Shuru
Apke Nagar Ki App…
ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଚାଲିଥିବା ଅପେରାର ଶେଷ ରଜନୀ ଅବସରରେ ଅପେରା କର୍ମକର୍ତ୍ତାମାନଙ୍କୁ କମିଟି ତରଫରୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଛି। ଏହି ଅବସରରେ ବୀରମହାରାଜପୁର ଥାନା ଆଇଆଇସି, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସମେତ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ।
Shree News
ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଚାଲିଥିବା ଅପେରାର ଶେଷ ରଜନୀ ଅବସରରେ ଅପେରା କର୍ମକର୍ତ୍ତାମାନଙ୍କୁ କମିଟି ତରଫରୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଛି। ଏହି ଅବସରରେ ବୀରମହାରାଜପୁର ଥାନା ଆଇଆଇସି, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସମେତ ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ।
More news from ଓଡ଼ିଶା and nearby areas
- ବାଇ ଧକ୍କାରେ ସାଇକେଲ ଚାଳ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବି ନେଇ କଣ୍ଟାମାଳ ମେଡିକାଲ ଛକରେ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ, ବାଇକ୍ ଧକ୍କାରେ ସାଇକେଲ ଆରୋହୀ ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକ, ଦୁଇ ଘଣ୍ଟା ଯାନବାହନ ଚଳାଚଳ ବନ୍ଦ କଣ୍ଟାମାଳ, ୧୬/୦୯/୨୬: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ବାଇକ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ୫୭ ନମ୍ବର ରାଜ୍ୟ ରାଜପଥର ଦ୍ଭାଳିଆପଦର ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ମୃତକ ଜଣକ ଭଳିଆପଦର ଗ୍ରାମର ଟୁନା ନାଗ ବୋଲି ଜଣାପଡ଼ିଛି। ସେ ସାଇକେଲରେ ଯାଉଥିବା ସମୟରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଫଳରେ ଟୁନା ନାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣା ପରେ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ କଣ୍ଟାମାଳ ମେଡିକାଲ ଛକ ଠାରେ ରାସ୍ତାରୋକ କରିଥିଲେ। ରାସ୍ତାରୋକ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ପ୍ରାୟ ଦୁଇ ଘଣ୍ଟା ଧରି ବନ୍ଦ ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।ଖବର ପାଇ କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲା। ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।1
- କୁମ୍ଭାରୀରେ ଆଜାଦ କ୍ଲବ୍ର ୪୧ତମ ନୂଆଁଖାଇ ଭେଟ୍ : ନବାନ୍ନ ଭକ୍ଷଣ ନୁହେଁ ନୂଆଁଖାଇ: ସମ୍ବଲପୁରୀ ବ୍ୟାକରଣ ବିତ୍ତ ଉତ୍ପନ୍ନ ଭୋଇ କୁମ୍ଭାରୀରେ ଆଜାଦ କ୍ଲବ୍ର ୪୧ତମ ନୂଆଁଖାଇ ଭେଟ୍ : ନବାନ୍ନ ଭକ୍ଷଣ ନୁହେଁ ନୂଆଁଖାଇ: ସମ୍ବଲପୁରୀ ବ୍ୟାକରଣ ବିତ୍ତ ଉତ୍ପନ୍ନ ଭୋଇ ବରଗଡ଼ : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଆଜାଦ କ୍ଲବ୍ ପକ୍ଷରୁ ୪୧ତମ ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଦୀର୍ଘ ୪୧ ବର୍ଷ ଧରି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନୂଆଁଖାଇର ପରମ୍ପରା, ଭାଇଚାରା, ସାମାଜିକ ସମ୍ପର୍କ ଓ ଲୋକକଳାକୁ ଉତ୍ସାହିତ କରାଯାଇଆସୁଛି।