Shuru
Apke Nagar Ki App…
Uttam@9777334422
More news from ଓଡ଼ିଶା and nearby areas
- Post by Uttam@97773344221
- Post by ମିଲନ କୁମାର ନାଏକ1
- चंपुआ ओडीशा डिस्ट क्योझर चंपुआ से हाफ किलोमीटर के बाद झारखंड शुरू हो जाता है जैसे ही झारखंड शुरू होता है उसे जगह का नाम जयंत घर है वहां से जगन्नाथपुर लगभग 18 से 19 किलोमीटर है आज किसी काम के वजह से मुझे उसे रोड पर जाना पड़ा रास्ते पर काम चला हुआ था देखकर हैरानी हुई कि हम गरीबों का टैक्स का पैसा किस तरह से सरकार बर्बाद कर रही है जो सड़क पूरा साफ और प्लान है उसके ऊपर जबरदस्ती फिर से पीच डाला जा रहा है आखिर क्यों यह सवाल में झारखंड सरकार से जानना चाहता हूं क्या यह हम जनता के पैसा की बर्बादी नहीं है मैं जनता से अपील करता हूं इस वीडियो को ज्यादा से ज्यादा शेयर करें और मुझे कमेंट करके जरूर बताएं और मैं झारखंड के सरकार से अनुरोध करता हूं कि इस तरह का काम ना करें जहां सड़क खराब है आप वहां काम कराया धन्यवाद1
- Post by Jitendra raj2
- କରଞ୍ଜିଆ,୧୮/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସହର ଦେଇ ଯାଇଥିବା ୨୨୦ ନମ୍ୱର ଜାତୀୟ ରାଜପଥର ବାଇପାସ୍ ଶିବ ମନ୍ଦିର ନିକଟରେ ଆଜି ରାତି ପ୍ରାୟ ୯ ଘଟିକା ସମୟରେ ବାଇକ୍ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକ ଗୁରୁତର ହୋଇ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ଯୁବକ ଜଣକ ନୂଆସାହି ର ସମୀର ଦେହୁରୀ ବୋଲି ଜଣାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।1
- ଜୀବନକୁ ବାଜି ଲଗେଇ ୫୦ ଫୁଟ ତଳକୁ ଡେଇଁ ରିଲସ୍ କରୁଛନ୍ତି ନାବାଳକ । ନିଷିଦ୍ଧାଞ୍ଚଳ ଏରିଆରେ ହେଉଛି ରିଲସ୍, ପ୍ରଶାସନ ନୀରବ । ଏ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି । କିଛି ଯୁବକ ଏବଂ ନାବାଳକ ଜୀବନକୁ ବାଜି ଲଗେଇ ୫୦ ଫୁଟ ଉପରୁ ଡେଉଁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି । ଭିଡିଓ ଟି ଓଡିଶାର ଦ୍ଵିତୀୟ ବୃହତ ଜଳଭଣ୍ଡାର ଅନୁଗୋଳ ଜିଲ୍ଲା କଣିଁହା ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ରେ ସୁଟିଂ ହୋଇଥିବା ଜଣାପଡିଛି । ଏଠାରେ ଜୀବନର ମୂଲ୍ୟ କିଛି ନଥିବା ଭଳି ବ୍ୟବସ୍ଥା ପରିଲକ୍ଷିତ ହେଉଛି । କେମିତି ଓ କିଏ ଦୁଃସାହସିକ ଭାବେ ବନ୍ଧ ଉପରୁ ତଳକୁ ଡେଇଁ ରିଲସ୍ କରୁଛି ତାହା ଏବେ ପ୍ରଶ୍ନ ଉଠିଛି । ନିଶା କେବଳ ରିଲସ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା । ଡ୍ୟାମ ଟି ସମ୍ପୂର୍ଣ୍ଣ ଏକ କିଲୋମିଟର ଚାଳିଶ ମିଟର ଲମ୍ବ ହୋଇଥିବାବେଳେ ଦୁଇପାର୍ଶ୍ୱରେ ସରକାରଙ୍କ ତରଫରୁ ଦୁଇପାର୍ଶ୍ୱରେ ଜଗୁଆଳୀ ଅଛନ୍ତି ମାତ୍ର ଚାରିଜଣ । ଯଦି କିଛି ଅଘଟଣ ଘଟେ, ତେବେ ଏଥିପାଇଁ କିଏ ରହିବ ଦାୟୀ । ଏନେଇ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ ସୌମେନେନ୍ଦ୍ର ବେହେରାଙ୍କ ମତାମତ ପାଇଁ ଚେଷ୍ଟାକରିଥିଲେ ମଧ୍ଯ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଦେଖିବାକୁ ରହିଲା ଆଗାମୀଦିନରେ ପ୍ରଶାସନ ର ନଜର କିଭଳି ପଡୁଛି ଏହି ଡ୍ୟାମ ଉପରେ ।1
- KALIAPANIUPDATE HEADLINES1
- କମେଡି ଛୁଙ୍କ Comedy ସନୁ & ମନୁ1