Shuru
Apke Nagar Ki App…
ମୃତ ସୌମ୍ୟ ଙ୍କ ମାମୁଁ ଙ୍କ ଚାଞ୍ଚଲ୍ୟ ଖୁଲସା ସେ କହୁଛନ୍ତି ୬ ଘଣ୍ଟା ଗୋଡ଼ ମୋଡ଼ାଉଥିଲେ ଏଡିଜି 😱😱 . . #BigBreaking #saumyamurdercase ମୃତ ସୌମ୍ୟ ଙ୍କ ମାମୁଁ ଙ୍କ ଚାଞ୍ଚଲ୍ୟ ଖୁଲସା ସେ କହୁଛନ୍ତି ୬ ଘଣ୍ଟା ଗୋଡ଼ ମୋଡ଼ାଉଥିଲେ ଏଡିଜି 😱😱 . . #BigBreaking #saumyamurdercase
Purnima Biswal
ମୃତ ସୌମ୍ୟ ଙ୍କ ମାମୁଁ ଙ୍କ ଚାଞ୍ଚଲ୍ୟ ଖୁଲସା ସେ କହୁଛନ୍ତି ୬ ଘଣ୍ଟା ଗୋଡ଼ ମୋଡ଼ାଉଥିଲେ ଏଡିଜି 😱😱 . . #BigBreaking #saumyamurdercase ମୃତ ସୌମ୍ୟ ଙ୍କ ମାମୁଁ ଙ୍କ ଚାଞ୍ଚଲ୍ୟ ଖୁଲସା ସେ କହୁଛନ୍ତି ୬ ଘଣ୍ଟା ଗୋଡ଼ ମୋଡ଼ାଉଥିଲେ ଏଡିଜି 😱😱 . . #BigBreaking #saumyamurdercase
More news from ଓଡ଼ିଶା and nearby areas
- ମାଆକୁ ବିଷ ଦେଇ ମାରିଲା ପୁଅ ll ମାରିବା ପାଇଁ ଗୋଡାଇଲେ ମହିଳା ll Big Bearing News1
- ରଘୁନାଥପୁର ବ୍ଲକର ବୟନ ଗ୍ରାମରେ ୯୦ ପରିବାର ହସ୍ତତନ୍ତ ଉପରେ ନିର୍ଭରଶୀଳ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତର ବୟନ ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ପାର୍ବତୀ ତନ୍ତୁବାୟ ସହଯୋଗ ସମିତି। ୧୯୭୯ ମସିହା ଜାନୁଆରୀ ୫ ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା। ୯୦ ପରିବାର ଏହି ସମିତି ଉପରେ ନିର୍ଭରଶୀଳ। ବୟନ ଗ୍ରାମର ମହିଳାମାନେ ଏଠାରେ ତନ୍ତ୍ର କାମକରି ପରିବାର ପ୍ରତିପୋଷଣ କରିଥାନ୍ତି। ସୂତା କାଟିବା, ଲୁଗା ବୁଣିବା ଉପରେ ସମିତି ଏବଂ ବୟନିକା ପକ୍ଷରୁ କାର୍ଯ୍ୟରତ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଘର କଥା ବୁଝି ପାର୍ଟ ଟାଇମ୍ କାମ କରି ଦିନକୁ ୨୦୦ ରୁ ୬୦୦ ଟଙ୍କା ଏମାନେ ରୋଜଗାର କରିଥାନ୍ତି । ବୟନ ଗ୍ରାମରେ ପ୍ରସ୍ତୁତ ଗାମୁଛା, ଲୁଙ୍ଗି,ବେଡସିଟ, ପୋଷାକ କପଡ଼ା ଓ ଶାଢ଼ୀ କେବଳ ଓଡ଼ିଶାରେ କାହିଁକି ବାହାର ରାଜ୍ୟରେ ମଧ୍ୟ ବେଶ୍ ଆଦୃତ ହୋଇଛି। ରାଜ୍ୟ ସରକାରଙ୍କ ବୟନିକା ସଂସ୍ଥା ଏଠାରୁ ହସ୍ତତନ୍ତ ସାମଗ୍ରୀ କ୍ରୟ କରିଥାଏ। ଏଥିସହ ସମିତି ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବଂ ବାହାର ରାଜ୍ୟରେ ପଡୁଥିବା ହସ୍ତତନ୍ତ ମେଳାରେ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରୟ କରାଯାଉଥିବା