logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । Accident ବ୍ରେକିଙ୍ଗ ନିୟୁଜ Dt_02.09.2026 Anchor_ ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । ଚାପି ହୋଇ ଟ୍ରକ୍ ଡ୍ରାଇଭର ମୃତ, ହାଇୱା ଡ୍ରାଇଭର ଗୁରୁତର । ସୋନପୁର- ଖଲିଆପାଲି ରାସ୍ତାର ନାଗପାଲି ନିକଟରେ ଘଟିଛି ଅଘଟଣ । ଅଗ୍ନିଶମ ବାହିନୀ ମୃତ ଡ଼୍ରାଇଭରଙ୍କୁ କଟର ଗ୍ୟାସ୍ ସାହାଯ୍ୟରେ ଉଦ୍ଧାର କରିଛନ୍ତି । ମୃତ ଡ଼୍ରାଇଭର ଜଣକ ଖଲିଆପାଲି ଗାଁ ର ରମେଶ ସେଠୀ । ସେପଟେ ହାଇୱା ଡ଼୍ରାଇଭର ଜୟନ୍ତ ଆଶିଷ ବୋଡା ର ଗୋଡ ଛିଣ୍ଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। #sonepur_odisha #BreakingNews #highlight #viralpost

1 hr ago
user_Sonepur news khulasa
Sonepur news khulasa
Video Creator ସୋନପୁର, ସୋନପୁର, ଓଡ଼ିଶା•
1 hr ago

ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । Accident ବ୍ରେକିଙ୍ଗ ନିୟୁଜ Dt_02.09.2026 Anchor_ ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । ଚାପି ହୋଇ ଟ୍ରକ୍ ଡ୍ରାଇଭର ମୃତ, ହାଇୱା ଡ୍ରାଇଭର ଗୁରୁତର । ସୋନପୁର- ଖଲିଆପାଲି ରାସ୍ତାର ନାଗପାଲି ନିକଟରେ ଘଟିଛି ଅଘଟଣ । ଅଗ୍ନିଶମ ବାହିନୀ ମୃତ ଡ଼୍ରାଇଭରଙ୍କୁ କଟର ଗ୍ୟାସ୍ ସାହାଯ୍ୟରେ ଉଦ୍ଧାର କରିଛନ୍ତି । ମୃତ ଡ଼୍ରାଇଭର ଜଣକ ଖଲିଆପାଲି ଗାଁ ର ରମେଶ ସେଠୀ । ସେପଟେ ହାଇୱା ଡ଼୍ରାଇଭର ଜୟନ୍ତ ଆଶିଷ ବୋଡା ର ଗୋଡ ଛିଣ୍ଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। #sonepur_odisha #BreakingNews #highlight #viralpost

More news from ଓଡ଼ିଶା and nearby areas
  • ଚେରୀମୁଲି ଭରସା - କିଡନୀ ରୋଗୀ ହାତ ଟେକିଦେଇ ବସିଛନ୍ତି - ସୁବର୍ଣ୍ଣପୁର ଜିଲ୍ଲା ମାଝିମୁଣ୍ଡା ଗ୍ରାମରୁ ଆସୁଛି ଏଭଳି ଖବର
    1
    ଚେରୀମୁଲି ଭରସା
- କିଡନୀ ରୋଗୀ ହାତ ଟେକିଦେଇ ବସିଛନ୍ତି
- ସୁବର୍ଣ୍ଣପୁର ଜିଲ୍ଲା ମାଝିମୁଣ୍ଡା ଗ୍ରାମରୁ ଆସୁଛି ଏଭଳି ଖବର
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଉଲୁଣ୍ଡା ପୁଲିସ l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଳେ ବାଘପାଲିର କାଳିଆ ବଣ୍ଡକି ଏବଂ ବଡାଲିର ବାବୁଲୁ ଲୁହା l ଏକ ବାଇକ୍ ଯୋଗେ ଜଙ୍ଗଲ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ଚଢ଼ଉ ସମୟରେ ଏକ ବାଇକକୁ ଅଟକାଇ ଯାଞ୍ଚ କଳା ପରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା l ସେଠାରୁ ଗଞ୍ଜେଇ ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥଲେ l ପରେ ମାଜିଷ୍ଟ୍ରେଟ ନିରଞ୍ଜନ ଧଳଙ୍କ ଉପସ୍ଥିତିର ଗଞ୍ଜେଇ ଓଜନ କଲା ପରେ 42 କେଜି 390 ଗ୍ରାମ ଥିବା ଜଣାପଡ଼ିଥିଲା l ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି l ଦୁଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚଲାଣ କରାଯାଇଛି l
    1
    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା  ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି
ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଉଲୁଣ୍ଡା ପୁଲିସ l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା  ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଳେ ବାଘପାଲିର କାଳିଆ ବଣ୍ଡକି ଏବଂ ବଡାଲିର ବାବୁଲୁ ଲୁହା l ଏକ ବାଇକ୍ ଯୋଗେ ଜଙ୍ଗଲ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ଚଢ଼ଉ ସମୟରେ ଏକ ବାଇକକୁ ଅଟକାଇ ଯାଞ୍ଚ କଳା ପରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା l  ସେଠାରୁ ଗଞ୍ଜେଇ ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥଲେ l ପରେ ମାଜିଷ୍ଟ୍ରେଟ ନିରଞ୍ଜନ ଧଳଙ୍କ ଉପସ୍ଥିତିର ଗଞ୍ଜେଇ ଓଜନ କଲା ପରେ 42 କେଜି 390 ଗ୍ରାମ ଥିବା ଜଣାପଡ଼ିଥିଲା l ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି l ଦୁଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚଲାଣ କରାଯାଇଛି l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    3 hrs ago
  • ଉପାନ୍ତରେ ନାହିଁ ପୋଲିସ ପହରା -ବଢୁଛି ଅସାମାଜିକ କାର୍ଯ୍ୟକଳାପ -ସୀମାବର୍ତ୍ତୀ ,ଜଙ୍ଗଲାଞ୍ଚଳରେ ନିୟମିତ ପେଟ୍ରୋଲିଂ ବଢ଼ାଇବାକୁ ଦାବି - ବୀରମହାରାଜପର, ସୁବଳୟା ଥାନା
    1
    ଉପାନ୍ତରେ ନାହିଁ ପୋଲିସ ପହରା
-ବଢୁଛି ଅସାମାଜିକ କାର୍ଯ୍ୟକଳାପ
-ସୀମାବର୍ତ୍ତୀ ,ଜଙ୍ଗଲାଞ୍ଚଳରେ ନିୟମିତ ପେଟ୍ରୋଲିଂ ବଢ଼ାଇବାକୁ ଦାବି
- ବୀରମହାରାଜପର, ସୁବଳୟା ଥାନା
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    16 hrs ago
  • ମାନମୁଣ୍ଡାରେ ହେବ ଡିଗ୍ରୀ କଲେଜ ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମାନମୁଣ୍ଡାରେ ହେବ ଡିଗ୍ରୀ କଲେଜ ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମାନମୁଣ୍ଡା ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମାନମୁଣ୍ଡା ଗସ୍ତ କରି ପ୍ରସ୍ତାବିତ ଡିଗ୍ରୀ କଲେଜ ପରିଦର୍ଶନ କରିଛନ୍ତି। ମାନମୁଣ୍ଡା ଅଞ୍ଚଳରେ ଦୀର୍ଘଦିନ ଧରି ଏକ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲା। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଶିକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ୁଥିବାରୁ ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ଦାବି ରହିଥିଲା l ଏହି ଦାବିକୁ ନେଇ ପ୍ରସ୍ତାବିତ କଲେଜ ପରିସରକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଆବଶ୍ୟକ ସୁବିଧାସୁଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ଓ ଅନୁଧ୍ୟାନ କରାଯାଇଥିଲା। ଏହି ଅବସରରେ ସଭାପତି ଇଶ୍ୱର ମନହିରା, ସମ୍ପାଦକ ଉତ୍ତମ କୁମାର ମହଲା, ସତ୍ୟପାଲ ମିଶ୍ର ଓ ସପଦ ଭୂତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସଦସ୍ୟମାନେ ମାନମୁଣ୍ଡାରେ ଡିଗ୍ରୀ କଲେଜର ଆବଶ୍ୟକତା ଓ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ହେଲେ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହେବେ। ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ନିଜ ଅଞ୍ଚଳ ନିକଟରେ ଉଚ୍ଚଶିକ୍ଷାର ସୁଯୋଗ ପାଇପାରିବେ। ଏହାଦ୍ୱାରା ଅଭିଭାବକଙ୍କ ଆର୍ଥିକ ଚାପ ମଧ୍ୟ କମିବା ସହ ଅଞ୍ଚଳରେ ଉଚ୍ଚଶିକ୍ଷାର ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀଙ୍କ ପରିଦର୍ଶନ ପରେ ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ଆଶା ଆହୁରି ବଢ଼ିଛି। ଦୀର୍ଘଦିନର ଦାବି ପୂରଣ ହେଲେ ଏହା ମାନମୁଣ୍ଡା ତଥା ସମଗ୍ର କଣ୍ଟାମାଳ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ ବୋଲି ମତ ପ୍ରକାଶ ପାଇଛି। ଏବେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ପରବର୍ତ୍ତୀ ପ୍ରକ୍ରିୟା କେଉଁ ଦିଗରେ ଆଗକୁ ବଢ଼ୁଛି, ତାହା ଉପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ନଜର ରହିଛି।
    1
    ମାନମୁଣ୍ଡାରେ ହେବ ଡିଗ୍ରୀ କଲେଜ
ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ
ମାନମୁଣ୍ଡାରେ ହେବ ଡିଗ୍ରୀ କଲେଜ
ପ୍ରସ୍ତାବିତ କଲେଜ ପରିଦର୍ଶନ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ
ବୌଦ୍ଧ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ମାନମୁଣ୍ଡା ଅଞ୍ଚଳରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ମାନମୁଣ୍ଡା ଗସ୍ତ କରି ପ୍ରସ୍ତାବିତ ଡିଗ୍ରୀ କଲେଜ ପରିଦର୍ଶନ କରିଛନ୍ତି। ମାନମୁଣ୍ଡା ଅଞ୍ଚଳରେ ଦୀର୍ଘଦିନ ଧରି ଏକ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିଲା। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ଶିକ୍ଷା ପରେ ଉଚ୍ଚଶିକ୍ଷା ପାଇଁ ଦୂରସ୍ଥାନକୁ ଯିବାକୁ ପଡ଼ୁଥିବାରୁ ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ ଦାବି ରହିଥିଲା l ଏହି ଦାବିକୁ ନେଇ ପ୍ରସ୍ତାବିତ କଲେଜ ପରିସରକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ଆବଶ୍ୟକ ସୁବିଧାସୁଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ଓ ଅନୁଧ୍ୟାନ କରାଯାଇଥିଲା। ଏହି ଅବସରରେ ସଭାପତି ଇଶ୍ୱର ମନହିରା, ସମ୍ପାଦକ ଉତ୍ତମ କୁମାର ମହଲା, ସତ୍ୟପାଲ ମିଶ୍ର ଓ ସପଦ ଭୂତାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଉପସ୍ଥିତ ସଦସ୍ୟମାନେ ମାନମୁଣ୍ଡାରେ ଡିଗ୍ରୀ କଲେଜର ଆବଶ୍ୟକତା ଓ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ହେଲେ କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହେବେ। ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ନିଜ ଅଞ୍ଚଳ ନିକଟରେ ଉଚ୍ଚଶିକ୍ଷାର ସୁଯୋଗ ପାଇପାରିବେ। ଏହାଦ୍ୱାରା ଅଭିଭାବକଙ୍କ ଆର୍ଥିକ ଚାପ ମଧ୍ୟ କମିବା ସହ ଅଞ୍ଚଳରେ ଉଚ୍ଚଶିକ୍ଷାର ପରିବେଶ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଡ. ମୁରଲୀଧର ମାଝୀଙ୍କ ପରିଦର୍ଶନ ପରେ ମାନମୁଣ୍ଡାରେ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ଆଶା ଆହୁରି ବଢ଼ିଛି। ଦୀର୍ଘଦିନର ଦାବି ପୂରଣ ହେଲେ ଏହା ମାନମୁଣ୍ଡା ତଥା ସମଗ୍ର କଣ୍ଟାମାଳ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ ବୋଲି ମତ ପ୍ରକାଶ ପାଇଛି। ଏବେ ଡିଗ୍ରୀ କଲେଜ ପ୍ରତିଷ୍ଠା ପାଇଁ ପରବର୍ତ୍ତୀ ପ୍ରକ୍ରିୟା କେଉଁ ଦିଗରେ ଆଗକୁ ବଢ଼ୁଛି, ତାହା ଉପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ନଜର ରହିଛି।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    2 hrs ago
