲେ । ଜିଲ୍ଲାପାଳ ନାୟବ ସରପଞ୍ଚ ଙ୍କୁ ଦାୟିତ୍ଵ ହସ୍ତାନ୍ତର ପରେ ଆଜି ପ୍ରଶାସନ ପକ୍ଷରୁ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଲେ ।
More news from ଓଡ଼ିଶା and nearby areas
- ଦିର୍ଘଦିନର ରାଜନୈତିକ ଛକା ପଞ୍ଜା ପରେ ପ୍ରଶାସନିକ ହସ୍ତକ୍ଷେପ ପରେ ବିଷ୍ଣୁପୁର ପଞ୍ଚାୟତ କାର୍ଯ୍ୟାଳୟ ର ଭଙ୍ଗାଗଲା ତାଲା। ତେବେ ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତର ନିର୍ବାଚିତ ସରପଞ୍ଚ ମହେଶ୍ୱର ଜେନା ଙ୍କ ବିରୋଧରେ ପ୍ରତିପକ୍ଷ ନିର୍ବାଚନୀ ମାମଲା କରି ସରପଞ୍ଚ ଙ୍କ ପଦକୁ ଅସିଦ୍ଧ ଘୋଷଣା ପାଇଁ ଦାବି କରିଥିଲେ। ତେବେ ମାମଲା ଟି ନିମ୍ନ ଅଦାଲତ ରୁ ହାଇକୋର୍ଟ ପର୍ଯ୍ୟନ୍ତ ଶୁଣାଣି ହୋଇଥିବା ବେଳେ, ହାଇକୋର୍ଟ ପ୍ରତିପକ୍ଷ ଙ୍କ ଦାବି ଯଥାର୍ଥ ଥିବା ସହ ମହେଶ୍ୱର ଜେନା ଅଯୋଗ୍ୟ ଥିବାରୁ ସରପଞ୍ଚ ପଦକୁ ଅସିଦ୍ଧ ଘୋଷଣା କରିବା ସହ ନାଏବ୍ ସରପଞ୍ଚ ଙ୍କୁ ଦାୟିତ୍ଵ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ପ୍ରଶାସନ ସରପଞ୍ଚ ମହେଶ୍ୱର ଜେନା ଙ୍କୁ ନାଏବ୍ ସରପଞ୍ଚ ଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମହେଶ୍ୱର ଜେନା ଦାୟିତ୍ଵ ହସ୍ତାନ୍ତର ନକରିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇ ନିଜ କବଜାରେ ରଖିଥିଲେ।ଫଳରେ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା। ତେବେ ଲୋକଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ତାଲା କଟା ଯାଇ କାର୍ଯ୍ୟାଳୟ ଖୋଲା ଯାଇଥିଲା।1
- ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଭୂଷଣ୍ଡେଶ୍ୱର ମହାଦେବଙ୍କ ଠାରେ ଆସନ୍ତା ମହାଶିବରାତ୍ରି ଉପଲକ୍ଷେ ଲକ୍ଷେ ଦୀପ ପ୍ରଜ୍ଜଳନ ନେଇ ରାଜ୍ୟ ବାସୀଙ୍କୁ ସହଯୋଗ କାମନା କଲେ କଂଗ୍ରେସ ନେତା ସନ୍ତୋଷ ଜେନା1
- ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦା ରୋଡ ସ୍ଥିତ ସିଦ୍ଧେଶ୍ବର ମହାବିଦ୍ଯାଳୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ "ହେ ନବୀନ ବାବୁ ଆମେ ତୁମ ଫ୍ଯାନ" ଗୀତ ବାଜିବାକୁ ନେଇ ଗଣ୍ଡଗୋଳ, ପୋଲିସ ମୂତୟନ।1
- ବାସୁଦେବପୁର ଠାରେ ମହେଶ୍ବର ସ୍ମାରକୀ କ୍ରିକେଟ ତୁର୍ଣାମେଣ୍ଟ ଉଦଯାପିତ।1
- ବାଲେଶ୍ୱର, ତା. ୧୧/୦୨/୨୦୨୬: ହିମାଂଶୁ ଦାସ୍ ସ୍ମୃତି ଅଲ୍ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ–୨୦୨୬ ଆଜିଠୁ ବାଲେଶ୍ୱର ସ୍ଥିତ ପରମିଟ ପଡ଼ିଆରେ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିଷ୍ଠିତ ଫୁଟବଲ ଦଳମାନଙ୍କ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଦୁପୁର ୨.୩୦ଟାରୁ ଆରମ୍ଭ ହୋଇଥିବା ମ୍ୟାଚ୍କୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ମାନେ ପରମିଟ ପଡ଼ିଆରେ ଭିଡ଼ ଜମାଇଥିଲେ। ଖେଳ ଆରମ୍ଭ ହେବା ସହିତ ଦର୍ଶକମାନଙ୍କ ଉତ୍ସାହ ଚୂଡ଼ାନ୍ତରେ ପହଞ୍ଚିଥିଲା ଏବଂ ଖେଳାଳିମାନେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ।1
- ପୂର୍ବ ସରକାର ଜଗନ୍ନାଥ ମହାପ୍ରଭୁ ଙ୍କ ଗୁପ୍ତ ନୀତି କୁ ବିକ୍ରି କରିଛନ୍ତି କି କିଏ କରିଥିଲା ଏଭଳି କାମ1
- ସୁଦାମ ମାରାଣ୍ଡି ବିଜେପି ବିରୁଦ୍ଧରେ କଣ କହିଲେ?1
- ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଂଚାୟତ ରେ ସରପଞ୍ଚ ମହେଶ୍ୱର ଜେନା ଅଯୋଗ୍ୟ ଘୋଷଣା ହେବା ପରେ ବହୁତ ଦିନ ଧରି ପଂଚାୟତ ଅଫିସ୍ ତାଲା ପକେଇ ରଖିଥିଲେ । ଜିଲ୍ଲାପାଳ ନାୟବ ସରପଞ୍ଚ ଙ୍କୁ ଦାୟିତ୍ଵ ହସ୍ତାନ୍ତର ପରେ ଆଜି ପ୍ରଶାସନ ପକ୍ଷରୁ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଲେ ।1