କ୍ଲବ୍ର ସଭାପତି ସେବାନନ୍ଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମାଜସେବୀ ନରେନ୍ଦ୍ର ହୋତା, ନାଟ୍ୟକାର ଅରୁଣ ନାୟକ ଓ ଡ. ସଂଜୀବ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ତମ୍ଭକାର ଉତ୍ପନ୍ନ ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂଆଁଖାଇର ସାମାଜିକ, ସାଂସ୍କୃତିକ ଓ ପାରମ୍ପରିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ l ଅତିଥିମାନେ ନୂଆଁଖାଇ କେବଳ ନୂଆ ଧାନ ଖାଇବାର ଏକ ପର୍ବ ନୁହେଁ, ବରଂ ଏହା ପରସ୍ପର ମଧ୍ୟରେ ଭାଇଚାରା, ଆତ୍ମୀୟତା ଓ ସାମାଜିକ ଏକତାକୁ ସୁଦୃଢ଼ କରୁଥିବା ଏକ ମହାନ ଲୋକପର୍ବ ବୋଲି ମତବ୍ୟକ୍ତ କରିଥିଲେ। ନୂଆଁଖାଇ ଭେଟ୍ଘାଟ୍ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ପିଢ଼ି ନିଜ ମାଟି, ପରମ୍ପରା, ଲୋକସଂସ୍କୃତି ଓ ଐତିହ୍ୟ ସହ ଯୋଡ଼ି ହୋଇପାରିବ ବୋଲି ସେମାନେ କହିଥିଲେ। ସଭା ପୂର୍ବରୁ ନାଟ୍ୟ ମହର୍ଷି ସ୍ୱର୍ଗତ ଭଗବାନ ସାହୁ, ବ୍ରଜେଶ୍ୱରୀ ଦେବୀ ଓ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ଅତିଥି ଓ ଆୟୋଜକମାନଙ୍କ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ପରେ ଅତିଥିମାନଙ୍କୁ ମଞ୍ଚରେ ସ୍ୱାଗତ କରାଯାଇଥିଲା।କାର୍ଯ୍ୟକ୍ରମରେ ପପୁନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁଦାମ ପଧାନ କ୍ଲବ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆଜାଦ କ୍ଲବ୍ର ସଦସ୍ୟ, ଗ୍ରାମବାସୀ, ବୁଦ୍ଧିଜୀବୀ, ସାହିତ୍ୟିକ, କଳାକାର ଓ ବିଭିନ୍ନ ବର୍ଗର ଲୋକେ ଉତ୍ସବରେ ଯୋଗଦେଇ ନୂଆଁଖାଇର ଆନନ୍ଦ ବାଣ୍ଟିଥିଲେ।ଦୀର୍ଘ ୪୧ ବର୍ଷ ଧରି କୁମ୍ଭାରୀରେ ଆୟୋଜିତ ହୋଇଆସୁଥିବା ଏହି ନୂଆଁଖାଇ ଭେଟ୍ଘାଟ୍ ଉତ୍ସବ ଗ୍ରାମର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଥିବା ଆୟୋଜକମାନେ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରାକୁ ଅବ୍ୟାହତ ରଖି ନୂଆଁଖାଇର ମହତ୍ତ୍ୱ ଓ ଓଡ଼ିଆ ଲୋକସଂସ୍କୃତିକୁ ଆହୁରି ବ୍ୟାପକ କରିବାକୁ କ୍ଲବ୍ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ପ୍ରକାଶ କରାଯାଇଛି।1
- *ଟିଟିଲାଗଡ଼ରେ ମାଙ୍କଡ଼ ପଲ, କ୍ଷୟକ୍ଷତି ସହ ହତା, ହତ ସତ୍ୱେ ପ୍ରଶାସନ ନୀରବ*। *ଟିଟିଲାଗଡ଼ରେ ମାଙ୍କଡ଼ ପଲ, କ୍ଷୟକ୍ଷତି ସହ ହତା, ହତ ସତ୍ୱେ ପ୍ରଶାସନ ନୀରବ*। *ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେ ସହରମୁଖା ହାତୀ ପଲ ପରେ ଏବେ ମାଙ୍କଡ଼ ପଲ ଆସି ତିନି ଦିନ ହେଲା ବ୍ୟାପକ କ୍ଷୟ, କ୍ଷତି ସହ ସାଧାରଣ ତାଙ୍କ ଦ୍ୱାରା ହତାହତ ହୋଇ ଭୟଭୀତ ଥିବା ବେଳେ ବିଭାଗୀୟ ପ୍ରଶାସନ ନୀରବ ରହିଛି*। *ପ୍ରକାଶ ଯେ,ଜଙ୍ଗଲ ରୁ କୌଣସି କାରଣ ବଶତଃ ସହର ମୁଖା ପ୍ରାୟ ତିରିଶ ଗୋଟି ଏହି ମାଙ୍କଡ଼ ଦଳ ଟିଟିଲାଗଡ଼ ସହର ର ବିଭିନ୍ନ ଅଞ୍ଚଳ ରେ ତ୍ରାହି, ତ୍ରାହି ସୃଷ୍ଟି କରିଥିବା ବେଳେ ଛଅ ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡିଛି*। *ବନ ବିଭାଗ ଗୋଚରରେ ଏହି ସମସ୍ୟା ଉପୁଜିଥିବା ବେଳେ ଆଖ, ପାଖ ଗ୍ରାମାଞ୍ଚଳ ରେ ମାତ୍ରାଧିକ ଦୁର୍ଦଶା ଭୋଗୀ ଆସୁଛନ୍ତି*। *ସିକେର ଫରେଷ୍ଟ ଡିଭିଜନ ର ଜଣେ ଫରେଷ୍ଟ ଗାର୍ଡ ଙ୍କ ଉପସ୍ଥିତି ରେ ଜଙ୍ଗଲ ରେ ନିଆଁ ଲଗେଇ କୋଇଲା ସଂଗ୍ରହ ଯୋଗୁଁ ଏଇ ସ୍ଥିତି ସୃଷ୍ଟି ହେଉଥିବା ବେଳେ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ*।4
