Shuru
Apke Nagar Ki App…
ଦିନ ହୋଇଯିବ ରାତି ଅନ୍ଧକାର ହୋଇଯିବ ସାରା ପୃଥିବୀ,ପାଖାପାଖି ୨ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗରେ ଅନ୍ଧକାର ହେବେ କିଛି ସ୍ଥାନ। ଅଗଷ୍ଟ ୧୨ ତାରିଖରେ ଦେଖିବାକୁ ମିଳିବ ସବୁଠାରୁ ବଡ଼ ସୂର୍ଯ୍ୟ ପରାଗ! ପାଖାପାଖି ୨ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗରେ ଅନ୍ଧକାର ହେବେ କିଛି ସ୍ଥାନ। ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା, ଭାରତରେ ପଡିବ ନା ନାହିଁ ଏହାର ପ୍ରଭାବ? ଶୁଣନ୍ତୁ କଣ କହୁଛନ୍ତି ପଠାଣୀ ସାମନ୍ତ ପ୍ଲାନେଟୋରୀୟମର ପୂର୍ବତନ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ।
ସୁଧାଂଶୁ ଶେଖର ନାୟକ
ଦିନ ହୋଇଯିବ ରାତି ଅନ୍ଧକାର ହୋଇଯିବ ସାରା ପୃଥିବୀ,ପାଖାପାଖି ୨ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗରେ ଅନ୍ଧକାର ହେବେ କିଛି ସ୍ଥାନ। ଅଗଷ୍ଟ ୧୨ ତାରିଖରେ ଦେଖିବାକୁ ମିଳିବ ସବୁଠାରୁ ବଡ଼ ସୂର୍ଯ୍ୟ ପରାଗ! ପାଖାପାଖି ୨ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗରେ ଅନ୍ଧକାର ହେବେ କିଛି ସ୍ଥାନ। ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା, ଭାରତରେ ପଡିବ ନା ନାହିଁ ଏହାର ପ୍ରଭାବ? ଶୁଣନ୍ତୁ କଣ କହୁଛନ୍ତି ପଠାଣୀ ସାମନ୍ତ ପ୍ଲାନେଟୋରୀୟମର ପୂର୍ବତନ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ।
More news from ଓଡ଼ିଶା and nearby areas
- Mobile awareness active among students at school point.1
- ପରିବେଶ ସୁରକ୍ଷା ସହ ସବୁଜ ଓ ସୁନ୍ଦର କୋରେଇ ଗଠନର ସଂକଳ୍ପକୁ ସାକାର କରିବା ଲକ୍ଷ୍ୟରେ ଶ୍ରୀ କ୍ଷେତ୍ରପାଳ ଉଚ୍ଚ ବିଦ୍ୟାଳୟ, ଗୋହିରାଗଡିଆ ଠାରେ ଆୟୋଜିତ ହୋଇଯାଇଛି “ସବୁଜ ସୁନ୍ଦର କୋରେଇ” ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ। #କୋରେଇ #ଯାଜପୁର #ସବୁଜକୋରେଇ #ସୁନ୍ଦରକୋରେଇ #GreenKorei #TreePlantation #Jajpur #Odisha #news7odia #bjp #BJPGovernment #akashadasnayak1
- ଯାଜପୁର ରୋଡ୍, କହ୍ନେଇପୁରର ପ୍ରଭା କେୟାର ସାମ୍ନାରେ ଆଜି ଶୁଭ ଉଦ୍ଘାଟନ ହୋଇଛି ନୂତନ 'ଫ୍ୟାମିଲି ବିରିୟାନୀ ଦରବାର'। ଏହି ରେଷ୍ଟୁରାଣ୍ଟଟି ଶାନ୍ତି ଲଜ୍ ପରିବାର ରେଷ୍ଟୁରାଣ୍ଟ୍ର ଭିତରେ ଖୋଲାଯାଇଛି, ଯାହା ସ୍ଥାନୀୟ ଲୋକଙ୍କୁ ଏକ ସୁନ୍ଦର ପରିବେଶରେ ସ୍ୱାଦିଷ୍ଟ ଭୋଜନର ଆନନ୍ଦ ଦେବ। #Jajpurroad #korei।1
