ପବିତ୍ର କୁମାର ବେହେରା 100% ବିକଳାଙ୍ଗ ବ୍ୟକ୍ତି ଙ୍କୁ ମଧୁବାବୁ ଭତ୍ତା ଟଙ୍କା ନ ଦେଇ ଅରିଷଣ୍ଢ ଗ୍ରାମପଞ୍ଚାୟତ ର ଏଡିଓ ଏବଂ ପିଇଓ ଭତ୍ତା କାର୍ଡ ଫେରସ୍ତ କରି ଦେଇ ଭତ୍ତା ଟଙ୍କା ଦେଇ ନ ଥିବା ଅଭିଯୋଗ ହୋଇଛି। ନିମାପଡ଼ା ବ୍ଲକ୍ ଅରିଷଣ୍ଢ ଗ୍ରାମ ପଞ୍ଚାୟତ ପବିତ୍ର କୁମାର ବେହେରା ଜଣେ 100% ଦୃଷ୍ଟି ହିନ ବ୍ୟକ୍ତି ଭତ୍ତା ଟଙ୍କା ଆଣିବାକୁ ଗ୍ରାମପଞ୍ଚାୟତ କୁ ଯାଇଥିଲେ। ଯେହେତୁ 100% ବିକଳାଙ୍ଗ ବ୍ୟକ୍ତି ଏଣୁ ଶିଘ୍ର ଭତ୍ତା ଟଙ୍କା ଦେବାକୁ ନେହୁରା ହେଲା। ଭତ୍ତା ବାଣ୍ଟୁଥିବା ଅରିଷଣ୍ଢ ଗ୍ରାମପଞ୍ଚାୟତ ର ଏଡିଓ ଏବଂ ପିଇଓ ଭତ୍ତା ହିତାଧିକାରୀ ପବିତ୍ର କୁମାର ବେହେରା ଙ୍କ ମନରେ ଆଘାତ ଦେଲା ଭଳି ବ୍ୟବହାର କରିଥିଲେ ଏବଂ ତାଙ୍କୁ ଭତ୍ତା ଟଙ୍କା ନ ଦେଇ ଖାତାକୁ ଫେରାଇ ଦେଇଥିଲେ। ସେ ନିରୁପାୟ ହୋଇ ଦୁଃଖ କଷ୍ଟରେ ଘରକୁ ଫେରି ଯାଇଥିଲେ। ପବିତ୍ର କୁମାର ବେହେରା ଜଣେ 100% ବିକଳାଙ୍ଗ ବ୍ୟକ୍ତି ଅଟନ୍ତି। 100% ବିକଳାଙ୍ଗ ଙ୍କୁ ଆବଶ୍ୟକ ହେଲେ ଘରକୁ ନେଇ ଭତ୍ତା ଟଙ୍କା ଦେଇ ଆସିବା ପାଇଁ ସରକାର ଙ୍କ ନିର୍ଦେଶ ଥିଲେ ମଧ୍ୟ କର୍ମ ଚାରୀ ମାନେ ପାଳନ କରୁନାହାନ୍ତି। ନିମାପଡା ବ୍ଲକ ଓ ପୁରୀ ଜିଲ୍ଲା ପ୍ରଶାସନ ଙ୍କୁ ଭତ୍ତା ବାଣ୍ଟୁ ଥିବା ଏଡିଓ ଏବଂ ପିଇଓ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର

- ନିମାପଡ଼ା ବ୍ଲକ୍ ଅରିଷଣ୍ଢ ଗ୍ରାମ ପଞ୍ଚାୟତ ପବିତ୍ର କୁମାର ବେହେରା ଜଣେ 100% ଦୃଷ୍ଟି ହିନ ବ୍ୟକ୍ତି ଭତ୍ତା ଟଙ୍କା ଆଣିବାକୁ ଗ୍ରାମପଞ୍ଚାୟତ କୁ ଯାଇଥିଲେ। ଯେହେତୁ 100% ବିକଳାଙ୍ଗ ବ୍ୟକ୍ତି ଏଣୁ ଶିଘ୍ର ଭତ୍ତା ଟଙ୍କା ଦେବାକୁ ନେହୁରା ହେଲା। ଭତ୍ତା ବାଣ୍ଟୁଥିବା ଅରିଷଣ୍ଢ ଗ୍ରାମପଞ୍ଚାୟତ ର ଏଡିଓ ଏବଂ ପିଇଓ ଭତ୍ତା ହିତାଧିକାରୀ ପବିତ୍ର କୁମାର ବେହେରା ଙ୍କ ମନରେ ଆଘାତ ଦେଲା ଭଳି ବ୍ୟବହାର କରିଥିଲେ ଏବଂ ତାଙ୍କୁ ଭତ୍ତା ଟଙ୍କା ନ ଦେଇ ଖାତାକୁ ଫେରାଇ ଦେଇଥିଲେ। ସେ ନିରୁପାୟ ହୋଇ ଦୁଃଖ କଷ୍ଟରେ ଘରକୁ ଫେରି ଯାଇଥିଲେ। ପବିତ୍ର କୁମାର ବେହେରା ଜଣେ 100% ବିକଳାଙ୍ଗ ବ୍ୟକ୍ତି ଅଟନ୍ତି। 