Shuru
Apke Nagar Ki App…
ବାର୍ଷିକ ବାଦୀପାଲା ମହୋତ୍ସବ 2026 ତା ୯, ୫,୨୦୨୬ ରୁ ତା ୧୧,୫,୨o୨୬ ପର୍ଯ୍ୟନ୍ତ
ବାହାଦୁର ପାତ୍ର
ବାର୍ଷିକ ବାଦୀପାଲା ମହୋତ୍ସବ 2026 ତା ୯, ୫,୨୦୨୬ ରୁ ତା ୧୧,୫,୨o୨୬ ପର୍ଯ୍ୟନ୍ତ
More news from ଓଡ଼ିଶା and nearby areas
- ଶଙ୍କିର ବାଦୀପାଲା ଶଙ୍କିର, ସଦର କେନ୍ଦୁଝର ଲୋମ ଟାଙ୍କୁରା ଆକର୍ଷିତ ଲଢେଇ ପାଲା ଗାୟକ ନଟରାଜ ମଧୁସୂଦନ ପତି ବନାମ ଗାୟକ ଯୁବଜ୍ୟୋତି ଅଜୟ କୁମାର ଦୀକ୍ଷିତ, ନିଶ୍ଚୟ ଥରେ ଦେଖନ୍ତୁ1
- ଓଡ଼ିଶାରେ ବିଜୟ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ ଶପଥ ଗ୍ରହଣ ସମାରୋହ ଗମ୍ଭୀର ପରିବେଶରେ ସମ୍ପନ୍ନ ହୋଇଥିଲେ ମଧ୍ୟ, ଉପସ୍ଥିତ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହା ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିପାରେ।1
- ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର..... ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....ସନାତନୀ ଶେର.....1
- #ଚେତିଲା_ପୋଲିସ_ସବୁ_ଥାନାରେ_ବ୍ରିଫିଂ_ପରେଡ୍' ସକାଳ ୯ଟା ପୂର୍ବରୁ ରାଜ୍ୟର ସବୁ ଥାନାରେ 'ବ୍ରିଫିଂ ପରେଡ୍'। ଆଜି ଆରମ୍ଭ ହେଲା 'ବ୍ରିଫିଂ ପରେଡ୍'। ବାଲିଅନ୍ତା ବର୍ବରତା ପରେ ଆଇନଶୃଙ୍ଖଳା ସ୍ଥିତି ଟାଇଟ୍ କରାଯାଇଛି। ଏଥିରେ ସଂପୃକ୍ତ ଥାନା ଅଂଚଳର ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ପ୍ରବଣ ଅଂଚଳ, ଅପରାଧୀଙ୍କ ଚାଲିଚଳନ ଏବଂ ଚାଲୁଥିବା ତଦନ୍ତ ସଂପର୍କରେ ସମୀକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି।1
- ଆମ ବସ ରେ ଧୂଆଁ, ଅଳ୍ପକେ ବର୍ତିଲେ ଯାତ୍ରୀ!କିଛି ସମୟ ଯାତ୍ରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ରାଜଗାଙ୍ଗପୁର ରୁ ରାଉରକେଲା କୁ ଆସୁ ଥିବା ମୋ ବସ ରେ ହଟାତ ପ୍ରବଳ ଧୂଆଁ ବାହାରିବାରୁ ଯାତ୍ରୀ ମାନେ ଜୀବନ ବଞ୍ଚାଇ ବା ପାଇଁ ଯଥା ଶୀଘ୍ର ଓଲ୍ଲାଇ ପଡ଼ି ଥିଲେ!ପ୍ରବଳ ଗରମ ଯୋଗୁଁ ଇଂଜିନ ଅଧିକ ଗରମ ହୋଇ ଧୂଆଁ ବାହାରି ଥିବା ଡ୍ରାଇଭର ଅନୁମାନ କରାଯାଉଛି!!1
- ପାଣିରେ ବୁଡ଼ି ନାବାଲକ ମୃତ୍ୟୁ,ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ତାରିଖ।୧୦।୦୫।୨୦୨୬-କପ୍ତିପଦା ପୋଲିସ ଷ୍ଟେସନ ଧୁଡାସାହି ଗ୍ରାମ ର ସୁନାରାମ ହେମ୍ବ୍ରମ ୧୨ ବର୍ଷରୁ ଅଧିକ ବୟସ କାଳ ନଦୀ କୁ ୫ ଜଣ ବନ୍ଧୁ ସହ ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ ସମ୍ପର୍କୀୟ ଖୋଜା ଖୋଜି କୋରି କାପ୍ତିପଦା ଡାକ୍ତରଖାନା ନେଇଯାଇଥିଲେ ସେଠି ଡାକ୍ତର ତlଙ୍କୁ ମୃତ୍ୟୁ ହୋଇ ଥିବା କହିଲେ .2
- ନିଜକୁ ବ୍ୟାଙ୍କ ମ୍ୟାନେଜର କହି, ଠକିନେଲା ପଚାଶ ହଜାର ଟଙ୍କା ! ଓଡ଼ିଶାରେ ବଢ଼ିଲା ସାଇବର ଅପରାଧ | ନିଜକୁ ବ୍ୟାଙ୍କ ମ୍ୟାନେଜର କହି, ଠକିନେଲା ପଚାଶ ହଜାର ଟଙ୍କା ! ଓଡ଼ିଶାରେ ବଢ଼ିଲା ସାଇବର ଅପରାଧ | ଭୁବନ, ଢ଼େଙ୍କାନାଳ, ଓଡ଼ିଶା #Bhuban #Dhenkanal #Odisha1
- ଦେବଗଡ଼ ତା.୧୧.୦୫.୨୦୨୬. ଆଜି ତିଲେଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ । ଦେବଗଡ଼ ତା.୧୧.୦୫.୨୦୨୬. ଆଜି ତିଲେଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୧୮ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୦୯ ଟି ବ୍ୟକ୍ତିଗତ ଏବଂ ୦୯ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି ।ଜମି ପଟ୍ଟା ସଂଶୋଧନ, କେନାଲ, ନଳକୂପ ଖନନ , ଝାଲିଆ ମରା ରାସ୍ତା ନିର୍ମାଣ ଓ କ୍ଳବ୍ ଘର ନିର୍ମାଣ ନିମନ୍ତେ ପ୍ରମୁଖ ସମାଧାନ ପାଇଁ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ଶିବିରରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର,ବନଖଣ୍ଡ ଅଧିକାରୀ ମିସ୍ ରଶ୍ମି ଜି,ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର କୁମାର ମିଞ୍ଜ,ଉପଜିଲ୍ଲାପାଳ ପରିକ୍ଷିତ ସାହୁ , ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା ଓ ତହସିଲଦାର କର୍ଣ୍ଣ ମଲିକ୍ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।1