Shuru
Apke Nagar Ki App…
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡର ପଞ୍ଚାୟତର ସଭାଗୃହରେ କିଶୋରୀମାନଙ୍କୁ ନେଇ ସଙ୍ଗୀତ, ମ୍ୟୁଜିକ ଚେୟାର ଏବଂ ଭାଷଣ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
Ranjan Kumar Dash
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡର ପଞ୍ଚାୟତର ସଭାଗୃହରେ କିଶୋରୀମାନଙ୍କୁ ନେଇ ସଙ୍ଗୀତ, ମ୍ୟୁଜିକ ଚେୟାର ଏବଂ ଭାଷଣ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର ସଭାପତିତ୍ବ କରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ, ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ଶ୍ରୀ ମଧୁସୂଦନ ଓତା, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଶ୍ରୀପ୍ରଭାତ କୁମାର ଦାସ, ଜିଲ୍ଲା ସହଯୋଗ ଅଧିକାରୀ, ପଞ୍ଚସଖା ସେତୁ ଭୁବନେଶ୍ୱର, ବ୍ଲକ ଶିକ୍ଷା ଅଧିକାରୀ, ସୋନପୁର, ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର, ଶ୍ରୀଅଜୟ କୁମାର ଲୁହା, ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ଓ ଶ୍ରୀପଦ୍ମନାଭ କର୍ଣ୍ଣ, ପ୍ରଧାନ ଶିକ୍ଷକ,କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର ବ୍ଲକ ଶିକ୍ଷା ଅଧିକାରୀ, ଉଲୁଣ୍ଡା ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ଜିଲ୍ଲା ସ୍ତରୀୟ ପି.ଏମ ଶ୍ରୀ ଉତ୍ସବର ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ଜାତୀୟ ଶିକ୍ଷା ନୀତି ଉପରେ ତାଙ୍କ ସ୍ବାଗତ ଅଭିଭାଷଣରେ ଅବଗତ କରିଥିଲେ । ଏହି ଅବସରରେ ଅତିଥି ମାନେ ପି.ଏମ. ଶ୍ରୀ ଉତ୍ସବ ଉପରେ ସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପି.ଏମ ଶ୍ରୀ ଉତ୍ସବ, ଜାତୀୟ ଶିକ୍ଷା ନୀତି ସହିତ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଉଦାହରଣ ସହିତ ନୈତିକ ଶିକ୍ଷା ଉପରେ ଛାତ୍ର ଛାତ୍ରୀ ଉପସ୍ଥିତ ଜନସାଧାରଣ ଉଦ୍ଦେଶ୍ୟରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସବ କୁ ଜିଲ୍ଲାପାଳ, ସୁବର୍ଣ୍ଣପୁର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାର ସମସ୍ତ ପି.ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ଯୋଗଦାନ କରିଥିଲେ। ସମସ୍ତ (୦୬)ଛଅ ପି.ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ସୃଜନଶୀଳ ପ୍ରକଳ୍ପ ଗୁଡ଼ିକ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଦର୍ଶନ କରାଯାଇଥିଲା। ଡୁଙ୍ଗୁରିପାଲି କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଭା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।5
- Post by Ranjan hota1
- ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୁବର୍ଣ୍ଣପୁର: ଜିଲ୍ଲାର ଜିଲ୍ଲା ସ୍ତରୀୟ ପି.ଏମ. ଶ୍ରୀ ଉତ୍ସବ ସୋନପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମ ସ୍ଥିତ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।1
- ତରଭା ସେବା ସମବାୟ ସମିତି ରେ ନିଯୁକ୍ତି ନାଁରେ ବ୍ୟାପକ ଦୁର୍ନୀତି1
- Post by Sonepur news khulasa1
- 🔴 ଅଜଣା ଗାଡି ଧକ୍କାରେ ତରଭା ଏନଏସି ଜେଇଙ୍କ ମୃତ୍ୟୁ 🔴 ସୋନପୁର–ବଲାଙ୍ଗୀର ରାସ୍ତା ସାନ ଝିଙ୍କି ଛକରେ ଦୁର୍ଘଟଣା 🔴 ମୃତକ ଜେଇ ଅଶୋକ ପଧାନ, ତରଭା ଏନଏସିରେ କାର୍ଯ୍ୟରତ 🔴 ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଲା ଅଜଣା ଗାଡି 🔴 ଘଟଣାସ୍ଥଳରେ ହିଁ ଜେଇ ଅଶୋକ ପଧାନଙ୍କ ମୃତ୍ୟୁ 🔴 ଉଲୁଣ୍ଡା ବ୍ଲକ ବାଘଲପୁର ଗାଁର ଥିଲେ ମୃତ ଅଶୋକ ପଧାନ1
- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡର ପଞ୍ଚାୟତର ସଭାଗୃହରେ କିଶୋରୀମାନଙ୍କୁ ନେଇ ସଙ୍ଗୀତ, ମ୍ୟୁଜିକ ଚେୟାର ଏବଂ ଭାଷଣ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।1
- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଉପାନ୍ତ ଅଞ୍ଚଳରେ ଅଫିମ ଚାଷ । ପୋଲିସ ର ଚଢଉ1
- ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ ସୁବର୍ଣ୍ଣପୁର: ଗ୍ୟାସ ଓ ଅନ୍ୟାନ୍ୟ ଦ୍ରବ୍ୟ ଗୁଡ଼ିକର ଦରଦାମ ବୃଦ୍ଧିକୁ ନେଇ ସୋନପୁର ପଞ୍ଚରଥ ମନ୍ଦିର ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।1