Shuru
Apke Nagar Ki App…
ସୁନ୍ଦରଗର୍ଡ଼ ଜିଲ୍ଲା।ଲହୁଣୀପଡ଼ା ଥାନା ଅନ୍ତର୍ଗତ କୁଡେ଼ଇ କଳା -ପଞ୍ଚାୟତ, ଘନଘସା ଗ୍ରାମ ରେ କାହ୍ନୁ ଚରଣ ମାହାନ୍ତ ସକାଳୁ ଶୋଚ କରିବା ପାଇଁ ଯାଉଥିବା ବେଳେ ମୁଖା ପିଦ୍ଧା ଦୁଇ ଦୁବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ.ଲୋକେ ଉଦ୍ଧାର କରି ତୁରନ୍ତ ଲହୁଣୀପଡ଼ା ଡାକ୍ତରଖାନା ଙ୍କୁ ଅଣାଯାଇଥିଲା ଅଧିକ ଗୁରୁତ୍ୱ ଥିବା ଯୋଗୁଁ ରାଉରକେଲା IGH(ISPAT GENERAL HOSPITAL) କୁ ସ୍ଥାନାନ୍ତରତ କରାଯାଇଛି ଲହୁଣୀପଡ଼ା ପୋଲିସ ତରଫରୁ କୌଣସି। ପ୍ରତିକ୍ରିୟା ମିଳିନାହିଁ। #Sundargarh #Lahunipada #LahunipadaPS #Ghanghasa #Kudeikala #OdishaNews #BreakingNews #CrimeNews #JusticeForVictim #OdishaPolice #SundargarhPolice #SPSundargarh #CollectorSundargarh #Rourkela #IGHRourkela #News19Odisha #Odisha
Rajashree maharana

More news from ଓଡ଼ିଶା and nearby areas
- ପରିବେଶ ସୁରକ୍ଷା ସହ ସବୁଜ ଓ ସୁନ୍ଦର କୋରେଇ ଗଠନର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟରେ ଶ୍ରୀ କ୍ଷେତ୍ରପାଳ ଉଚ୍ଚ ବିଦ୍ୟାଳୟ, ଗୋହିରାଗଡିଆ ଠାରେ ଆୟୋଜିତ ହୋଇଯାଇଛି “ସବୁଜ ସୁନ୍ଦର କୋରେଇ” ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ। #କୋରେଇ #ଯାଜପୁର #ସବୁଜକୋରେଇ #ସୁନ୍ଦରକୋରେଇ #GreenKorei #TreePlantation #Jajpur #Odisha #news7odia #bjp #BJPGovernment #akashadasnayak1
- Mobile awareness active among students at school point.1
- ଯାଜପୁର ରୋଡ୍, କହ୍ନେଇପୁରର ପ୍ରଭା କେୟାର ସାମ୍ନାରେ ଆଜି ଶୁଭ ଉଦ୍ଘାଟନ ହୋଇଛି ନୂତନ 'ଫ୍ୟାମିଲି ବିରିୟାନୀ ଦରବାର'। ଏହି ରେଷ୍ଟୁରାଣ୍ଟଟି ଶାନ୍ତି ଲଜ୍ ପରିବାର ରେଷ୍ଟୁରାଣ୍ଟ୍ର ଭିତରେ ଖୋଲାଯାଇଛି, ଯାହା ସ୍ଥାନୀୟ ଲୋକଙ୍କୁ ଏକ ସୁନ୍ଦର ପରିବେଶରେ ସ୍ୱାଦିଷ୍ଟ ଭୋଜନର ଆନନ୍ଦ ଦେବ। #Jajpurroad #korei।1
- ବନ୍ୟାକୁ ନେଇ ବିଜେଡିର ରାଜନୀତି । ଚର୍ଚ୍ଚାରେ ବବି ଦାସଙ୍କ ଯାଜପୁର ଆଉ ପ୍ରମିଳା ମଲ୍ଲିକଙ୍କ ବିଞ୍ଝାରପୁର । ଯାଜପୁର ଜିଲ୍ଲା ରେ ବନ୍ୟାକୁ ନେଇ ବିଜେଡିର ରାଜନୀତି ବୋଲି ବିଜେପି ସରକାର ରେ ଥାଇ କରୁଛି ପାଲଟା ଅଭିଯୋଗ । ଚର୍ଚ୍ଚାରେ ବବି ଦା ସଙ୍କ ଯାଜପୁର ଆଉ ପ୍ରମିଳା ମଲ୍ଲିକଙ୍କ ବିଞ୍ଝାରପୁର ରେ ଘର ଘର ବୁଲି କରୁଛନ୍ତି ଲୋକଙ୍କୁ ସେବା ଯୋଗାଇ ଦେଉଛନ୍ତି,ସେପଟେ ଶାସକ ଦଳ ର ନେତୃତ୍ୱ ମାନେ ଏବେବି ନିଜକୁ ବିରୋଧୀ ଦଳରେ ଥିବା ଭାବୁଛନ୍ତି ।1
- ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ। ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।1
- କୋରେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଙ୍କ ଦ୍ୱାରା କୋରେଇ ସବୁଜ ସୁନ୍ଦର ପାଇଁ ପାଟରଙ୍ଗା ପଞ୍ଚାୟତ ଗୋହିରାଗଢ଼ିଆ ବିଦ୍ୟାଳୟ ରେ ବୃକ୍ଷ ରୋପଣ ଶୁଭାରମ୍ଭ। #news19ଓଡ଼ିଶା #Korei #AkashDasnayak #MLAAkashDasnayak #BJP #BJP4Odisha #BJPKorei #GreenKorei #TreePlantation #SabujaSundara #HaritaOdisha #Environment #PlantationDrive #Odisha #Jajpur #CMOMohanMajhi #MohanMajhi #CMOdisha #CollectorJajpur #JajpurCollector #BDOKorei #KoreiBlock #News19Odisha #OdishaNews #Development #MissionGreenOdisha #SaveTrees #GoGreen #VrikshaRopana1
- ସୁନ୍ଦରଗର୍ଡ଼ ଜିଲ୍ଲା।ଲହୁଣୀପଡ଼ା ଥାନା ଅନ୍ତର୍ଗତ କୁଡେ଼ଇ କଳା -ପଞ୍ଚାୟତ, ଘନଘସା ଗ୍ରାମ ରେ କାହ୍ନୁ ଚରଣ ମାହାନ୍ତ ସକାଳୁ ଶୋଚ କରିବା ପାଇଁ ଯାଉଥିବା ବେଳେ ମୁଖା ପିଦ୍ଧା ଦୁଇ ଦୁବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ.ଲୋକେ ଉଦ୍ଧାର କରି ତୁରନ୍ତ ଲହୁଣୀପଡ଼ା ଡାକ୍ତରଖାନା ଙ୍କୁ ଅଣାଯାଇଥିଲା ଅଧିକ ଗୁରୁତ୍ୱ ଥିବା ଯୋଗୁଁ ରାଉରକେଲା IGH(ISPAT GENERAL HOSPITAL) କୁ ସ୍ଥାନାନ୍ତରତ କରାଯାଇଛି ଲହୁଣୀପଡ଼ା ପୋଲିସ ତରଫରୁ କୌଣସି। ପ୍ରତିକ୍ରିୟା ମିଳିନାହିଁ। #Sundargarh #Lahunipada #LahunipadaPS #Ghanghasa #Kudeikala #OdishaNews #BreakingNews #CrimeNews #JusticeForVictim #OdishaPolice #SundargarhPolice #SPSundargarh #CollectorSundargarh #Rourkela #IGHRourkela #News19Odisha #Odisha1