ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା କଟକ ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ତ୍ରିନେତ୍ର ଫାଉଣ୍ଡେସନ l ପ୍ରକାଶ ଯେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଚଢେଇ ଗୁଆଁ ଗ୍ରାମର ପ୍ରମୋଦ ଦାସ ଙ୍କ ଦେହାନ୍ତ ଖବର ମିଳିଲା ପରେ ତତ୍ପରତା ଦେଖାଇଲା ତ୍ରୀନେତ୍ର ଫାଉଣ୍ଡେସନ l ସ୍ବର୍ଗତ ପ୍ରମୋଦ ଦାସ ଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଏକମାତ୍ର ଝିଅ ଙ୍କୁ ନେଇ l ମୁଣ୍ଡ ଗୁଞ୍ଜିବା ନିମନ୍ତେ ଘର ଟିଏ ମଧ୍ୟ ନାହିଁ l ଏପରିକି ଶୁଦ୍ଧିକ୍ରିୟା ନିମନ୍ତେ ସମ୍ବଳ ମଧ୍ୟ ନାହିଁ l ଏପରି ସ୍ଥଳେ ସରକାରଙ୍କ ତରଫରୁ କୌଣସି ପ୍ରକାର ସାହାଯ୍ୟ ନ ମିଳିଥିବା ବେଳେ ମାହାଙ୍ଗା ଅଂଚଳ ର ତ୍ରିନାଥ ଫୋଉଣ୍ଡସନ ଏହି ଅସହାୟ ପରିବାର କୁ ସାହାଯ୍ୟ ର ହାତ ବଢ଼ାଇ ସାଧାରଣ ରେ ବେଶ ପ୍ରସଂଶା ସାଉଁଟି ପାରିଛି l ଫାଉଣ୍ଡେସନ ପ୍ରତିଷ୍ଠାତା ମନୋରଞ୍ଜନ ତରାଇଙ୍କ ନେତୃତ୍ୱ ରେ ଏହି ପରିବାର କୁ ପାଲ, ଶାଢ଼ୀ, ପୋଷାକ, ଶୀତବସ୍ତ୍ର, କମ୍ବଳ, ରାସନ ସାମଗ୍ରୀ ଓ ପନିପରିବା ସହିତ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଛି l ଏହି ସେବା କାର୍ଯ୍ୟ ରେ ଫାଉଣ୍ଡେସନ ବିଭିନ୍ନ କର୍ମକର୍ତ୍ତା କୈଳାଶ ଚନ୍ଦ୍ର ସାହୁ, ପ୍ରିତମ ପ୍ରିୟା ସାହୁ, ସରୋଜ ସାହୁ, କଳ୍ପତରୁ ମଲ୍ଲିକ, ହୃଷିକେଶ ବିଶ୍ୱାଳ, ତପୁ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ l ଗଣେଶ ପାଣିଗ୍ରାହୀ ରିପୋର୍ଟ ମୋବାଇଲ 7894715457 Odisha Bhaskar
ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା କଟକ ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ତ୍ରିନେତ୍ର ଫାଉଣ୍ଡେସନ l ପ୍ରକାଶ ଯେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଚଢେଇ ଗୁଆଁ ଗ୍ରାମର ପ୍ରମୋଦ ଦାସ ଙ୍କ ଦେହାନ୍ତ ଖବର ମିଳିଲା ପରେ ତତ୍ପରତା ଦେଖାଇଲା ତ୍ରୀନେତ୍ର ଫାଉଣ୍ଡେସନ l ସ୍ବର୍ଗତ ପ୍ରମୋଦ ଦାସ
ଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଓ ଏକମାତ୍ର ଝିଅ ଙ୍କୁ ନେଇ l ମୁଣ୍ଡ ଗୁଞ୍ଜିବା ନିମନ୍ତେ ଘର ଟିଏ ମଧ୍ୟ ନାହିଁ l ଏପରିକି ଶୁଦ୍ଧିକ୍ରିୟା ନିମନ୍ତେ ସମ୍ବଳ ମଧ୍ୟ ନାହିଁ l ଏପରି ସ୍ଥଳେ ସରକାରଙ୍କ ତରଫରୁ କୌଣସି ପ୍ରକାର ସାହାଯ୍ୟ ନ ମିଳିଥିବା ବେଳେ ମାହାଙ୍ଗା ଅଂଚଳ
ର ତ୍ରିନାଥ ଫୋଉଣ୍ଡସନ ଏହି ଅସହାୟ ପରିବାର କୁ ସାହାଯ୍ୟ ର ହାତ ବଢ଼ାଇ ସାଧାରଣ ରେ ବେଶ ପ୍ରସଂଶା ସାଉଁଟି ପାରିଛି l ଫାଉଣ୍ଡେସନ ପ୍ରତିଷ୍ଠାତା ମନୋରଞ୍ଜନ ତରାଇଙ୍କ ନେତୃତ୍ୱ ରେ ଏହି ପରିବାର କୁ ପାଲ, ଶାଢ଼ୀ, ପୋଷାକ, ଶୀତବସ୍ତ୍ର, କମ୍ବଳ, ରାସନ ସାମଗ୍ରୀ ଓ ପନିପରିବା
ସହିତ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଇଛି l ଏହି ସେବା କାର୍ଯ୍ୟ ରେ ଫାଉଣ୍ଡେସନ ବିଭିନ୍ନ କର୍ମକର୍ତ୍ତା କୈଳାଶ ଚନ୍ଦ୍ର ସାହୁ, ପ୍ରିତମ ପ୍ରିୟା ସାହୁ, ସରୋଜ ସାହୁ, କଳ୍ପତରୁ ମଲ୍ଲିକ, ହୃଷିକେଶ ବିଶ୍ୱାଳ, ତପୁ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ l ଗଣେଶ ପାଣିଗ୍ରାହୀ ରିପୋର୍ଟ ମୋବାଇଲ 7894715457 Odisha Bhaskar
- ପୋଲିସ ଦିବସରେ ଶ୍ରେଷ୍ଠ IIC ଭାବେ ପୁରସ୍କୃତ,,,, ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ପୁରସ୍କୃତ ହେଲେ,,, ସେ ଜଣେ କର୍ତ୍ତବ୍ୟରତ ସଚ୍ଚୋଟ ପୋଲିସ ଅଧିକାରୀ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ପୁରସ୍କୃତ ହେଲେ ବିନୟ ରଞ୍ଜନ ପରିଡ଼ା1
- ନବେତମ୍ ଉତ୍କଳ ଦିବସ ପାଳିତ ହେଲା ନବୀନ ବିକାଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଷମ କଟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ। ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡ଼ା ଜିଲ୍ଲା ବିଷମ କଟକ ରେ ଧୁମଧାମରେ ପାଳିତ ହେଲା ପବିତ୍ର ଉତ୍କଳ ଦିବସ। ନବୀନ ବିକାଶ ଚାରି ଟେବୁଲ୍ ଟ୍ରଷ୍ଟ ର ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସର୍ବପ୍ରଥମେ ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଇଷ୍ଟ ଦେବୀ ମାଁ ମାର୍କମାଙ୍କ ଫୋଟୋଚିତ୍ରରେ ପୁଷ୍ପ ଓ ଧୂପ ଅର୍ପଣ କରାଯାଇ ଭକ୍ତିମୟ ପରିବେଶ ମଧ୍ୟରେ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ସମସ୍ତ ଉପସ୍ଥିତ ଅତିଥି ଓ ଅଂଶଗ୍ରହୀମାନେ ଏକ ସ୍ୱରରେ ଓଡ଼ିଶାର ଗୌରବମୟ ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ, ଯାହା ପରିବେଶକୁ ଦେଶଭକ୍ତିରେ ଭରିଦେଇଥିଲା। ବାଳ ମୁକୁନ୍ଦ ପାଳ ଓ ଅମିତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକମାନେ ଓ ଡିଆଇଟି ର ଛାତ୍ର ଛାତ୍ରୀ ମାନଙ୍କ ସହଭାଗୀତା ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଡିଆଇଟି ପ୍ରିନ୍ସିପାଲ ଜଗନ୍ନାଥ ମେହେର, ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦୀପ, ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର୍ ଶଙ୍କର୍ଷଣ ଦାସ, ବରିଷ୍ଠ ହିନ୍ଦୀ ଶିକ୍ଷକ ଶ୍ରୀ ରଙ୍ଗ ନାୟକ, ବରିଷ୍ଠ ସମାଜସେବୀ ଶ୍ରୀ ନେତ୍ରାନନ୍ଦ ସତପଥୀ, ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରମେଶ ଗୌଡ ଓ ଗୌଡ ସମାଜର ସଭାପତି ଶ୍ରୀ ତ୍ରିନାଥ ଗୌଡ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ଲକ୍ଷ୍ୟ ପତି ଏସଏଚଜି ମହିଳା ଶ୍ରୀମତୀ ସିଙ୍ଗାରୀ ୱାଡାକା, ପିଏଲଭି ବେଷ୍ଟ୍ ଭଲୁଣ୍ଟିଅର୍ ଶ୍ରୀମତୀ ଏସ୍କେ ପଙ୍କଜିନୀ ନାୟକଙ୍କୁ ସମ୍ମାନ ଦିଆଯାଇଥିଲା। ସେହିପରି ବରିଷ୍ଠ ସାମ୍ବାଦିକ ଶ୍ରୀ ଶିବ ପ୍ରସାଦ ପାଢ଼ୀ, ଶ୍ରୀ ନରତ୍ତମ ପାଢ଼ୀ, ଶ୍ରୀ କାଶୀନାଥ ପାଳ, ଶ୍ରୀ ଦିଲ୍ଲୀପ କୁମାର ପଢ଼ୀଆରୀ, ଯୁବ ସାମ୍ବାଦିକ ଶ୍ରୀ ଶୁଭମ ମହାପାତ୍ର ଓ ଯୁବ ସମାସେବୀ ତଥା ସାମ୍ବାଦିକ ଶ୍ରୀ ଜବାବ ପାଲକାଙ୍କୁ ମଧ୍ୟ ସମ୍ମାନ ଜଣାଯାଇଥିଲା। ଏହା ସହିତ କଳା, ସଂସ୍କୃତି ଓ ଐତିହ୍ୟ ରକ୍ଷା ପାଇଁ କାମ କରୁଥିବା କାହ୍ନୁ ସନ୍ତୋଷ ରାୟ, ନନ୍ଦ ଗୌଡ, ମଧୁସୁଦନ ମହାପାତ୍ର, ଆଶାରାଣୀ ମଥା ଓ ସୁକାନ୍ତ କୁମାର ସେଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ କୁନି ଝିଅଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ସମଗ୍ର କାର୍ଯ୍ୟକ୍ରମ ଉତ୍କଳୀୟ ସଂସ୍କୃତି, ଐକ୍ୟବଦ୍ଧତା ଓ ଗୌରବର ସନ୍ଦେଶ ବହନ କରିଥିବା ବେଳେ, ସ୍ଥାନୀୟ ଲୋକମାନେ ବଡ଼ ଉତ୍ସାହରେ ଏହାକୁ ପାଳନ କରିଥିଲେ। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ4
- ହିନ୍ଦୋଳ ଫରେଷ୍ଟ ରେଞ୍ଜ ରାସୋଳ ସେକ୍ସନ ନୂଆପାଟଣା ଗାଁରେ ଗତକାଲି ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି. ଲୋକେ ଭୟଭୀତ ହେବା ସହ ଲୋକଙ୍କ ଘର ପାଚେରୀ ସହ ଏକ ବାଇକ କୁ ଭାଙ୍ଗି ଦେଇଥିବାର ସୂଚନା ମିଳିଛି.1
- 🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯1
- Post by Rajesh Samantaray1
- Post by Manoj kumar baliyarsingh4
- ଖୋର୍ଦ୍ଧା କଂଗ୍ରେସ ତରଫରୁ ଉତ୍କଳ ଦିବସ ପାଳିତ #spnewstvliveodia #utkaldivas #khordanews1
- ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମସ୍ତ କର୍ମକର୍ତ୍ତା ମାନଙ୍କୁ ସଂଗଠିତ କରିବାକୁ ଆଜି ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ବିଶାଳ କର୍ମୀ ସମିଳନୀ ଅନୁଷ୍ଠିତ. ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବାକୁ ଆହ୍ୱାନ.1
- #କଲମୀ ଗଛେ କଲମୀ ଆ ମ୍ୱ 🌹🌹🌹🌹🌹🌹1