Shuru
Apke Nagar Ki App…
local news khabar prasarana karuchi muy aji bhala lagiba dekhantu Tihidi re banya heichi
Amita puhan
local news khabar prasarana karuchi muy aji bhala lagiba dekhantu Tihidi re banya heichi
More news from ଓଡ଼ିଶା and nearby areas
- କୋରେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଙ୍କ ଦ୍ୱାରା କୋରେଇ ସବୁଜ ସୁନ୍ଦର ପାଇଁ ପାଟରଙ୍ଗା ପଞ୍ଚାୟତ ଗୋହିରାଗଢ଼ିଆ ବିଦ୍ୟାଳୟ ରେ ବୃକ୍ଷ ରୋପଣ ଶୁଭାରମ୍ଭ। #news19ଓଡ଼ିଶା #Korei #AkashDasnayak #MLAAkashDasnayak #BJP #BJP4Odisha #BJPKorei #GreenKorei #TreePlantation #SabujaSundara #HaritaOdisha #Environment #PlantationDrive #Odisha #Jajpur #CMOMohanMajhi #MohanMajhi #CMOdisha #CollectorJajpur #JajpurCollector #BDOKorei #KoreiBlock #News19Odisha #OdishaNews #Development #MissionGreenOdisha #SaveTrees #GoGreen #VrikshaRopana1
- Mobile awareness active among students at school point.1
- ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ। ବର୍ଷାରେ ଛାତ୍ରଛାତ୍ରୀ ମାନେ ଭିଜି ଭିଜି ବିଦ୍ୟାଳୟକୁ ଯାଉଥିବା ଦେଖି ଓଁକାର ସେବାଶ୍ରମରେ ରହି ମଛାଳୋ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସନ୍ତ ମଞ୍ଜରୀ ଫାଉଣ୍ଡେସନ୍ ପକ୍ଷରୁ ଛତା ବଣ୍ଟନ।1
- ବଡାମପଦା ରୁ ବାଘିଆଗଡି ଯିବା ରାସ୍ତା ଖରାପ ହେଇ ଥିବାରୁ ରଗି ଏବଂ pregnant ମୋହିଳା କୁ ଏମିତି ଓଟୋ ରେ ପେଲିକି ନେବାକୁ ପଡୁଛି ଦେଖନ୍ତୁ1
- ଭଦ୍ରକ ପୋଷ୍ଟ ଅଫିସ ନିକଟରେ ଜଳ ନିଷ୍କାସନ ପାଇଁ ଭଦ୍ରକ ପୌରପାଳିକା ତରଫରୁ ମେସିନ ଲଗାଇ ଜଳ ନିଷ୍କାସନ କରାଯାଉଛି1
- ଦିନ ହୋଇଯିବ ରାତି ଅନ୍ଧକାର ହୋଇଯିବ ସାରା ପୃଥିବୀ,ପାଖାପାଖି ୨ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗରେ ଅନ୍ଧକାର ହେବେ କିଛି ସ୍ଥାନ। ଅଗଷ୍ଟ ୧୨ ତାରିଖରେ ଦେଖିବାକୁ ମିଳିବ ସବୁଠାରୁ ବଡ଼ ସୂର୍ଯ୍ୟ ପରାଗ! ପାଖାପାଖି ୨ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ପରାଗରେ ଅନ୍ଧକାର ହେବେ କିଛି ସ୍ଥାନ। ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା, ଭାରତରେ ପଡିବ ନା ନାହିଁ ଏହାର ପ୍ରଭାବ? ଶୁଣନ୍ତୁ କଣ କହୁଛନ୍ତି ପଠାଣୀ ସାମନ୍ତ ପ୍ଲାନେଟୋରୀୟମର ପୂର୍ବତନ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ।1
- ଯାତ୍ରା ମଞ୍ଚ ପାଲଟିଲା ରଣକ୍ଷେତ୍ର । ମଞ୍ଚରେ ବେକ କଟା ଦୃଶ୍ୟ ଦର୍ଶକଙ୍କୁ କରିଲା କ୍ରୋଧିତ । କଳାକାରଙ୍କୁ ଆଖିବୁଜା ଚେୟାର ମାଡ଼ କରିଲେ ଦର୍ଶକ । ଏହା ଏକ ନାଟକ ମଞ୍ଚସ୍ଥ ସମୟର ଘଟଣା । ଯାତ୍ରା ପରିବେଷଣ ବେଳେ ଏକ ଦୃଶ୍ୟକୁ ନେଇ ଦର୍ଶକମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ ଏବଂ କଳାକାରଙ୍କୁ ମାଡ଼ କରିଥିଲେ।ଘଟଣାର ମୁଖ୍ୟ କାରଣ ନାଟକରେ ଏକ ବେକ କଟା ଦୃଶ୍ୟ ଦର୍ଶକଙ୍କୁ ଅଧିକ କ୍ରୋଧିତ କରିଥିଲା।ଦର୍ଶକମାନେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ।ପରିସ୍ଥିତି ଅଶାନ୍ତ ହେବାରୁ କଳାକାରଙ୍କ ଉପରକୁ ଚେୟାର ମାଡ଼ କରାଯାଇଥିଲା।ଯାତ୍ରା ପାର୍ଟିର ନାମ: ଅପେରା ଯଜ୍ଞସେନୀ,ନାଟକର ନାମ: ସନାତନୀ ଯାହାକି ଯାଜପୁର ରୋଡ୍ ଥାନା ଅନ୍ତର୍ଗତ ଚାନ୍ଦମା କାଳୀ ପଡ଼ିଆଘଟଣାର ଠାରେ ପରିବେଷଣ ହେଉଥିଲା ।ଅଭିନେତ୍ରୀ ଆହତ ହୋଇଥିବା ଜଣାପଡିଛି । ହଙ୍ଗାମା ଯୋଗୁଁ କିଛି ସମୟ ପାଇଁ ଯାତ୍ରା ପରିବେଷଣ ବନ୍ଦ ରହିଥିଲା। ପରେ କମିଟି ସଦସ୍ୟ ଓ କଳାକାରମାନେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ନାଟକ ପୁଣି ଆରମ୍ଭ ହୋଇଥିଲା ।1