logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାତି ରେ ବେହାଲ ଟିଟିଲାଗଡ଼ : ଘରୁ ପଦାକୁ ବାହାରିଲେ ଲୋକେ ଅଂଶୁଘାତ ର ଶିକାର ହେଉଛନ୍ତି ଟିଟିଲାଗଡ଼..... ଏବେ ସମଗ୍ର ଟିଟିଲାଗଡ଼ ସହରରେ ପ୍ରଖର ତାତି..ଦିନ ତମାମ ଆକାଶ ରୁ ଅଗ୍ନିବର୍ଷା ହେଉଛି l ମୁଣ୍ଡ ଫଟା ଟାଣ ଖରା ରେ ଲୋକଙ୍କ ଜୀବନ ଜୀବିକା ବେହାଲ ହୋଇ ପଡିଛି l ସକାଳ ୯ଟାରୁ ରାତ୍ରି ୭ ଟା ପର୍ଯ୍ୟନ୍ତ ସହରରେ ଗରମ ପବନ ବୋହୁଛି l ସକାଳ ୧୦ ଟା ପରେ ସ୍ଥିତି ଆହୁରି ସଂଗୀନ ହୋଇ ପଡୁଛି l ଘରୁ ବାହାରକୁ ବାହାରିବା ମାତ୍ର କୁ ନିଆଁ ରେ ଦେହ ହାତ ଗୋଡ଼ ପୋଡିଯିବା ଭଳି ଅନୁଭୂତ ହେଉଛି l ଅନେକ ଲୋକେ ଏବେ ପ୍ରଚଣ୍ଡ ତାତି ରେ କଲବଲ ହେବା ସହ ଘରୁ ବାହାରକୁ ବାହାରିଲେ ଅଂଶୁଘାତ ର ଶିକାର ହେବାରେ ଲାଗିଛନ୍ତି l ସହରର ତାପମାତ୍ରା ଏବେ ୪୪°ଡିଗ୍ରୀ ସରକାରୀ ଭାବରେ ରେକର୍ଡ କରାଯାଉଛି l ହେଲେ ସହରରେ ତାପମାତ୍ରା ୪୬°ଡିଗ୍ରୀ ରୁ ୪୭°ଡିଗ୍ରୀ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି l ତେବେ ଅଂଶୁଘାତ କକ୍ଷ ରେ ଅଂଶୁଘାତ ର ଶିକାର ହୋଇଥିବା ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ସେମାନେ ଘରୁ ବାହାରକୁ ବାହାରିବା ମାତ୍ରକୁ ପ୍ରଚଣ୍ତ ତାତି ରେ ମୁଣ୍ଡ ବୁଲାଇ ଶରୀର ଅସୁସ୍ଥ ଲାଗିଥିଲା ଏବଂ ସେମାନେ ଅଂଶୁଘାତ ର ଶିକାର ହୋଇଛନ୍ତି...

2 hrs ago
user_ସଞ୍ଜୟ କୁମାର ବେହେରା
ସଞ୍ଜୟ କୁମାର ବେହେରା
Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
2 hrs ago

ତାତି ରେ ବେହାଲ ଟିଟିଲାଗଡ଼ : ଘରୁ ପଦାକୁ ବାହାରିଲେ ଲୋକେ ଅଂଶୁଘାତ ର ଶିକାର ହେଉଛନ୍ତି ଟିଟିଲାଗଡ଼..... ଏବେ ସମଗ୍ର ଟିଟିଲାଗଡ଼ ସହରରେ ପ୍ରଖର ତାତି..ଦିନ ତମାମ ଆକାଶ ରୁ ଅଗ୍ନିବର୍ଷା ହେଉଛି l ମୁଣ୍ଡ ଫଟା ଟାଣ ଖରା ରେ ଲୋକଙ୍କ ଜୀବନ ଜୀବିକା ବେହାଲ ହୋଇ ପଡିଛି

l ସକାଳ ୯ଟାରୁ ରାତ୍ରି ୭ ଟା ପର୍ଯ୍ୟନ୍ତ ସହରରେ ଗରମ ପବନ ବୋହୁଛି l ସକାଳ ୧୦ ଟା ପରେ ସ୍ଥିତି ଆହୁରି ସଂଗୀନ ହୋଇ ପଡୁଛି l ଘରୁ ବାହାରକୁ ବାହାରିବା ମାତ୍ର କୁ ନିଆଁ ରେ ଦେହ ହାତ ଗୋଡ଼ ପୋଡିଯିବା ଭଳି ଅନୁଭୂତ ହେଉଛି