- ଅଧିକ ସଂଖ୍ୟାରେ ଲକ୍ଷପତି ଦିଦି ତିଆରି କରିବା ଆମ ସରକାରଙ୍କ ଲକ୍ଷ୍ୟ: ପ୍ରଭାତୀ ପରିଡ଼ା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆମ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ତିଆରି କରିବା ଏବଂ ମହିଳାମାନଙ୍କ ପାଇଁ ସ୍ଥାୟୀ ଓ ସମ୍ମାନଜନକ ଜୀବିକା ସୁନିଶ୍ଚିତ କରିବା। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ମାଧ୍ୟମରେ ପରିବାର ଓ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ପ୍ରତିବଦ୍ଧ। ଭୁବନେଶ୍ୱର, ଓଡ଼ିଶା #Bhubaneswar #Odisha1
- ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି1
- ଦିନ ହୋଇଯିବ ରାତି ଅନ୍ଧକାର ହୋଇଯିବ ସାରା ପୃଥିବୀ,ପାଖାପାଖି ୨ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗରେ ଅନ୍ଧକାର ହେବେ କିଛି ସ୍ଥାନ। ଅଗଷ୍ଟ ୧୨ ତାରିଖରେ ଦେଖିବାକୁ ମିଳିବ ସବୁଠାରୁ ବଡ଼ ସୂର୍ଯ୍ୟ ପରାଗ! ପାଖାପାଖି ୨ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗରେ ଅନ୍ଧକାର ହେବେ କିଛି ସ୍ଥାନ। ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା, ଭାରତରେ ପଡିବ ନା ନାହିଁ ଏହାର ପ୍ରଭାବ? ଶୁଣନ୍ତୁ କଣ କହୁଛନ୍ତି ପଠାଣୀ ସାମନ୍ତ ପ୍ଲାନେଟୋରୀୟମର ପୂର୍ବତନ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ।1
- ଯାତ୍ରା ମଞ୍ଚ ପାଲଟିଲା ରଣକ୍ଷେତ୍ର । ମଞ୍ଚରେ ବେକ କଟା ଦୃଶ୍ୟ ଦର୍ଶକଙ୍କୁ କରିଲା କ୍ରୋଧିତ । କଳାକାରଙ୍କୁ ଆଖିବୁଜା ଚେୟାର ମାଡ଼ କରିଲେ ଦର୍ଶକ । ଏହା ଏକ ନାଟକ ମଞ୍ଚସ୍ଥ ସମୟର ଘଟଣା । ଯାତ୍ରା ପରିବେଷଣ ବେଳେ ଏକ ଦୃଶ୍ୟକୁ ନେଇ ଦର୍ଶକମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ ଏବଂ କଳାକାରଙ୍କୁ ମାଡ଼ କରିଥିଲେ।ଘଟଣାର ମୁଖ୍ୟ କାରଣ ନାଟକରେ ଏକ ବେକ କଟା ଦୃଶ୍ୟ ଦର୍ଶକଙ୍କୁ ଅଧିକ କ୍ରୋଧିତ କରିଥିଲା।ଦର୍ଶକମାନେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ।ପରିସ୍ଥିତି ଅଶାନ୍ତ ହେବାରୁ କଳାକାରଙ୍କ ଉପରକୁ ଚେୟାର ମାଡ଼ କରାଯାଇଥିଲା।ଯାତ୍ରା ପାର୍ଟିର ନାମ: ଅପେରା ଯଜ୍ଞସେନୀ,ନାଟକର ନାମ: ସନାତନୀ ଯାହାକି ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ଚାନ୍ଦମା କାଳୀ ପଡ଼ିଆଘଟଣାର ଠାରେ ପରିବେଷଣ ହେଉଥିଲା ।ଅଭିନେତ୍ରୀ ଆହତ ହୋଇଥିବା ଜଣାପଡିଛି । ହଙ୍ଗାମା ଯୋଗୁଁ କିଛି ସମୟ ପାଇଁ ଯାତ୍ରା ପରିବେଷଣ ବନ୍ଦ ରହିଥିଲା। ପରେ କମିଟି ସଦସ୍ୟ ଓ କଳାକାରମାନେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ନାଟକ ପୁଣି ଆରମ୍ଭ ହୋଇଥିଲା ।1