logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍‌ଧାମରେ ଉଦ୍‌ଘାଟନ ବି ହେଲା । ହେଲେ ଉଦ୍‌ଘାଟନର ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍‌ଧାମରେ ଉଦ୍‌ଘାଟନ ବି ହେଲା । ହେଲେ ଉଦ୍‌ଘାଟନର କିଛି ମାସ ପରେ ପ୍ରକଳ୍ପର ବାସ୍ତବ ଚିତ୍ର କ’ଣ ? ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି #LatestNews #UpdateNews #apanankakhabara #Baragada #news OdishaNews odisha

14 hrs ago
user_Bargarh TV
Bargarh TV
Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
14 hrs ago

ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍‌ଧାମରେ ଉଦ୍‌ଘାଟନ ବି ହେଲା । ହେଲେ ଉଦ୍‌ଘାଟନର ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍‌ଧାମରେ ଉଦ୍‌ଘାଟନ ବି ହେଲା । ହେଲେ ଉଦ୍‌ଘାଟନର କିଛି ମାସ ପରେ ପ୍ରକଳ୍ପର ବାସ୍ତବ ଚିତ୍ର କ’ଣ ? ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି #LatestNews #UpdateNews #apanankakhabara #Baragada #news OdishaNews odisha

More news from ଓଡ଼ିଶା and nearby areas
  • ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍‌ଧାମରେ ଉଦ୍‌ଘାଟନ ବି ହେଲା । ହେଲେ ଉଦ୍‌ଘାଟନର ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍‌ଧାମରେ ଉଦ୍‌ଘାଟନ ବି ହେଲା । ହେଲେ ଉଦ୍‌ଘାଟନର କିଛି ମାସ ପରେ ପ୍ରକଳ୍ପର ବାସ୍ତବ ଚିତ୍ର କ’ଣ ? ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି #LatestNews #UpdateNews #apanankakhabara #Baragada #news OdishaNews odisha
    1
    ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍‌ଧାମରେ ଉଦ୍‌ଘାଟନ ବି ହେଲା । ହେଲେ ଉଦ୍‌ଘାଟନର
ବିକାଶ ନାଁରେ ପ୍ରକଳ୍ପ ହେଲା । ଧୁମ୍‌ଧାମରେ ଉଦ୍‌ଘାଟନ ବି ହେଲା । ହେଲେ ଉଦ୍‌ଘାଟନର କିଛି ମାସ ପରେ ପ୍ରକଳ୍ପର ବାସ୍ତବ ଚିତ୍ର କ’ଣ ? ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି #LatestNews #UpdateNews #apanankakhabara #Baragada #news OdishaNews odisha
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    14 hrs ago
  • ଟିକ୍ରାପଡା ଗ୍ରାମରୁ ବିଷଧର ନାଗସାପ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ସର୍ପ ଧରାଳି
    1
    ଟିକ୍ରାପଡା ଗ୍ରାମରୁ ବିଷଧର ନାଗସାପ ଉଦ୍ଧାର କରି ଜଙ୍ଗଲରେ ଛାଡିଲେ ସର୍ପ ଧରାଳି
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    5 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଉଲୁଣ୍ଡା ପୁଲିସ l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଳେ ବାଘପାଲିର କାଳିଆ ବଣ୍ଡକି ଏବଂ ବଡାଲିର ବାବୁଲୁ ଲୁହା l ଏକ ବାଇକ୍ ଯୋଗେ ଜଙ୍ଗଲ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ଚଢ଼ଉ ସମୟରେ ଏକ ବାଇକକୁ ଅଟକାଇ ଯାଞ୍ଚ କଳା ପରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା l ସେଠାରୁ ଗଞ୍ଜେଇ ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥଲେ l ପରେ ମାଜିଷ୍ଟ୍ରେଟ ନିରଞ୍ଜନ ଧଳଙ୍କ ଉପସ୍ଥିତିର ଗଞ୍ଜେଇ ଓଜନ କଲା ପରେ 42 କେଜି 390 ଗ୍ରାମ ଥିବା ଜଣାପଡ଼ିଥିଲା l ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି l ଦୁଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚଲାଣ କରାଯାଇଛି l
    1
    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା  ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି
ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଉଲୁଣ୍ଡା ପୁଲିସ l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା  ଥାନା ଲମ୍ବକାନି ବଡାଲି ରାସ୍ତାରେ ପୁଲିସ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଜବତ କରିଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ମାନେ ହେଳେ ବାଘପାଲିର କାଳିଆ ବଣ୍ଡକି ଏବଂ ବଡାଲିର ବାବୁଲୁ ଲୁହା l ଏକ ବାଇକ୍ ଯୋଗେ ଜଙ୍ଗଲ ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୁଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l ଚଢ଼ଉ ସମୟରେ ଏକ ବାଇକକୁ ଅଟକାଇ ଯାଞ୍ଚ କଳା ପରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା l  ସେଠାରୁ ଗଞ୍ଜେଇ ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥଲେ l ପରେ ମାଜିଷ୍ଟ୍ରେଟ ନିରଞ୍ଜନ ଧଳଙ୍କ ଉପସ୍ଥିତିର ଗଞ୍ଜେଇ ଓଜନ କଲା ପରେ 42 କେଜି 390 ଗ୍ରାମ ଥିବା ଜଣାପଡ଼ିଥିଲା l ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି l ଦୁଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚଲାଣ କରାଯାଇଛି l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    2 hrs ago
  • 📰 बड़ी खबर | छात्रों को बड़ी राहत केंद्र सरकार ने 5 सितंबर को प्रस्तावित विरोध प्रदर्शन रद्द करने के CJP के फैसले का स्वागत किया है। नई दिल्ली में केंद्रीय मंत्री जगत प्रकाश नड्डा ने कहा कि प्रदर्शनकारी छात्रों के खिलाफ दर्ज मामले वापस लिए जाएंगे और भविष्य में भी उनके खिलाफ कोई सख्त कार्रवाई नहीं की जाएगी। नड्डा ने बताया कि केंद्र ने बीजेपी शासित राज्य सरकारों से भी बातचीत की है और अब इस वादे को पूरा किया जा रहा है। उन्होंने कहा कि सरकार की सर्वोच्च प्राथमिकता युवाओं की प्रगति और विकास है। P24NewsExpress | बड़ी खबर, सबसे पहले #P24NewsExpress #BreakingNews #Students #JagatPrakashNadda #JP Nadda #NewDelhi #Youth #Protest #IndiaNews #LatestNews 📰 बड़ी खबर | छात्रों को बड़ी राहत केंद्र सरकार ने 5 सितंबर को प्रस्तावित विरोध प्रदर्शन रद्द करने के CJP के फैसले का स्वागत किया है। नई दिल्ली में केंद्रीय मंत्री जगत प्रकाश नड्डा ने कहा कि प्रदर्शनकारी छात्रों के खिलाफ दर्ज मामले वापस लिए जाएंगे और भविष्य में भी उनके खिलाफ कोई सख्त कार्रवाई नहीं की जाएगी। नड्डा ने बताया कि केंद्र ने बीजेपी शासित राज्य सरकारों से भी बातचीत की है और अब इस वादे को पूरा किया जा रहा है। उन्होंने कहा कि सरकार की सर्वोच्च प्राथमिकता युवाओं की प्रगति और विकास है। P24NewsExpress | बड़ी खबर, सबसे पहले #P24NewsExpress #BreakingNews #Students #JagatPrakashNadda #JP Nadda #NewDelhi #Youth #Protest #IndiaNews #LatestNews
    1
    📰 बड़ी खबर | छात्रों को बड़ी राहत

केंद्र सरकार ने 5 सितंबर को प्रस्तावित विरोध प्रदर्शन रद्द करने के CJP के फैसले का स्वागत किया है।

नई दिल्ली में केंद्रीय मंत्री जगत प्रकाश नड्डा ने कहा कि प्रदर्शनकारी छात्रों के खिलाफ दर्ज मामले वापस लिए जाएंगे और भविष्य में भी उनके खिलाफ कोई सख्त कार्रवाई नहीं की जाएगी।

