ସ୍ଵତନ୍ତ୍ର ସଘନ ସଂଶୋଧନ- • ସମସ୍ତ ଯୋଗ୍ୟ ଭୋଟର ହେବେ ସଂଯୋଜିତ • ଭୋଟରଙ୍କୁ ନିଜ ତଥ୍ଯ ଦେବାପାଇଁ ଅନୁରୋଧ • 2002 ଭୋଟର ତାଲିକା ସହ ସଂଯୋଗ ନହେଲେ ଚିଠା ଭୋଟର ତାଲିକା ରୁ ପଡିବେ ବାଦ ରାୟଗଡ଼ ତା 17.2.2026 ଜିଲ୍ଲାପାଳ ଶ୍ରୀଯୂକ୍ତ ଆଶୁତୋଷ କୁଲକର୍ଣ୍ଣି,ଆଇ ଏ ଏସଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ସଘନ ସଂଶୋଧନ ନିମନ୍ତେ ଭୋଟର ସଂଯୋଗୀକରଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ମଙ୍ଗଳବାର ରାୟଗଡ଼ ବ୍ଳକ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାଏକ, ଡ଼େପୁଟି କଲେକ୍ଟର ମାନୁଏଲା ପ୍ରିୟଦର୍ଶିନୀ, ସହକାରୀ ଜିଲ୍ଲାପାଳ ବିଚିତ୍ରା ସେଠୀ ଉପସ୍ଥିତି ରହି ଶତକଡା ଅଶୀ ଭାଗରୁ କମ୍ ସଂଯୋଗୀକରଣ କରିଥିବା ବୁଥ ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ | ଜିଲ୍ଲାର ଏଗାର ଗୋଟି ବ୍ଲକର ବିଡିଓ ଏବଂ ପୌରାଞ୍ଚଳ ଓ ଏନ ଏ ସି ର ନିର୍ବାହୀ ଅଧିକାରୀ ଙ୍କ ସହ ବି ଏଲ ଓ ଯୋଗ ଦେଇଥିଲେ | ଗୁଣପୁର ନିର୍ବାଚନ ମଣ୍ଡଳୀ ରୁ ଏକ ଶହ ନବେ, ବିଷମକଟକ ନିର୍ବାଚନମଣ୍ଡଳୀ ରୁ ଏକ ଶହ ଚାଳିଶି ଓ ରାୟଗଡ଼ ନିର୍ବାଚନ ମଣ୍ଡଳୀ ରୁ ଏକ ଶହ ଷାଠିଏ ଜଣ ବିଏଲଓ ଓ ସମ୍ପୃକ୍ତ ସୁପରଭାଇଜର ଉପସ୍ଥିତ ରହି ନିଜ ନିଜର ତଥ୍ଯ ଉପସ୍ଥାପନ କରିଥିଲେ | ମୃତ, ସ୍ଥାନାନ୍ତରିତ ଓ ଦୋହରା ଭୋଟରଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଯୋଗ୍ୟ ଭୋଟରଙ୍କୁ 2002 ତାଲିକା ସହ ସଂଯୋଗ କରାଯିବ | 2025 ମସିହା ଭୋଟର ତାଲିକାରେ ସ୍ଥାନିତ ଭୋଟର, ନିଜର, ନିଜ ପିତା, ମାତା, ଜେଜେ ବାପା କିମ୍ବା ଜେଜେ ମାଆଙ୍କ 2002 ଭୋଟର ତାଲିକାର କ୍ରମିକ ନମ୍ବର ମାଧ୍ୟମରେ ଯୋଡି ହେବେ | ନଚେତ ଆଗାମୀ ଦିନରେ ପ୍ରକାଶିତ ହେବାକୁ ଥିବା ଭୋଟର ତାଲିକାରେ ସେମାନଙ୍କ ନାମ ସ୍ଥାନିତ ହେବ ନାହିଁ ବୋଲି ଜଣାପଡିଛି | ଅପର ପକ୍ଷେ ଅନେକ ଭୋଟର 2002 ମସିହା ପରେ ନିଜର ସ୍ଥାନ ପରିବର୍ତ୍ତନ କରିବା ସହ ନିଜର ପୂର୍ବତନ ବୁଥର ସଠିକ ତଥ୍ଯ ବି ଏଲ ଓ ଙ୍କୁ ପ୍ରଦାନ କରୁନଥିବାରୁ ସଂଯୋଗୀକରଣ କଷ୍ଟସାଧ୍ୟ ହେଉଥିବା ବି ଏଲ ଓ ପ୍ରକାଶ କରିଛନ୍ତି | ଏଥିନିମନ୍ତେ ସହରାଞ୍ଚଳରେ ବ୍ୟାପକ ଜନସଚେତନତା ନିମନ୍ତେ ପ୍ରଚାର ପ୍ରସାର ନିମନ୍ତେ ବ୍ୟବସ୍ଥା କରିବା ସହ ଭୋଟରଙ୍କ ସହଯୋଗ କରାଯାଇଅଛି | ସମସ୍ତ ଭୋଟର ନିଜର 2002 ମସିହାର ଅବସ୍ଥିତି ଓ ଭୋଟର ତଥ୍ଯ ନିକଟସ୍ଥ ବୁଥ ସ୍ତରୀୟ ଅଧିକାରୀଙ୍କୁ ଯଥାଶୀଘ୍ର ପ୍ରଦାନ କରି ସ୍ଵତନ୍ତ୍ର ସଘନ ସଂଶୋଧନ ସମୟରେ ଜଟିଳ ପ୍ରକ୍ରିୟାକରଣରୁ ଦୁରେଇ ରହିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଜିଲ୍ଲାର ସମସ୍ତ ଭୋଟରଙ୍କୁ ଅପିଲ କରିଛନ୍ତି |
ସ୍ଵତନ୍ତ୍ର ସଘନ ସଂଶୋଧନ- • ସମସ୍ତ ଯୋଗ୍ୟ ଭୋଟର ହେବେ ସଂଯୋଜିତ • ଭୋଟରଙ୍କୁ ନିଜ ତଥ୍ଯ ଦେବାପାଇଁ ଅନୁରୋଧ • 2002 ଭୋଟର ତାଲିକା ସହ ସଂଯୋଗ ନହେଲେ ଚିଠା ଭୋଟର ତାଲିକା ରୁ ପଡିବେ ବାଦ ରାୟଗଡ଼ ତା 17.2.2026 ଜିଲ୍ଲାପାଳ ଶ୍ରୀଯୂକ୍ତ ଆଶୁତୋଷ କୁଲକର୍ଣ୍ଣି,ଆଇ ଏ ଏସଙ୍କ ଅଧ୍ୟକ୍ଷତାରେ ସ୍ଵତନ୍ତ୍ର ସଘନ ସଂଶୋଧନ ନିମନ୍ତେ ଭୋଟର ସଂଯୋଗୀକରଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ମଙ୍ଗଳବାର ରାୟଗଡ଼ ବ୍ଳକ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅତିରିକ୍ତ ଜିଲ୍ଲାପାଳ ନବିନ ଚନ୍ଦ୍ର ନାଏକ, ଡ଼େପୁଟି କଲେକ୍ଟର ମାନୁଏଲା ପ୍ରିୟଦର୍ଶିନୀ, ସହକାରୀ ଜିଲ୍ଲାପାଳ ବିଚିତ୍ରା ସେଠୀ ଉପସ୍ଥିତି ରହି ଶତକଡା ଅଶୀ
ଭାଗରୁ କମ୍ ସଂଯୋଗୀକରଣ କରିଥିବା ବୁଥ ସ୍ତରୀୟ ଅଧିକାରୀଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ | ଜିଲ୍ଲାର ଏଗାର ଗୋଟି ବ୍ଲକର ବିଡିଓ ଏବଂ ପୌରାଞ୍ଚଳ ଓ ଏନ ଏ ସି ର ନିର୍ବାହୀ ଅଧିକାରୀ ଙ୍କ ସହ ବି ଏଲ ଓ ଯୋଗ ଦେଇଥିଲେ | ଗୁଣପୁର ନିର୍ବାଚନ ମଣ୍ଡଳୀ ରୁ ଏକ ଶହ ନବେ, ବିଷମକଟକ ନିର୍ବାଚନମଣ୍ଡଳୀ ରୁ ଏକ ଶହ ଚାଳିଶି ଓ ରାୟଗଡ଼ ନିର୍ବାଚନ ମଣ୍ଡଳୀ ରୁ ଏକ ଶହ ଷାଠିଏ ଜଣ ବିଏଲଓ ଓ ସମ୍ପୃକ୍ତ ସୁପରଭାଇଜର ଉପସ୍ଥିତ ରହି ନିଜ ନିଜର ତଥ୍ଯ ଉପସ୍ଥାପନ କରିଥିଲେ | ମୃତ, ସ୍ଥାନାନ୍ତରିତ ଓ ଦୋହରା ଭୋଟରଙ୍କୁ
ବାଦ୍ ଦେଲେ ଅନ୍ୟ ସମସ୍ତ ଯୋଗ୍ୟ ଭୋଟରଙ୍କୁ 2002 ତାଲିକା ସହ ସଂଯୋଗ କରାଯିବ | 2025 ମସିହା ଭୋଟର ତାଲିକାରେ ସ୍ଥାନିତ ଭୋଟର, ନିଜର, ନିଜ ପିତା, ମାତା, ଜେଜେ ବାପା କିମ୍ବା ଜେଜେ ମାଆଙ୍କ 2002 ଭୋଟର ତାଲିକାର କ୍ରମିକ ନମ୍ବର ମାଧ୍ୟମରେ ଯୋଡି ହେବେ | ନଚେତ ଆଗାମୀ ଦିନରେ ପ୍ରକାଶିତ ହେବାକୁ ଥିବା ଭୋଟର ତାଲିକାରେ ସେମାନଙ୍କ ନାମ ସ୍ଥାନିତ ହେବ ନାହିଁ ବୋଲି ଜଣାପଡିଛି | ଅପର ପକ୍ଷେ ଅନେକ ଭୋଟର 2002 ମସିହା ପରେ ନିଜର ସ୍ଥାନ ପରିବର୍ତ୍ତନ କରିବା ସହ ନିଜର ପୂର୍ବତନ ବୁଥର ସଠିକ ତଥ୍ଯ
ବି ଏଲ ଓ ଙ୍କୁ ପ୍ରଦାନ କରୁନଥିବାରୁ ସଂଯୋଗୀକରଣ କଷ୍ଟସାଧ୍ୟ ହେଉଥିବା ବି ଏଲ ଓ ପ୍ରକାଶ କରିଛନ୍ତି | ଏଥିନିମନ୍ତେ ସହରାଞ୍ଚଳରେ ବ୍ୟାପକ ଜନସଚେତନତା ନିମନ୍ତେ ପ୍ରଚାର ପ୍ରସାର ନିମନ୍ତେ ବ୍ୟବସ୍ଥା କରିବା ସହ ଭୋଟରଙ୍କ ସହଯୋଗ କରାଯାଇଅଛି | ସମସ୍ତ ଭୋଟର ନିଜର 2002 ମସିହାର ଅବସ୍ଥିତି ଓ ଭୋଟର ତଥ୍ଯ ନିକଟସ୍ଥ ବୁଥ ସ୍ତରୀୟ ଅଧିକାରୀଙ୍କୁ ଯଥାଶୀଘ୍ର ପ୍ରଦାନ କରି ସ୍ଵତନ୍ତ୍ର ସଘନ ସଂଶୋଧନ ସମୟରେ ଜଟିଳ ପ୍ରକ୍ରିୟାକରଣରୁ ଦୁରେଇ ରହିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଜିଲ୍ଲାର ସମସ୍ତ ଭୋଟରଙ୍କୁ ଅପିଲ କରିଛନ୍ତି |
- ହାତୀ ର ଉତ୍ପାତ1
- bandlamera ଗ୍ରାମର କୁକୁଡ଼ା ଧରା ଭୋଜି ମାର୍ଦ୍ଦିପଙ୍କା ସମୁନ୍ଧି ଆସିଥିଲେ1
- ନା ଅଛି No Entry କଣ୍ଟ୍ରୋଲ, ନା ପୋଲିସ୍ ସୁରକ୍ଷା କର୍ମୀ! ପଦ୍ମପୁର ଅଞ୍ଚଳ ଏବେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ! ଧାନ ଟ୍ରକ୍ , ସିମେନ୍ଟ ଟ୍ରକ୍ ଏବଂ ଆଳୁ ଟ୍ରକ୍ ଭଳି ଅନେକ ଭାରିଯାନ ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କଟକଣା ଲାଗୁ ହେଉନାହିଁ ! ଭାରିଯାନ ପାଇଁ ମୁଖ୍ୟ ବଜାର ଭିଡ଼ ପ୍ରବଳ! ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲ ଟିଉସନ୍ ଛାଡିବା ପାଇଁ ବାପା ମାଙ୍କ ଭୟ! ଅନେକ୍ ଦିନ ହେଲା ପୋଲିସ ସୁରକ୍ଷା କର୍ମୀ ମଧ୍ଯ ମାର୍କେଟରେ ଦେଖିବାକୁ ମିଳୁନାହିଁ! ଯଦ୍ୱାରା ଭିଡ ନିୟନ୍ତ୍ରଣ ପାଇଁ ବହୁ ସମସ୍ୟା ଦେଖିବାକୁ ମିଳିଛି! ପଦ୍ମପୁର ଟାଉନକୁ ରାତ୍ରି ସମୟରେ ଗୁରୁଖା ହିଁ ଭରସା! ଚୋରି, ହତ୍ୟାକାଣ୍ଡ ଏବଂ ଯୌନକ୍ରିୟା ବଢିବାରେ ଲାଗିଛି!2
- ପଦ୍ମମପୁର1