100% ବିକଳାଙ୍ଗ ଙ୍କୁ ଆବଶ୍ୟକ ହେଲେ ଘରକୁ ନେଇ ଭତ୍ତା ଟଙ୍କା ଦେଇ ଆସିବା ପାଇଁ ସରକାର ଙ୍କ ନିର୍ଦେଶ ଥିଲେ ମଧ୍ୟ କର୍ମ ଚାରୀ ମାନେ ପାଳନ କରୁନାହାନ୍ତି। ନିମାପଡା ବ୍ଲକ ଓ ପୁରୀ ଜିଲ୍ଲା ପ୍ରଶାସନ ଙ୍କୁ ଭତ୍ତା ବାଣ୍ଟୁ ଥିବା ଏଡିଓ ଏବଂ ପିଇଓ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1
- #♥️🥰♥️♥️🥰♥️♥️♥️🥰♥️1
- ୧୨ ଚକିଆ ଟ୍ରକ୍ ଏବଂ ଅନ୍ୟପଟେ ଦ୍ରୁତଗାମୀ ଟ୍ରଲର ଧକ୍କା । ମୁହାଁମୁହିଁ1
- କୁଇକୂଳ ଆଦିବାସୀ ମୂଳନୀବାସୀ ଜ ଏ ଜୁହାର 🙏1
- Post by Gopal Das Mahananda1
- କିରିକୁଟି କୋଳସି ଯାତ୍ରା ---- ଆଗକୁ ଦେଖନ୍ତୁ3
- କଳାହାଣ୍ଡି:ନାରୀ ଶକ୍ତି ବନ୍ଦନ କେ ନେଇ କରି କାଣା କହୁଛନ ବିଜେପି ନେତ୍ରୀ ।1
- ନିମାପଡା ବ୍ଲକ ର ଅରିଷଣ୍ଢ ପଞ୍ଚାୟତ ର ୯ ନମ୍ବର ୱାର୍ଡ ର ବାରିକ ସାହି ଠାରେଥିବା ନଳକୂପ ଟି ଦୀର୍ଘ 5 ମାସ ହେବ ଅଚଳ ହୋଇ ପଡ଼ିରହିଛି। ପାଞ୍ଚ ମାସ ପୂର୍ବେ ନଳକୂପଟି ଠିକ ରେ ଚାଲିଥିଲା। ବାରିକ ସାହି ରାସ୍ତା ର ଉନ୍ନତି କରଣ ହେଲା ବେଳେ ଠିକାଦାର ନଳକୂପ ଥିବା ସ୍ଥାନ ରେ ମାଟି ଅଳିଆ ଅବର୍ଜନା ପକାଇ ଦେଇଛନ୍ତି, ଯାହାଫଳରେ ଜନସାଧାରଣ ନଳକୂପ ପାଣି ବ୍ୟବହାର କରିପାରିଲେ ନାହିଁ। ଗ୍ରାମବାସୀ ମାନେ ବାରମ୍ବାର ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ସରପଞ୍ଚ ନଳକୂପ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ନିର୍ବାଚନ ସମୟରେ ଏହି ସାହି ର ଭୋଟ ଦତା ସରପଞ୍ଚ ଙ୍କୁ ଭୋଟ ଦେଇ ନ ଥିବା ହେତୁ ନଳକୂପ ମରାମତି ରେ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ନଳକୂପ ମରାମତି କଲେ ପିଇବା ପାଣି ଅଭାବ ରେ ଛଟପଟ ହେଉଥିବା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି। ନିମାପଡା ରୁ ଦିପୁରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା ଭୁବନେଶ୍ୱର1