logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

BSNL 4G ସେବା ଯୋଗାଇବା ପାଇଁ ଅନୁରୋଧ ମୟୁରଭଞ୍ଜ ଜିଲ୍ଲା ରେ ଥିବା ଖୁଣ୍ଟାବ୍ଲକ, ଅଧୀନରେ ଥିବା ସମସ୍ତ ପଂଚାୟତ ଗୁଡିକ ରେ ସମସ୍ତ ଗ୍ରାମୀଣ ଇଲାକା ରେ ଆଜିପର୍ଯ୍ୟନ୍ତ bsnl 4g ପହଂଚି ପାରିନାହିଁ। ନିମ୍ନ ଶ୍ରେଣୀ ର ଆଦିବାସୀ ଶ୍ରେଣୀ ର ଜନସାଧାରଣ ବେସରକାରୀ ନେଟୱାର୍କ ଉପରେ ନିର୍ଭର କରୁଛନ୍ତି। ଅଧିକ ଟଙ୍କା ଦେଇ ରିଚାର୍ଜ କରିବାକୁ ପଡୁଛି। ବାରିପଦା bsnl କୁ ବାରମ୍ବାର ଅଭିଯୋଗ ଦେଲା ପରେ ମଧ୍ୟ କିଛି ବି କାର୍ଯକାରୀ ହେଇନାହିଁ। ଖୁଣ୍ଟା ସହରରେ ହିଁ bsnl 4g ଚାଲୁଛି ତାହା ମଧ୍ୟ ବେଳେ ବେଳେ ବନ୍ଦ ହଉଛି। କର୍ମଚାରୀ ମାନଙ୍କର ଦାୟିତ୍ୱ ହୀନତା କାମ ଯୋଗୁଁ ସ୍ଥିର 4g ରହୁ ନାହିଁ। ଆମେ ଓଡିଶା bsnl ଓ ଓଡିଶା ସରକାର ଙ୍କୁ ଅନୁରୋଧ କରୁଛୁ ଯେ ଖୁଣ୍ଟା ବ୍ଲକ ଅଧୀନରେ ଥିବା ସମସ୍ତ ପଂଚାୟତ ଓ ଗ୍ରାମରେ bsnl 4g ସେବା ଯୋଗାନ୍ତୁ। ବାରମ୍ବାର 4g volte ବନ୍ଦ ହେବା ସମସ୍ୟା, ଇଣ୍ଟରନେଟ ଗତି ର ସ୍ଲୋ ସମସ୍ୟା, ହଠାତ ଇଣ୍ଟରନେଟ ବନ୍ଦ, କୋଲ ନ ଲାଗିବା,, ମିସକଲ ମେସେଜ ଆଦି ସମସ୍ୟା ପ୍ରତି ସୁଧାର ଆଣିବା ଅତି ଜରୁରୀ। bsnl ଟେକ୍ନିକାଲ ଟିମ ଦାୟିତ୍ୱ ସହକାରେ କାର୍ଯ୍ୟ କରିବା ଉଚିତ।

2 hrs ago
user_Mansing Murmu
Mansing Murmu
Farmer ଖୁଣ୍ଟା, ମୟୂରଭଞ୍ଜ, ଓଡ଼ିଶା•
2 hrs ago
4518ea12-9d2d-4da9-a9ca-251462c387a3

BSNL 4G ସେବା ଯୋଗାଇବା ପାଇଁ ଅନୁରୋଧ ମୟୁରଭଞ୍ଜ ଜିଲ୍ଲା ରେ ଥିବା ଖୁଣ୍ଟାବ୍ଲକ, ଅଧୀନରେ ଥିବା ସମସ୍ତ ପଂଚାୟତ ଗୁଡିକ ରେ ସମସ୍ତ ଗ୍ରାମୀଣ ଇଲାକା ରେ ଆଜିପର୍ଯ୍ୟନ୍ତ bsnl 4g ପହଂଚି ପାରିନାହିଁ। ନିମ୍ନ ଶ୍ରେଣୀ ର ଆଦିବାସୀ ଶ୍ରେଣୀ ର ଜନସାଧାରଣ ବେସରକାରୀ ନେଟୱାର୍କ ଉପରେ ନିର୍ଭର କରୁଛନ୍ତି। ଅଧିକ ଟଙ୍କା ଦେଇ ରିଚାର୍ଜ କରିବାକୁ ପଡୁଛି। ବାରିପଦା bsnl କୁ ବାରମ୍ବାର ଅଭିଯୋଗ ଦେଲା ପରେ ମଧ୍ୟ କିଛି ବି କାର୍ଯକାରୀ ହେଇନାହିଁ। ଖୁଣ୍ଟା ସହରରେ ହିଁ bsnl 4g ଚାଲୁଛି ତାହା ମଧ୍ୟ ବେଳେ ବେଳେ ବନ୍ଦ ହଉଛି। କର୍ମଚାରୀ ମାନଙ୍କର ଦାୟିତ୍ୱ ହୀନତା କାମ ଯୋଗୁଁ ସ୍ଥିର 4g ରହୁ ନାହିଁ। ଆମେ ଓଡିଶା bsnl ଓ ଓଡିଶା ସରକାର ଙ୍କୁ ଅନୁରୋଧ କରୁଛୁ ଯେ ଖୁଣ୍ଟା ବ୍ଲକ ଅଧୀନରେ ଥିବା ସମସ୍ତ ପଂଚାୟତ ଓ ଗ୍ରାମରେ bsnl 4g ସେବା ଯୋଗାନ୍ତୁ। ବାରମ୍ବାର 4g volte ବନ୍ଦ ହେବା ସମସ୍ୟା, ଇଣ୍ଟରନେଟ ଗତି ର ସ୍ଲୋ ସମସ୍ୟା, ହଠାତ ଇଣ୍ଟରନେଟ ବନ୍ଦ, କୋଲ ନ ଲାଗିବା,, ମିସକଲ ମେସେଜ ଆଦି ସମସ୍ୟା ପ୍ରତି ସୁଧାର ଆଣିବା ଅତି ଜରୁରୀ। bsnl ଟେକ୍ନିକାଲ ଟିମ ଦାୟିତ୍ୱ ସହକାରେ କାର୍ଯ୍ୟ କରିବା ଉଚିତ।

More news from ଓଡ଼ିଶା and nearby areas
  • #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date - 27.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 7008944703
    1
    #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update 
Date - 27.03.2026
ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। 
ଆମକୁ ଯୋଗାଯୋଗ କରନ୍ତୁ - 7008944703
    user_Mayurbhanj Public News
    Mayurbhanj Public News
    ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    21 hrs ago
  • ସଂସଦର ଗରିମା ଏବଂ ନିୟମାବଳୀକୁ ନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ସଂସଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀ ଏବଂ ତାଙ୍କର ବାରମ୍ବାର ଅନୁପସ୍ଥିତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି।
    1
    ସଂସଦର ଗରିମା ଏବଂ ନିୟମାବଳୀକୁ ନେଇ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ସଂସଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶୈଳୀ ଏବଂ ତାଙ୍କର ବାରମ୍ବାର ଅନୁପସ୍ଥିତିକୁ ନେଇ କଡ଼ା ସମାଲୋଚନା କରିଛନ୍ତି।
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    22 hrs ago
  • Post by Rajib Behera
    2
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • ବାଲେଶ୍ୱରରେ ଆସନ୍ତା ଏପ୍ରିଲ 10 ତାରିଖରୁ Rapido ରାଇଡିଂ ସେବା ଆରମ୍ଭ ହେବାକୁ ଯାଉଛି। ଏହା ଦ୍ୱାରା ସହରର ଲୋକମାନେ ସହଜ ଏବଂ ସସ୍ତା ଭାବରେ ଯାତାୟାତ ସୁବିଧା ପାଇପାରିବେ। ସେହିପରି, ଯୁବମାନଙ୍କ ପାଇଁ ଏହା ଏକ ନୂଆ ରୋଜଗାର ସୁଯୋଗ ନେଇଆସିଛି। ଯେଉଁମାନେ କାମ କରିବାକୁ ଇଚ୍ଛୁକ, ସେମାନେ Rapido ସହିତ “କ୍ୟାପ୍ଟେନ” ଭାବେ ଯୋଗ ଦେଇ ନିଜ ବାଇକ୍‌ ଦ୍ୱାରା ଆୟ କରିପାରିବେ। ଏହା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଅନଲାଇନ୍‌ ମାଧ୍ୟମରେ ରେଜିଷ୍ଟ୍ରେଶନ କରିପାରିବେ। ଏହି ସେବା ଆରମ୍ଭ ହେବା ସହିତ ସହରର ଯାତାୟାତ ବ୍ୟବସ୍ଥାରେ ନୂଆ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।
    1
    ବାଲେଶ୍ୱରରେ ଆସନ୍ତା ଏପ୍ରିଲ 10 ତାରିଖରୁ Rapido ରାଇଡିଂ ସେବା ଆରମ୍ଭ ହେବାକୁ ଯାଉଛି। ଏହା ଦ୍ୱାରା ସହରର ଲୋକମାନେ ସହଜ ଏବଂ ସସ୍ତା ଭାବରେ ଯାତାୟାତ ସୁବିଧା ପାଇପାରିବେ।
ସେହିପରି, ଯୁବମାନଙ୍କ ପାଇଁ ଏହା ଏକ ନୂଆ ରୋଜଗାର ସୁଯୋଗ ନେଇଆସିଛି। ଯେଉଁମାନେ କାମ କରିବାକୁ ଇଚ୍ଛୁକ, ସେମାନେ Rapido ସହିତ “କ୍ୟାପ୍ଟେନ” ଭାବେ ଯୋଗ ଦେଇ ନିଜ ବାଇକ୍‌ ଦ୍ୱାରା ଆୟ କରିପାରିବେ।
ଏହା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଅନଲାଇନ୍‌ ମାଧ୍ୟମରେ ରେଜିଷ୍ଟ୍ରେଶନ କରିପାରିବେ। ଏହି ସେବା ଆରମ୍ଭ ହେବା ସହିତ ସହରର ଯାତାୟାତ ବ୍ୟବସ୍ଥାରେ ନୂଆ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    23 hrs ago