  • କଣ୍ଟାମାଳ ବ୍ଲକ ଘିକୁଣ୍ଡି ସ୍କୁଲ ରେ ଠିକ୍ ଭାବରେ ଶିକ୍ଷକ ଆସି ପାଠ ପଢ଼ାଉନଥିବା ଅଭିଯୋଗ,ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅଭିଭାବକ ଜଣାଇଥିଲେ ବି ଫଳ ଶୂନ ।
    4
    କଣ୍ଟାମାଳ ବ୍ଲକ ଘିକୁଣ୍ଡି ସ୍କୁଲ ରେ ଠିକ୍ ଭାବରେ ଶିକ୍ଷକ ଆସି ପାଠ ପଢ଼ାଉନଥିବା ଅଭିଯୋଗ,ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅଭିଭାବକ ଜଣାଇଥିଲେ ବି ଫଳ ଶୂନ ।
    user_Ashwini Kumar Nanda
    Ashwini Kumar Nanda
    Newsstand Kantamal, Boudh•
    2 hrs ago
  • ନମ୍ବର ବିହୀନ କାର୍‌ରୁ ୫୨ କେଜି ଗଞ୍ଜେଇ ଜବତ କଲା କଣ୍ଟାମାଳ ପୋଲିସ, ଡ୍ରାଇଭର ଫେରାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୋଲିସକୁ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଏକ ବଡ଼ ସଫଳତା ମିଳିଛି। ଆଜି ଏକ ନମ୍ବର ବିହୀନ ଧଳା ରଙ୍ଗର ମାରୁତି କାର୍‌ରୁ ପୋଲିସ ୫୨ କେଜି ଗଞ୍ଜେଇ ଜବତ କରିଛି। ତେବେ ପୋଲିସକୁ ଚକମା ଦେଇ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯିବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ କଣ୍ଟାମାଳ ଥାନାର ସବ୍-ଇନ୍ସପେକ୍ଟର ପି.କେ. ଭୋଇ ପେଟ୍ରୋଲିଂ କରୁଥିବା ସମୟରେ ଏକ ଧଳା ରଙ୍ଗର ନମ୍ବର ବିହୀନ ମାରୁତି କାର୍ ବିପୁଳ ପରିମାଣର ଗଞ୍ଜେଇ ନେଇ ମନମୁଣ୍ଡା ଅଭିମୁଖେ ଯାଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଖବର ପାଇବା ପରେ ପୋଲିସ ଟିମ୍ ତୁରନ୍ତ ସଜାଗ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ବଡ଼ କୁସଙ୍ଗା ନିକଟରେ ଉକ୍ତ କାର୍‌କୁ ଅଟକାଇଥିଲେ। କିନ୍ତୁ ପୋଲିସକୁ ଦେଖିବା ମାତ୍ରେ କାର୍ ଡ୍ରାଇଭର ଜଣକ ଗାଡ଼ି ଛାଡ଼ି ସେଠାରୁ ଖସି ପଳାଇଥିଲା। ପରେ ପୋଲିସ ଗାଡ଼ିଟିକୁ ଯାଞ୍ଚ କରିବାରୁ ସେଥିରୁ ୫୨ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ଘଟଣାରେ ପୋଲିସ ଉକ୍ତ କାର୍ ଓ ଗଞ୍ଜେଇକୁ ଜବତ କରିଛି। କଣ୍ଟାମାଳ ଥାନାରେ ଏନଡିପିଏସ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଫେରାର ଡ୍ରାଇଭରକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।
    3
    ନମ୍ବର ବିହୀନ କାର୍‌ରୁ ୫୨ କେଜି ଗଞ୍ଜେଇ ଜବତ କଲା କଣ୍ଟାମାଳ ପୋଲିସ, ଡ୍ରାଇଭର ଫେରାର