- ଲୋକକଥା -୧ ମାଁ ମାଣିକେଶ୍ଵରୀ ଙ୍କର ଚୁଡି ପିନ୍ଧା। ସେ ଦିନ ପୂଝାରୀ ଘରେ ଚୁଡିବାଲି ର କାଣା ହେଲା ଯେ କଥାନୀ ସୁନଲେ ଜାନବ। (ଇ କାହାଣୀ ମନଗଢନ ଆଏ,କେନସି ସତ୍ୟତା ନାଇଁନ, ଆକ୍ଷେପ କି ଉଦ୍ଦେଶ୍ୟ ମୁଲକ ଭାବେ ନାଇଁ କରି) ଭଲ ଲାଗଲେ ସେୟାର କରବେ।ଭୁଲ ଥିଲେ କ୍ଷମା କରିଦେବେ ।।1
- ଦାରିଙ୍ଗବାଡି ସ୍ଥାନ ର ମୋହା ଶିବ ରାତ୍ରି ରାମାୟଣ1
- କେବେ ହବ ଏହି ରାସ୍ତା କାମ ବୁରୁଡ଼ା ଗ୍ରାମ ଠାରୁ ପେଦାମାଡ଼ି ରାସ୍ତା ? ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ବୁରୁଡ଼ା ଠାରୁ କାଶୀନଗର କୁ ସଂଯଗ କରୁଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ମରଣ ଜନ୍ତା ପାଲଟିଛି |ଏହି ରାସ୍ତା ଦେଇ କାଶୀନଗର କଲେଜ କୁ ଯିବା ପାଇଁ ବହୁତ କମ ସମୟ ଲାଗିଥାଏ| ଏହି ରାସ୍ତା ସଚୋନୀୟ ହୋଇଥିଲେ ମଧ୍ୟ ଛାତ୍ର ଛାତ୍ରୀ ମାନେ ନିଜ ଜୀବନକୁ ବାଜି ଲଗାଇ ଯିବାକୁ ବାଧ୍ୟ ହେଉଛନ୍ତି | ଆଖ ପାଖ ର ଗ୍ରାମର ଲୋକମାନେ ବା ଗର୍ଭବତୀ ମହିଳା ମାନେ ଅସୁସ୍ଥତା ହେଲେ କାଶୀନଗରରେ ଏମ୍ବୁଲାନ୍ସ ର ସୁବିଧା ଥାଏ କିନ୍ତୁ ଗାଇବା ମୁଖ୍ୟ ରାସ୍ତା ଦେଇ କାଶୀନଗର କୁ ଗୋମନା ଗୋମନ କରିଲେ 24 କିଲୋମିଟର ପଡ଼ିଥାଏ | ଆଉ ବୁରୁଡ଼ା ଦେଇ କାଶୀନଗର ଯିବାକୁ ହେଲେ କେବଳ 10 କିଲୋମିଟର ପଡ଼ିଥାଏ ଯଦି ସରକାର ଏ ରାସ୍ତା ଉପରେ ଦୃଷ୍ଟି ଦିୟନ୍ତି ତେବେ ଗାଇବା ପଞ୍ଚାୟତକୁ ଲାଗି ଯେଉଁ 5, ରୁ 6 ପଞ୍ଚାୟତ ର ଛାତ୍ର ଛାତ୍ରୀ ମାନେ ଏବଂ ଛୋଟ ଛୋଟ ବ୍ୟବସାୟୀ ମାନଙ୍କର ଏବଂ ସ୍କୁଲ କୁ ଯିବା ଆସିବା କରୁଥିବା ଶିକ୍ଷକ ମାନଙ୍କର ବହୁତ ଉପକାର ହେବ ବଳି ବୁରୁଡ଼ା ଗ୍ରାମରୁ ଉବେଦ ଗମାଙ୍ଗ, ପୁରାତନ ଭୂୟାଁ, ଡବି ଗମାଙ୍ଗ, ସାରଗ୍ୟାସିଂ ଗ୍ରାମରୁ ମୁରୁସୁତା ରଇତ, ଅତି ଗମାଙ୍ଗ ଏବଂ ଗାଇବା ଗ୍ରାମରୁ ଜିଲ୍ଲାପରିଷଦ ସଭ୍ୟା ରେଣୁକା ପାତ୍ର, ସରପଞ୍ଚ ତିଷ୍ଣ ଭୂୟାଁ, ସମିତି ସଭ୍ୟା, ବାସନ୍ତୀ ପାଣି, ସୋରଗ୍ୟ ପାଣି ଲୁଲୁ ଲିମା, ଅଜିତ ବେବର୍ତ୍ତା, ମାନୁଏଲ ମାଛ, ଗପାଳ ପ୍ରଧାନ, ଓ ସୁଧାକର ଲିମା, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।1
- Post by HABIL DONGRI1