Shuru
Apke Nagar Ki App…
ମର୍ମାନ୍ତୁତ ସଡ଼କ ଦୁର୍ଘଟଣା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣା ନିକଟରେ ଇଲେକ୍ଟ୍ରି ଖୁଣ୍ଟ ବୋଝେଇ ଟ୍ରାକ୍ଟର ରାସ୍ତା ଉପରେ ଓଲଟି ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ, ୨ ଜଣ ଗୁରୁତର ଓ ୨ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଅନ୍ୟ ଆହତମାନେ କୋଦଳା ମେଡିକାଲରେ ଚିକିତ୍ସିତ। ଦୁର୍ଘଟଣାର କାରଣ ନେଇ କବିସୂର୍ଯ୍ୟନଗର ପୋଲିସ ତଦନ୍ତ ଜାରି ରଖିଛି।
Ganjam Khabar

More news from Ganjam and nearby areas
- ମର୍ମାନ୍ତୁତ ସଡ଼କ ଦୁର୍ଘଟଣା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣା ନିକଟରେ ଇଲେକ୍ଟ୍ରି ଖୁଣ୍ଟ ବୋଝେଇ ଟ୍ରାକ୍ଟର ରାସ୍ତା ଉପରେ ଓଲଟି ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ, ୨ ଜଣ ଗୁରୁତର ଓ ୨ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଅନ୍ୟ ଆହତମାନେ କୋଦଳା ମେଡିକାଲରେ ଚିକିତ୍ସିତ। ଦୁର୍ଘଟଣାର କାରଣ ନେଇ କବିସୂର୍ଯ୍ୟନଗର ପୋଲିସ ତଦନ୍ତ ଜାରି ରଖିଛି।4
- ରାଉରକେଲା ରେ ବିମାନ ଦୁର୍ଘଟଣା ଗଟିସି ଗଣେଶ ପାଣିଗ୍ରାହୀ ରିପୋର୍ଟ1
- ରାଉଲକେଲାରେ କ୍ରାଶ ହେଇଥିବା ବିମାନର ମାଲିକ ଆସି ପହଞ୍ଚିଲେ ଆଉ କହିଦେଲେ ସତ ଯେ ଏହି ବିମାନରେ ଥିଲା ବଡ଼ ସିକ୍ରେଟ୍ #roukela #trending #odisha #odishabhaskar1
- କୁକୁଡ଼ାଖଣ୍ତି ବ୍ଳକ ଅନ୍ତର୍ଗତ ନିମଖଣ୍ତି ଶ୍ରୀକୃଷ୍ଣସାହୁ ନୋଡାଲ ଉଚ୍ଚବିଦ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀଶ୍ରୀ ମହୋତ୍ସବ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।1
- Post by Swadhin kumar behera1
- Post by Jay kala _ jay Kalinga1
- ଓଡ଼ିଶା ର ଅନ୍ୟାନ୍ୟ ପର୍ବ ମଧ୍ୟ ରେ ମକର ସଂକ୍ରାନ୍ତି ପର୍ବ ମଧ୍ୟ ଏକ ନିଆରା ଓଡ଼ିଆ ପରମ୍ପରା ସହ ଏହି ପର୍ବ ଜଡ଼ିତ, ଏଭଳି ଏକ ଓଡ଼ିଶା ର ପର୍ବ ମକର ସଂକ୍ରାନ୍ତି କୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା।1
- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ର ସର୍ବପୁରାତନ ଶ୍ରୀ ମର୍ଦରାଜ ହାଇସ୍କୁଲ ପରିସରରେ ଉତ୍ସାହ ଓ ଆନନ୍ଦ ମଧ୍ୟରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ–୨୦୨୬ ଅନୁଷ୍ଠିତ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ଉପରେ ଗୁରୁତ୍ୱ ଦେଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।3