ସଂପାଦକ ମାନସ ପୃଷ୍ଟି ସୂଚନା ଦେଇଛନ୍ତି। ତେବେ ଦୁଃଖ ଓ ପରିତାପର ବିଷୟ ଏକ ବର୍ଷ ହେବ ବୟସ୍କ ବୁଣାକାରମାନଙ୍କୁ ରାଜ୍ୟ ସରକାର ଦେଉଥିବା ମାସିକ ୨ ହଜାର ଟଙ୍କା ଭତ୍ତା ବନ୍ଦ କରିଛନ୍ତି। ଏହାକୁ ପୁନଃ ସରକାର ପ୍ରଦାନ କରିବାକୁ ସ୍ଥାନୀୟ ବୁଣାକାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।1
- ମାତୃ ଦିବସରେ ପାରାଦୀପ କଲେଜ ଏନସିସି ଆଲୁମିନି ପକ୍ଷରୁ ପାରାଦୀପରେ ଏକ ଜଳଛତ୍ର ଉଦଘାଟନ କରାଯାଇଛି। ଏହି ଅବସରରେ କଲେଜ ଅଧ୍ୟକ୍ଷା ଡ଼ ସସ୍ମିତା ଶତପଥୀ ଶିକ୍ଷିତ ସମାଜକୁ ନିଜ ମା'ଙ୍କୁ କେବେ ହତାଦର ନକରିବାକୁ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି।1
- କଟକ ଚାନ୍ଦବାଲି ରାସ୍ତାର ଭାତପଡ଼ା ନିକଟରେ ଏକ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।1
- କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମାଳିକା ବର୍ଣ୍ଣିତ କନ୍ତିଆ ମଠରେ ଶ୍ରୀଶ୍ରୀ ସିଦ୍ଧ ମହାପୁରୁଷ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଛି। ଏହି ପବିତ୍ର ଅବସରରେ ଦୂରଦୂରାନ୍ତରୁ ବହୁ ସାଧୁସନ୍ଥ ଓ ଭକ୍ତଙ୍କ ସମାଗମ ହୋଇଥିଲା ଏବଂ ସେମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମଠର ପ୍ରସିଦ୍ଧ କାଞ୍ଜିପାଣି ନୀତି ମଧ୍ୟ ପାଳନ କରାଯାଇଥିଲା।1
- ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଭିନେତା ଥାଲାପତି ବିଜୟ। ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ।1
- ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଠାରେ ଦଳିତ ନେତା କାଳିଆ ଭୋଇଙ୍କ ଏକାଦଶୀ ପାଳନ କରାଯାଇଛି। ଜୟଦେବ ଏହି କାର୍ଯ୍ୟକ୍ରମର ଆୟୋଜନ କରି ସ୍ମୃତିସଭା ପାଳନ କରିଛନ୍ତି।1
- ଭୁବନେଶ୍ୱରରେ ମୋଦି କେୟାର ପକ୍ଷରୁ ଏକ ସ୍ୱାସ୍ଥ୍ୟ ଓ ସ୍ୱରୋଜଗାର କର୍ମଶାଳା ଅନୁଷ୍ଠିତ ହୋଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ମହିଳା ଓ ପୁରୁଷ ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ମାନଜନକ ଆୟ ପାଇଁ ଏଥିରେ ପ୍ରଶିକ୍ଷଣ ନେଇଥିଲେ। ଏହି ଅବସରରେ ଅନେକ ସଫଳ ବ୍ୟକ୍ତି ନିଜ ଅନୁଭୂତି ବାଣ୍ଟିଥିଲେ ଓ ସଫଳ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।1