l ଅନେକ ଲୋକେ ଏବେ ପ୍ରଚଣ୍ଡ ତାତି ରେ କଲବଲ ହେବା ସହ ଘରୁ ବାହାରକୁ ବାହାରିଲେ ଅଂଶୁଘାତ ର ଶିକାର ହେବାରେ ଲାଗିଛନ୍ତି l ସହରର ତାପମାତ୍ରା ଏବେ ୪୪°ଡିଗ୍ରୀ ସରକାରୀ ଭାବରେ ରେକର୍ଡ କରାଯାଉଛି l ହେଲେ ସହରରେ ତାପମାତ୍ରା ୪୬°ଡିଗ୍ରୀ ରୁ ୪୭°ଡିଗ୍ରୀ ରହୁଥିବା ସ୍ଥାନୀୟ

ଲୋକେ ଅଭିଯୋଗ କରୁଛନ୍ତି l ତେବେ ଅଂଶୁଘାତ କକ୍ଷ ରେ ଅଂଶୁଘାତ ର ଶିକାର ହୋଇଥିବା ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ସେମାନେ ଘରୁ ବାହାରକୁ ବାହାରିବା ମାତ୍ରକୁ ପ୍ରଚଣ୍ତ ତାତି ରେ ମୁଣ୍ଡ ବୁଲାଇ ଶରୀର ଅସୁସ୍ଥ ଲାଗିଥିଲା ଏବଂ ସେମାନେ ଅଂଶୁଘାତ ର ଶିକାର ହୋଇଛନ୍ତି...

