logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେର ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ୧୦୦ ଦିନ ପୂର୍ତ୍ତି ଅବସରରେ ସହରରେ ଶୋଭାଯାତ୍ରା ତାଳଚେର:-ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ଅନୁଗୋଳ ଜିଲ୍ଲା ମେଡିକାଲ୍ ବଦଳରେ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ କରାଯିବା ଦାବୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ୧୦୦ ଦିନରେ ପହଂଚିଛି । ତାଳଚେରରୁ ସରକାର ଅଧିକ କୋଇଲା ଉତ୍ପାଦନ କରି ଅଧିକ ରାଜସ୍ୱ ପାଉଥିବାବେଳେ ଏ ଅଂଚଳକୁ ପ୍ରଦୂଷଣରେ ଦେଶର ସର୍ବଶ୍ରେଷ୍ଠ ପ୍ରଦୂଷଣ ଅଂଚଳ ଭାବରେ ପରିଣତ କରିଛନ୍ତି । ଯାହା ଦ୍ୱାରା ଆଜି ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ଆସନ୍ନ ମୃତ୍ୟୁ ମୁଖରେ ଥିବାବେଳେ ତାଳଚେରବାସୀଙ୍କୁ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବାରୁ ସରକାର ବଂଚିତ କରିଛନ୍ତି । ତାଳଚେରରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହେଲା କିନ୍ତୁ ମେଡିକାଲ୍ କଲେଜ୍ ର ମେଡିକାଲ୍ କୁ ଅନ୍ୟତ୍ର କରି ତାଳଚେରବାସୀଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ପ୍ରତିବାଦରେ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଚାଲୁରହିଛି । ପୂର୍ବରୁ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଂଟିଆ ଗଣଧାରଣା ଦିଆଯାଇଥିଲା । ସେହିପରି ଗତ ତା୧୮/୨/୨୦୨୬ ରିଖ ଦିନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଥିଲା । କିନ୍ତୁ ସରକାର ଏ ପର୍ଯ୍ୟନ୍ତ ତାଳଚେରବାସୀଙ୍କୁ ଆସନ୍ନ ମୃତ୍ୟୁ ମୁଖରୁ ବଂଚାଇବା ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ତୁରନ୍ତ କଲେଜ୍ ର ମେଡିକାଲ୍ କୁ ଜିଲ୍ଲା ମେଡିକାଲ୍ ରୁ ପବିତ୍ର ମୋହନ ମେଡିକାଲ୍ କୁ ସ୍ଥାନାନ୍ତର କରିବା ପାଇଁ ତାଳଚେରବାସୀ ଦାବୀ କରୁଛନ୍ତି । ଏହି ଦାବୀରେ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ୧୦୦ ଦିନରେ ପହଂଚିଥିବାରୁ କମିଟି ପକ୍ଷରୁ ସହର ପରିକ୍ରମା କରାଯାଇ ଧାରଣା ସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଭାପତି ଅଭୟ ପାଣି, ସଂପାଦକ ବିଜୟ ପ୍ରଧାନ, କେଶବ ଭୂତିଆ, ଧିରେନ୍ ପାଣି, ଚିତରଂଜନ ଗଡନାୟକ, ଚୈତନ୍ୟ ପ୍ରଧାନ, ବିନୋଦ ଲାଲ୍‌, ଗଗନ ଦାସ, ସୁକାନ୍ତ ଦାସ, ଶୋଭାଗିନୀ ଦେବୀ, ପ୍ରଫୁଲ ନାଏକ, ବିଜୟ ମିଶ୍ର, ନରେନ୍ ସିଂ, ପ୍ରେମାନନ୍ଦ ମହାନ୍ତି, ସୁରଥ ରଥ, ଡିଲେଶ୍ୱର ବେହେରା, ଶରତ ଦାସ, ଜିନେସ ସାହୁ, ଦୁଷ୍ମନ୍ତ କାଞ୍ଜି, ରମାକାନ୍ତ ସାମଲ, ଗଦାଧର ପାତ୍ର ପ୍ରମୁଖଙ୍କ ସହିତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

2 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•

More news from ଓଡ଼ିଶା and nearby areas
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    12 hrs ago
  • ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଆଜି ଜଣଙ୍କୁ ମାରିଲା ଦନ୍ତା ହାତୀ. ମୃତକ ପଡା ଗାଁର କୈବଲ୍ୟ ସାହୁ. ଆମ୍ବ ବଗିଚା ଯାଇ ଚାଲିଗଲା ଜୀବନ.ଦୁଇ ଦିନ ତଳେ ହିନ୍ଦୋଳ ଧୂଣ୍ଡିନାଳୀ ରେ ମଧ୍ୟ ଜଣେ ମହିଳାଙ୍କୁ କାଜୁ ମଞ୍ଜି ସଂଗ୍ରହ ବେଳେ ମାରିଥିଲା. କ୍ରର୍ମାଗାତ ଭାବେ ହାତୀ ଆକ୍ରମଣ ନେଇ ତାତିରେ ଜନତା.