नड्डा ने बताया कि केंद्र ने बीजेपी शासित राज्य सरकारों से भी बातचीत की है और अब इस वादे को पूरा किया जा रहा है। उन्होंने कहा कि सरकार की सर्वोच्च प्राथमिकता युवाओं की प्रगति और विकास है।

P24NewsExpress | बड़ी खबर, सबसे पहले

#P24NewsExpress #BreakingNews #Students #JagatPrakashNadda #JP Nadda #NewDelhi #Youth #Protest #IndiaNews #LatestNews


📰 बड़ी खबर | छात्रों को बड़ी राहत
केंद्र सरकार ने 5 सितंबर को प्रस्तावित विरोध प्रदर्शन रद्द करने के CJP के फैसले का स्वागत किया है।
नई दिल्ली में केंद्रीय मंत्री जगत प्रकाश नड्डा ने कहा कि प्रदर्शनकारी छात्रों के खिलाफ दर्ज मामले वापस लिए जाएंगे और भविष्य में भी उनके खिलाफ कोई सख्त कार्रवाई नहीं की जाएगी।
नड्डा ने बताया कि केंद्र ने बीजेपी शासित राज्य सरकारों से भी बातचीत की है और अब इस वादे को पूरा किया जा रहा है। उन्होंने कहा कि सरकार की सर्वोच्च प्राथमिकता युवाओं की प्रगति और विकास है।
P24NewsExpress | बड़ी खबर, सबसे पहले
#P24NewsExpress #BreakingNews #Students #JagatPrakashNadda #JP Nadda #NewDelhi #Youth #Protest #IndiaNews #LatestNews
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    10 hrs ago
  • ଚେରୀମୁଲି ଭରସା - କିଡନୀ ରୋଗୀ ହାତ ଟେକିଦେଇ ବସିଛନ୍ତି - ସୁବର୍ଣ୍ଣପୁର ଜିଲ୍ଲା ମାଝିମୁଣ୍ଡା ଗ୍ରାମରୁ ଆସୁଛି ଏଭଳି ଖବର
    1
    ଚେରୀମୁଲି ଭରସା
- କିଡନୀ ରୋଗୀ ହାତ ଟେକିଦେଇ ବସିଛନ୍ତି
- ସୁବର୍ଣ୍ଣପୁର ଜିଲ୍ଲା ମାଝିମୁଣ୍ଡା ଗ୍ରାମରୁ ଆସୁଛି ଏଭଳି ଖବର
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • ଡୁଙ୍ଗୁରିପାଲିରେ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
    1
    ଡୁଙ୍ଗୁରିପାଲିରେ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    14 hrs ago
  • ।।କଟୁଯୋର, ଲେଲେରଯୋର କୁ ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ଯୁବକ ମୃତ।। ଗତକାଲି ମାଛ ଧରିବାକୁ ଯାଇ ପାଣି ରେ ବୁଡି ଯୁବକଙ୍କ ଅକାଳ ମୃ_ ଘଟିଛି।କଟୁଜୋର ଗାଁ ପାଖ ଲେଲେର ଜୋର ରେ ଘଟିଛି ଏଇ ଅଘଟଣ l ଲେଲେର ଜୋର ରେ ବୁଡି ଝାରସୁଗୁଡା ଜିଲ୍ଲା ବେଲପାହାଡ ଲୁହୁରାପଡାର ସୁରଜ ଲୁହାର ଙ୍କର ମୃତ୍ୟୁ ହେଇଛି l ମାଛ ଧରି ଯାଇଥିବା ବେଳେ ସେ ଜୋର ପାଣି ରେ ବୁଡି ଯାଇଥିଲେ l ଖବର ପାଇ ବେଲପାହାଡ ପୋଲିସ ଆଉ ଅଗ୍ନିଶମ ପହଞ୍ଚି ସୂରଜଙ୍କ ମୃ_ଦେହ ଉଦ୍ଧାର କରିଛି l
