Shuru
Apke Nagar Ki App…
କଟକର ସତିଚୌରା ଶ୍ମଶାନ ନବ କଳେବର ଶିଳାନ୍ୟାସ କାର୍ଯ୍ୟକ୍ରମରେ ନାମଫଳକକୁ ନେଇ ବିବାଦ ଉପୁଜିଛି। ନାମଫଳକରେ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କ ନାମ ତଳେ ଥିବାରୁ ତାଙ୍କ ସମର୍ଥକ ଓ ମେୟର ସୁବାସ ସିଂଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଥିଲା।
GANESH PANlGRAHl
କଟକର ସତିଚୌରା ଶ୍ମଶାନ ନବ କଳେବର ଶିଳାନ୍ୟାସ କାର୍ଯ୍ୟକ୍ରମରେ ନାମଫଳକକୁ ନେଇ ବିବାଦ ଉପୁଜିଛି। ନାମଫଳକରେ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କ ନାମ ତଳେ ଥିବାରୁ ତାଙ୍କ ସମର୍ଥକ ଓ ମେୟର ସୁବାସ ସିଂଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଥିଲା।
More news from Ganjam and nearby areas
- ପୁରୁଷୋତ୍ତମପୁର : ସୁନାଥର ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଜଣେ ଗୁରୁତର, ଦୁଇ ରୁ ଉର୍ଦ୍ଧ ଆହାତ,ଗୁରୁତର ଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ ସ୍ଥାନାନ୍ତର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁର ଗୋଟିଏ ଘରେ ଫାଟିଲା ଗ୍ୟାସ ସିଲିଣ୍ଡର । ଗ୍ୟାସ ସିଲିଣ୍ଡର ଲଗାଇବା ବେଳେ ଅଗ୍ନିକାଣ୍ଡ ଘଟି ସିଲିଣ୍ଡର ଫୁଟି ଯାଇଥିବା ଜଣାପଡିଛି । ଘଟଣାରେ ଗ୍ରାମର ପ୍ରସନ୍ନ ନାହାକ ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଦୁଇ ରୁ ଉର୍ଦ୍ଧ ଆହାତ ହୋଇଛନ୍ତି l ସିଲିଣ୍ଡର ବିସ୍ପରଣ ପରେ ଗ୍ରାମବାସୀ ଗୁରୁତର ମାନଙ୍କୁ ଉଧାରକରି ଚିକିତ୍ସା ନିମନ୍ତେ ମେଡିକାଲ ରେ ଭର୍ତି କରାଯାଇ l ତେବେ ଗୁରୁତର ପ୍ରସନ୍ନ ଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l1
- ସୋରଡା ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲାରେ ଏକ ବଡ଼ ସଫଳତା ହାସଲ କରିଛି। ଦାରିଂବାଡ଼ିରୁ ଆସିକାକୁ ଚାଲାଣ ହେଉଥିବା ୪ ଲକ୍ଷ ଟଙ୍କାର ଗଞ୍ଜେଇ ଏକ କାରରୁ ଜବତ କରାଯିବା ସହ ଜଣେ ବ୍ୟକ୍ତି ଗିରଫ ହୋଇଛି।1
- ଗଜପତିର ଉଦୟଗିରି ଥାନା ଅଞ୍ଚଳରେ ଏକ ଜଳପ୍ରପାତ ନିକଟରେ ପଥର ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ମୃତଦେହ ନିକଟରେ ଏକ ବୁଲେଟ୍ ଗାଡ଼ି ଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି। ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।1
- ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ ବାଳକୃଷ୍ଣପୁର ଗ୍ରାମରେ ଷୋଳଖଣ୍ତ ଗୋପାଳ ସମାଜ କୂଳଗୃହ ପ୍ରତିଷ୍ଠା ଉତ୍ସବ1
- ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ । ଯାତାୟାତ ବାଧାପ୍ରାପ୍ତ ।1
- ନୟାଗଡ଼ର ସାରନକୁଳରୁ ଜଣେ ବ୍ୟକ୍ତିଙ୍କ ୧୦୦୦ ଟଙ୍କାର ଚପଲ ଚୋରି ହୋଇଛି। ଏହାକୁ ନେଇ ସେ ବହୁତ ଚିନ୍ତିତ ଅଛନ୍ତି।1
