logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୋଟିସ ପରେ ବି ହେଉନାହିଁ କାର୍ଯ୍ୟ l ଏମିତି କିଛି ଅଭିଯୋଗ ଆଣିଲେ ଭଦ୍ରକ ଜିଲ୍ଲା ଉଲଙ୍ଗ ପଞ୍ଚାୟତ ର ରାଧାକାନ୍ତ ଦୀକ୍ଷିତ l

1 hr ago
user_AT News
AT News
Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
1 hr ago

ନୋଟିସ ପରେ ବି ହେଉନାହିଁ କାର୍ଯ୍ୟ l ଏମିତି କିଛି ଅଭିଯୋଗ ଆଣିଲେ ଭଦ୍ରକ ଜିଲ୍ଲା ଉଲଙ୍ଗ ପଞ୍ଚାୟତ ର ରାଧାକାନ୍ତ ଦୀକ୍ଷିତ l

More news from ଓଡ଼ିଶା and nearby areas
  • Post by AT News
    1
    Post by AT News
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    49 min ago
  • ବଜାରରେ ବୁଲୁଛି ଦନ୍ତା ହାତୀ, ଲୋକେ ଭୟଭୀତ।
    1
    ବଜାରରେ ବୁଲୁଛି ଦନ୍ତା ହାତୀ, ଲୋକେ ଭୟଭୀତ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    1 hr ago
  • ଆଜି ବାଲେଶ୍ୱର ସ୍ଥିତ ବାଲେଶ୍ୱର କ୍ଲବ୍ ଠାରେ ଶିକ୍ଷା ସୁରକ୍ଷା ମଞ୍ଚ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଆବାହକ ଭାବେ ରଘୁନାଥ ଲେଙ୍କା, ଦେବାଶିଷ ସିଂହ ଓ ପ୍ରତିମା ପଣ୍ଡା ଉପସ୍ଥିତ ଥିଲେ। କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ମଧ୍ୟରେ ପୂର୍ଣଚନ୍ଦ୍ର ପଣ୍ଡା, ସୁଦର୍ଶନ ଦାସ, ଜ୍ୟୋତିପ୍ରକାଶ ବାରିକ, ଭାରତ ଭୂଷଣ ଦାସ, ସେକ୍ ଅଜଗର ଅଲ୍ଲୀ, ସେକ୍ ଇଜ୍ରାଇଲ୍, ମିନତୀ ସେଠୀ, ଆଶ୍ରିତା ତରାଇ, ଜ୍ୟୋତ୍ସ୍ନା ସେନାପତି ଓ ସାହେବା ଅଖତର ଯୋଗଦେଇଥିଲେ। ସଭାରେ ବର୍ତ୍ତମାନ ସରକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅବନତି, ଗୁଣାତ୍ମକ ଶିକ୍ଷାର ଅଭାବ, ଶିକ୍ଷକ ଅଭାବ ଓ ଭିତ୍ତିଭୂମି ସମସ୍ୟା ଉପରେ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଥିଲା। ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶ୍ରେଣୀକୁ ଯାଇଥିବା ସତ୍ତ୍ୱେ ମୂଳଭୂତ ପାଠ ପଢ଼ିବା ଓ ଲେଖିବାରେ ଅସମର୍ଥ ହେଉଥିବା ଉଲ୍ଲେଖ କରାଯାଇଥିଲା। ଏହାସହିତ, ନିମ୍ନ ଓ ମଧ୍ୟବିତ୍ତ ପରିବାରର ଅଭିଭାବକମାନେ ବେସରକାରୀ ସ୍କୁଲ୍‌ରେ ପିଲାମାନଙ୍କୁ ପଢ଼ାଇବାକୁ ବାଧ୍ୟ ହେଉଥିବା ଓ ସେଠାରେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିବା ବିଷୟ ଉଠାଇଥିଲେ। ସଭାରେ ଉଲ୍ଲେଖ କରାଯାଇଥିଲା ଯେ, ପ୍ରାଥମିକ ଶିକ୍ଷା ଦୁର୍ବଳ ହେବାରୁ ପିଲାମାନଙ୍କ ଭବିଷ୍ୟତ୍ ଉଚ୍ଚଶିକ୍ଷା ଓ ଜାତୀୟ ସ୍ତରର ପରୀକ୍ଷାରେ ପ୍ରଭାବିତ ହେଉଛି। ଏହି ସମସ୍ୟାମାନଙ୍କ ନିରାକରଣ ପାଇଁ ‘ଶିକ୍ଷା ସୁରକ୍ଷା ମଞ୍ଚ’ ଗଠନ କରାଯାଇଥିବା ସୂଚନା ଦିଆଯାଇଥିଲା। ଏହା ଏକ ଅଣରାଜନୈତିକ ସଂଗଠନ ଭାବେ କାମ କରି ସରକାର, ପ୍ରଶାସନ ଓ ସମାଜର ଦୃଷ୍ଟି ଆକର୍ଷଣ କରିବ।
    1
    ଆଜି ବାଲେଶ୍ୱର ସ୍ଥିତ ବାଲେଶ୍ୱର କ୍ଲବ୍ ଠାରେ ଶିକ୍ଷା ସୁରକ୍ଷା ମଞ୍ଚ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଆବାହକ ଭାବେ ରଘୁନାଥ ଲେଙ୍କା, ଦେବାଶିଷ ସିଂହ ଓ ପ୍ରତିମା ପଣ୍ଡା ଉପସ୍ଥିତ ଥିଲେ।
କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ମଧ୍ୟରେ ପୂର୍ଣଚନ୍ଦ୍ର ପଣ୍ଡା, ସୁଦର୍ଶନ ଦାସ, ଜ୍ୟୋତିପ୍ରକାଶ ବାରିକ, ଭାରତ ଭୂଷଣ ଦାସ, ସେକ୍ ଅଜଗର ଅଲ୍ଲୀ, ସେକ୍ ଇଜ୍ରାଇଲ୍, ମିନତୀ ସେଠୀ, ଆଶ୍ରିତା ତରାଇ, ଜ୍ୟୋତ୍ସ୍ନା ସେନାପତି ଓ ସାହେବା ଅଖତର ଯୋଗଦେଇଥିଲେ।
ସଭାରେ ବର୍ତ୍ତମାନ ସରକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅବନତି, ଗୁଣାତ୍ମକ ଶିକ୍ଷାର ଅଭାବ, ଶିକ୍ଷକ ଅଭାବ ଓ ଭିତ୍ତିଭୂମି ସମସ୍ୟା ଉପରେ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଥିଲା। ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶ୍ରେଣୀକୁ ଯାଇଥିବା ସତ୍ତ୍ୱେ ମୂଳଭୂତ ପାଠ ପଢ଼ିବା ଓ ଲେଖିବାରେ ଅସମର୍ଥ ହେଉଥିବା ଉଲ୍ଲେଖ କରାଯାଇଥିଲା।
ଏହାସହିତ, ନିମ୍ନ ଓ ମଧ୍ୟବିତ୍ତ ପରିବାରର ଅଭିଭାବକମାନେ ବେସରକାରୀ ସ୍କୁଲ୍‌ରେ ପିଲାମାନଙ୍କୁ ପଢ଼ାଇବାକୁ ବାଧ୍ୟ ହେଉଥିବା ଓ ସେଠାରେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିବା ବିଷୟ ଉଠାଇଥିଲେ।
ସଭାରେ ଉଲ୍ଲେଖ କରାଯାଇଥିଲା ଯେ, ପ୍ରାଥମିକ ଶିକ୍ଷା ଦୁର୍ବଳ ହେବାରୁ ପିଲାମାନଙ୍କ ଭବିଷ୍ୟତ୍ ଉଚ୍ଚଶିକ୍ଷା ଓ ଜାତୀୟ ସ୍ତରର ପରୀକ୍ଷାରେ ପ୍ରଭାବିତ ହେଉଛି।
