logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ହିନ୍ଦୋଳ ପଡା ଗାଁରେ ଆଜି ପୁଣି ଜଣଙ୍କୁ ଦଳିମରିଲା ଦନ୍ତା ହାତୀ. ଗୋଟିଏ ସପ୍ତାହରେ ଦୁଇ ଜଣଙ୍କ ପ୍ରାଣହାନୀ. ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଆଜି ଜଣଙ୍କୁ ମାରିଲା ଦନ୍ତା ହାତୀ. ମୃତକ ପଡା ଗାଁର କୈବଲ୍ୟ ସାହୁ. ଆମ୍ବ ବଗିଚା ଯାଇ ଚାଲିଗଲା ଜୀବନ.ଦୁଇ ଦିନ ତଳେ ହିନ୍ଦୋଳ ଧୂଣ୍ଡିନାଳୀ ରେ ମଧ୍ୟ ଜଣେ ମହିଳାଙ୍କୁ କାଜୁ ମଞ୍ଜି ସଂଗ୍ରହ ବେଳେ ମାରିଥିଲା. କ୍ରର୍ମାଗାତ ଭାବେ ହାତୀ ଆକ୍ରମଣ ନେଇ ତାତିରେ ଜନତା.

3 hrs ago
user_BIKRAM SAHU
BIKRAM SAHU
City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
3 hrs ago

ହିନ୍ଦୋଳ ପଡା ଗାଁରେ ଆଜି ପୁଣି ଜଣଙ୍କୁ ଦଳିମରିଲା ଦନ୍ତା ହାତୀ. ଗୋଟିଏ ସପ୍ତାହରେ ଦୁଇ ଜଣଙ୍କ ପ୍ରାଣହାନୀ. ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଆଜି ଜଣଙ୍କୁ ମାରିଲା ଦନ୍ତା ହାତୀ. ମୃତକ ପଡା ଗାଁର କୈବଲ୍ୟ ସାହୁ. ଆମ୍ବ ବଗିଚା ଯାଇ ଚାଲିଗଲା ଜୀବନ.ଦୁଇ ଦିନ ତଳେ ହିନ୍ଦୋଳ ଧୂଣ୍ଡିନାଳୀ ରେ ମଧ୍ୟ ଜଣେ ମହିଳାଙ୍କୁ କାଜୁ ମଞ୍ଜି ସଂଗ୍ରହ ବେଳେ ମାରିଥିଲା. କ୍ରର୍ମାଗାତ ଭାବେ ହାତୀ ଆକ୍ରମଣ ନେଇ ତାତିରେ ଜନତା.

More news from ଓଡ଼ିଶା and nearby areas
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    17 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    7 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    21 hrs ago
  • Post by Sendhavai
    1
    Post by Sendhavai
    user_Sendhavai
    Sendhavai
    Video Creator Gandia, Dhenkanal•
    27 min ago
  • Post by ନିମାଇଁ ଚରଣ ମହାରଣା
    1
    Post by ନିମାଇଁ ଚରଣ ମହାରଣା
    user_ନିମାଇଁ ଚରଣ ମହାରଣା
    ନିମାଇଁ ଚରଣ ମହାରଣା
    Local News Reporter Khordha, Odisha•
    2 hrs ago
  • କଟକ ଗ୍ରାମାଞ୍ଚଳ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ ! ବିପୁଳ ପରିମାଣର ସୁନା, ଟଙ୍କା ଓ ବ୍ୟବହୃତ ଗାଡ଼ି ମଧ୍ୟ ଜବତ। ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍।
    1
    କଟକ ଗ୍ରାମାଞ୍ଚଳ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ ! ବିପୁଳ ପରିମାଣର ସୁନା, ଟଙ୍କା ଓ ବ୍ୟବହୃତ ଗାଡ଼ି ମଧ୍ୟ ଜବତ। ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    33 min ago
  • ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆବଗ ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଆଜି ବାର୍ଷିକ ଅଧିବେସନ ସହ ବାର୍ଷିକ ବଜେଟ ଅଧିବେଶନ ଗୃହୀତ ହୋଇଯାଇଛି. ଏଥିରେ ସଭାପତି, ସମ୍ପାଦକ, ସମସ୍ତ ସଦସ୍ୟ ସଦସ୍ୟା, ମହିଳା ସଂଗଠନ ସଦସ୍ୟା ପ୍ରମୁଖ ଉପସ୍ଥିତ ହୋଇଥିଲେ. #krusi o krusak paribar #hindol nagarik foram #
    1
    ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନୂଆବଗ ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଆଜି ବାର୍ଷିକ ଅଧିବେସନ ସହ ବାର୍ଷିକ ବଜେଟ ଅଧିବେଶନ ଗୃହୀତ ହୋଇଯାଇଛି. ଏଥିରେ ସଭାପତି, ସମ୍ପାଦକ, ସମସ୍ତ ସଦସ୍ୟ ସଦସ୍ୟା, ମହିଳା ସଂଗଠନ ସଦସ୍ୟା ପ୍ରମୁଖ ଉପସ୍ଥିତ ହୋଇଥିଲେ. #krusi o krusak paribar #hindol nagarik foram #
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    23 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    18 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.