अपर राटूगुड़ा बरड़ापड़ा सड़क जर्जर, आवागमन बाधित: मरम्मत की मांग को लेकर ग्रामीणों ने जिलाधिकारी को सौंपा ज्ञापन अपर राटूगुड़ा बरड़ापड़ा सड़क जर्जर, आवागमन बाधित: मरम्मत की मांग को लेकर ग्रामीणों ने जिलाधिकारी को सौंपा ज्ञापन कालाहांडी, 02/09 : कालाहांडी जिले के सदर मुख्यालय अंतर्गत अपर राटूगुड़ा बरड़ापड़ा को जोड़ने वाली मुख्य सड़क लंबे समय से मरम्मत के अभाव में अत्यंत जर्जर हो चुकी है। सड़क पर बने बड़े-बड़े गड्ढों के कारण जनजीवन और आवागमन पूरी तरह से प्रभावित हो रहा है। विशेष रूप से बारिश के मौसम में इन गड्ढों में पानी भर जाने से अक्सर बाइक और साइकिल दुर्घटनाएं हो रही हैं। गांव की जीवनरेखा मानी जाने वाली इस सड़क का कोई अन्य वैकल्पिक रास्ता नहीं है, जिससे मरीजों, गर्भवती महिलाओं, स्कूली बच्चों और एम्बुलेंस की आवाजाही में भारी परेशानी आ रही है। स्थानीय पंचायत और ब्लॉक प्रशासन से कोई मदद न मिलने पर अंततः ग्रामीणों ने सड़क मरम्मत की मांग को लेकर जिलाधिकारी को लिखित शिकायत सौंपी है। कालाहांडी से लक्ष्मण बनुआ की रिपोर्ट
अपर राटूगुड़ा बरड़ापड़ा सड़क जर्जर, आवागमन बाधित: मरम्मत की मांग को लेकर ग्रामीणों ने जिलाधिकारी को सौंपा ज्ञापन अपर राटूगुड़ा बरड़ापड़ा सड़क जर्जर, आवागमन बाधित: मरम्मत की मांग को लेकर ग्रामीणों ने जिलाधिकारी को सौंपा ज्ञापन कालाहांडी, 02/09 : कालाहांडी जिले के सदर मुख्यालय अंतर्गत अपर राटूगुड़ा बरड़ापड़ा को जोड़ने वाली मुख्य सड़क लंबे समय से मरम्मत के अभाव में अत्यंत जर्जर हो चुकी है। सड़क पर बने बड़े-बड़े गड्ढों के कारण जनजीवन और आवागमन पूरी तरह से प्रभावित हो रहा है। विशेष रूप से बारिश के मौसम में इन गड्ढों में पानी भर जाने से अक्सर बाइक और साइकिल दुर्घटनाएं हो रही हैं। गांव की जीवनरेखा मानी जाने वाली इस सड़क का कोई अन्य वैकल्पिक रास्ता नहीं है, जिससे मरीजों, गर्भवती महिलाओं, स्कूली बच्चों और एम्बुलेंस की आवाजाही में भारी परेशानी आ रही है। स्थानीय पंचायत और ब्लॉक प्रशासन से कोई मदद न मिलने पर अंततः ग्रामीणों ने सड़क मरम्मत की मांग को लेकर जिलाधिकारी को लिखित शिकायत सौंपी है। कालाहांडी से लक्ष्मण बनुआ की रिपोर्ट
- अपर राटूगुड़ा बरड़ापड़ा सड़क जर्जर, आवागमन बाधित: मरम्मत की मांग को लेकर ग्रामीणों ने जिलाधिकारी को सौंपा ज्ञापन अपर राटूगुड़ा बरड़ापड़ा सड़क जर्जर, आवागमन बाधित: मरम्मत की मांग को लेकर ग्रामीणों ने जिलाधिकारी को सौंपा ज्ञापन कालाहांडी, 02/09 : कालाहांडी जिले के सदर मुख्यालय अंतर्गत अपर राटूगुड़ा बरड़ापड़ा को जोड़ने वाली मुख्य सड़क लंबे समय से मरम्मत के अभाव में अत्यंत जर्जर हो चुकी है। सड़क पर बने बड़े-बड़े गड्ढों के कारण जनजीवन और आवागमन पूरी तरह से प्रभावित हो रहा है। विशेष रूप से बारिश के मौसम में इन गड्ढों में पानी भर जाने से अक्सर बाइक और साइकिल दुर्घटनाएं हो रही हैं। गांव की जीवनरेखा मानी जाने वाली इस सड़क का कोई अन्य वैकल्पिक रास्ता नहीं है, जिससे मरीजों, गर्भवती महिलाओं, स्कूली बच्चों और एम्बुलेंस की आवाजाही में भारी परेशानी आ रही है। स्थानीय पंचायत और ब्लॉक प्रशासन से कोई मदद न मिलने पर अंततः ग्रामीणों ने सड़क मरम्मत की मांग को लेकर जिलाधिकारी को लिखित शिकायत सौंपी है। कालाहांडी से लक्ष्मण बनुआ की रिपोर्ट1
- ମାନମୁଣ୍ଡାରେ ହେବ ଡିଗ୍ରୀ କଲେଜ ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମାନମୁଣ୍ଡାରେ ହେବ ଡିଗ୍ରୀ କଲେଜ ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମାନମୁଣ୍ଡା ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମାନମୁଣ୍ଡା ଗସ୍ତ କରି ପ୍ରସ୍ତାବିତ ଡିଗ୍ରୀ କଲେଜ ପରିଦର୍ଶନ କରିଛନ୍ତି। ମାନମୁଣ୍ଡା ଅଞ୍ଚଳରେ ଦୀର୍ଘଦିନ ଧରି ଏକ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲା। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଶିକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ୁଥିବାରୁ ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ଦାବି ରହିଥିଲା l ଏହି ଦାବିକୁ ନେଇ ପ୍ରସ୍ତାବିତ କଲେଜ ପରିସରକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଆବଶ୍ୟକ ସୁବିଧାସୁଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ଓ ଅନୁଧ୍ୟାନ କରାଯାଇଥିଲା। ଏହି ଅବସରରେ ସଭାପତି ଇଶ୍ୱର ମନହିରା, ସମ୍ପାଦକ ଉତ୍ତମ କୁମାର ମହଲା, ସତ୍ୟପାଲ ମିଶ୍ର ଓ ସପଦ ଭୂତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସଦସ୍ୟମାନେ ମାନମୁଣ୍ଡାରେ ଡିଗ୍ରୀ କଲେଜର ଆବଶ୍ୟକତା ଓ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ହେଲେ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହେବେ। ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ନିଜ ଅଞ୍ଚଳ ନିକଟରେ ଉଚ୍ଚଶିକ୍ଷାର ସୁଯୋଗ ପାଇପାରିବେ। ଏହାଦ୍ୱାରା ଅଭିଭାବକଙ୍କ ଆର୍ଥିକ ଚାପ ମଧ୍ୟ କମିବା ସହ ଅଞ୍ଚଳରେ ଉଚ୍ଚଶିକ୍ଷାର ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀଙ୍କ ପରିଦର୍ଶନ ପରେ ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ଆଶା ଆହୁରି ବଢ଼ିଛି। ଦୀର୍ଘଦିନର ଦାବି ପୂରଣ ହେଲେ ଏହା ମାନମୁଣ୍ଡା ତଥା ସମଗ୍ର କଣ୍ଟାମାଳ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ ବୋଲି ମତ ପ୍ରକାଶ ପାଇଛି। ଏବେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ପରବର୍ତ୍ତୀ ପ୍ରକ୍ରିୟା କେଉଁ ଦିଗରେ ଆଗକୁ ବଢ଼ୁଛି, ତାହା ଉପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ନଜର ରହିଛି।1
- କଣ୍ଟାମାଳ ବ୍ଲକ ଘିକୁଣ୍ଡି ସ୍କୁଲ ରେ ଠିକ୍ ଭାବରେ ଶିକ୍ଷକ ଆସି ପାଠ ପଢ଼ାଉନଥିବା ଅଭିଯୋଗ,ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅଭିଭାବକ ଜଣାଇଥିଲେ ବି ଫଳ ଶୂନ ।4