More news from ଓଡ଼ିଶା and nearby areas
  • ନିମାପଡ଼ା ବ୍ଲକ୍ ଅରିଷଣ୍ଢ ଗ୍ରାମ ପଞ୍ଚାୟତ ପବିତ୍ର କୁମାର ବେହେରା ଜଣେ 100% ଦୃଷ୍ଟି ହିନ ବ୍ୟକ୍ତି ଭତ୍ତା ଟଙ୍କା ଆଣିବାକୁ ଗ୍ରାମପଞ୍ଚାୟତ କୁ ଯାଇଥିଲେ। ଯେହେତୁ 100% ବିକଳାଙ୍ଗ ବ୍ୟକ୍ତି ଏଣୁ ଶିଘ୍ର ଭତ୍ତା ଟଙ୍କା ଦେବାକୁ ନେହୁରା ହେଲା। ଭତ୍ତା ବାଣ୍ଟୁଥିବା ଅରିଷଣ୍ଢ ଗ୍ରାମପଞ୍ଚାୟତ ର ଏଡିଓ ଏବଂ ପିଇଓ ଭତ୍ତା ହିତାଧିକାରୀ ପବିତ୍ର କୁମାର ବେହେରା ଙ୍କ ମନରେ ଆଘାତ ଦେଲା ଭଳି ବ୍ୟବହାର କରିଥିଲେ ଏବଂ ତାଙ୍କୁ ଭତ୍ତା ଟଙ୍କା ନ ଦେଇ ଖାତାକୁ ଫେରାଇ ଦେଇଥିଲେ। ସେ ନିରୁପାୟ ହୋଇ ଦୁଃଖ କଷ୍ଟରେ ଘରକୁ ଫେରି ଯାଇଥିଲେ। ପବିତ୍ର କୁମାର ବେହେରା ଜଣେ 100% ବିକଳାଙ୍ଗ ବ୍ୟକ୍ତି ଅଟନ୍ତି। 100% ବିକଳାଙ୍ଗ ଙ୍କୁ ଆବଶ୍ୟକ ହେଲେ ଘରକୁ ନେଇ ଭତ୍ତା ଟଙ୍କା ଦେଇ ଆସିବା ପାଇଁ ସରକାର ଙ୍କ ନିର୍ଦେଶ ଥିଲେ ମଧ୍ୟ କର୍ମ ଚାରୀ ମାନେ ପାଳନ କରୁନାହାନ୍ତି। ନିମାପଡା ବ୍ଲକ ଓ ପୁରୀ ଜିଲ୍ଲା ପ୍ରଶାସନ ଙ୍କୁ ଭତ୍ତା ବାଣ୍ଟୁ ଥିବା ଏଡିଓ ଏବଂ ପିଇଓ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ନିମାପଡ଼ା ବ୍ଲକ୍ ଅରିଷଣ୍ଢ ଗ୍ରାମ ପଞ୍ଚାୟତ ପବିତ୍ର କୁମାର ବେହେରା ଜଣେ 100% ଦୃଷ୍ଟି ହିନ ବ୍ୟକ୍ତି ଭତ୍ତା ଟଙ୍କା ଆଣିବାକୁ ଗ୍ରାମପଞ୍ଚାୟତ କୁ ଯାଇଥିଲେ। ଯେହେତୁ 100% ବିକଳାଙ୍ଗ ବ୍ୟକ୍ତି ଏଣୁ ଶିଘ୍ର ଭତ୍ତା ଟଙ୍କା ଦେବାକୁ ନେହୁରା ହେଲା। ଭତ୍ତା ବାଣ୍ଟୁଥିବା ଅରିଷଣ୍ଢ ଗ୍ରାମପଞ୍ଚାୟତ ର ଏଡିଓ ଏବଂ ପିଇଓ ଭତ୍ତା ହିତାଧିକାରୀ ପବିତ୍ର କୁମାର ବେହେରା ଙ୍କ ମନରେ ଆଘାତ ଦେଲା ଭଳି ବ୍ୟବହାର କରିଥିଲେ ଏବଂ ତାଙ୍କୁ ଭତ୍ତା ଟଙ୍କା ନ ଦେଇ ଖାତାକୁ ଫେରାଇ ଦେଇଥିଲେ। ସେ ନିରୁପାୟ ହୋଇ ଦୁଃଖ କଷ୍ଟରେ ଘରକୁ ଫେରି ଯାଇଥିଲେ। ପବିତ୍ର କୁମାର ବେହେରା ଜଣେ 100% ବିକଳାଙ୍ଗ ବ୍ୟକ୍ତି ଅଟନ୍ତି। 100% ବିକଳାଙ୍ଗ ଙ୍କୁ ଆବଶ୍ୟକ ହେଲେ ଘରକୁ ନେଇ ଭତ୍ତା ଟଙ୍କା ଦେଇ ଆସିବା ପାଇଁ ସରକାର ଙ୍କ ନିର୍ଦେଶ ଥିଲେ ମଧ୍ୟ କର୍ମ ଚାରୀ ମାନେ ପାଳନ କରୁନାହାନ୍ତି। ନିମାପଡା ବ୍ଲକ ଓ ପୁରୀ ଜିଲ୍ଲା ପ୍ରଶାସନ ଙ୍କୁ ଭତ୍ତା ବାଣ୍ଟୁ ଥିବା ଏଡିଓ ଏବଂ ପିଇଓ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।
ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    1 hr ago
  • Post by Rajes Argus news
    1
    Post by Rajes Argus news
    user_Rajes Argus news
    Rajes Argus news
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    2 hrs ago
  • ଦେଖନ୍ତୁ ସିଜିମାଳି ପାଇଁ ଲଢେଇ କରୁଥିବା ମାଁ ଓ ବାପା ମାନେ
    1
    ଦେଖନ୍ତୁ ସିଜିମାଳି ପାଇଁ ଲଢେଇ କରୁଥିବା ମାଁ ଓ ବାପା ମାନେ
    user_Baleswar Naik
    Baleswar Naik
    Thuamul Rampur, Kalahandi•
    14 hrs ago
  • ନୂଆପଡ଼ା ଜିଲ୍ଲା ବିଜେପି ପକ୍ଷରୁ ମହିଳା ଶକ୍ତି ବନ୍ଦନ୍ ବିଲକୁ ସମର୍ଥନ ଏବଂ ବିରୋଧୀ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଧରେ ମହିଳାମାନେ ରାଜରାସ୍ତାରେ I
    1
    ନୂଆପଡ଼ା ଜିଲ୍ଲା ବିଜେପି ପକ୍ଷରୁ ମହିଳା ଶକ୍ତି ବନ୍ଦନ୍  ବିଲକୁ ସମର୍ଥନ ଏବଂ ବିରୋଧୀ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ବିରୋଧରେ ମହିଳାମାନେ ରାଜରାସ୍ତାରେ I
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    23 hrs ago
  • Post by SONEPUR NEWS
    1
    Post by SONEPUR NEWS
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    53 min ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    12 hrs ago
  • ନିମାପଡା ବ୍ଲକ ର ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସା‌ହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    1
    ନିମାପଡା ବ୍ଲକ ର 
ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସା‌ହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା  ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି।
ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    19 hrs ago
  • Post by Rajes Argus news
    1
    Post by Rajes Argus news
    user_Rajes Argus news
    Rajes Argus news
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    2 hrs ago
  • ମଣିଷ ତିଆରି କାରଖାନାରେ ଚାଲିଛି ଭେଜାଲ କାରବାର
    1
    ମଣିଷ ତିଆରି କାରଖାନାରେ ଚାଲିଛି ଭେଜାଲ କାରବାର
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    14 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.