  • ମୋରଡା : ହଷ୍ଟେଲ ଖାଦ୍ୟ ଖାଇ ୧୫ ଛାତ୍ରୀ ଗୁରୁତର ! କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଭାଲିଆଡିହା ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ। ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମୋଟ ୧୨୦ଜଣ ଛାତ୍ରୀ ହଷ୍ଟେଲ ରହି ପାଠ ପଢୁଛନ୍ତି। ତେବେ ହଷ୍ଟେଲରେ ଛାତ୍ରୀ ମାନଙ୍କୁ ସକାଳେ ବିସ୍କୁଟ ଖାଇବାକୁ ଦିଆଯାଇଥିବା ବେଳେ ପୂର୍ବାହ୍ନ ୯ଟାରେ ଭାତ,ତରକାରୀ ଖାଇବାକୁ ଦିଆଯାଇଥିଲା। ଖାଇ ସାରିବାର କିଛି ସମୟରେ ହଷ୍ଟେଲର ପନ୍ଦର ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ହଷ୍ଟେଲ ଓ଼ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀ ମାନଙ୍କୁ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଛାତ୍ରୀ ମାନଙ୍କୁ ସାଲାଇନ ଦେବା ସହିତ ଚିକିତ୍ସା ଜାରି ରହିଛି ଏବଂ ଦୂଷିତ ଖାଦ୍ୟ ଖାଇ ଫୁଡ ପଏଜନ ହୋଇଛି ବୋଲି କହିଛନ୍ତି ଡାକ୍ତର ଚନ୍ଦ୍ରମୋହନ ସିଂ।
    1
    ମୋରଡା : ହଷ୍ଟେଲ ଖାଦ୍ୟ ଖାଇ ୧୫ ଛାତ୍ରୀ ଗୁରୁତର !
କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଭାଲିଆଡିହା ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ। ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ମୋଟ ୧୨୦ଜଣ ଛାତ୍ରୀ ହଷ୍ଟେଲ ରହି ପାଠ ପଢୁଛନ୍ତି। ତେବେ ହଷ୍ଟେଲରେ ଛାତ୍ରୀ ମାନଙ୍କୁ ସକାଳେ ବିସ୍କୁଟ ଖାଇବାକୁ ଦିଆଯାଇଥିବା ବେଳେ ପୂର୍ବାହ୍ନ ୯ଟାରେ ଭାତ,ତରକାରୀ ଖାଇବାକୁ ଦିଆଯାଇଥିଲା। ଖାଇ ସାରିବାର କିଛି ସମୟରେ ହଷ୍ଟେଲର ପନ୍ଦର ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ହଷ୍ଟେଲ ଓ଼ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀ ମାନଙ୍କୁ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଛାତ୍ରୀ ମାନଙ୍କୁ ସାଲାଇନ ଦେବା ସହିତ ଚିକିତ୍ସା ଜାରି ରହିଛି ଏବଂ ଦୂଷିତ ଖାଦ୍ୟ ଖାଇ ଫୁଡ ପଏଜନ ହୋଇଛି ବୋଲି କହିଛନ୍ତି ଡାକ୍ତର ଚନ୍ଦ୍ରମୋହନ ସିଂ।
    user_Chittaranjan Behera
    Chittaranjan Behera
    Journalist ମୁରୁଡା, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • Post by Partha Prasanna Mishra
    1
    Post by Partha Prasanna Mishra
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    2 hrs ago
  • Post by Rajib Behera
    1
    Post by Rajib Behera
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    18 hrs ago
  • Post by AT News
    1
    Post by AT News
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    17 hrs ago
  • ଜଳେଶ୍ୱର ବ୍ଲକରେ ଥିବା ସେବା ସମବାୟ ସମିତି ରେ ଧାନ କିଣାରେ ଅନିୟମିତା କେନ୍ଦ୍ର କରି ଜଳେଶ୍ୱର କଂଗ୍ରେସ ତରଫରୁ ସାମ୍ବାଦିକ ସମିଳନୀ
    1
    ଜଳେଶ୍ୱର ବ୍ଲକରେ ଥିବା ସେବା ସମବାୟ ସମିତି ରେ ଧାନ କିଣାରେ ଅନିୟମିତା କେନ୍ଦ୍ର କରି ଜଳେଶ୍ୱର କଂଗ୍ରେସ ତରଫରୁ ସାମ୍ବାଦିକ ସମିଳନୀ
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.