Shuru
Apke Nagar Ki App…
ଶିଶୁ ମାନଙ୍କ ବିଷୟରେ ଥିବା ଆଇନ ବିଷୟରେ ଚାଇଲ୍ଡ ହେଲ୍ପ ଲାଇନ ଏବଂ ଶିଶୁ କଲ୍ୟାଣ ସମିତି ର ସଚେତନତା କାର୍ଯକ୍ରମ ଅନୁଷ୍ଠିତ #rishitv #highlight #LocalNews #Subarnapur #tarbha #Odisha #trending #childlaw #consiousness #programme
Ranjan hota
ଶିଶୁ ମାନଙ୍କ ବିଷୟରେ ଥିବା ଆଇନ ବିଷୟରେ ଚାଇଲ୍ଡ ହେଲ୍ପ ଲାଇନ ଏବଂ ଶିଶୁ କଲ୍ୟାଣ ସମିତି ର ସଚେତନତା କାର୍ଯକ୍ରମ ଅନୁଷ୍ଠିତ #rishitv #highlight #LocalNews #Subarnapur #tarbha #Odisha #trending #childlaw #consiousness #programme
More news from ଓଡ଼ିଶା and nearby areas
- Post by Ranjan hota1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆବଗ ପଂଚାୟତ ସାଳବଣୀ ସାହିରେ ଗତକାଲି ଅଗ୍ନିକାଣ୍ଡରେ ବିପର୍ଣ ପରିବାର ବର୍ଗଙ୍କୁ ଆଜି ପୂର୍ବତନ ସାଂସଦ ଭେଟି ସହାୟତା ପ୍ରଦାନ କରିବା ସହ ସମବେଦନା ଜଣାଇଲେ. ଲୋକଙ୍କ ପାଇଁ ସେ ପକ୍କା ଘର ପାଇଁ ଦାବି କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି.1
- ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପକ୍ରିୟାକୁ ସହଜ କରିବା ପାଇଁ ଭୋଟର ମ୍ୟାପିଙ୍ଗ ସାହାଯ୍ୟ କରନ୍ତୁ । ଦେବଗଡ଼ ତା ୨୪.୦୩.୨୦୨୬ ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପକ୍ରିୟାକୁ ସହଜ କରିବା ପାଇଁ ଭୋଟର ମ୍ୟାପିଙ୍ଗ ଦ୍ୱାରା ଭୋଟର ସଂଶୋଧନ କରାଯିବ ବିଶେଷ କରି ଭାରତ ସମ୍ବିଧାନ ଅନୁଚ୍ଛେଦ ୩୨୪ ଏବଂ ଜନ ପ୍ରତିନିଧି ଅଧିନିୟମ ୧୯୫୦ ର ଧାରା ୨୧ ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଭୋଟର ତାଲିକା ରେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ପ୍ରକ୍ରିୟା ସମୟରେ ନିର୍ବାଚନ ପଞ୍ଜୀକରଣ ଅଧିକାରି (ERO) ସୁନିଶ୍ଚିତ କରିବେ।ଯେପରି କୌଣସି ଯୋଗ୍ୟ ନାଗରିକ ବାଦ୍ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି ବୋଲି ଜିଲ୍ଲା ନିର୍ବାଚନ ପଞ୍ଜୀକରଣ ଅଧିକାରି ତଥା ଉପଜିଲ୍ଲାପାଳ ପରିକ୍ଷିତ ସାହୁ ସାମ୍ୱାଦିକ ସମ୍ମିଳନୀରେ ପରିପ୍ରକାଶ କରିଛନ୍ତି।1
- Post by Dipak Kumar Nayak4
- ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ବେଗୁନିଆପାଳ ନୂଆ ସାହିରେ ପୂର୍ବ ଶତୃତାରୁ ସଂଘ ବଦ୍ଧ ଆକ୍ରମଣରେ ମା ପୁଅ ଲହୁ ଲୁହାଣ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମଧ୍ୟାହ୍ନ ୧ଟା ବେଳେ ଚିକିତ୍ସିତ ବେଳର ଏହି ଦୃଶ୍ୟ I ସେମାନେ ଯାହା ଅଭିଯୋଗ କରିଛନ୍ତି । ଗତ ୧ମାସ ତଳେ ନୁଆ ସାହିରେ ରାସ୍ତାକାମ ଚାଲିଥିବା ବେଳେ ହାଡ଼ିବନ୍ଧୁ ଜେନାଙ୍କ ପୁଅ ପପୁନା ଜେନା ରାସ୍ତା ଉପରେ ବାଇକ ନେଇ ଆସିବାରୁ ରାସ୍ତା ଭାଙ୍ଗିଯାଇଥିଲା । ଏଥିପାଇଁ କାମ କରୁଥିବା ଯୁବକମାନେ ବାଇକ୍ ଛଡ଼ାଇ ରଖିଥିଲେ । ଏହାର କିଛିଦିନ ପରେ ଗ୍ରାମରେ ତାହାର ସମାଧାନ କରାଯାଇଥିଲା । ପପୁନା ଗାଡି ପାଇବା ପରେ ଗାଡିରେ କିଛି ଖରାପ ଥିବାରୁ ଉକ୍ତ ଯୁବକମାନଙ୍କ ସହିତ ପପୁନାର ୨ଦିନ ତଳେ କଥା କଟାକଟି ହେବାରୁ ଯୁବକ ମାନେ ପୁପୁନ ଓ ତାଙ୍କ ମାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ ।1
- ବିଧାନ ସଭା ରେ ଢେଙ୍କାନାଳ କାମାକ୍ଷା ବିଧାୟକ1
- Post by Dhenkanal News1
- Post by Ranjan hota1