logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଯାତ୍ରା ମଞ୍ଚ ପାଲଟିଲା ରଣକ୍ଷେତ୍ର । ମଞ୍ଚରେ ବେକ କଟା ଦୃଶ୍ୟ ଦର୍ଶକଙ୍କୁ କରିଲା କ୍ରୋଧିତ । କଳାକାରଙ୍କୁ ଆଖିବୁଜା ଚେୟାର ମାଡ଼ କରିଲେ ଦର୍ଶକ । ଏହା ଏକ ନାଟକ ମଞ୍ଚସ୍ଥ ସମୟର ଘଟଣା । ଯାତ୍ରା ପରିବେଷଣ ବେଳେ ଏକ ଦୃଶ୍ୟକୁ ନେଇ ଦର୍ଶକମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ ଏବଂ କଳାକାରଙ୍କୁ ମାଡ଼ କରିଥିଲେ।ଘଟଣାର ମୁଖ୍ୟ କାରଣ ନାଟକରେ ଏକ ବେକ କଟା ଦୃଶ୍ୟ ଦର୍ଶକଙ୍କୁ ଅଧିକ କ୍ରୋଧିତ କରିଥିଲା।ଦର୍ଶକମାନେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ।ପରିସ୍ଥିତି ଅଶାନ୍ତ ହେବାରୁ କଳାକାରଙ୍କ ଉପରକୁ ଚେୟାର ମାଡ଼ କରାଯାଇଥିଲା।ଯାତ୍ରା ପାର୍ଟିର ନାମ: ଅପେରା ଯଜ୍ଞସେନୀ,ନାଟକର ନାମ: ସନାତନୀ ଯାହାକି ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ଚାନ୍ଦମା କାଳୀ ପଡ଼ିଆଘଟଣାର ଠାରେ ପରିବେଷଣ ହେଉଥିଲା ।ଅଭିନେତ୍ରୀ ଆହତ ହୋଇଥିବା ଜଣାପଡିଛି । ହଙ୍ଗାମା ଯୋଗୁଁ କିଛି ସମୟ ପାଇଁ ଯାତ୍ରା ପରିବେଷଣ ବନ୍ଦ ରହିଥିଲା। ପରେ କମିଟି ସଦସ୍ୟ ଓ କଳାକାରମାନେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ନାଟକ ପୁଣି ଆରମ୍ଭ ହୋଇଥିଲା ।

1 hr ago
user_ସୁଧାଂଶୁ ଶେଖର ନାୟକ
ସୁଧାଂଶୁ ଶେଖର ନାୟକ
Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
1 hr ago

ଯାତ୍ରା ମଞ୍ଚ ପାଲଟିଲା ରଣକ୍ଷେତ୍ର । ମଞ୍ଚରେ ବେକ କଟା ଦୃଶ୍ୟ ଦର୍ଶକଙ୍କୁ କରିଲା କ୍ରୋଧିତ । କଳାକାରଙ୍କୁ ଆଖିବୁଜା ଚେୟାର ମାଡ଼ କରିଲେ ଦର୍ଶକ । ଏହା ଏକ ନାଟକ ମଞ୍ଚସ୍ଥ ସମୟର ଘଟଣା । ଯାତ୍ରା ପରିବେଷଣ ବେଳେ ଏକ ଦୃଶ୍ୟକୁ ନେଇ ଦର୍ଶକମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ ଏବଂ କଳାକାରଙ୍କୁ ମାଡ଼ କରିଥିଲେ।ଘଟଣାର ମୁଖ୍ୟ କାରଣ ନାଟକରେ ଏକ ବେକ କଟା ଦୃଶ୍ୟ ଦର୍ଶକଙ୍କୁ ଅଧିକ କ୍ରୋଧିତ କରିଥିଲା।ଦର୍ଶକମାନେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ।ପରିସ୍ଥିତି ଅଶାନ୍ତ ହେବାରୁ କଳାକାରଙ୍କ ଉପରକୁ ଚେୟାର ମାଡ଼ କରାଯାଇଥିଲା।ଯାତ୍ରା ପାର୍ଟିର ନାମ: ଅପେରା ଯଜ୍ଞସେନୀ,ନାଟକର ନାମ: ସନାତନୀ ଯାହାକି ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ଚାନ୍ଦମା କାଳୀ ପଡ଼ିଆଘଟଣାର ଠାରେ ପରିବେଷଣ ହେଉଥିଲା ।ଅଭିନେତ୍ରୀ ଆହତ ହୋଇଥିବା ଜଣାପଡିଛି । ହଙ୍ଗାମା ଯୋଗୁଁ କିଛି ସମୟ ପାଇଁ ଯାତ୍ରା ପରିବେଷଣ ବନ୍ଦ ରହିଥିଲା। ପରେ କମିଟି ସଦସ୍ୟ ଓ କଳାକାରମାନେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ନାଟକ ପୁଣି ଆରମ୍ଭ ହୋଇଥିଲା ।