- 🚨 ईरान में विमान में बड़ा हादसा टला, यात्रियों में मची चीख-पुकार ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। #BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress 🚨 ईरान में विमान में बड़ा हादसा टला, यात्रियों में मची चीख-पुकार ईरान की Sepehran Airlines के Boeing 737 विमान को उड़ान भरने के कुछ ही देर बाद तकनीकी समस्या के चलते मशहद एयरपोर्ट लौटना पड़ा। विमान मशहद से केरमानशाह जा रहा था। शुरुआती रिपोर्टों में टायर की समस्या और इंजन इमरजेंसी की बात सामने आई। तेज कंपन के कारण विमान के केबिन की छत के कुछ पैनल और सामान नीचे गिरने लगे, जिससे यात्रियों में अफरा-तफरी मच गई। घटना के वीडियो में यात्री घबराए हुए दिखाई दे रहे हैं। विमान ने सुरक्षित लैंडिंग की और किसी के घायल होने की सूचना नहीं है। हालांकि, घटना के सटीक तकनीकी कारणों की जांच की जा रही है। #BreakingNews #Iran #SepehranAirlines #Boeing737 #PlaneEmergency #Mashhad #Kermanshah #AviationNews #ViralVideo #P24NewsExpress1
- ବଲାଙ୍ଗୀରରେଆଜି ନୂଆଖଇରଉତ୍ସବର ଦିନକ ପରେ ଘରେ ଘରେ ଛାଡ଼ଖଇରମଜା ନୂଆଖଇରଉତ୍ସବର ଦିନକ ପରେ ଘରେ ଘରେ ଛାଡ଼ଖଇରମଜା1
- ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ.... ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ....1
- 🚨 LAXMI MUSIC हादसा | भद्रक, ओडिशा 😭 ओडिशा के भद्रक के रहानिया में LAXMI MUSIC से जुड़े हादसे की खबर सामने आई है। घटना से इलाके में शोक का माहौल है। 😭 #LaxmiMusic #Bhadrak #Rahania #Odisha #Accident #OdishaNews #BreakingNews #Viral #Trending #Explore #Like #P24NewsExpress 🚨 LAXMI MUSIC हादसा | भद्रक, ओडिशा 😭 ओडिशा के भद्रक के रहानिया में LAXMI MUSIC से जुड़े हादसे की खबर सामने आई है। घटना से इलाके में शोक का माहौल है। 😭 #LaxmiMusic #Bhadrak #Rahania #Odisha #Accident #OdishaNews #BreakingNews #Viral #Trending #Explore #Like #P24NewsExpress1
- ପଶ୍ଚିମ ଓଡିଶା ର ଗଣ ପର୍ବ ଉପଲକ୍ଷେ ବାର୍ତ୍ତା, ସୌଜନ୍ୟ, ହରିନାରାୟଣ ମିଶ୍ର ପଶ୍ଚିମ ଓଡିଶା ର ଗଣ ପର୍ବ ଉପଲକ୍ଷେ ବାର୍ତ୍ତା, ସୌଜନ୍ୟ, 🌹🙏🌹ଶ୍ରୀ ଯୁକ୍ତ ହରିନାରାୟଣ ମିଶ୍ର 🌹🙏🌹3
- ବେଲପାହାଡ଼ ଗୁମାଡେରା ଗୋବିନ୍ଦ ଟକିଜ ନିକଟସ୍ଥ ମାର୍କେଟ ଏସୋସିଏସନ ଦ୍ୱାରା ଆୟୋଜିତ ମାର୍କେଟ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 Guamadera_Market_Near_GovindTalkies Belpahad ବେଲପାହାଡ଼ ଗୁମାଡେରା ଗୋବିନ୍ଦ ଟକିଜ ନିକଟସ୍ଥ ମାର୍କେଟ ଏସୋସିଏସନ ଦ୍ୱାରା ଆୟୋଜିତ ମାର୍କେଟ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।1