Shuru
Apke Nagar Ki App…
୨୦୨୭ ଜନଗଣନା ପାଇଁ ସ୍ୱୟଂ ଗଣନା ପୋର୍ଟାଲ ବ୍ୟବହାର ସମ୍ବନ୍ଧୀୟ ଜନସାଧାରଣଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ।
Odisha News Express
୨୦୨୭ ଜନଗଣନା ପାଇଁ ସ୍ୱୟଂ ଗଣନା ପୋର୍ଟାଲ ବ୍ୟବହାର ସମ୍ବନ୍ଧୀୟ ଜନସାଧାରଣଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ।
More news from ଓଡ଼ିଶା and nearby areas
- ୨୦୨୭ ଜନଗଣନା ପାଇଁ ସ୍ୱୟଂ ଗଣନା ପୋର୍ଟାଲ ବ୍ୟବହାର ସମ୍ବନ୍ଧୀୟ ଜନସାଧାରଣଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ।1
- ଆଜି ବାଲେଶ୍ୱର ସ୍ଥିତ ବାଲେଶ୍ୱର କ୍ଲବ୍ ଠାରେ ଶିକ୍ଷା ସୁରକ୍ଷା ମଞ୍ଚ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଆବାହକ ଭାବେ ରଘୁନାଥ ଲେଙ୍କା, ଦେବାଶିଷ ସିଂହ ଓ ପ୍ରତିମା ପଣ୍ଡା ଉପସ୍ଥିତ ଥିଲେ। କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ମଧ୍ୟରେ ପୂର୍ଣଚନ୍ଦ୍ର ପଣ୍ଡା, ସୁଦର୍ଶନ ଦାସ, ଜ୍ୟୋତିପ୍ରକାଶ ବାରିକ, ଭାରତ ଭୂଷଣ ଦାସ, ସେକ୍ ଅଜଗର ଅଲ୍ଲୀ, ସେକ୍ ଇଜ୍ରାଇଲ୍, ମିନତୀ ସେଠୀ, ଆଶ୍ରିତା ତରାଇ, ଜ୍ୟୋତ୍ସ୍ନା ସେନାପତି ଓ ସାହେବା ଅଖତର ଯୋଗଦେଇଥିଲେ। ସଭାରେ ବର୍ତ୍ତମାନ ସରକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଅବନତି, ଗୁଣାତ୍ମକ ଶିକ୍ଷାର ଅଭାବ, ଶିକ୍ଷକ ଅଭାବ ଓ ଭିତ୍ତିଭୂମି ସମସ୍ୟା ଉପରେ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଥିଲା। ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶ୍ରେଣୀକୁ ଯାଇଥିବା ସତ୍ତ୍ୱେ ମୂଳଭୂତ ପାଠ ପଢ଼ିବା ଓ ଲେଖିବାରେ ଅସମର୍ଥ ହେଉଥିବା ଉଲ୍ଲେଖ କରାଯାଇଥିଲା। ଏହାସହିତ, ନିମ୍ନ ଓ ମଧ୍ୟବିତ୍ତ ପରିବାରର ଅଭିଭାବକମାନେ ବେସରକାରୀ ସ୍କୁଲ୍ରେ ପିଲାମାନଙ୍କୁ ପଢ଼ାଇବାକୁ ବାଧ୍ୟ ହେଉଥିବା ଓ ସେଠାରେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଥିବା ବିଷୟ ଉଠାଇଥିଲେ। ସଭାରେ ଉଲ୍ଲେଖ କରାଯାଇଥିଲା ଯେ, ପ୍ରାଥମିକ ଶିକ୍ଷା ଦୁର୍ବଳ ହେବାରୁ ପିଲାମାନଙ୍କ ଭବିଷ୍ୟତ୍ ଉଚ୍ଚଶିକ୍ଷା ଓ ଜାତୀୟ ସ୍ତରର ପରୀକ୍ଷାରେ ପ୍ରଭାବିତ ହେଉଛି। ଏହି ସମସ୍ୟାମାନଙ୍କ ନିରାକରଣ ପାଇଁ ‘ଶିକ୍ଷା ସୁରକ୍ଷା ମଞ୍ଚ’ ଗଠନ କରାଯାଇଥିବା ସୂଚନା ଦିଆଯାଇଥିଲା। ଏହା ଏକ ଅଣରାଜନୈତିକ ସଂଗଠନ ଭାବେ କାମ କରି ସରକାର, ପ୍ରଶାସନ ଓ ସମାଜର ଦୃଷ୍ଟି ଆକର୍ଷଣ କରିବ।1
- 04/04/2026 ଗଣ୍ଡିବେଡ଼, ଚକ୍ରଧରପୁର ଶ୍ରୀ ଗଣେଶ ଶିଶୁ ମନ୍ଦିର ରେ ପ୍ରବେଶ ଉତ୍ସବ ପାଳନ ହୋଉଯାଇଛି ବିଦ୍ୟାଳୟ ର ଗୁରୁଜୀ, ଗୁରୁମା, କମିଟି ସଭ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ ଗୁରଜୀ, ଗୁରୁମା ଛୋଟ ଛୋଟ ପିଲାମାନଙ୍କୁ ସୁନ୍ଦର ସୁନ୍ଦର ଗଳ୍ପ, ଖେଳ, ନାଚ ରେ ମଜିଯାଇଥିଲେ2
- ମୁଣ୍ତ ରେ ବନ୍ଧୁକ ଲଗାଇ ଝାମ୍ପି ନେଲେ ଗହଣା ଭର୍ତ୍ତି ବ୍ଯାଗ ।। ବାଲେଶ୍ବର ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ବଜାର ରେ ଥିବା ଲକ୍ଷ୍ମୀ ଜୁଏଲାରୀ ରେ ଘଟିଛି ଏଭଳି ଘଟଣା।1
- Post by Pradeep Jena 90900088151
- Aitiha gana dauda jhakas Mayurbhanj1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur Date - 03.04.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ ସାରଡାଙ୍ଗ ଗାଁର ମନୋରଞ୍ଜନ ପଣ୍ଡାଙ୍କ ଘରେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ୨ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି1