logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆର୍ଯ୍ୟପଲ୍ଲୀ ରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବି !

3 hrs ago
user_PURNACHANDRA BARIK
PURNACHANDRA BARIK
Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
3 hrs ago

ଆର୍ଯ୍ୟପଲ୍ଲୀ ରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବି !

More news from ଓଡ଼ିଶା and nearby areas
  • ବର୍ଷା ଅଭାବରେ ଚାଷ କାର୍ଯ୍ୟ ଠପ୍,ଆକାଶକୁ ଚାହିଁ ବସିଛନ୍ତି ଚାଷୀ ! ବର୍ତମାନ ଶ୍ରାବଣ ମାସ ଚାଲିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ସାଧାରଣତଃ ଏହି ସମୟରେ ଚାଷ ଜମିରେ ପାଣି ଭରି ରହିଥାଏ ଏବଂ ଧାନ ରୋଇବା କାମ ଜୋରଦାର ଭାବେ ଚାଲିଥାଏ। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜମି ଶୁଖି ଫାଟି ଆଁ କରିଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ଓ କରସିଙ୍ଗି ପଞ୍ଚାୟତରେ ଜଳସେଚନ ର ସୁବିଧା ନଥିବାବେଳେ ବର୍ଷା ଅଭାବରୁ ତଳି ପ୍ରସ୍ତୁତି, ବିହନ ବୁଣା ଓ ଧାନ ରୋଇବା କାମ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷୀ ଋଣ କରି ବିହନ ଓ ସାର କିଣିଥିଲେ ମଧ୍ୟ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ନ ଥିବାରୁ ଚାଷ କାମ ଆଗକୁ ବଢ଼ିପାରୁ ନାହିଁ। ଜଳାଶୟ ଓ ପୋଖରୀ ପାଣି ସ୍ତର ହ୍ରାସ ପାଇଥିବାରୁ ଜଳ ସେଚନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଯଦି ଆଗାମୀ ଦିନରେ ଭଲ ବର୍ଷା ନ ହୁଏ, ତେବେ ଖରିଫ ଫସଲ ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବା ସହ ଚାଷୀମାନେ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଚାଷୀମାନେ ବର୍ଷା ପାଇଁ ଆକାଶକୁ ଚାହିଁ ବସିଛନ୍ତି।
    2
    ବର୍ଷା ଅଭାବରେ ଚାଷ କାର୍ଯ୍ୟ ଠପ୍,ଆକାଶକୁ ଚାହିଁ ବସିଛନ୍ତି ଚାଷୀ  !
ବର୍ତମାନ ଶ୍ରାବଣ ମାସ ଚାଲିଥିଲେ ମଧ୍ୟ ଆଶାନୁରୂପ ବର୍ଷା ନ ହେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ସାଧାରଣତଃ ଏହି ସମୟରେ ଚାଷ ଜମିରେ ପାଣି ଭରି ରହିଥାଏ ଏବଂ ଧାନ ରୋଇବା କାମ ଜୋରଦାର ଭାବେ ଚାଲିଥାଏ। କିନ୍ତୁ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜମି ଶୁଖି ଫାଟି ଆଁ କରିଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରଚୁଲି ଓ କରସିଙ୍ଗି ପଞ୍ଚାୟତରେ ଜଳସେଚନ ର ସୁବିଧା ନଥିବାବେଳେ ବର୍ଷା ଅଭାବରୁ ତଳି ପ୍ରସ୍ତୁତି, ବିହନ ବୁଣା ଓ ଧାନ ରୋଇବା କାମ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷୀ ଋଣ କରି ବିହନ ଓ ସାର କିଣିଥିଲେ ମଧ୍ୟ ଜମିରେ ପର୍ଯ୍ୟାପ୍ତ ଆର୍ଦ୍ରତା ନ ଥିବାରୁ ଚାଷ କାମ ଆଗକୁ ବଢ଼ିପାରୁ ନାହିଁ। ଜଳାଶୟ ଓ ପୋଖରୀ  ପାଣି ସ୍ତର ହ୍ରାସ ପାଇଥିବାରୁ ଜଳ ସେଚନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି।
ଯଦି ଆଗାମୀ ଦିନରେ ଭଲ ବର୍ଷା ନ ହୁଏ, ତେବେ ଖରିଫ ଫସଲ ଉତ୍ପାଦନ ଉପରେ ଗଭୀର ପ୍ରଭାବ ପଡ଼ିବା ସହ ଚାଷୀମାନେ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଚାଷୀମାନେ  ବର୍ଷା  ପାଇଁ ଆକାଶକୁ ଚାହିଁ ବସିଛନ୍ତି।
    user_PURNACHANDRA BARIK
    PURNACHANDRA BARIK
    Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    1 hr ago
  • 💥‼️ ବନ୍ଧୁତ୍ୱର ପରୀକ୍ଷା କେଉଁଠି ହୁଏ? (ପଞ୍ଚତନ୍ତ୍ର) ‼️💥 🟣"ବିପଦ ସମୟରେ ଯିଏ ପାଖରେ ଛିଡ଼ାହୁଏ, ସିଏ ହିଁ ପ୍ରକୃତ ବାନ୍ଧବ।" ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଲବେ। ରାଜଦ୍ୱାରେ ଶ୍ମଶାନେ ଚ ୟସ୍ତିଷ୍ଠତି ସ ବାନ୍ଧବଃ ॥ - ପଞ୍ଚତନ୍ତ୍ର ଅର୍ଥ: ଜଣେ ବ୍ୟକ୍ତି କେବଳ ଖୁସି ସମୟରେ ନୁହେଁ, ବରଂ ନିମ୍ନଲିଖିତ ୬ଟି ପରିସ୍ଥିତିରେ ଯିଏ ଆପଣଙ୍କ ପାଖରେ ଛିଡ଼ାହୁଏ, ସିଏ ହିଁ ପ୍ରକୃତ ବନ୍ଧୁ/ବନ୍ଧବ: 🎉 ଉତ୍ସବରେ (ଖୁସି ବାଣ୍ଟିବାକୁ) 💔 ବ୍ୟସନରେ (କୌଣସି ଦୁଃଖ ବା ବିପଦରେ) 🌾 ଦୁର୍ଭିକ୍ଷରେ (ଅଭାବ ଅନଟନ ସମୟରେ) 🏛️ ରାଜଦ୍ୱାରେ (ଆଇନ ବା ସରକାରୀ ବିପଦ ସମୟରେ) ⚔️ ରାଷ୍ଟ୍ରବିପ୍ଲବରେ (ଦେଶ ବା ସମାଜରେ ଅଶାନ୍ତି ସମୟରେ) 🕊️ ଶ୍ମଶାନରେ (ଜୀବନର ଶେଷ ମୁହୂର୍ତ୍ତ କିମ୍ବା ଶୋକ ସମୟରେ) ଅର୍ଥାତ୍- ଦୁର୍ଭିକ୍ଷ, ଆଇନଗତ ସମସ୍ୟା, ସାମାଜିକ ବିପ୍ଲବ ଓ ଶୋକାକୁଳ ସମୟ (ଶ୍ମଶାନ) ପର୍ଯ୍ୟନ୍ତ କାନ୍ଧରେ କାନ୍ଧ ମିଶାଇ ଯିଏ ଛିଡ଼ାହୁଏ ସେ'ହିଁ ପ୍ରକୃତ ବନ୍ଧୁ। 🟣ଆତ୍ମସମୀକ୍ଷା: ଏହି ଶ୍ଲୋକ କେବଳ ଅନ୍ୟମାନଙ୍କୁ ପରଖିବା ପାଇଁ ନୁହେଁ, ବରଂ ନିଜେ ମଧ୍ୟ ଅନ୍ୟଙ୍କ ପାଇଁ ଜଣେ ପ୍ରକୃତ ବନ୍ଧୁ ହୋଇପାରିଛେ କି ନାହିଁ, ତାହା ଚିନ୍ତା କରିବାକୁ ପ୍ରେରଣା ଦିଏ। ଏହି ପ୍ରସଙ୍ଗରେ ଅନ୍ୟମାନଙ୍କୁ ପରଖିବା ପାଇଁ ନୁହେଁ, ବରଂ ନିଜେ ମଧ୍ୟ ଅନ୍ୟଙ୍କ ପାଇଁ ଜଣେ ପ୍ରକୃତ ବନ୍ଧୁ ହୋଇପାରିଛେ କି ନାହିଁ, ତାହା ଚିନ୍ତା କରିବାକୁ ପ୍ରେରଣା ଦିଏ।
    1
    💥‼️ ବନ୍ଧୁତ୍ୱର ପରୀକ୍ଷା କେଉଁଠି ହୁଏ? (ପଞ୍ଚତନ୍ତ୍ର) ‼️💥