More news from ଓଡ଼ିଶା and nearby areas
  • କୋରେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଙ୍କ ଦ୍ୱାରା କୋରେଇ ସବୁଜ ସୁନ୍ଦର ପାଇଁ ପାଟରଙ୍ଗା ପଞ୍ଚାୟତ ଗୋହିରାଗଢ଼ିଆ ବିଦ୍ୟାଳୟ ରେ ବୃକ୍ଷ ରୋପଣ ଶୁଭାରମ୍ଭ। #news19ଓଡ଼ିଶା #Korei #AkashDasnayak #MLAAkashDasnayak #BJP #BJP4Odisha #BJPKorei #GreenKorei #TreePlantation #SabujaSundara #HaritaOdisha #Environment #PlantationDrive #Odisha #Jajpur #CMOMohanMajhi #MohanMajhi #CMOdisha #CollectorJajpur #JajpurCollector #BDOKorei #KoreiBlock #News19Odisha #OdishaNews #Development #MissionGreenOdisha #SaveTrees #GoGreen #VrikshaRopana
    1
    କୋରେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଙ୍କ ଦ୍ୱାରା
କୋରେଇ ସବୁଜ ସୁନ୍ଦର ପାଇଁ ପାଟରଙ୍ଗା ପଞ୍ଚାୟତ ଗୋହିରାଗଢ଼ିଆ ବିଦ୍ୟାଳୟ ରେ 
ବୃକ୍ଷ ରୋପଣ ଶୁଭାରମ୍ଭ।

#news19ଓଡ଼ିଶା #Korei  #AkashDasnayak #MLAAkashDasnayak #BJP #BJP4Odisha #BJPKorei #GreenKorei #TreePlantation #SabujaSundara #HaritaOdisha #Environment #PlantationDrive #Odisha #Jajpur #CMOMohanMajhi #MohanMajhi #CMOdisha #CollectorJajpur #JajpurCollector #BDOKorei #KoreiBlock #News19Odisha #OdishaNews #Development #MissionGreenOdisha #SaveTrees #GoGreen #VrikshaRopana
    user_Rajashree maharana
    Rajashree maharana
    Advertising agency ପାଣିକୋଇଲି, ଯାଜପୁର, ଓଡ଼ିଶା•
    13 hrs ago
  • ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି l #LatestNews #UpdateNews #apanankakhabara #cuttack #jagatsinghpur #Bhubaneswar #bolbam #adaspur #debagada #Subarnapur #boudha #Niali #news #OdishaNews #odisha
    1
    ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ  କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି
ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ  କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି l #LatestNews #UpdateNews #apanankakhabara #cuttack #jagatsinghpur #Bhubaneswar #bolbam #adaspur #debagada #Subarnapur #boudha #Niali #news #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    3 hrs ago
  • ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ। ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।
    1
    ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।
ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।
    user_Rudra Narayan Parida
    Rudra Narayan Parida
    TV News Anchor ଘାସିପୁରା, କେନ୍ଦୁଝର, ଓଡ଼ିଶା•
    9 hrs ago
  • ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ସଭାପତି ତଥା ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଧାମନଗର ବନ୍ୟାଞ୍ଚଳ ଗସ୍ତ କରି ଧାମନଗର ନିର୍ବାଚନ ମଣ୍ଡଳୀ ଫତେପୁର ପଞ୍ଚାୟତ ଓ ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଂଚାୟତର ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି ll ସେହି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଅଦ୍ୟାବଧି ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେଇନଥିବାରୁ ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ଜେନା କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦେବାକୁ ଦାବୀ କରିଛନ୍ତି ll
    1
    ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ 
ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ସଭାପତି ତଥା ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଧାମନଗର ବନ୍ୟାଞ୍ଚଳ ଗସ୍ତ କରି ଧାମନଗର ନିର୍ବାଚନ ମଣ୍ଡଳୀ ଫତେପୁର ପଞ୍ଚାୟତ ଓ ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଂଚାୟତର ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି ll ସେହି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଅଦ୍ୟାବଧି ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେଇନଥିବାରୁ ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ଜେନା କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦେବାକୁ ଦାବୀ କରିଛନ୍ତି ll
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    3 hrs ago
  • ବଦନାମ ପାଇଁ ଚକ୍ରାନ୍ତ ର ସଙ୍ଗୀନ ଅଭିଯୋଗ ଆଣି ନବୀନଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କୁ ବଦନାମ ପାଇଁ କରିଛନ୍ତି ଚକ୍ରାନ୍ତ । ନିଜର ଚେଲା ଚାମୁଣ୍ଡାଙ୍କୁ ଲଗାଇ ପକାଉଛନ୍ତି ନବୀନ । ଗୋ-ବ୍ୟାକ୍ ନାରା । ଏମିତି ସଙ୍ଗୀନ ଅଭିଯୋଗ ଆଣି ନବୀନଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
    1
    ବଦନାମ ପାଇଁ ଚକ୍ରାନ୍ତ ର ସଙ୍ଗୀନ ଅଭିଯୋଗ ଆଣି ନବୀନଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।  

