Shuru
Apke Nagar Ki App…
ପୂର୍ବ ସରକାର ଜଗନ୍ନାଥ ମହାପ୍ରଭୁ ଙ୍କ ଗୁପ୍ତ ନୀତି କୁ ବିକ୍ରି କରିଛନ୍ତି କି କିଏ କରିଥିଲା ଏଭଳି କାମ ପୂର୍ବ ସରକାର ଜଗନ୍ନାଥ ମହାପ୍ରଭୁ ଙ୍କ ଗୁପ୍ତ ନୀତି କୁ ବିକ୍ରି କରିଛନ୍ତି କି କିଏ କରିଥିଲା ଏଭଳି କାମ
Prime time press
ପୂର୍ବ ସରକାର ଜଗନ୍ନାଥ ମହାପ୍ରଭୁ ଙ୍କ ଗୁପ୍ତ ନୀତି କୁ ବିକ୍ରି କରିଛନ୍ତି କି କିଏ କରିଥିଲା ଏଭଳି କାମ ପୂର୍ବ ସରକାର ଜଗନ୍ନାଥ ମହାପ୍ରଭୁ ଙ୍କ ଗୁପ୍ତ ନୀତି କୁ ବିକ୍ରି କରିଛନ୍ତି କି କିଏ କରିଥିଲା ଏଭଳି କାମ
More news from ଓଡ଼ିଶା and nearby areas
- Post by Khabar1
- ପୂର୍ବ ସରକାର ଜଗନ୍ନାଥ ମହାପ୍ରଭୁ ଙ୍କ ଗୁପ୍ତ ନୀତି କୁ ବିକ୍ରି କରିଛନ୍ତି କି କିଏ କରିଥିଲା ଏଭଳି କାମ1
- ସୁଦାମ ମାରାଣ୍ଡି ବିଜେପି ବିରୁଦ୍ଧରେ କଣ କହିଲେ?1
- ଚାଷୀ ମାରଣ ନୀତିକୁ ବିରୋଧ କରି ମୟୂରଭଞ୍ଜ ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଛି। ଏଥି ସହିତ ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କୁଶ ପୁତ୍ତଳିକା ଦାହ କରିଛି କଂଗ୍ରେସ। କାର୍ଯ୍ୟକ୍ରମରେ କିଶାନ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅଭୟ ସାହୁଙ୍କ ସମେତ ଜିଲ୍ଲା କଂଗ୍ରେସର ତୁଙ୍ଗ ନେତୃବୃନ୍ଦ ମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଗର୍ଜନ କରିଥିଲେ।1
- ଜୈବ ବିବିଧତାର ଅଦ୍ଭୁତ ସମ୍ଭାବନା ଥିବା ଶିମିଳିପାଳ ଅଭୟାରଣ୍ୟ ବନ୍ୟପ୍ରାଣୀ ,ସବୁଜ ବନାନୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସାରା ଦେଶରେ ପ୍ରସିଦ୍ଧ ଲାଭ କରିପାରିଥିବା ଆମେ ସମସ୍ତେ ଉଣା ଅଧିକେ ଜାଣିଛୁ । ହେଲେ ଏଥିରେ ଏବେ ଆଉ ଏକ ନୁଆ ଅଧ୍ୟାୟ ଯୋଡିହେବାକୁ ଯାଉଛି । ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର ଗବେଷଣାରୁ ଶିମିଳିପାଳ ଜଙ୍ଗଲ ଭିତରେ ଲୁଚିଥିବା ଔଷଧୀୟ ଧନ "ଲାଇକେନ୍" ବିଷୟରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିପାରିଛି। ଯାହା ଭବିଷ୍ୟତର ଔଷଧିୟ ଗବେଷଣାର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଚୟ ସୃଷ୍ଟି କରିପାରିବ ବୋଲି ଆଶା ସଂଚାର ହୋଇଛି।1
- Post by Mayurbhanj Live1
- କପ୍ତିପଦାରୁ ଧରା ହେଲା ଗଞ୍ଜେଇ, ବାଙ୍ଗିରିପୋଷିରେ ଲିଙ୍କ! ଅଭିଯୁକ୍ତଙ୍କୁ ଖୋଜୁଛି ଟିମ୍ – ପୋଲିସ ଚୁପ୍ କାହିଁକି? ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରୁ ଧରା ଯାଇଥିବା ଗଞ୍ଜେଇ ମାମଲାରେ ବାଙ୍ଗିରିପୋଷି ଥାନା ଅଞ୍ଚଳର ସଂପୃକ୍ତି ଥିବା ସୂତ୍ର ମିଳିଥିବାରୁ ତଦନ୍ତ ଗତିଶୀଳ ହୋଇଛି। ବିଶେଷ ଟିମ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ବୋଲି ଜଣାପଡ଼ିଛି। ସୂତ୍ରମାନଙ୍କ କହିବା ଅନୁସାରେ, ଗଞ୍ଜେଇ ଚାଲାଣ ରାକେଟ୍ର ସୂତ୍ର ବାଙ୍ଗିରିପୋଷି ଅଞ୍ଚଳ ସହ ଜଡିତ ଥିବା ସନ୍ଦେହ କରାଯାଉଛି। ତେବେ ଏତେ ବଡ଼ ଚାଲାଣ ଚକ୍ର ସକ୍ରିୟ ଥିବା ସତ୍ତ୍ୱେ ବାଙ୍ଗିରିପୋଷି ପୋଲିସ ନିରବ ରହିଥିବାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ମହଳରେ ଚର୍ଚ୍ଚା—ଯଦି ଲିଙ୍କ ସ୍ପଷ୍ଟ, ତେବେ କାର୍ଯ୍ୟାନୁଷ୍ଠାନ କାହିଁକି ବିଳମ୍ବ? ପୋଲିସ ପୂର୍ବରୁ ତଥ୍ୟ ଜାଣିଥିଲେ କି? ନାକି ତଦନ୍ତ ଗୁପ୍ତ ରଖାଯାଇଛି? ଏପର୍ଯ୍ୟନ୍ତ ବାଙ୍ଗିରିପୋଷି ପୋଲିସ ପକ୍ଷରୁ ସ୍ପଷ୍ଟ ପ୍ରତିକ୍ରିୟା ମିଳିନଥିବା ବେଳେ, ସମ୍ପୂର୍ଣ୍ଣ ଘଟଣାକୁ ନେଇ ଜନମନରେ ସନ୍ଦେହ ଘନୀଭୂତ ହେଉଛି। ଜିଲ୍ଲା ପୋଲିସ ପକ୍ଷରୁ ଶୀଘ୍ର ସ୍ପଷ୍ଟିକରଣ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି1
- ମୟୁରଭଞ୍ଜ କିନ୍ନର ସଂଘର ସଭାପତି ମନୀଷା ସେନାପତିଙ୍କ 32ତମ ଜନ୍ମ ବାର୍ଷିକୀ କେମିତି ହେଲା?1