logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେରର ବିଭିନ୍ନ ଅଞ୍ଚଳର ରାସ୍ତାରେ ରାତିରେ ଗାଈ ଗୋରୁ ଓ ଷଣ୍ଢ ପ୍ରାଦୁର୍ଭାବ ଯୋଗୁଁ ଦୁର୍ଘଟଣା ତାଳଚେର :-ତାଳଚେରର ବିଭିନ୍ନ ଅଞ୍ଚଳର ରାସ୍ତାରେ ରାତି ସମୟରେ ବୁଲା ଗାଈ ଗୋରୁ ଓ ଷଣ୍ଢ ଙ୍କ ପ୍ରାଦୁର୍ଭାବ ଯୋଗୁଁ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି l ରାତି ସମୟରେ ତାଳଚେର ପୌରାଞ୍ଚଳ ର ବିଭିନ୍ନ ୱାର୍ଡରେ, ହାଣ୍ଡିଧୁଆ ରୁ ଡେରା, ଅର୍ଜୁନକଟା ଛକରୁ ବାଙ୍କଧରା ଓ ତାଳବେଡା ରାସ୍ତା, ବାଇପାସ ଠାରୁ ହାଟତୋଟା, ହାଣ୍ଡିଧୁଆ ଠାରୁ ଏଫସିଆଇ ଇତ୍ୟାଦି ପ୍ରାୟ ପ୍ରତ୍ୟେକ ରାସ୍ତାରେ ବୁଲା ଗାଈ ଗୋରୁ ଓ ଷଣ୍ଢ ଇତ୍ୟାଦି ଶୋଇ ରହିବା ଏବଂ ମାଡ଼ ହେବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି। ପ୍ରଶାସନ ଏହି ପଶୁମାନଙ୍କ ବେକରେ ରେଡିଅମ୍ ଲାଇଟ୍ କିମ୍ବା ରିଫ୍ଲେକ୍ଟିଭ୍ କଲର ବ୍ୟବସ୍ଥା କରିବା ଆବଶ୍ୟକ l ଏହା ନହେଲେ ଗାଡି ଚାଳକମାନେ ଦୂରରୁ ଦେଖିନପାରି ଦୁର୍ଘଟଣା ଘଟୁଛି l ରେଡ଼ିଅମ ଲାଇଟ ବ୍ୟବସ୍ଥା କଲେ ଅନେକ ଦୁର୍ଘଟଣା ରୋକାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l ଜନସୁରକ୍ଷା ପାଇଁ ଏହି ପଦକ୍ଷେପ ଖୁବ ଜରୁରୀ ହୋଇ ପଡିଛି l ଏହା ବ୍ୟତୀତ ଯେ କୌଣସି ଘରୋଇ ସଂସ୍ଥା ବା ସଚେତନ ନାଗରିକ ଏହାକୁ ଗୁରୁତର ସହ ମନେ କରି ବ୍ୟବସ୍ଥା କଲେ ସାଧାରଣରେ ଜୀବନ ଯାତ୍ରା ହୋଇପାରନ୍ତା l ପୌରାଞ୍ଚଳରେ ପୌର କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି l

1 hr ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
1 hr ago
a228b43c-f1bc-4cd9-8e90-061f33feae6d

ତାଳଚେରର ବିଭିନ୍ନ ଅଞ୍ଚଳର ରାସ୍ତାରେ ରାତିରେ ଗାଈ ଗୋରୁ ଓ ଷଣ୍ଢ ପ୍ରାଦୁର୍ଭାବ ଯୋଗୁଁ ଦୁର୍ଘଟଣା ତାଳଚେର :-ତାଳଚେରର ବିଭିନ୍ନ ଅଞ୍ଚଳର ରାସ୍ତାରେ ରାତି ସମୟରେ ବୁଲା ଗାଈ ଗୋରୁ ଓ ଷଣ୍ଢ ଙ୍କ ପ୍ରାଦୁର୍ଭାବ ଯୋଗୁଁ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି l ରାତି ସମୟରେ ତାଳଚେର ପୌରାଞ୍ଚଳ ର ବିଭିନ୍ନ ୱାର୍ଡରେ, ହାଣ୍ଡିଧୁଆ ରୁ ଡେରା, ଅର୍ଜୁନକଟା ଛକରୁ ବାଙ୍କଧରା ଓ ତାଳବେଡା ରାସ୍ତା, ବାଇପାସ ଠାରୁ ହାଟତୋଟା, ହାଣ୍ଡିଧୁଆ ଠାରୁ ଏଫସିଆଇ ଇତ୍ୟାଦି ପ୍ରାୟ ପ୍ରତ୍ୟେକ ରାସ୍ତାରେ ବୁଲା ଗାଈ ଗୋରୁ ଓ ଷଣ୍ଢ ଇତ୍ୟାଦି ଶୋଇ ରହିବା ଏବଂ ମାଡ଼ ହେବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି। ପ୍ରଶାସନ ଏହି ପଶୁମାନଙ୍କ ବେକରେ ରେଡିଅମ୍ ଲାଇଟ୍ କିମ୍ବା ରିଫ୍ଲେକ୍ଟିଭ୍ କଲର ବ୍ୟବସ୍ଥା କରିବା ଆବଶ୍ୟକ l ଏହା ନହେଲେ ଗାଡି ଚାଳକମାନେ ଦୂରରୁ ଦେଖିନପାରି ଦୁର୍ଘଟଣା ଘଟୁଛି l ରେଡ଼ିଅମ ଲାଇଟ ବ୍ୟବସ୍ଥା କଲେ ଅନେକ ଦୁର୍ଘଟଣା ରୋକାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l ଜନସୁରକ୍ଷା ପାଇଁ ଏହି ପଦକ୍ଷେପ ଖୁବ ଜରୁରୀ ହୋଇ ପଡିଛି l ଏହା ବ୍ୟତୀତ ଯେ କୌଣସି ଘରୋଇ ସଂସ୍ଥା ବା ସଚେତନ ନାଗରିକ ଏହାକୁ ଗୁରୁତର ସହ ମନେ କରି ବ୍ୟବସ୍ଥା କଲେ ସାଧାରଣରେ ଜୀବନ ଯାତ୍ରା ହୋଇପାରନ୍ତା l ପୌରାଞ୍ଚଳରେ ପୌର କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି l

More news from Odisha and nearby areas
  • ଢେଙ୍କାନାଳ ଟାଟା ପକ୍ଷରୁ ୫ମ ଶ୍ରେଣୀ ପାସ କରିଥିବା ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର କରିବା ପାଇଁ ସୁଯୋଗ
    1
    ଢେଙ୍କାନାଳ ଟାଟା ପକ୍ଷରୁ ୫ମ ଶ୍ରେଣୀ ପାସ କରିଥିବା ଯୁବକ ଯୁବତୀ ମାନଙ୍କ ପାଇଁ ରୋଜଗାର କରିବା ପାଇଁ ସୁଯୋଗ
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    13 hrs ago
  • ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
    1
    ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା 
ନେହୁର ଯୁବ କେନ୍ଦ୍ର ପକ୍ଷରୁ ନିଶାମୁକ୍ତ ଯୁବ ବିକଶିତ ଭାରତ ଶୀର୍ଷକ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    7 hrs ago
  • ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି
    4
    ସାନ୍ତରାପୁର ଗ୍ରାମରେ ଜଣେ ଆଦିବାସୀ ମୁଣ୍ଡା ଶ୍ରେଣୀ ର ସ୍ୱାମୀ ସ୍ତ୍ରୀ ଯୋଜନା ରୁ ବାହାରେ 
ଘଟଗାଁ ବ୍ଲକ ର ଆଦିବାସୀ ବହୁଳ ହେଇଥିଵା ଅଞ୍ଚଳ ରେ ସମରା ମୁଣ୍ଡା 70ବର୍ଷ ଚାଲିଛି କିନ୍ତୁ ମୁଧୁବାବୁ ପେନସନ ରୁ ବଞ୍ଚିତ ଅଛି
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    18 hrs ago
  • ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା। ବାଲିଅନ୍ତା ୦୧/୦୮(ଗୋବର୍ଦ୍ଧନ ଦାସ):- ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର, ଇଟିପୁର, ପଳାଶ ପୁର ଶାସନ ,ବସନ୍ତ ପୁର ଶାସନ, ଟିକରପଡା, ଗଙ୍ଗେଶ୍ୱରପୂର୍ ଶାସନ , କଲ୍ୟାଣ ପୁର ଶାସନ ଆଦି ଅଞ୍ଚଳର ବନ୍ୟା ଜଳର ସ୍ଥିତି ସମୀକ୍ଷା କରିଛନ୍ତି ଶ୍ରୀଯୁକ୍ତ ପଣ୍ଡା।ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଗଙ୍ଗୁଆ କେନାଲର ରାଜଧାନୀର ସମସ୍ତ ଡ୍ରେନ୍ ପାଣି ଉକ୍ତ ଅଞ୍ଚଳର ରେ ଥିବା ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଯାଇ କୁତ୍ରିମ ନଦୀର ଭ୍ରମ ସୃଷ୍ଟି କରୁଛି। ବର୍ତ୍ତମାନ ଅନେକ ବିଲରେ ଧାନ ତଳି ରୁଆ ହୋଇଥିବା ବେଳେ ତା ଉପରେ ପାଣି ଜମି ରହିଛି । ଅନେକ ତଳି ଶଢ଼ୀ ପଚି ଗଲାଣି। ତାହା ସହ ପୂର୍ବ ସରକାର ସମୟରେ ଅନେକ ଉକ୍ତ ଅଞ୍ଚଳରେ ପକ୍କା ରାସ୍ତା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଥିଲେ ମଧ୍ୟ କେତେ ଗୁଡିଏ କାମ ଅଧା ପାନ୍ତରିଆ ହୋଇଥିବା ବେଳେ ଆଉ କିଛି ଆରମ୍ଭ ହୋଇ ନାହିଁ। ଯାହା ଫଳରେ ଯାତାୟାତ ରାସ୍ତା ରେ ବର୍ଷା ଜଳ , ଗାଙ୍ଗୁଆ ଡ୍ରେନ୍ ପାଣି ଜମି ରହୁଛି। ଗମନା ଗମନର ସୁବିଧାରେ ବାଧା ସୃଷ୍ଟି ହୋଉଛି ଏହି ବର୍ଷ ଦିନେ। ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ପ୍ରଶାସନ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପଣ୍ଡା।
    4
    ବନ୍ୟା ଜଳ ପ୍ରବାହିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କଲେ  ପୂର୍ବତ୍ତନ ମନ୍ତ୍ରୀ ଅଶୋକ ପଣ୍ଡା।
ବାଲିଅନ୍ତା ୦୧/୦୮(ଗୋବର୍ଦ୍ଧନ ଦାସ):-   ଏକମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ  ଦୟା ନଦୀ ନିକଟସ୍ଥ ଲିଙ୍ଗି ପୁର ଅଞ୍ଚଳ ବୁଲି ବନ୍ୟା ଜଳ ପରିଦର୍ଶନ କଲେ  ପୂର୍ବତ୍ତନ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା। ପରେ ନାଥପୁର, ନୂଆଗାଁ, ଢିଅପୁର , ଜୟପୁର, ଇଟିପୁର, ପଳାଶ ପୁର ଶାସନ ,ବସନ୍ତ ପୁର ଶାସନ, ଟିକରପଡା, ଗଙ୍ଗେଶ୍ୱରପୂର୍ ଶାସନ , କଲ୍ୟାଣ ପୁର ଶାସନ ଆଦି ଅଞ୍ଚଳର  ବନ୍ୟା ଜଳର ସ୍ଥିତି ସମୀକ୍ଷା କରିଛନ୍ତି  ଶ୍ରୀଯୁକ୍ତ ପଣ୍ଡା।ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ଗଙ୍ଗୁଆ କେନାଲର ରାଜଧାନୀର ସମସ୍ତ ଡ୍ରେନ୍ ପାଣି ଉକ୍ତ  ଅଞ୍ଚଳର ରେ ଥିବା ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଯାଇ କୁତ୍ରିମ ନଦୀର ଭ୍ରମ ସୃଷ୍ଟି କରୁଛି। ବର୍ତ୍ତମାନ ଅନେକ ବିଲରେ ଧାନ ତଳି ରୁଆ ହୋଇଥିବା ବେଳେ ତା ଉପରେ ପାଣି ଜମି ରହିଛି ।  