    1
    ହିନ୍ଦୋଳ ଫରେଷ୍ଟ ରେଞ୍ଜରେ ଆଜି ଜଣଙ୍କୁ ମାରିଲା ଦନ୍ତା ହାତୀ. ମୃତକ ପଡା ଗାଁର କୈବଲ୍ୟ ସାହୁ. ଆମ୍ବ ବଗିଚା ଯାଇ ଚାଲିଗଲା ଜୀବନ.ଦୁଇ ଦିନ ତଳେ ହିନ୍ଦୋଳ ଧୂଣ୍ଡିନାଳୀ ରେ ମଧ୍ୟ ଜଣେ ମହିଳାଙ୍କୁ କାଜୁ ମଞ୍ଜି ସଂଗ୍ରହ ବେଳେ ମାରିଥିଲା. କ୍ରର୍ମାଗାତ ଭାବେ ହାତୀ ଆକ୍ରମଣ ନେଇ ତାତିରେ ଜନତା.
    user_BIKRAM SAHU
    BIKRAM SAHU
    City Star ହିନ୍ଦୋଳ, ଢେଙ୍କାନାଳ, ଓଡ଼ିଶା•
    7 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    10 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    11 hrs ago
  • ଯାତ୍ରାରେ କାହିଁକି ଲଙ୍ଗଳା ନାଚ ! କାହିଁକି ବାରମ୍ବାର ବିବାଦ ! କେବେ ହେବ ଏ ବିବାଦର ସମାଧାନ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ଯାତ୍ରାରେ କାହିଁକି ଲଙ୍ଗଳା ନାଚ ! କାହିଁକି ବାରମ୍ବାର ବିବାଦ ! କେବେ ହେବ ଏ ବିବାଦର ସମାଧାନ |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    54 min ago
  • Post by Sendhavai
    1
    Post by Sendhavai
    user_Sendhavai
    Sendhavai
    Video Creator Gandia, Dhenkanal•
    4 hrs ago
  • Post by Ranjan hota
    1
    Post by Ranjan hota
    user_Ranjan hota
    Ranjan hota
    କୋଲିୟରୀ, ଅନୁଗୁଳ, ଓଡ଼ିଶା•
    21 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    11 hrs ago
  • ବହୁତ ଭଲ ଭାବରେ ପିଲାଙ୍କୁ ଆମେ ପଢ଼ାଇଛୁ | ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳ ମନ୍ତ୍ର | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha
    1
    ବହୁତ ଭଲ ଭାବରେ ପିଲାଙ୍କୁ ଆମେ ପଢ଼ାଇଛୁ | ପରିଶ୍ରମ ଓ ନିଷ୍ଠା ସଫଳତାର ମୂଳ ମନ୍ତ୍ର |
ଭୁବନେଶ୍ବର, ଓଡ଼ିଶା 
#Bhubaneswar #Odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.