Shuru
Apke Nagar Ki App…
ଶୁକ୍ରବାର ପ୍ରାୟ ୧୦ଟା ବେଳକୁ ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବାଇକ୍ ପରସ୍ପର ଧକ୍କାରେ ପାଞ୍ଚ ଜଣଙ୍କ ମଧ୍ୟରୁ ଚାରି ଜଣ ଗୁରୁତର ହୋଇ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି l
KADAMBINI
ଶୁକ୍ରବାର ପ୍ରାୟ ୧୦ଟା ବେଳକୁ ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ବାଇକ୍ ପରସ୍ପର ଧକ୍କାରେ ପାଞ୍ଚ ଜଣଙ୍କ ମଧ୍ୟରୁ ଚାରି ଜଣ ଗୁରୁତର ହୋଇ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି l
- GANESH PANlGRAHlଧରାକୋଟେ, ଗଞ୍ଜାମ, ଓଡ଼ିଶା👏on 23 January
- User2887Kendujhar Sadar, Odisha🙏on 18 January
More news from ଓଡ଼ିଶା and nearby areas
- Census -୨୦୨୭ "ସ୍ଵ-ଗଣନା" ପ୍ରକ୍ରିୟାରେ ସମସ୍ତେ ସାମିଲ ହେବାକୁ ରାୟଗଡ଼ ଜିଲ୍ଲାପାଳଙ୍କ ବାର୍ତ୍ତା ।1
- ଜୟପୁରରେ ଚୋରି ଘଟଣାର ପର୍ଦାଫାଶ, ୨ ଅଭିଯୁକ୍ତ କୋର୍ଟ ଚାଲାଣ ଜୟପୁର ପାୱାର ହାଉସ୍ ୭ ନମ୍ବର ଲାଇନ୍ ଅଞ୍ଚଳରେ ରଞ୍ଜନ ମହାନ୍ତିଙ୍କ ଘରୁ ଚୋରି ହୋଇଥିବା ସୁନା ଗହଣା ଏବଂ ଅନ୍ୟାନ୍ୟ ପିତଳ ସାମଗ୍ରୀକୁ ଉଦ୍ଧାର କରିଛି ଜୟପୁର ଟାଉନ ପୋଲିସ। ଏହି ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଜୟପୁର SDPO ସୁଶ୍ରୀ ଅର୍ଚିତା ମିତ୍ତଲ।1
- ନବେତମ୍ ଉତ୍କଳ ଦିବସ ପାଳିତ ହେଲା ନବୀନ ବିକାଶ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଷମ କଟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଟିତ। ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡ଼ା ଜିଲ୍ଲା ବିଷମ କଟକ ରେ ଧୁମଧାମରେ ପାଳିତ ହେଲା ପବିତ୍ର ଉତ୍କଳ ଦିବସ। ନବୀନ ବିକାଶ ଚାରି ଟେବୁଲ୍ ଟ୍ରଷ୍ଟ ର ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସର୍ବପ୍ରଥମେ ମହାପ୍ରଭୁ ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଇଷ୍ଟ ଦେବୀ ମାଁ ମାର୍କମାଙ୍କ ଫୋଟୋଚିତ୍ରରେ ପୁଷ୍ପ ଓ ଧୂପ ଅର୍ପଣ କରାଯାଇ ଭକ୍ତିମୟ ପରିବେଶ ମଧ୍ୟରେ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ସମସ୍ତ ଉପସ୍ଥିତ ଅତିଥି ଓ ଅଂଶଗ୍ରହୀମାନେ ଏକ ସ୍ୱରରେ ଓଡ଼ିଶାର ଗୌରବମୟ ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରିଥିଲେ, ଯାହା ପରିବେଶକୁ ଦେଶଭକ୍ତିରେ ଭରିଦେଇଥିଲା। ବାଳ ମୁକୁନ୍ଦ ପାଳ ଓ ଅମିତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକମାନେ ଓ ଡିଆଇଟି ର ଛାତ୍ର ଛାତ୍ରୀ ମାନଙ୍କ ସହଭାଗୀତା ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ଯୋଗଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଡିଆଇଟି ପ୍ରିନ୍ସିପାଲ ଜଗନ୍ନାଥ ମେହେର, ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦୀପ, ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜର୍ ଶଙ୍କର୍ଷଣ ଦାସ, ବରିଷ୍ଠ ହିନ୍ଦୀ ଶିକ୍ଷକ ଶ୍ରୀ ରଙ୍ଗ ନାୟକ, ବରିଷ୍ଠ ସମାଜସେବୀ ଶ୍ରୀ ନେତ୍ରାନନ୍ଦ ସତପଥୀ, ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରମେଶ ଗୌଡ ଓ ଗୌଡ ସମାଜର ସଭାପତି ଶ୍ରୀ ତ୍ରିନାଥ ଗୌଡ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ଲକ୍ଷ୍ୟ ପତି ଏସଏଚଜି ମହିଳା ଶ୍ରୀମତୀ ସିଙ୍ଗାରୀ ୱାଡାକା, ପିଏଲଭି ବେଷ୍ଟ୍ ଭଲୁଣ୍ଟିଅର୍ ଶ୍ରୀମତୀ ଏସ୍କେ ପଙ୍କଜିନୀ ନାୟକଙ୍କୁ ସମ୍ମାନ ଦିଆଯାଇଥିଲା। ସେହିପରି ବରିଷ୍ଠ ସାମ୍ବାଦିକ ଶ୍ରୀ ଶିବ ପ୍ରସାଦ ପାଢ଼ୀ, ଶ୍ରୀ ନରତ୍ତମ ପାଢ଼ୀ, ଶ୍ରୀ କାଶୀନାଥ ପାଳ, ଶ୍ରୀ ଦିଲ୍ଲୀପ କୁମାର ପଢ଼ୀଆରୀ, ଯୁବ ସାମ୍ବାଦିକ ଶ୍ରୀ ଶୁଭମ ମହାପାତ୍ର ଓ ଯୁବ ସମାସେବୀ ତଥା ସାମ୍ବାଦିକ ଶ୍ରୀ ଜବାବ ପାଲକାଙ୍କୁ ମଧ୍ୟ ସମ୍ମାନ ଜଣାଯାଇଥିଲା। ଏହା ସହିତ କଳା, ସଂସ୍କୃତି ଓ ଐତିହ୍ୟ ରକ୍ଷା ପାଇଁ କାମ କରୁଥିବା କାହ୍ନୁ ସନ୍ତୋଷ ରାୟ, ନନ୍ଦ ଗୌଡ, ମଧୁସୁଦନ ମହାପାତ୍ର, ଆଶାରାଣୀ ମଥା ଓ ସୁକାନ୍ତ କୁମାର ସେଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ କୁନି ଝିଅଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲା। ସମଗ୍ର କାର୍ଯ୍ୟକ୍ରମ ଉତ୍କଳୀୟ ସଂସ୍କୃତି, ଐକ୍ୟବଦ୍ଧତା ଓ ଗୌରବର ସନ୍ଦେଶ ବହନ କରିଥିବା ବେଳେ, ସ୍ଥାନୀୟ ଲୋକମାନେ ବଡ଼ ଉତ୍ସାହରେ ଏହାକୁ ପାଳନ କରିଥିଲେ। ରାୟଗଡା ଜିଲ୍ଲା ପ୍ରତିନିଧି ନରୋତ୍ତମ ପାଢ଼ୀ ଙ୍କ ରିପୋର୍ଟ4
- କୋଟପାଡ଼ ଘଟଯାତ୍ରା l ତ୍ରୟ ବାର୍ଷିକ ଘଟପର୍ବ l କୋଟପାଡ଼ ଘଟପର୍ବର ବିଶେଷତ୍ୱ #kotpadbreakingnews #kotpad #Ghatajatra #kotpadghatajatra #koraput #Viral #fbviralvideo #nonfollowers #thanksforyoursupport #ilovekotpad #odisha #OdishaNews1
- ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପୋଲିସ ବ୍ୟାରେକ୍ ପାଳନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ବେତାଗୁଡା ସ୍ଥିତ ପୋଲିସ ବ୍ୟାରେକ୍ ଠାରେ ଆଜି ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତି ମହାନ୍ତି , ଓଏସଏପି କମାଣ୍ଡେଣ୍ଟ ଅଶୋକ ମହାନ୍ତି, ପୋଲିସ ଆର ଆଇ ନିରଞ୍ଜନ ନାୟକ ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ପୋଲିସ ପ୍ରତିଷ୍ଠା ଦିବସ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ମୁଖ୍ୟ ମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିଥିବା ବେଳେ ପ୍ରାୟ ଆଠ ଜଣ ପୋଲିସ୍ ଅଧିକାରୀ ଏବଂ କନଷ୍ଟେବଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୋଲିସ ଯବାନ ମାନେ ପ୍ୟାରେଡ୍ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଳାର ସମସ୍ତ ପୋଲିସ ବିଭାଗୀୟ ଅଧିକାରୀ ଏବଂ ଯବାନ ମାନେ ଉପସ୍ଥିତ ରହି ଏହି ଉତ୍ସବ ପାଳନ କରିଥିଲେ। ଗଜପତି ଜିଲ୍ଲା ରୁ ଟିକି ଲିମା ଙ୍କ ରିପୋର୍ଟ ଖବର ତରଙ୍ଗ1
- Post by Ansubhai Pandey1
- 🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯🇹🇯1
- କୋଲନରା ବ୍ଲକ ଅନ୍ତର୍ଗତ ଭାଗୁଡ଼ି ଘାଟିରେ ଧାନ ବୋଝେଇ ମିନି ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ, ଜଣେ ମହିଳା ମୃତ1