- ବାଲିଅନ୍ତା ଘଟଣାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ରହସ୍ୟ ଉପରୁ ପର୍ଦା ହଟିଛି। ତାଙ୍କ ସହିତ ବାଇକରେ ଥିବା ଓମ ପ୍ରକାଶ ରାଉତଙ୍କ ପ୍ରତିକ୍ରିୟା ହତ୍ୟାକାଣ୍ଡର ଖୁଲାସାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି।1
- କବିସୂର୍ଯ୍ୟନଗର : ନିଖିଳ ଉତ୍କଳ ଖରୁଡ଼ା ସମାଜ ର ଜିଲ୍ଲା ସ୍ତରୀୟ ବୈଠକ,କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଠାରେ ନିଖିଳ ଉତ୍କଳ ଖରୁଡ଼ା ସମାଜ କବିସୂର୍ଯ୍ୟନଗର ପକ୍ଷରୁ ସଭାପତି ସୂର୍ଯ୍ୟନାରାୟଣ ନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଜିଲ୍ଲା ସ୍ଥରୀୟ ବାର୍ଷିକ ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ସହରର ବିଭିନ୍ନ ସାହି ପରିକ୍ରମା ପରେ ବଡ଼ଖରୁଡା ସାହି ସ୍ଥିତ ସଭାସ୍ଥଳରେ ପହଞ୍ଚିବା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଦ୍ୟାଳୟ ପ୍ରତାପ ଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ସନମାନୀତ ଅତିଥି ଭାବେ ରାଜ୍ୟ ସଭାପତି ଗିରିଶ ଚନ୍ଦ୍ର ନାୟକ,ଉପସଭାପତି ପ୍ରାଧ୍ୟାପକ ଟହଲୁ ସାହୁ ଓ ପ୍ରଶାନ୍ତ କୁମାର ନାୟକ,ସମ୍ପାଦକ ପ୍ରସନ୍ନ କୁମାର ନାୟକ, ସହ ସମ୍ପାଦକ ଚନ୍ଦ୍ରଶେଖର ନାୟକ ଓ ଅକ୍ଷୟ ନାୟକ, କାର୍ଯ୍ୟକାରୀ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ଯୁଗ୍ମ ସମ୍ପାଦକ ନବକୃଷ୍ଣ ନାୟକ, ଉପଦେଷ୍ଟା ଭିକାରି ଚରଣ ମହାପାତ୍ର, ପ୍ରାଧ୍ୟାପକ ଗଜରାଜ ପାତ୍ର, ଆପନ୍ନl ମହାପାତ୍ର, ସନ୍ୟାସୀ ନାୟକ, ଜିଲ୍ଲା ସଂଯୋଜକ ଯୋଗୀନ୍ଦ୍ର ନାୟକ ଓ କୋଷlଦକ୍ଷ ଦେବରାଜ ନାୟକ ମଂଚାସୀନ ଅତିଥି ଥିଲେ l ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବିଭିନ୍ନ ପଦପଦବୀରେ ରହିଥିବା କର୍ମକର୍ତ୍ତା ଓ ସ୍ଥାନୀୟ ଖରୁଡ଼ା ସମାଜ ର ହଜାର ହଜାର କର୍ମକର୍ତା କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବେଳେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ, ଉପଢୌକନ, ମହାମାୟୀଙ୍କ ଫୋଟଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l କୌଳିକ ବୃତ୍ତି ଓ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ସମସ୍ତେ ଏକଜୁଟ ହୋଇ ସାଧାରଣ ଲୋକଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ଅତିଥି ମାନେ ଆହ୍ୱାନ ଦେଇଥିଲେ l ଏହାସହ ମାଟ୍ରିକ ପରୀକ୍ଷା ରେ କୃତିତ୍ୱ ହାସଲ କରି ସମଜର ଟେକ ରଖିଥିବା ପ୍ରତିଭାବନ ଛାତ୍ର ଛାତ୍ର ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଶିକ୍ଷକ ପ୍ରଦୀପ କୁମାର ନାୟକ, କୃଷ୍ଣଚନ୍ଦ୍ର ସେନାପତି, ତ୍ରିନାଥ ନାୟକ, ଛନ୍ଦାଚରଣ ନାୟକ,ବଂଶୀଧର ସେନାପତି ଓ କବିସୂର୍ଯ୍ୟନଗର ଖରୁଡ଼ା ପେଣ୍ଠ ପ୍ରମୁଖ ପରିଚାଳନା କରିଥିଲେ l1