Shuru
Apke Nagar Ki App…
କୁକୁଡ଼ାଖଣ୍ତିରେ ଧାନ ମଣ୍ଡିର ଶୁଭାରମ୍ଭ
Live Odisha NewsUpdate District reporter
କୁକୁଡ଼ାଖଣ୍ତିରେ ଧାନ ମଣ୍ଡିର ଶୁଭାରମ୍ଭ
More news from ଓଡ଼ିଶା and nearby areas
- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପାତ୍ରପୁର ବ୍ଲକ ତମ୍ବାପୁର ଠାରୁ ମନ୍ଦାରଡା ଯିବା ରାସ୍ତାରେ ବାଇକ ଦୁର୍ଘଟଣାରେ ୩ ମୃତ. ଦୁଇ ଜଣ ବନମାଳୀ ଗ୍ରାମର ଓ ଜଣେ ତିତିଗାଁ ର ବୋଲି ଜଣା ପଡିଛି1
- braking news: ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଭିଡ଼ିଓ ଭାଇରାଲ... ହିଞ୍ଜିଳିକାଟୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ରଜନୀ ପାଢ଼ୀଙ୍କୁ ସିକିରି ଋଷିକୁଲ୍ୟା ନଦୀ ପାଖରେ ମଙ୍ଗଳବାର ମଧ୍ୟାହ୍ନରେ ଆକ୍ରମଣ ହୋଇଛି ନେଇ ଅଭଯୋଗ ହୋଇଛି | ଆକ୍ରମଣ ପରେ ବିଧାୟକ ପ୍ରାର୍ଥୀ ରଜନୀ ପାଢ଼ୀ ସଙ୍ଗେ ସଙ୍ଗେ ହିଞ୍ଜିଳିକାଟୁ ଥାନାରେ ଏକ ଲିଖିତ ଭାବେ ଅଭିଯୋଗ କରିଛନ୍ତି | ତେବେ ଅପରପକ୍ଷ କହ୍ନେଇ ପ୍ରଧାନ ବି ହିଞ୍ଜିଳି ଥାନାରେ ପହଁଚି ଲିଖିତ ଅଭିଯୋଗ କରିଛନ୍ତି | ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ନେଇ ଥାନାଧିକାରୀ ସୂଚନା ଦେଇଛନ୍ତି | ତେବେ ଆଜି ଆକ୍ରମଣ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି......1
- ଧାନମଣ୍ଡି ସମସ୍ୟାକୁ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ,ଯୋଗାଣ ନିରୀକ୍ଷକ ଙ୍କୁ ଘେରିଲେ ଚାଷୀ କବିସୂର୍ଯ୍ୟନଗର : ମଣ୍ଡି ସମସ୍ୟା କୁ ନେଇ ତାତିଲେ ଚାଷୀ l ବ୍ଲକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଯୋଗାଣ ନିରକ୍ଷକ ଙ୍କୁ ଘେରିଗଲେ ଚାଷୀ l ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରେ l ବ୍ଲକ ର 21 ପଞ୍ଚାୟତ ମଧ୍ୟରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଧିନ 9 ଟି ପଞ୍ଚାୟତ ରେ ବର୍ତମାନ ସୁଦ୍ଧା ମଣ୍ଡି ଖୋଳିନଥିବା ବେଳେ ପ୍ରଶାସନ ସମସ୍ତ ସମବାୟ ସମିତି ଧାନ ଉଠାଣ ଉପରେ ରୋକ ଲଗାଇ ମହିଳା ଏସହେଚଜି ଗ୍ରୁପ ଦ୍ୱାରା ଧାନ ଉଠାଣ ପାଇଁ ନିଷ୍ପତି ନେଇଛି l ଏହି ନିଷ୍ପତି କୁ ବିରୋଧକରୀ ଚାଷୀ ସଂଗଠନ ପକ୍ଷରୁ କବିସୂର୍ଯ୍ୟନଗର ବନଦେବୀ ମନ୍ଦିର ରୁ ଏକ ବିରାଟ ପଦଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ l ଏବଂ କିଛିସମୟ ଧରି ମୁଖ୍ୟ ରାସ୍ତା ଉପରେ ଚାଷୀ ବସି ପ୍ରତିବାଦ କରିଥିଲେ l ପରେ ବ୍ଲକ କାର୍ଯ୍ୟାଳୟ ରେ ପସି ଯୋଗାଣ ନିରୀକ୍ଷକ ଙ୍କୁ ଘେରିଯାଇଥିଲେ l ବହୁ ସମାୟଧରି ଚାଷୀ ଙ୍କ ନିକଟରେ ଯୋଗାଣ ନିରୀକ୍ଷକ ଅଟକ ରହିଥିବା ବେଳେ ବିଡିଓ ଓ ତହସିଲଦାର ଅନୁପସ୍ଥିତ ରହିଥିଲେ l କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଚାଷୀ ଙ୍କୁ ବୁଝାସୁଝା କରୁଥିବା ବେଳେ ଉପରିସ୍ଥ ଅଧିକାରୀ କିନ୍ତୁ ପ୍ରତିବାଦ ସ୍ଥାଳଠାରୁ ଦୁରରେ ରହିଥିବା ରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Chocolate boy Kumar1
- Post by Jay kala _ jay Kalinga1
- ଗୋମl ମା ଙ୍କ ଚମଡା 😥 ସପୋର୍ଟ suscribe1
- ଘୁ ଉଦୟଗିରି ପଡ଼ିଲା ବରଫ ।୨.୫ ତାପମାତ୍ରା ରେକର୍ଡ ।1
- କବିସୂର୍ଯ୍ୟନଗରରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା: ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆସିକା ବିଧାୟକ1