logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

I miss you bhai

23 hrs ago
user_Meena
Meena
Artist Sambalpur, Odisha•
23 hrs ago

I miss you bhai

  • user_User10950
    User10950
    Adava, Gajapati
    👏
    2 hrs ago
  • user_User10950
    User10950
    Adava, Gajapati
    🤝
    2 hrs ago
  • user_User10950
    User10950
    Adava, Gajapati
    🙏
    2 hrs ago
More news from Sambalpur and nearby areas
  • ye to gaya kam se
    1
    ye to gaya kam se
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    12 hrs ago
  • I miss you bhai
    1
    I miss you bhai
    user_Meena
    Meena
    Artist Sambalpur, Odisha•
    23 hrs ago
  • ମୁକୁଳା ପଡ଼ିଛି ଟ୍ରାଫିକ, ପୋଲିସ ଉତ୍ସବରେ ମଶଗୁଲ ସୁବର୍ଣ୍ଣପୁର, ୯।୧ : ଜିଲ୍ଲା ସଦର ମହକୁମା ଜାତୀୟ ରାଜପଥ ଉପରେ ଥିବା ବ୍ଲକ୍ ଛକର ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ନା ଜଳୁଛି ସେଠାରେ ଥିବା ସ୍ଵଂୟ କ୍ରିୟ ଟ୍ରାଫିକ ଲାଇଟ୍, ନା ଅଛନ୍ତି ଛକରେ ଟ୍ରାଫିକ କର୍ମଚାରୀ। ଲୋକେ ଯିଏ ଯା' ହିସାବରେ ଯାଇ ହିନସ୍ତା ହେଉଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋକ ମହୋତ୍ସବରେ ବ୍ୟସ୍ଥ। ସବୁ ପୁଲିସ ବ୍ୟବସ୍ଥା କୁଆଡେ ସେଠାରେ ନିୟୋଜିତ ଅଛନ୍ତି। ଯଦି ଗୋଟିଏ ମହୋତ୍ସବରେ ପୁଲିସ ବ୍ୟବସ୍ଥା ଏକ ଛକର ଟ୍ରାଫିକ ବ୍ୟବସ୍ଥାକୁ ସମ୍ଭାଳି ପାରୁନି ତା'ହେଲେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଥିବ ତାହା ବେଶ୍ ବୁଝା ପଡିଯାଉଛି। ସେମିତି ବି ଦେଖିଲେ ସୁବର୍ଣ୍ଣପୁର ଜିଲ୍ଲା ଗଞ୍ଜେଇ ଚୋରା ଚାଲାନକାରୀଙ୍କ ଭୂସ୍ବର୍ଗ ଏବଂ ଏକ ପ୍ରମୁଖ ମାର୍ଗ ବୋଲି ପୁଲିସ ମୁଖ୍ୟ ସ୍ବୀକାର ସ୍ବୀକାର କରିସାରିଛି।
    1
    ମୁକୁଳା ପଡ଼ିଛି ଟ୍ରାଫିକ, ପୋଲିସ ଉତ୍ସବରେ ମଶଗୁଲ
ସୁବର୍ଣ୍ଣପୁର, ୯।୧ : ଜିଲ୍ଲା ସଦର ମହକୁମା ଜାତୀୟ ରାଜପଥ ଉପରେ ଥିବା ବ୍ଲକ୍ ଛକର ଟ୍ରାଫିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ନା ଜଳୁଛି ସେଠାରେ ଥିବା ସ୍ଵଂୟ କ୍ରିୟ ଟ୍ରାଫିକ ଲାଇଟ୍, ନା ଅଛନ୍ତି ଛକରେ ଟ୍ରାଫିକ କର୍ମଚାରୀ। ଲୋକେ ଯିଏ ଯା' ହିସାବରେ ଯାଇ ହିନସ୍ତା ହେଉଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋକ ମହୋତ୍ସବରେ ବ୍ୟସ୍ଥ। ସବୁ ପୁଲିସ ବ୍ୟବସ୍ଥା କୁଆଡେ ସେଠାରେ ନିୟୋଜିତ ଅଛନ୍ତି। ଯଦି ଗୋଟିଏ ମହୋତ୍ସବରେ ପୁଲିସ ବ୍ୟବସ୍ଥା ଏକ ଛକର ଟ୍ରାଫିକ ବ୍ୟବସ୍ଥାକୁ ସମ୍ଭାଳି ପାରୁନି ତା'ହେଲେ ସହରର ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଥିବ ତାହା ବେଶ୍ ବୁଝା ପଡିଯାଉଛି। ସେମିତି ବି ଦେଖିଲେ ସୁବର୍ଣ୍ଣପୁର ଜିଲ୍ଲା ଗଞ୍ଜେଇ ଚୋରା ଚାଲାନକାରୀଙ୍କ ଭୂସ୍ବର୍ଗ ଏବଂ ଏକ ପ୍ରମୁଖ ମାର୍ଗ ବୋଲି ପୁଲିସ ମୁଖ୍ୟ ସ୍ବୀକାର ସ୍ବୀକାର କରିସାରିଛି।
    user_Ram Shankar Bhoi
    Ram Shankar Bhoi
