Shuru
Apke Nagar Ki App…
ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ ସାରଡାଙ୍ଗ ଗାଁର ମନୋରଞ୍ଜନ ପଣ୍ଡାଙ୍କ ଘରେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ୨ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି
Odisha News Express
ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ ସାରଡାଙ୍ଗ ଗାଁର ମନୋରଞ୍ଜନ ପଣ୍ଡାଙ୍କ ଘରେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ୨ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି
More news from ଓଡ଼ିଶା and nearby areas
- ଆଜି ବାଲେଶ୍ୱର ଜିଲ୍ଲା ବାର ଆସୋସିଏସନ୍ ପକ୍ଷରୁ ନବନିର୍ବାଚିତ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କର ଶପଥ ଗ୍ରହଣ ଅନୁଷ୍ଠାନ ଆୟୋଜିତ ହୋଇଥିଲା। ଏହି ଅବସରରେ ସଂଘର ନୂତନ ଅଧ୍ୟକ୍ଷ, ସଚିବ ଓ ଅନ୍ୟାନ୍ୟ ପଦାଧିକାରୀମାନେ ନିଜ ଦାୟିତ୍ୱ ପାଳନ ପାଇଁ ଶପଥ ନେଇଥିଲେ। ଅନୁଷ୍ଠାନରେ ଅନେକ ବରିଷ୍ଠ ଅଧିବକ୍ତା, ନ୍ୟାୟାଳୟ ସମ୍ପର୍କିତ ବ୍ୟକ୍ତିବର୍ଗ ଓ ସମ୍ମାନୀତ ଅତିଥିମାନେ ଉପସ୍ଥିତ ଥିଲେ। ସେମାନେ ନୂତନ ଦଳକୁ ଶୁଭେଚ୍ଛା ଜଣାଇବା ସହିତ ନ୍ୟାୟ ବ୍ୟବସ୍ଥାର ସୁଦୃଢ଼ତା ପାଇଁ ସମୂହିକ ପ୍ରୟାସର ଆହ୍ୱାନ କରିଥିଲେ। ଶପଥ ଗ୍ରହଣ ପରେ ପୂର୍ବତନ କାର୍ଯ୍ୟକାରିଣୀ ତାଙ୍କ ଦାୟିତ୍ୱ ନୂତନ ସଦସ୍ୟମାନଙ୍କୁ ହସ୍ତାନ୍ତର କରିଥିଲେ4
- Post by Khabar1
- Post by AT News1
- Post by Rajib Behera1
- Lahar Lafa Lahar Lafa Pinday le Sadi1
- ଲୋକଙ୍କ ସେବା ପାଇଁ | ବଡ଼ ପଦକ୍ଷେପ ଗ୍ରହଣ କରିଛି, ସମ୍ପର୍କ ସେବା ସଂସ୍ଥା | ଭୁଷଳ, ଭୁବନ, ଢ଼େଙ୍କାନାଳ, ଓଡ଼ିଶା #bhusala #bhuban #dhenkanal #odisha1
- ବାଲେଶ୍ବର : ଖଇରା ବଜାରରେ ସର୍ଟ ସର୍କିଟ ଯୋଗୁଁ TVS ଗାଡ଼ି ଶୋରୁମ ଜଳିଗଲା।1
- Post by Khabar1
- କରିବେ ତ କଣ କରିବେ ? 🤔 E-20 ପେଟ୍ରୋଲ ଆସିଗଲା… ଗାଡିରେ ଭରିବେ ତ ? ନା କି ଆଉ ଭାବୁଛନ୍ତି? 🚗⛽ 👉 E-20 ପେଟ୍ରୋଲ ବ୍ୟବହାର କଲେ ପରିବେଶ ପାଇଁ ଭଲ, କିନ୍ତୁ ସବୁ ଗାଡି ପାଇଁ ସୁଯୋଗ୍ୟ କି ନୁହେଁ ଭଲଭାବେ ଯାଞ୍ଚ କରନ୍ତୁ। 👉 ନୂଆ ମଡେଲ ଗାଡିରେ ଏହା ଭଲ ଚାଲେ, ପୁରୁଣା ଗାଡିରେ ସତର୍କତା ଆବଶ୍ୟକ। ଆପଣଙ୍କ ମତ କଣ? କମେଣ୍ଟରେ କହନ୍ତୁ 👇 #E20Petrol #Odisha #FuelUpdate #AutoNews #Environment1