Shuru
Apke Nagar Ki App…
ସିଧ୍ୟାନ୍ତ ମହାପାତ୍ର
NEWS MANORANJAN
ସିଧ୍ୟାନ୍ତ ମହାପାତ୍ର
More news from ଓଡ଼ିଶା and nearby areas
- ସିଧ୍ୟାନ୍ତ ମହାପାତ୍ର1
- କଣ୍ଟାନାଳି ଛକ, ମକର ସଂକ୍ରନ୍ତି ଉପଲକ୍ଷେ ମା ତାରେଣୀ ଙ୍କ ପାଖରେ ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା ଲଡୁ,ଓ ମା ଙ୍କ ପ୍ରସାଦ ବଣ୍ଟନ1
- ଢେଙ୍କାନାଳ ଦକ୍ଷିଣକାଳୀ ମନ୍ଦିର ରେ ମକର ସଂକ୍ରାନ୍ତି ସହ ସହ ଶ୍ରଦ୍ଧାଳୁଙ୍କ ଭିଡ଼1
- ଶ୍ରୀପର୍ଣ୍ଣା ପକ୍ଷରୁ ୩୯ତମ ମକର ମିଳନ ଓ କବିତା ପାଠ ଅନୁଷ୍ଠିତ। ପୁରୀ ୟୁଥ ହଷ୍ଟେଲ ସଭାକକ୍ଷରେ ଶ୍ରୀପର୍ଣ୍ଣାର ୩୯ତମ ମକର ମିଳନ,କବିତା ପାଠ ଓ ଇଂରାଜୀର ବିଖ୍ୟାତ ଶିଶୁ କିଶୋର ଗଳ୍ପ ପୁସ୍ତକ "ଆରବୀୟ ରଜନୀ "କୁ ଶ୍ରୀମତୀ ସୁଜାତା ସିହ୍ନାଙ୍କ ଓଡ଼ିଆ ଅନୁବାଦ "ଆରବୀୟ ରଜନୀ କାହାଣୀ " ଲୋକାର୍ପଣ ହୋଇଯାଇଛି l ଏହି ସାରସ୍ୱତ ଆସର ମକର ମିଳନକୁ ପ୍ରଦୀପ ପ୍ରଜ୍ୱାଳନ କରି ଶୁଭ ଉଦଘାଟନ କରିଥିଲେ ପ୍ରଖ୍ୟାତ ପ୍ରାବନ୍ଧିକ ସମାଲୋଚକ ପ୍ରଫେସର ଡ଼କ୍ଟର ହରପ୍ରସାଦ ମିଶ୍ର, ଶିଶୁ କିଶୋର ସାହିତ୍ୟିକ ଡ଼କ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ, ଶ୍ରୀକ୍ଷେତ୍ର ପୁରୀର ପରମ ବିଦୁଷୀ ଶ୍ରୀମତୀ ବିଜୟଲଷ୍ମୀ ଦାଶ ମିଶ୍ର, ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର l ମୁଖ୍ୟ ବକ୍ତା ଡ଼କ୍ଟର ହରପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ବିଜୟ ଲଷ୍ମୀ ଦାଶ ମିଶ୍ର ଫକୀର ମୋହନ ସ୍ମରଣୀୟେଷୁ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଡ଼କ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ ପ୍ରକାଶିତ ପୁସ୍ତକର ଆଲୋଚନା କରି ଶ୍ରୀମତୀ ସୁଜାତା ସିହ୍ନାଙ୍କ ଏ କୃତିର ବହୁତ ପ୍ରଶଂସା କରି ଏହା ଶିଶୁ କିଶୋର ମାନଙ୍କ ପାଇଁ ଏକ ଯଥାର୍ଥ କୃତି ଭାବରେ ଉପସ୍ଥାପନା କରିଥିଲେ l ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର ଏ ସଭାଟିକୁ ପରିଚାଳନା କରିଥିଲେ l "ମକର ଚାଉଳ" ପରିବେଷଣ ଓ ମଧ୍ୟାହ୍ନ ଭୋଜନ ପରେ ଦ୍ୱତୀୟ ପର୍ବ କବିତା ପାଠ ଅନୁଷ୍ଠିତ ହୋଇଥିଲା l କବିତା ଆସରରେ ଅଧ୍ୟକ୍ଷତା କରିଥିଲେ କବୀ ଶ୍ରୀମତୀ ସୌଭାଗ୍ୟ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କବି ଯୋଗେଶ ପ୍ରସାଦ ହୋତା l କବିତା ଆସର କୁ ସଂଯୋଜନା କରିଥିଲେ ଶ୍ରୀମତୀ ମମତା ଦାସ ଓ ଶ୍ରୀମତୀ ସୁଜାତା ସିହ୍ନା l ଉପସ୍ଥିତ ସମସ୍ତ କବି ଓ ଅତିଥିମାନଙ୍କୁ ଶ୍ରୀପର୍ଣ୍ଣା ତରଫରୁ ଉପହାର ପ୍ରଦାନ କରାଯାଇଥିଲା l ଏହି ସାରସ୍ୱତ ଆସରରେ କବି ଡ଼କ୍ଟର ଚିତ୍ତରଞ୍ଜନ ମିଶ୍ର, ଡ଼କ୍ଟର ରବୀନ୍ଦ୍ର କୁମାର ପ୍ରଧାନ, ସର୍ବଶ୍ରୀ କମଳ ଦାସ, ଡ଼କ୍ଟର ସସ୍ମିତା ମିଶ୍ର, ନିଶିଥ ବୋଷ, ଶ୍ରୀମତୀ ଜୟନ୍ତୀ ନନ୍ଦ, ଭାଗିରଥି ନାୟକ, ପ୍ରଭାତୀ ଦାଶ, ଶ୍ରୀମତୀ ପ୍ରବାସିନୀ ମିଶ୍ର,ସୁଶ୍ରୀ ରଶ୍ମିତା ବେହେରା, ବିଚିତ୍ର ମହାପାତ୍ର, ରବୀନ୍ଦ୍ର କୁମାର ବାହିନୀପତି, ସୁଶ୍ରୀ ହରପ୍ରିୟା ସାହୁ,ରମେଶ ଚନ୍ଦ୍ର ଦାଶ, ଦୁର୍ଗାବତୀ ପ୍ରଧାନ, ରିତାଞ୍ଜଳୀ ପ୍ରଧାନ, ଦେବଯାନୀ ସ୍ୱାଇଁ, ସିଲି ପ୍ରଧାନ, ମୋହିନୀ ସାହୁ,ଜ୍ୟୋତିର୍ମୟୀ ବରାଳ, ପର୍ଶୁରାମ ପାତ୍ର, ରବୀନ୍ଦ୍ର ନାଥ ପ୍ରଧାନ,ହେମନ୍ତ କୁମାର ଛୋଟରାୟ, ଅନନ୍ତ ପ୍ରଧାନ, ଡ଼କ୍ଟର ରାଜେନ୍ଦ୍ର କୁମାର ବେହେରା, ବାଳକୃଷ୍ଣ ଜେନା, ସୁକାନ୍ତ ପଣ୍ଡା, ପୁରୁଷୋତ୍ତମ ନନ୍ଦ, କସ୍ତୁରିକା ମିଶ୍ର, ରଶ୍ମିତା ନନ୍ଦ, ସୁଶାନ୍ତ ବେହେରା, ଅନୁପମା ପଣ୍ଡା,ରୁନୁ ମହାନ୍ତି, ଅଜୟ ପ୍ରଧାନ, ସୁବାସ ଚନ୍ଦ୍ର ପରିଡା ଆଦି ଯୋଗ ଦେଇଥିଲେ l ପରିଶେଷରେ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l4
- Jay Jagannath 🙏1
- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଠାକୁରହାଟ ବଜାରରେ ସୁନା ଦୋକାନ ଲୁଟ ଘଟଣା ରେ ପତିକ୍ରିୟା ରଖିଲେ ସୁନା ଦୋକାନ ମଲିକ ଦିପ୍ତି ରଞ୍ଜନ ସାହୁ..!1
- ବିବେକାନନ୍ଦ ଜୟନ୍ତୀ ଅବସରରେ ପାରାଦୀପ ର ଅଗ୍ରଣୀ ସମାଜସେବୀ ସଂଗଠନ ସ୍ୱାମୀ ବିବେକାନନ୍ଦ ଟ୍ରଷ୍ଟ ତରଫରୁ ଜାତୀୟ ଯୁବ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ, ପାରାଦୀପ ର ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ, ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସାମାଜିକ ସଂଗଠନ ମାନଙ୍କୁ ପୁରସ୍କୃତ କରିବା ସହିତ ଦରିଦ୍ର ନାରାୟଣ ସେବା....1
- ସମ୍ପତି ପାଇଁ ମାମୁଁ ହେଲା ଶତ୍ରୁ1