Shuru
Apke Nagar Ki App…
ବଦନାମ ପାଇଁ ଚକ୍ରାନ୍ତ ର ସଙ୍ଗୀନ ଅଭିଯୋଗ ଆଣି ନବୀନଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କୁ ବଦନାମ ପାଇଁ କରିଛନ୍ତି ଚକ୍ରାନ୍ତ । ନିଜର ଚେଲା ଚାମୁଣ୍ଡାଙ୍କୁ ଲଗାଇ ପକାଉଛନ୍ତି ନବୀନ । ଗୋ-ବ୍ୟାକ୍ ନାରା । ଏମିତି ସଙ୍ଗୀନ ଅଭିଯୋଗ ଆଣି ନବୀନଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ସୁଧାଂଶୁ ଶେଖର ନାୟକ
ବଦନାମ ପାଇଁ ଚକ୍ରାନ୍ତ ର ସଙ୍ଗୀନ ଅଭିଯୋଗ ଆଣି ନବୀନଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କୁ ବଦନାମ ପାଇଁ କରିଛନ୍ତି ଚକ୍ରାନ୍ତ । ନିଜର ଚେଲା ଚାମୁଣ୍ଡାଙ୍କୁ ଲଗାଇ ପକାଉଛନ୍ତି ନବୀନ । ଗୋ-ବ୍ୟାକ୍ ନାରା । ଏମିତି ସଙ୍ଗୀନ ଅଭିଯୋଗ ଆଣି ନବୀନଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
More news from ଓଡ଼ିଶା and nearby areas
- କୋରେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଙ୍କ ଦ୍ୱାରା କୋରେଇ ସବୁଜ ସୁନ୍ଦର ପାଇଁ ପାଟରଙ୍ଗା ପଞ୍ଚାୟତ ଗୋହିରାଗଢ଼ିଆ ବିଦ୍ୟାଳୟ ରେ ବୃକ୍ଷ ରୋପଣ ଶୁଭାରମ୍ଭ। #news19ଓଡ଼ିଶା #Korei #AkashDasnayak #MLAAkashDasnayak #BJP #BJP4Odisha #BJPKorei #GreenKorei #TreePlantation #SabujaSundara #HaritaOdisha #Environment #PlantationDrive #Odisha #Jajpur #CMOMohanMajhi #MohanMajhi #CMOdisha #CollectorJajpur #JajpurCollector #BDOKorei #KoreiBlock #News19Odisha #OdishaNews #Development #MissionGreenOdisha #SaveTrees #GoGreen #VrikshaRopana1
- ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ବିରୂପା ନଦୀର ଭଟିମୁଣ୍ଡା ଘାଟରୁ ଶହ କାଉଡିଆ ଭକ୍ତ ମାନେ ପାଣି ଉଠେଇ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି l #LatestNews #UpdateNews #apanankakhabara #cuttack #jagatsinghpur #Bhubaneswar #bolbam #adaspur #debagada #Subarnapur #boudha #Niali #news #OdishaNews #odisha1
- ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ। ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।1
- ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ସଭାପତି ତଥା ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା ଧାମନଗର ବନ୍ୟାଞ୍ଚଳ ଗସ୍ତ କରି ଧାମନଗର ନିର୍ବାଚନ ମଣ୍ଡଳୀ ଫତେପୁର ପଞ୍ଚାୟତ ଓ ଭଦ୍ରକ ବ୍ଲକ ଅର୍ଣ୍ଣପାଳ ପଂଚାୟତର ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି ll ସେହି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଅଦ୍ୟାବଧି ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେଇନଥିବାରୁ ରାଜ୍ୟ କଂଗ୍ରେସର ଦଳିତ ନେତା ରାଜେନ୍ଦ୍ର ଜେନା କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ବନ୍ୟା ବିପନ୍ନଙ୍କୁ ରିଲିଫ ଯୋଗାଇ ଦେବାକୁ ଦାବୀ କରିଛନ୍ତି ll1
- ବଦନାମ ପାଇଁ ଚକ୍ରାନ୍ତ ର ସଙ୍ଗୀନ ଅଭିଯୋଗ ଆଣି ନବୀନଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କୁ ବଦନାମ ପାଇଁ କରିଛନ୍ତି ଚକ୍ରାନ୍ତ । ନିଜର ଚେଲା ଚାମୁଣ୍ଡାଙ୍କୁ ଲଗାଇ ପକାଉଛନ୍ତି ନବୀନ । ଗୋ-ବ୍ୟାକ୍ ନାରା । ଏମିତି ସଙ୍ଗୀନ ଅଭିଯୋଗ ଆଣି ନବୀନଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।1
- ସମାଜରେ ଏମିତି କିଛି ପରିବାର ଅଛନ୍ତି, ଯେଉଁମାନଙ୍କ ପାଇଁ ଦୁଇ ମୁଠା ଭାତ ଓ ମୁଣ୍ଡ ଗୁଞ୍ଜିବାକୁ ଏକ ସୁରକ୍ଷିତ ଘର କେବଳ ସ୍ୱପ୍ନ ସମାଜରେ ଏମିତି କିଛି ପରିବାର ଅଛନ୍ତି, ଯେଉଁମାନଙ୍କ ପାଇଁ ଦୁଇ ମୁଠା ଭାତ ଓ ମୁଣ୍ଡ ଗୁଞ୍ଜିବାକୁ ଏକ ସୁରକ୍ଷିତ ଘର କେବଳ ସ୍ୱପ୍ନ ହୋଇ ରହିଯାଇଛି #LatestNews #UpdateNews #apanankakhabara #Anugul #Bhubaneswar #news #cuttack #OdishaNews #odisha1
- କେନ୍ଦ୍ରୀୟ ନେତାଙ୍କୁ ଦିଲ୍ଲୀପ ରାୟ ଙ୍କ ବାରମ୍ବାର ଭେଟିବା ରାଜନୀତିରେ ମିଳିବ କି ବଡ଼ ଦାୟିତ୍ବ1
- local news khabar prasarana karuchi muy aji bhala lagiba dekhantu Tihidi re banya heichi1