- ନମ୍ବର ବିହୀନ କାର୍ରୁ ୫୨ କେଜି ଗଞ୍ଜେଇ ଜବତ କଲା କଣ୍ଟାମାଳ ପୋଲିସ, ଡ୍ରାଇଭର ଫେରାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୋଲିସକୁ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଏକ ବଡ଼ ସଫଳତା ମିଳିଛି। ଆଜି ଏକ ନମ୍ବର ବିହୀନ ଧଳା ରଙ୍ଗର ମାରୁତି କାର୍ରୁ ପୋଲିସ ୫୨ କେଜି ଗଞ୍ଜେଇ ଜବତ କରିଛି। ତେବେ ପୋଲିସକୁ ଚକମା ଦେଇ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯିବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ କଣ୍ଟାମାଳ ଥାନାର ସବ୍-ଇନ୍ସପେକ୍ଟର ପି.କେ. ଭୋଇ ପେଟ୍ରୋଲିଂ କରୁଥିବା ସମୟରେ ଏକ ଧଳା ରଙ୍ଗର ନମ୍ବର ବିହୀନ ମାରୁତି କାର୍ ବିପୁଳ ପରିମାଣର ଗଞ୍ଜେଇ ନେଇ ମନମୁଣ୍ଡା ଅଭିମୁଖେ ଯାଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଖବର ପାଇବା ପରେ ପୋଲିସ ଟିମ୍ ତୁରନ୍ତ ସଜାଗ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ବଡ଼ କୁସଙ୍ଗା ନିକଟରେ ଉକ୍ତ କାର୍କୁ ଅଟକାଇଥିଲେ। କିନ୍ତୁ ପୋଲିସକୁ ଦେଖିବା ମାତ୍ରେ କାର୍ ଡ୍ରାଇଭର ଜଣକ ଗାଡ଼ି ଛାଡ଼ି ସେଠାରୁ ଖସି ପଳାଇଥିଲା। ପରେ ପୋଲିସ ଗାଡ଼ିଟିକୁ ଯାଞ୍ଚ କରିବାରୁ ସେଥିରୁ ୫୨ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ଘଟଣାରେ ପୋଲିସ ଉକ୍ତ କାର୍ ଓ ଗଞ୍ଜେଇକୁ ଜବତ କରିଛି। କଣ୍ଟାମାଳ ଥାନାରେ ଏନଡିପିଏସ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଫେରାର ଡ୍ରାଇଭରକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।3
- ଘଣ୍ଟାପଡ଼ାସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମାରୋହ ଅନୁଷ୍ଠିତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ାସ୍ଥିତ ଡିଗ୍ରୀ କଲେଜରେନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରୀଙ୍କୁ ଫୁଲ ଚନ୍ଦନ ଓ ବିଭିନ୍ନ ଉପହାର ଦେଇ ସ୍ଵାଗତ କରାଯାଇଥିଲା। ଆୟୋଜନ ସଭାରେ ଅତିଥିଙ୍କସହ କଲେଜର ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିଥିଲେ।1
- ଟିକ୍ରାପଡା ଗ୍ରାମରୁ ବିଷଧର ନାଗସାପ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ସର୍ପ ଧରାଳି1
- ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । Accident ବ୍ରେକିଙ୍ଗ ନିୟୁଜ Dt_02.09.2026 Anchor_ ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । ଚାପି ହୋଇ ଟ୍ରକ୍ ଡ୍ରାଇଭର ମୃତ, ହାଇୱା ଡ୍ରାଇଭର ଗୁରୁତର । ସୋନପୁର- ଖଲିଆପାଲି ରାସ୍ତାର ନାଗପାଲି ନିକଟରେ ଘଟିଛି ଅଘଟଣ । ଅଗ୍ନିଶମ ବାହିନୀ ମୃତ ଡ଼୍ରାଇଭରଙ୍କୁ କଟର ଗ୍ୟାସ୍ ସାହାଯ୍ୟରେ ଉଦ୍ଧାର କରିଛନ୍ତି । ମୃତ ଡ଼୍ରାଇଭର ଜଣକ ଖଲିଆପାଲି ଗାଁ ର ରମେଶ ସେଠୀ । ସେପଟେ ହାଇୱା ଡ଼୍ରାଇଭର ଜୟନ୍ତ ଆଶିଷ ବୋଡା ର ଗୋଡ ଛିଣ୍ଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। #sonepur_odisha #BreakingNews #highlight #viralpost1
- पति ने लकड़ी के फट्टे से पीट-पीटकर की पत्नी की हत्या, आरोपी गिरफ्तार पति ने लकड़ी के फट्टे से पीट-पीटकर की पत्नी की हत्या, आरोपी गिरफ्तार लांजीगढ़ - 01-09-2026 (लक्ष्मण बनुआ): कालाहांडी जिले के लांजीगढ़ ब्लॉक अंतर्गत भाटगुड़ा गांव में शराब के नशे में धुत पति मनु माझी ने अपनी पत्नी मरकु माझी (40) की बेरहमी से हत्या कर दी। बीती शाम नशे की हालत में विवाद होने पर मनु ने लकड़ी के फट्टे से पत्नी के सिर और शरीर पर जानलेवा हमला कर दिया, जिससे मौके पर ही उसकी मौत हो गई। सुबह ग्रामीणों की सूचना पर लांजीगढ़ थाना प्रभारी यशवंत हिआंल और पुलिस टीम ने पहुंचकर शव को कब्जे में लिया और पोस्टमार्टम के लिए अस्पताल भेजा। पुलिस ने केस नंबर 100/26 दर्ज कर आरोपी पति को गिरफ्तार कर लिया है। प्रक्रिया पूरी होने के बाद शव परिजनों को सौंप दिया गया है।1