    Journalist Sonapur, Sonepur•
    2 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡ ରେ ହୋଇଥିବା ୨୯ ତମ ଅମରପାଲି କ୍ରିକେଟ କପ୍ ରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଆଇଏସପିଏଲ ରେ ଚୟନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିଥିବା ବୁର୍ଲ୍ଲା ର ଆୟୁଷ ଛେତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ପୀତାମ୍ବର ସାହୁ
    user_Pitambar Sahu
    Pitambar Sahu
    Journalist ବୀରମହାରାଜପୁର, ସୋନପୁର, ଓଡ଼ିଶା•
    5 hrs ago
  • ଵିଭିନ୍ନ ଜାଗାରେ ନୂତନ କାମ ଶିଲାନ୍ଯାସ କଲେ ଵିରମହାରାଜପୁର ଵିଧାୟକ ଇଂ ରଘୁନାଥ ଜଗଦଲା l
    1
    ଵିଭିନ୍ନ ଜାଗାରେ ନୂତନ କାମ ଶିଲାନ୍ଯାସ କଲେ ଵିରମହାରାଜପୁର ଵିଧାୟକ ଇଂ ରଘୁନାଥ ଜଗଦଲା l
    user_Ajira Samachar
    Ajira Samachar
    Journalist Sonepur, Odisha•
    5 hrs ago
  • ମନମୁଣ୍ଡା ବାସୁଦେବପାଲିରେ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ 30 ଯାତ୍ରୀ
    1
    ମନମୁଣ୍ଡା ବାସୁଦେବପାଲିରେ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ 30 ଯାତ୍ରୀ
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    10 hrs ago
  • ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାକାରୀଙ୍କ ଜମା ଖାତା ରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଷ୍ଟାଲ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ଶତପଥୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ସବ୍ ପୋଷ୍ଟ ମାଷ୍ଟର ନିରଞ୍ଜନ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ପୋଷ୍ଟାଲ ଇନ୍ସପେକ୍ଟର ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।
    1
    ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାକାରୀଙ୍କ ଜମା ଖାତା ରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଷ୍ଟାଲ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ଶତପଥୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ସବ୍ ପୋଷ୍ଟ ମାଷ୍ଟର ନିରଞ୍ଜନ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ପୋଷ୍ଟାଲ ଇନ୍ସପେକ୍ଟର ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    11 hrs ago
  • Jai Maa Samaleswari Today Darshan 09/01/26 #samaleswari_temple_opening_darshan #sambalpurtemple #todaydarshantemple #p24newsexpress #apnasambalpur
    1
    Jai Maa Samaleswari Today Darshan 09/01/26
#samaleswari_temple_opening_darshan #sambalpurtemple #todaydarshantemple #p24newsexpress #apnasambalpur
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.