Shuru
Apke Nagar Ki App…
ମୋ ମତରେ ଗୁହାଳ ରେ ବାଞ୍ଜ ଗାଇ ରଖିବା ଜାହା ଓଡ଼ିଶାରେ ବିଜେପି ଶାସନ କରିବା ସେଇଆ 😜 କଣ ମୁଁ ଠିକ୍ କହିଲି ତ ? ଗଣେଶ ପାଣିଗ୍ରାହୀ ରିପୋର୍ଟ
GANESH PANlGRAHl
ମୋ ମତରେ ଗୁହାଳ ରେ ବାଞ୍ଜ ଗାଇ ରଖିବା ଜାହା ଓଡ଼ିଶାରେ ବିଜେପି ଶାସନ କରିବା ସେଇଆ 😜 କଣ ମୁଁ ଠିକ୍ କହିଲି ତ ? ଗଣେଶ ପାଣିଗ୍ରାହୀ ରିପୋର୍ଟ
More news from ଓଡ଼ିଶା and nearby areas
- #ପାଣି_ପାଇଁ_ଡହଳବିକଳ ବର୍ଷ ବର୍ଷ ଧରି ଜଳକଷ୍ଟ, ପଥର କୂଅର ଅପରିଷ୍କାର ପାଣି ଭରସାରେ ଗୋଛାଗୁଡ଼ାବାସୀ #Odisha #KanakNews1
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😱 Pramod Kumar Alatia Ganjam jila Mota Badi panchayat polls Buguda Odisha4
- ଦେଖନ୍ତୁ ଆମ ମଣୀମା ବଡ ଠାକୁର ମହାପ୍ରଭୁଙ୍କ ରଥ ଦର୍ଶନ! ଜୟ ଜଗନ୍ନାଥ1
- my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha my wife Tulasi 😭 Pramod Kumar Alatia Ganjam jila Mota Badi panchayat polls Buguda Odisha4
- ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା । ଗଞ୍ଜାମ ଗୋଳାବନ୍ଧ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଗୋଳାବନ୍ଧ ଓ ଛେଳିଗଡ଼ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରାଯାଇଛି ।1
- ଗଞ୍ଜାମ ଜିଲ୍ଲା ଧରାକୋଟ ବର୍ଷ ବର୍ଷ ଧରି ପାନୀୟ ଜଳ ସଙ୍କଟ, ଆନ୍ଦୋଳନ ଓ ଭୋଟ ବର୍ଜନ ଚେତାବନୀ ଧରାକୋଟ (ଗଣେଶ ପାଣିଗ୍ରାହୀ ରିପୋର୍ଟ): ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳ ଅନ୍ତର୍ଗତ ବରଡାବିଲି ନୂଆ ସାହିରେ ଦୀର୍ଘଦିନ ଧରି ଗୁରୁତର ପାନୀୟ ଜଳ ସଙ୍କଟ ଲାଗିରହିଛି। ଏହି ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରାୟ ୧୩୦ଟି ପରିବାର ଏହି ଜଳ ସଙ୍କଟରେ ପ୍ରଭାବିତ ହେଉଛନ୍ତି। ସମସ୍ୟାର ଶୀଘ୍ର ସମାଧାନ ନହେଲେ ରାସ୍ତାରୋକ ଆନ୍ଦୋଳନ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ସୋରଡ଼ା–ଆସିକା ମୁଖ୍ୟ ରାସ୍ତା କଡ଼ରେ ଥିବା ସତ୍ତ୍ୱେ ବରଡାବିଲି ନୂଆ ସାହି ଆଜି ବି ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ। ବର୍ତ୍ତମାନ ଗ୍ରାମବାସୀଙ୍କ ପାଇଁ ଋଷିକୁଲ୍ୟା ନଦୀ ହିଁ ଏକମାତ୍ର ଭରସା। କିନ୍ତୁ ନଦୀରେ ମୃତ ପଶୁ ଓ ବିଭିନ୍ନ ଆବର୍ଜନା ଭାସିଆସିବା ସହ ବର୍ଷାଦିନେ ପାଣି ଅଧିକ ପ୍ରଦୂଷିତ ହୋଇଯାଉଛି। ଫଳରେ ଲୋକେ ନଦୀ କୂଳରେ ଗାତ ଖୋଳି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗ୍ରାମର ମହିଳାମାନେ ପ୍ରତିଦିନ ପ୍ରାୟ ଏକ କିଲୋମିଟର ଦୂରରୁ ମୁଣ୍ଡରେ ପାଣି ବୋହି ଆଣୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ସରକାରଙ୍କ ‘ହର ଘର ନଲ’ ଯୋଜନାର ସୁବିଧା ଏପର୍ଯ୍ୟନ୍ତ ଗ୍ରାମରେ ପହଞ୍ଚିପାରିନାହିଁ। ସୂଚନା ଅନୁସାରେ, ନିକଟସ୍ଥ ଟାଟା କଲୋନୀକୁ ‘ବସୁଧା ଯୋଜନା’ ଅଧୀନରେ ଋଷିକୁଲ୍ୟା ନଦୀରୁ ପାଇପ୍ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। ତେବେ ସେହି ରାସ୍ତା ଦେଇ ଯାଇଥିବା ପାଇପ୍ଲାଇନ୍ର ସୁବିଧା ବରଡାବିଲି ନୂଆ ସାହିବାସୀଙ୍କୁ ମିଳୁନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାରଙ୍କ ଉଦ୍ଦେଶ୍ୟ ଭଲ ଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଉନାହାନ୍ତି। ଆଗାମୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଘରକୁ ଶୀଘ୍ର ପାନୀୟ ଜଳ ଯୋଗାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ରାସ୍ତାରୋକ ଆନ୍ଦୋଳନ ସହ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ରିପୋର୍ଟ: ଗଣେଶ ପାଣିଗ୍ରାହୀ,1
- ବେଲଗୁଣ୍ଠା : ୨୮ ଦିନ ହେଲା ଛୋଟ ଶିଶୁ ପେଟରେ ରହିଛି ଲୁହା କଣ୍ଟା,ଚଢିଆପଲ୍ଲି ଢେପ ସାହି ରୁ ଦେଖିବାକୁ ମିଳିଛି ଘଟଣା, ଦେଖନ୍ତୁ ପୁରା ଖବର ତିନି ବର୍ଷ ର ପିଲା ପେଟରେ ରହିଛି ଲୁହା କଣ୍ଟା । ଦିନେକି ଦୁଇ ଦିନ ନୁହେଁ ଦୀର୍ଘ ୨୮ ଦିନ ହେଲା ପେଟରେ ରହିଛି ଲୁହା କଣ୍ଟା ।ଏଭଳି ଘଟଣା ସାମନାକୁ ଆସିଛି ଗଞ୍ଜାମ ବେଲଗୁଣ୍ଠା ବ୍ଲକ ଚଢିଆପଲ୍ଲି ଢେପ ସାହି ରୁ ।ତୋଫାନ ଜେନାଙ୍କ ସାନ ପୁଅ ଆକାଶ ଗତ ଜୁଲାଇ ମାସ ୨୯ ତାରିଖରେ ଖେଳୁଥିବା ସମୟରେ ଏକ ଦୁଇ ଇଞ୍ଚ ଲୁହା କଣ୍ଟା ଗୋଟାଇ ତାକୁ ଢୁକି ଦେଇଥିଲା ।ପୁଅ ବାପା ଙ୍କୁ ଲୁହା କଣ୍ଟା ଖାଇଥିବା କଥା କହିବା ପରେ ବିଚଳିତ ହୋଇ ପଡ଼ିଥିଲେ ପୁରା ପରିବାର ।ପୁଅକୁ ନେଇ ଭଞ୍ଜନଗର ମେଡିକାଲରେ ଏକ୍ସ ରେ କରିବା ପରେ ପେଟରେ ଲୁହା କଣ୍ଟା ଥିବା ଦେଖି ଡାକ୍ତର ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିଥିଲେ ।ହେଲେ ସେଠାରେ ମଧ୍ୟ ଡାକ୍ତର ଏକ୍ସରେ କରାଇ ଦେଖିବା ପରେ ଝାଡ଼ା ଦ୍ୱାରା ବାହାରିବ କହି ଘରକୁ ଫେରାଇ ଦେଇଛନ୍ତି ।ଅନ୍ୟପଟେ ଆଜି ଯାଏଁ ଆକାଶର ପେଟରେ ଲୁହା କଣ୍ଟାଟି ରହିଥିବାରୁ ପରିବାର ଓ ସାହି ପଡୋଶୀ ତାର ଉନ୍ନତ କରାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।1
- #ସାମାନ୍ୟ_ବଚସାରୁ_ଯୁବକଙ୍କୁ_ମରଣାନ୍ତକ_ଆକ୍ରମଣ ଗଞ୍ଜାମ କୋଦଳା ଥାନା ଶାଳବଣ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। #ସାମାନ୍ୟ_ବଚସାରୁ_ଯୁବକଙ୍କୁ_ମରଣାନ୍ତକ_ଆକ୍ରମଣ ଗଞ୍ଜାମ କୋଦଳା ଥାନା ଶାଳବଣ ଠାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ସାମାନ୍ୟ କାରଣରୁ ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ହାଣିଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଯାଇଛି। #Tej #Odisha #Ganjam #Kodala_Police1