ଅନେକ ତଳି ଶଢ଼ୀ ପଚି ଗଲାଣି। ତାହା ସହ ପୂର୍ବ ସରକାର ସମୟରେ ଅନେକ ଉକ୍ତ ଅଞ୍ଚଳରେ ପକ୍କା ରାସ୍ତା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଥିଲେ ମଧ୍ୟ କେତେ ଗୁଡିଏ  କାମ ଅଧା ପାନ୍ତରିଆ ହୋଇଥିବା ବେଳେ ଆଉ କିଛି ଆରମ୍ଭ ହୋଇ ନାହିଁ। ଯାହା ଫଳରେ ଯାତାୟାତ ରାସ୍ତା ରେ ବର୍ଷା ଜଳ , ଗାଙ୍ଗୁଆ ଡ୍ରେନ୍ ପାଣି ଜମି ରହୁଛି। ଗମନା ଗମନର ସୁବିଧାରେ ବାଧା ସୃଷ୍ଟି ହୋଉଛି ଏହି ବର୍ଷ ଦିନେ। ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ  ପ୍ରଶାସନ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ ପଣ୍ଡା।
    user_ଗୋବର୍ଦ୍ଧନ ଦାସ
    ଗୋବର୍ଦ୍ଧନ ଦାସ
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    24 min ago
  • ହୃଦୟ କୁ ଛୁଇଁଲା ଭଳି ............................... ....
    1
    ହୃଦୟ କୁ ଛୁଇଁଲା ଭଳି ...............................
....
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • ୧୩ ହଜାର ଆଦିବାସୀ କଳାକାରଙ୍କ ଧିମ୍ସା ନୃତ୍ୟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ l Dhenkanal news odisha l
    1
    ୧୩ ହଜାର ଆଦିବାସୀ କଳାକାରଙ୍କ ଧିମ୍ସା ନୃତ୍ୟରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ l Dhenkanal news odisha l
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    5 hrs ago
  • ଢେଙ୍କାନାଳ ଶ୍ରାବଣ ମାସ ଆରମ୍ଭ ରୁ ଭକ୍ତି ମୟ ପରିବେଶ ସୣଷ୍ଟି ହେଲାଣି ସମଗ୍ର ଜିଲ୍ଲା
    1
    ଢେଙ୍କାନାଳ ଶ୍ରାବଣ ମାସ ଆରମ୍ଭ ରୁ ଭକ୍ତି ମୟ ପରିବେଶ ସୣଷ୍ଟି ହେଲାଣି ସମଗ୍ର ଜିଲ୍ଲା
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    15 hrs ago
  • 🏏🏏 CATCH ME IF YOU CAN 🏏🏏👍👍👍👍👍👍👍👍👍👍👍👍👍
    1
    🏏🏏 CATCH ME IF YOU CAN 🏏🏏👍👍👍👍👍👍👍👍👍👍👍👍👍
    user_ରମେଶ ଚନ୍ଦ୍ର ଜେନା
    ରମେଶ ଚନ୍ଦ୍ର ଜେନା
    Teacher ଧର୍ମଶାଳା, ଯାଜପୁର, ଓଡ଼ିଶା•
    1 hr ago
  • 🙏🙏🙏ଜଳ ପ୍ରଳୟ 🙏🙏🙏 ପାଣି ପାଗ ରେ ହଟାତ ପରିବର୍ତନ ଘଟିଛି ବନ୍ୟା ପରିସ୍ଥିତି ଉପୁଜିଛି ତଥାପି ବର୍ଷା ପାଇଁ ଚାଷୀଙ୍କୁ ଖୁସି ଆଣିଦେଇଛି
    1
    🙏🙏🙏ଜଳ ପ୍ରଳୟ 🙏🙏🙏
ପାଣି ପାଗ ରେ ହଟାତ ପରିବର୍ତନ ଘଟିଛି  ବନ୍ୟା ପରିସ୍ଥିତି ଉପୁଜିଛି ତଥାପି ବର୍ଷା ପାଇଁ ଚାଷୀଙ୍କୁ ଖୁସି ଆଣିଦେଇଛି
    user_KESHAB MOHAPATRA
    KESHAB MOHAPATRA
    Dyeworks ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.