Shuru
Apke Nagar Ki App…
ହିନ୍ଦୋଳ :କାରନ୍ଦା ପ୍ରାଥମିକ କୃଷି ସେବା ସମବାୟ ସମିତି ବାର୍ଷିକ ବୈଠକ ଏବଂ ବଜେଟ ଅଧିବେଶନ ଅନୁଷ୍ଠିତ.ର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କାରନ୍ଦା କୃଷି ସେବା ସମବାୟ ସମିତି ପରିସରରେ ଆଜି ବାର୍ଷିକ ବୈଠକ ସହ 2025-26 ଆର୍ଥିକ ବର୍ଷ ବଜେଟ ପାଳିତ ହୋଇ ଯାଇଛି.
BIKRAM SAHU
ହିନ୍ଦୋଳ :କାରନ୍ଦା ପ୍ରାଥମିକ କୃଷି ସେବା ସମବାୟ ସମିତି ବାର୍ଷିକ ବୈଠକ ଏବଂ ବଜେଟ ଅଧିବେଶନ ଅନୁଷ୍ଠିତ.ର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କାରନ୍ଦା କୃଷି ସେବା ସମବାୟ ସମିତି ପରିସରରେ ଆଜି ବାର୍ଷିକ ବୈଠକ ସହ 2025-26 ଆର୍ଥିକ ବର୍ଷ ବଜେଟ ପାଳିତ ହୋଇ ଯାଇଛି.
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ କାରନ୍ଦା କୃଷି ସେବା ସମବାୟ ସମିତି ପରିସରରେ ଆଜି ବାର୍ଷିକ ବୈଠକ ସହ 2025-26 ଆର୍ଥିକ ବର୍ଷ ବଜେଟ ପାଳିତ ହୋଇ ଯାଇଛି.1
- dist , ଅନୁଗୋଳ blok , ଛେଣ୍ଡିପଦା gram , ପରଙ୍ଗ sahi , ହରିଜନ ସାହି ଆମୋର ଏଇଠି ପାଣି ପାଇଁ ବହୁତ୍ ଅସୁବିଧା ।ଗାଁ ରେ ପାଣି ଆସୁଛି ଆମୋ ସାହି ରେ ପାଣି ଆସୁନି।ଆମେ କଂପ୍ଲେନ୍ ଦେଲୁ ।ହେଲେ କେହି ଶୁଣୁ ନାହାନ୍ତି।ପ୍ଲିଜ୍ ଆମର ପ୍ରୋବେଲମ କୁ ସଲ୍ଫ କରନ୍ତୁ। ଏଇ ଖରା ଦିନ ଆମେ ପାଣି ପାଇଁ ବହୁତ୍ ଅସୁବିଧା ଅଛୁ ।ଆମ ସାହି କି ପାଣି ବେବସ୍ତା ତୁରନ୍ତ କରନ୍ତୁ ।ନମସ୍କାର1
- ତାଳଚେର:-ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ଅନୁଗୋଳ ଜିଲ୍ଲା ମେଡିକାଲ୍ ବଦଳରେ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ କରାଯିବା ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ୧୦୦ ଦିନରେ ପହଂଚିଛି । ତାଳଚେରରୁ ସରକାର ଅଧିକ କୋଇଲା ଉତ୍ପାଦନ କରି ଅଧିକ ରାଜସ୍ୱ ପାଉଥିବାବେଳେ ଏ ଅଂଚଳକୁ ପ୍ରଦୂଷଣରେ ଦେଶର ସର୍ବଶ୍ରେଷ୍ଠ ପ୍ରଦୂଷଣ ଅଂଚଳ ଭାବରେ ପରିଣତ କରିଛନ୍ତି । ଯାହା ଦ୍ୱାରା ଆଜି ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ଆସନ୍ନ ମୃତ୍ୟୁ ମୁଖରେ ଥିବାବେଳେ ତାଳଚେରବାସୀଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବାରୁ ସରକାର ବଂଚିତ କରିଛନ୍ତି । ତାଳଚେରରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହେଲା କିନ୍ତୁ ମେଡିକାଲ୍ କଲେଜ୍ ର ମେଡିକାଲ୍ କୁ ଅନ୍ୟତ୍ର କରି ତାଳଚେରବାସୀଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ପ୍ରତିବାଦରେ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଚାଲୁରହିଛି । ପୂର୍ବରୁ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଂଟିଆ ଗଣଧାରଣା ଦିଆଯାଇଥିଲା । ସେହିପରି ଗତ ତା୧୮/୨/୨୦୨୬ ରିଖ ଦିନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଥିଲା । କିନ୍ତୁ ସରକାର ଏ ପର୍ଯ୍ୟନ୍ତ ତାଳଚେରବାସୀଙ୍କୁ ଆସନ୍ନ ମୃତ୍ୟୁ ମୁଖରୁ ବଂଚାଇବା ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ତୁରନ୍ତ କଲେଜ୍ ର ମେଡିକାଲ୍ କୁ ଜିଲ୍ଲା ମେଡିକାଲ୍ ରୁ ପବିତ୍ର ମୋହନ ମେଡିକାଲ୍ କୁ ସ୍ଥାନାନ୍ତର କରିବା ପାଇଁ ତାଳଚେରବାସୀ ଦାବୀ କରୁଛନ୍ତି । ଏହି ଦାବୀରେ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ୧୦୦ ଦିନରେ ପହଂଚିଥିବାରୁ କମିଟି ପକ୍ଷରୁ ସହର ପରିକ୍ରମା କରାଯାଇ ଧାରଣା ସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଭାପତି ଅଭୟ ପାଣି, ସଂପାଦକ ବିଜୟ ପ୍ରଧାନ, କେଶବ ଭୂତିଆ, ଧିରେନ୍ ପାଣି, ଚିତରଂଜନ ଗଡନାୟକ, ଚୈତନ୍ୟ ପ୍ରଧାନ, ବିନୋଦ ଲାଲ୍, ଗଗନ ଦାସ, ସୁକାନ୍ତ ଦାସ, ଶୋଭାଗିନୀ ଦେବୀ, ପ୍ରଫୁଲ ନାଏକ, ବିଜୟ ମିଶ୍ର, ନରେନ୍ ସିଂ, ପ୍ରେମାନନ୍ଦ ମହାନ୍ତି, ସୁରଥ ରଥ, ଡିଲେଶ୍ୱର ବେହେରା, ଶରତ ଦାସ, ଜିନେସ ସାହୁ, ଦୁଷ୍ମନ୍ତ କାଞ୍ଜି, ରମାକାନ୍ତ ସାମଲ, ଗଦାଧର ପାତ୍ର ପ୍ରମୁଖଙ୍କ ସହିତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।1
- Post by Ranjan hota1
- ଅମାନୁଷିକ ବାପା,ସୂର୍ଯ୍ୟମଣି ସାହୁ,ପ୍ରଥମ ସ୍ତ୍ରୀ ଓ ପୁଅ କୁ ଜୀବନ ନଷ୍ଟ କରି ଆଉ ଗୋଟିଏ ସ୍ତ୍ରୀ ରଖି କହୁଛି ,ମୁ କଂଗେସ ର ବଡ ନେତା,ଛି ଛି ରେ ପିତା1
- ସି.ଏମ୍. ଟ୍ରଫି ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ । ଢ଼େଙ୍କାନାଳ, ତା. ୧୮.o୪.୨୦୨୬- ଚ଼ଳିତ ବର୍ଷ ସି.ଏମ୍. ଟ୍ରଫି ହାସଲ ନିମନ୍ତେ ଆଜି ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛିି । କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଜିଲ୍ଲା ସଂଘର ମିଳିତ ଆନୁକୂଲ୍ୟରେ ଢ଼େଙ୍କାନାଳ ମୂଖ୍ୟ ଷ୍ଟାଡ଼ିୟମ ଠାରେ ଆଜି ସକାଳେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କ୍ରୀଡା ମହାକୁମ୍ଭକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ଶୁଭାରମ୍ଭ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତା, ଗ୍ରାମାଞ୍ଚଳ ସହିତ ସମଗ୍ର ଜିଲ୍ଲାରେ ଲୁଚି ରହିଥିବା କ୍ରୀଡା ପ୍ରତିଭାର ଉନ୍ମେଷ ଘଟାଇ , ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରୀଡାବିତମାନଙ୍କୁ ପ୍ରତିଷ୍ଠିତ କରାଇପାରିବ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡା ଅଭ୍ୟାସ ଦ୍ୱାରା ଶାରିରୀକ କ୍ଷମତା ବୃଦ୍ଧି ହେବା ସହ ନିୟମିତ ଅଭ୍ୟାସ ଫଳରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଆଣିଦେବ ବୋଲି ସେ ମତବ୍ୟକ୍ତ କରିଥିଲେ । ନିୟମିତ ଅଭ୍ୟାସ କରି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଜିଲା କ୍ରୀଡା ସଂଘର ସଂପାଦକ ଶ୍ରୀ ନଳିନୀ କୁମାର ଦାଶ, ଏହି କ୍ରୀଡା ସମାରୋହରେ କବାଡ଼ି, ଭଲିବଲ୍, ଖୋ-ଖୋ ଏବଂ ଫୁଟବଲ ଖେଳ ପ୍ରତିଯୋଗିତାରେ ସମସ୍ତ ବ୍ଲକ ଅଞ୍ଚଳର ମୋଟ୍ ୬୨ ଟି ଦଳ ଅଂଶ ଗ୍ରହଣ କରିଛନ୍ତି ଏବଂ ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚ଼ନା ଦେଇଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଦୟାନିଧି ପାତ୍ର, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଜାତା ପଟ୍ଟନାୟକ ପ୍ରମୂଖ ଯୋଗ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।2
- Post by Dhenkanal News1
- ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଆଜି ଜଣଙ୍କୁ ମାରିଲା ଦନ୍ତା ହାତୀ. ମୃତକ ପଡା ଗାଁର କୈବଲ୍ୟ ସାହୁ. ଆମ୍ବ ବଗିଚା ଯାଇ ଚାଲିଗଲା ଜୀବନ.ଦୁଇ ଦିନ ତଳେ ହିନ୍ଦୋଳ ଧୂଣ୍ଡିନାଳୀ ରେ ମଧ୍ୟ ଜଣେ ମହିଳାଙ୍କୁ କାଜୁ ମଞ୍ଜି ସଂଗ୍ରହ ବେଳେ ମାରିଥିଲା. କ୍ରର୍ମାଗାତ ଭାବେ ହାତୀ ଆକ୍ରମଣ ନେଇ ତାତିରେ ଜନତା.1