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୋଲିସକୁ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଏକ ବଡ଼ ସଫଳତା ମିଳିଛି। ଆଜି ଏକ ନମ୍ବର ବିହୀନ ଧଳା ରଙ୍ଗର ମାରୁତି କାର୍‌ରୁ ପୋଲିସ ୫୨ କେଜି ଗଞ୍ଜେଇ ଜବତ କରିଛି। ତେବେ ପୋଲିସକୁ ଚକମା ଦେଇ ଡ୍ରାଇଭର ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯିବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ କଣ୍ଟାମାଳ ଥାନାର ସବ୍-ଇନ୍ସପେକ୍ଟର  ପି.କେ. ଭୋଇ ପେଟ୍ରୋଲିଂ କରୁଥିବା ସମୟରେ ଏକ ଧଳା ରଙ୍ଗର ନମ୍ବର ବିହୀନ ମାରୁତି କାର୍  ବିପୁଳ ପରିମାଣର ଗଞ୍ଜେଇ ନେଇ ମନମୁଣ୍ଡା ଅଭିମୁଖେ ଯାଉଥିବା ନେଇ  ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଖବର ପାଇବା ପରେ ପୋଲିସ ଟିମ୍ ତୁରନ୍ତ ସଜାଗ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ବଡ଼ କୁସଙ୍ଗା ନିକଟରେ ଉକ୍ତ କାର୍‌କୁ ଅଟକାଇଥିଲେ। କିନ୍ତୁ ପୋଲିସକୁ ଦେଖିବା ମାତ୍ରେ କାର୍ ଡ୍ରାଇଭର ଜଣକ ଗାଡ଼ି ଛାଡ଼ି ସେଠାରୁ ଖସି ପଳାଇଥିଲା। ପରେ ପୋଲିସ ଗାଡ଼ିଟିକୁ ଯାଞ୍ଚ କରିବାରୁ ସେଥିରୁ ୫୨ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ଘଟଣାରେ ପୋଲିସ ଉକ୍ତ କାର୍ ଓ ଗଞ୍ଜେଇକୁ ଜବତ କରିଛି। କଣ୍ଟାମାଳ ଥାନାରେ ଏନଡିପିଏସ  ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଫେରାର ଡ୍ରାଇଭରକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।
    user_Hrudananda Meher
    Hrudananda Meher
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    3 hrs ago
  • ଆନ୍ଦୋଳନ ରାସ୍ତାରୋକ କରିବାକୁ ପଡ଼େ ସାମାନ୍ୟ ଖାଲଟିଏ ପାଇଁ
    1
    ଆନ୍ଦୋଳନ ରାସ୍ତାରୋକ କରିବାକୁ ପଡ଼େ ସାମାନ୍ୟ ଖାଲଟିଏ ପାଇଁ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । Accident ବ୍ରେକିଙ୍ଗ ନିୟୁଜ Dt_02.09.2026 Anchor_ ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । ଚାପି ହୋଇ ଟ୍ରକ୍ ଡ୍ରାଇଭର ମୃତ, ହାଇୱା ଡ୍ରାଇଭର ଗୁରୁତର । ସୋନପୁର- ଖଲିଆପାଲି ରାସ୍ତାର ନାଗପାଲି ନିକଟରେ ଘଟିଛି ଅଘଟଣ । ଅଗ୍ନିଶମ ବାହିନୀ ମୃତ ଡ଼୍ରାଇଭରଙ୍କୁ କଟର ଗ୍ୟାସ୍ ସାହାଯ୍ୟରେ ଉଦ୍ଧାର କରିଛନ୍ତି । ମୃତ ଡ଼୍ରାଇଭର ଜଣକ ଖଲିଆପାଲି ଗାଁ ର ରମେଶ ସେଠୀ । ସେପଟେ ହାଇୱା ଡ଼୍ରାଇଭର ଜୟନ୍ତ ଆଶିଷ ବୋଡା ର ଗୋଡ ଛିଣ୍ଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। #sonepur_odisha #BreakingNews #highlight #viralpost
    1
    ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । 
Accident ବ୍ରେକିଙ୍ଗ ନିୟୁଜ 
Dt_02.09.2026
Anchor_ ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । ଚାପି ହୋଇ ଟ୍ରକ୍ ଡ୍ରାଇଭର ମୃତ, ହାଇୱା ଡ୍ରାଇଭର ଗୁରୁତର । ସୋନପୁର- ଖଲିଆପାଲି ରାସ୍ତାର ନାଗପାଲି ନିକଟରେ ଘଟିଛି ଅଘଟଣ । ଅଗ୍ନିଶମ ବାହିନୀ ମୃତ ଡ଼୍ରାଇଭରଙ୍କୁ କଟର ଗ୍ୟାସ୍ ସାହାଯ୍ୟରେ ଉଦ୍ଧାର କରିଛନ୍ତି । ମୃତ ଡ଼୍ରାଇଭର ଜଣକ ଖଲିଆପାଲି ଗାଁ ର ରମେଶ ସେଠୀ । ସେପଟେ ହାଇୱା ଡ଼୍ରାଇଭର ଜୟନ୍ତ ଆଶିଷ ବୋଡା ର ଗୋଡ ଛିଣ୍ଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। #sonepur_odisha #BreakingNews #highlight #viralpost
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.