    1
    ।।କଟୁଯୋର, ଲେଲେରଯୋର କୁ ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ଯୁବକ ମୃତ।।
ଗତକାଲି ମାଛ ଧରିବାକୁ ଯାଇ ପାଣି ରେ ବୁଡି ଯୁବକଙ୍କ ଅକାଳ ମୃ_ ଘଟିଛି।କଟୁଜୋର ଗାଁ ପାଖ ଲେଲେର ଜୋର ରେ ଘଟିଛି ଏଇ ଅଘଟଣ l ଲେଲେର ଜୋର ରେ ବୁଡି ଝାରସୁଗୁଡା ଜିଲ୍ଲା ବେଲପାହାଡ ଲୁହୁରାପଡାର ସୁରଜ ଲୁହାର ଙ୍କର ମୃତ୍ୟୁ ହେଇଛି l ମାଛ ଧରି ଯାଇଥିବା ବେଳେ ସେ ଜୋର ପାଣି ରେ ବୁଡି ଯାଇଥିଲେ l ଖବର ପାଇ ବେଲପାହାଡ ପୋଲିସ ଆଉ ଅଗ୍ନିଶମ ପହଞ୍ଚି ସୂରଜଙ୍କ ମୃ_ଦେହ ଉଦ୍ଧାର କରିଛି l
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    1 hr ago
  • ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । Accident ବ୍ରେକିଙ୍ଗ ନିୟୁଜ Dt_02.09.2026 Anchor_ ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । ଚାପି ହୋଇ ଟ୍ରକ୍ ଡ୍ରାଇଭର ମୃତ, ହାଇୱା ଡ୍ରାଇଭର ଗୁରୁତର । ସୋନପୁର- ଖଲିଆପାଲି ରାସ୍ତାର ନାଗପାଲି ନିକଟରେ ଘଟିଛି ଅଘଟଣ । ଅଗ୍ନିଶମ ବାହିନୀ ମୃତ ଡ଼୍ରାଇଭରଙ୍କୁ କଟର ଗ୍ୟାସ୍ ସାହାଯ୍ୟରେ ଉଦ୍ଧାର କରିଛନ୍ତି । ମୃତ ଡ଼୍ରାଇଭର ଜଣକ ଖଲିଆପାଲି ଗାଁ ର ରମେଶ ସେଠୀ । ସେପଟେ ହାଇୱା ଡ଼୍ରାଇଭର ଜୟନ୍ତ ଆଶିଷ ବୋଡା ର ଗୋଡ ଛିଣ୍ଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। #sonepur_odisha #BreakingNews #highlight #viralpost
    1
    ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । 
Accident ବ୍ରେକିଙ୍ଗ ନିୟୁଜ 
Dt_02.09.2026
Anchor_ ସୁବର୍ଣ୍ଣପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା । ବାଲି ବୋଝେଇ ହାଇୱା ସହିତ ମାଲବାହୀ ଟ୍ରକ୍ ମୁହାଁ ମୁହିଁ ଧକ୍କା । ଚାପି ହୋଇ ଟ୍ରକ୍ ଡ୍ରାଇଭର ମୃତ, ହାଇୱା ଡ୍ରାଇଭର ଗୁରୁତର । ସୋନପୁର- ଖଲିଆପାଲି ରାସ୍ତାର ନାଗପାଲି ନିକଟରେ ଘଟିଛି ଅଘଟଣ । ଅଗ୍ନିଶମ ବାହିନୀ ମୃତ ଡ଼୍ରାଇଭରଙ୍କୁ କଟର ଗ୍ୟାସ୍ ସାହାଯ୍ୟରେ ଉଦ୍ଧାର କରିଛନ୍ତି । ମୃତ ଡ଼୍ରାଇଭର ଜଣକ ଖଲିଆପାଲି ଗାଁ ର ରମେଶ ସେଠୀ । ସେପଟେ ହାଇୱା ଡ଼୍ରାଇଭର ଜୟନ୍ତ ଆଶିଷ ବୋଡା ର ଗୋଡ ଛିଣ୍ଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। #sonepur_odisha #BreakingNews #highlight #viralpost
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    41 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.