🟣"ବିପଦ ସମୟରେ ଯିଏ ପାଖରେ ଛିଡ଼ାହୁଏ, ସିଏ ହିଁ ପ୍ରକୃତ ବାନ୍ଧବ।"

ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଲବେ।
ରାଜଦ୍ୱାରେ ଶ୍ମଶାନେ ଚ ୟସ୍ତିଷ୍ଠତି ସ ବାନ୍ଧବଃ ॥
- ପଞ୍ଚତନ୍ତ୍ର 

ଅର୍ଥ: ଜଣେ ବ୍ୟକ୍ତି କେବଳ ଖୁସି ସମୟରେ ନୁହେଁ, ବରଂ ନିମ୍ନଲିଖିତ ୬ଟି ପରିସ୍ଥିତିରେ ଯିଏ ଆପଣଙ୍କ ପାଖରେ ଛିଡ଼ାହୁଏ, ସିଏ ହିଁ ପ୍ରକୃତ ବନ୍ଧୁ/ବନ୍ଧବ: 

🎉 ଉତ୍ସବରେ (ଖୁସି ବାଣ୍ଟିବାକୁ)

💔 ବ୍ୟସନରେ (କୌଣସି ଦୁଃଖ ବା ବିପଦରେ)

🌾 ଦୁର୍ଭିକ୍ଷରେ (ଅଭାବ ଅନଟନ ସମୟରେ)

🏛️ ରାଜଦ୍ୱାରେ (ଆଇନ ବା ସରକାରୀ ବିପଦ ସମୟରେ)

⚔️ ରାଷ୍ଟ୍ରବିପ୍ଲବରେ (ଦେଶ ବା ସମାଜରେ ଅଶାନ୍ତି ସମୟରେ)

🕊️ ଶ୍ମଶାନରେ (ଜୀବନର ଶେଷ ମୁହୂର୍ତ୍ତ କିମ୍ବା ଶୋକ ସମୟରେ)

ଅର୍ଥାତ୍-  ଦୁର୍ଭିକ୍ଷ, ଆଇନଗତ ସମସ୍ୟା, ସାମାଜିକ ବିପ୍ଲବ ଓ ଶୋକାକୁଳ ସମୟ (ଶ୍ମଶାନ) ପର୍ଯ୍ୟନ୍ତ କାନ୍ଧରେ କାନ୍ଧ ମିଶାଇ ଯିଏ ଛିଡ଼ାହୁଏ ସେ'ହିଁ  ପ୍ରକୃତ  ବନ୍ଧୁ। 

🟣ଆତ୍ମସମୀକ୍ଷା: ଏହି ଶ୍ଲୋକ କେବଳ ଅନ୍ୟମାନଙ୍କୁ ପରଖିବା ପାଇଁ ନୁହେଁ, ବରଂ ନିଜେ ମଧ୍ୟ ଅନ୍ୟଙ୍କ ପାଇଁ ଜଣେ ପ୍ରକୃତ ବନ୍ଧୁ ହୋଇପାରିଛେ କି ନାହିଁ, ତାହା ଚିନ୍ତା କରିବାକୁ ପ୍ରେରଣା ଦିଏ।