ଏହି ସମସ୍ୟାମାନଙ୍କ ନିରାକରଣ ପାଇଁ ‘ଶିକ୍ଷା ସୁରକ୍ଷା ମଞ୍ଚ’ ଗଠନ କରାଯାଇଥିବା ସୂଚନା ଦିଆଯାଇଥିଲା। ଏହା ଏକ ଅଣରାଜନୈତିକ ସଂଗଠନ ଭାବେ କାମ କରି ସରକାର, ପ୍ରଶାସନ ଓ ସମାଜର ଦୃଷ୍ଟି ଆକର୍ଷଣ କରିବ।
    user_Journalist Harishankar Jena
    Journalist Harishankar Jena
    Media company ବାଲେଶ୍ୱର ସଦର, ବାଲେଶ୍ୱର, ଓଡ଼ିଶା•
    7 hrs ago
  • 04/04/2026 ଗଣ୍ଡିବେଡ଼, ଚକ୍ରଧରପୁର ଶ୍ରୀ ଗଣେଶ ଶିଶୁ ମନ୍ଦିର ରେ ପ୍ରବେଶ ଉତ୍ସବ ପାଳନ ହୋଉଯାଇଛି ବିଦ୍ୟାଳୟ ର ଗୁରୁଜୀ, ଗୁରୁମା, କମିଟି ସଭ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ ଗୁରଜୀ, ଗୁରୁମା ଛୋଟ ଛୋଟ ପିଲାମାନଙ୍କୁ ସୁନ୍ଦର ସୁନ୍ଦର ଗଳ୍ପ, ଖେଳ, ନାଚ ରେ ମଜିଯାଇଥିଲେ
    2
    04/04/2026 ଗଣ୍ଡିବେଡ଼, ଚକ୍ରଧରପୁର  ଶ୍ରୀ ଗଣେଶ ଶିଶୁ ମନ୍ଦିର ରେ ପ୍ରବେଶ ଉତ୍ସବ ପାଳନ ହୋଉଯାଇଛି ବିଦ୍ୟାଳୟ ର ଗୁରୁଜୀ, ଗୁରୁମା, କମିଟି ସଭ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ 
ଗୁରଜୀ, ଗୁରୁମା ଛୋଟ ଛୋଟ ପିଲାମାନଙ୍କୁ ସୁନ୍ଦର ସୁନ୍ଦର ଗଳ୍ପ, ଖେଳ, ନାଚ ରେ ମଜିଯାଇଥିଲେ
    user_RAKESH KUMAR MOHANTY
    RAKESH KUMAR MOHANTY
    Teacher ଖଇରା, ବାଲେଶ୍ୱର, ଓଡ଼ିଶା•
    16 hrs ago
  • ଲୋକଙ୍କ ସେବା ପାଇଁ | ବଡ଼ ପଦକ୍ଷେପ ଗ୍ରହଣ କରିଛି, ସମ୍ପର୍କ ସେବା ସଂସ୍ଥା | ଭୁଷଳ, ଭୁବନ, ଢ଼େଙ୍କାନାଳ, ଓଡ଼ିଶା #bhusala #bhuban #dhenkanal #odisha
    1
    ଲୋକଙ୍କ ସେବା ପାଇଁ | ବଡ଼ ପଦକ୍ଷେପ ଗ୍ରହଣ କରିଛି, ସମ୍ପର୍କ ସେବା ସଂସ୍ଥା |
ଭୁଷଳ, ଭୁବନ, ଢ଼େଙ୍କାନାଳ, ଓଡ଼ିଶା 
#bhusala #bhuban #dhenkanal #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    3 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    5 hrs ago
  • ୨୦୨୭ ଜନଗଣନା ପାଇଁ ସ୍ୱୟଂ ଗଣନା ପୋର୍ଟାଲ ବ୍ୟବହାର ସମ୍ବନ୍ଧୀୟ ଜନସାଧାରଣଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ।
    1
    ୨୦୨୭ ଜନଗଣନା ପାଇଁ ସ୍ୱୟଂ ଗଣନା ପୋର୍ଟାଲ ବ୍ୟବହାର ସମ୍ବନ୍ଧୀୟ ଜନସାଧାରଣଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.