ଧର୍ମେନ୍ଦ୍ରଙ୍କୁ ବଦନାମ ପାଇଁ କରିଛନ୍ତି ଚକ୍ରାନ୍ତ । ନିଜର ଚେଲା ଚାମୁଣ୍ଡାଙ୍କୁ ଲଗାଇ ପକାଉଛନ୍ତି ନବୀନ । ଗୋ-ବ୍ୟାକ୍ ନାରା । ଏମିତି ସଙ୍ଗୀନ ଅଭିଯୋଗ ଆଣି ନବୀନଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • ସମାଜରେ ଏମିତି କିଛି ପରିବାର ଅଛନ୍ତି, ଯେଉଁମାନଙ୍କ ପାଇଁ ଦୁଇ ମୁଠା ଭାତ ଓ ମୁଣ୍ଡ ଗୁଞ୍ଜିବାକୁ ଏକ ସୁରକ୍ଷିତ ଘର କେବଳ ସ୍ୱପ୍ନ ସମାଜରେ ଏମିତି କିଛି ପରିବାର ଅଛନ୍ତି, ଯେଉଁମାନଙ୍କ ପାଇଁ ଦୁଇ ମୁଠା ଭାତ ଓ ମୁଣ୍ଡ ଗୁଞ୍ଜିବାକୁ ଏକ ସୁରକ୍ଷିତ ଘର କେବଳ ସ୍ୱପ୍ନ ହୋଇ ରହିଯାଇଛି #LatestNews #UpdateNews #apanankakhabara #Anugul #Bhubaneswar #news #cuttack #OdishaNews #odisha
    1
    ସମାଜରେ ଏମିତି କିଛି ପରିବାର ଅଛନ୍ତି, ଯେଉଁମାନଙ୍କ ପାଇଁ ଦୁଇ ମୁଠା ଭାତ ଓ ମୁଣ୍ଡ ଗୁଞ୍ଜିବାକୁ ଏକ ସୁରକ୍ଷିତ ଘର କେବଳ ସ୍ୱପ୍ନ
ସମାଜରେ ଏମିତି କିଛି ପରିବାର ଅଛନ୍ତି, ଯେଉଁମାନଙ୍କ ପାଇଁ ଦୁଇ ମୁଠା ଭାତ ଓ ମୁଣ୍ଡ ଗୁଞ୍ଜିବାକୁ ଏକ ସୁରକ୍ଷିତ ଘର କେବଳ ସ୍ୱପ୍ନ ହୋଇ ରହିଯାଇଛି #LatestNews #UpdateNews #apanankakhabara #Anugul #Bhubaneswar #news #cuttack #OdishaNews #odisha
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    4 hrs ago
  • କେନ୍ଦ୍ରୀୟ ନେତାଙ୍କୁ ଦିଲ୍ଲୀପ ରାୟ ଙ୍କ ବାରମ୍ବାର ଭେଟିବା ରାଜନୀତିରେ ମିଳିବ କି ବଡ଼ ଦାୟିତ୍ବ
    1
    କେନ୍ଦ୍ରୀୟ ନେତାଙ୍କୁ ଦିଲ୍ଲୀପ ରାୟ ଙ୍କ ବାରମ୍ବାର ଭେଟିବା ରାଜନୀତିରେ ମିଳିବ କି ବଡ଼ ଦାୟିତ୍ବ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    6 hrs ago
  • local news khabar prasarana karuchi muy aji bhala lagiba dekhantu Tihidi re banya heichi
    1
    local news khabar prasarana karuchi muy aji bhala lagiba dekhantu
Tihidi re banya heichi
    user_Amita puhan
    Amita puhan
    ତିହିଡ଼ି, ଭଦ୍ରକ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.