ଏହି ପ୍ରସଙ୍ଗରେ ଅନ୍ୟମାନଙ୍କୁ ପରଖିବା ପାଇଁ ନୁହେଁ, ବରଂ ନିଜେ ମଧ୍ୟ ଅନ୍ୟଙ୍କ ପାଇଁ ଜଣେ ପ୍ରକୃତ ବନ୍ଧୁ ହୋଇପାରିଛେ କି ନାହିଁ, ତାହା ଚିନ୍ତା କରିବାକୁ ପ୍ରେରଣା ଦିଏ।
    user_PRATIKHYA WEB MEDIA,NAYAGARH
    PRATIKHYA WEB MEDIA,NAYAGARH
    Education Centre ନୟାଗଡ଼, ନୟାଗଡ଼, ଓଡ଼ିଶା•
    5 hrs ago
  • ଅଙ୍ଗନବାଡି ଦିଦି ମମ୍ବାଇ ରେ ପିଲା ଙ୍କୁ ଖାଦ୍ୟ ଦେଇ ଛାଡ଼ୁଛନ୍ତି ହେଲ୍ପର ବିଭାଗ ଅଧିକାରୀ ଚୁପ
    1
    ଅଙ୍ଗନବାଡି ଦିଦି ମମ୍ବାଇ ରେ ପିଲା ଙ୍କୁ ଖାଦ୍ୟ ଦେଇ ଛାଡ଼ୁଛନ୍ତି ହେଲ୍ପର ବିଭାଗ ଅଧିକାରୀ ଚୁପ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    12 hrs ago
  • ଆର୍ଯ୍ୟପଲ୍ଲୀ ରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବି !
    2
    ଆର୍ଯ୍ୟପଲ୍ଲୀ ରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବି  !
    user_PURNACHANDRA BARIK
    PURNACHANDRA BARIK
    Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    3 hrs ago
  • ପୋଲସରା : ସୋଡ଼ାକ ଗ୍ରାମରୁ ଦେଶୀ ବନ୍ଧୁକ ଓ ବନ୍ଧୁକ ପ୍ରସ୍ତୁତି ସାମଗ୍ରୀ ସହ ଜଣେ ଗିରଫ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡକ ବଡ ସାହି ରେ ପୋଲିସ ଚଢାଉ କରି ବେଆଇନ୍ ଅସ୍ତ୍ରଶସ୍ତ୍ର ସହିତ ବନ୍ଧୁକ ନିର୍ମାଣ ସକାଶେ ଆବଶ୍ୟକ ବହୁ ସରଞ୍ଜାମ ଜବତ ସହ ଜଣେ ବ୍ୟକ୍ତି କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ସୋଡକ ବଡ଼ସାହି ର ପ୍ରତାପ ଭଞ୍ଜ ସାମନ୍ତ ହୋଇଥିବା ଜଣାପଡିଛି l ପୋଲସରା ଥାନା ପକ୍ଷରୁ ଅପରାଧ ନିୟନ୍ତ୍ରଣ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କୁ ରୋକିବା ପାଇଁ ଚାଲିଥିବା ସ୍ବତନ୍ତ୍ର ଅଭିଯାନ ଚାଲିଥିବା ବେଳେ ବେଆଇନ ଅସ୍ତ୍ରଶସ୍ତ୍ର ରହିଥିବା ଖବରପାଇ ପୋଲିସ ସୋଡକ ଗ୍ରାମ ରେ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ପ୍ରତାପ ଭଞ୍ଜ ସାମନ୍ତ ଙ୍କ ଘରୁ ଦୁଇଟି ଦେଶି ବନ୍ଧୁକ , ଗୋଟିଏ ଭଙ୍ଗା ଦେଶି ବନ୍ଧୁକ , ଲୁହାର ବିଭିନ୍ନ ଉପକରଣ , ସହିତ ବିପୁଳ ପରିମାଣର ବନ୍ଧୁକ ନିର୍ମାଣ ସକାଶେ ଆବଶ୍ୟକ ସାମଗ୍ରୀ ମିଳିଥିଲା । ପୋଲିସ ଅଭିଯୁକ୍ତ କୁ ଗିରଫକରୀ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ।
    1
    ପୋଲସରା : ସୋଡ଼ାକ ଗ୍ରାମରୁ ଦେଶୀ ବନ୍ଧୁକ ଓ ବନ୍ଧୁକ ପ୍ରସ୍ତୁତି ସାମଗ୍ରୀ ସହ ଜଣେ ଗିରଫ
ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସୋଡକ ବଡ ସାହି ରେ ପୋଲିସ ଚଢାଉ କରି ବେଆଇନ୍ ଅସ୍ତ୍ରଶସ୍ତ୍ର ସହିତ ବନ୍ଧୁକ ନିର୍ମାଣ ସକାଶେ ଆବଶ୍ୟକ ବହୁ ସରଞ୍ଜାମ ଜବତ ସହ ଜଣେ ବ୍ୟକ୍ତି କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ସୋଡକ ବଡ଼ସାହି ର ପ୍ରତାପ ଭଞ୍ଜ ସାମନ୍ତ ହୋଇଥିବା ଜଣାପଡିଛି l ପୋଲସରା ଥାନା ପକ୍ଷରୁ ଅପରାଧ ନିୟନ୍ତ୍ରଣ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର କୁ ରୋକିବା ପାଇଁ ଚାଲିଥିବା ସ୍ବତନ୍ତ୍ର ଅଭିଯାନ ଚାଲିଥିବା ବେଳେ ବେଆଇନ ଅସ୍ତ୍ରଶସ୍ତ୍ର ରହିଥିବା ଖବରପାଇ ପୋଲିସ ସୋଡକ ଗ୍ରାମ ରେ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ପ୍ରତାପ ଭଞ୍ଜ ସାମନ୍ତ ଙ୍କ ଘରୁ ଦୁଇଟି ଦେଶି ବନ୍ଧୁକ , ଗୋଟିଏ ଭଙ୍ଗା ଦେଶି ବନ୍ଧୁକ , ଲୁହାର ବିଭିନ୍ନ ଉପକରଣ , ସହିତ ବିପୁଳ ପରିମାଣର ବନ୍ଧୁକ ନିର୍ମାଣ ସକାଶେ ଆବଶ୍ୟକ ସାମଗ୍ରୀ ମିଳିଥିଲା । ପୋଲିସ ଅଭିଯୁକ୍ତ କୁ ଗିରଫକରୀ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ।
    user_Pitabas dash
    Pitabas dash
    Asika, Ganjam•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.