Shuru
Apke Nagar Ki App…
ସ୍ଲୁଗ: ଓଡିଆ ପକ୍ଷ ପାଳନ ଅବସରରେ ସ୍ଵଚ୍ଛ ଓଡିଶା ଦିବସ । ଆଙ୍କର- ଓଡିଆ ପକ୍ଷ ପାଳନ ର ଷଷ୍ଠ ଦିବସରେ ସାରା ରାଜ୍ୟ ରେ ସ୍ଵଚ୍ଛ ଓଡିଶା ଦିବସ ପାଳିତ ହେଉଛି। ଯାଜପୁର ପୌରପାଳିକା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ପୌରପାଳିକା ର ଅଧକ୍ଷ୍ୟା ରଞ୍ଜୁଲତା ହୋତାଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମରେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ପୌର ଉପାଧକ୍ଷ ସନ୍ତୋଷ କୁମାର ମଲ୍ଲିକଙ୍କ ସମେତ ସମସ୍ତ ପାରିଷଦ ମାନେ ଯୋଗ ଦେଇ ସହର କୁ ସ୍ଵଚ୍ଛ ନିର୍ମଳ କରିବା ସହ ଏକ ସୁସ୍ଥ ପରିବେଶ ଗଠନ କରିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସର ରେ ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀ ର ଦଶ୍ୱାଶ୍ବମେଧ ଘାଟ ଓ ଜଗନ୍ନାଥ ମନ୍ଦିର ପରିସରକୁ ସଫେଇ କରାଯାଇଥିଲା। ଏହି ସଫେଇ କାର୍ଯ୍ୟକ୍ରମରେ ସହର ର ବହୁ ମହିଳା, ବୁଦ୍ଧିଜୀବୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ଙ୍କ ସମେତ ସଫେଇ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ।
ଅନିଲ କୁମାର ପଣ୍ଡା

More news from Cuttack and nearby areas
- Post by ନିଷ୍ଠୁର ଦୁନିଆ Live1
- *ଜଗତସିଂହପୁର ଜିଲ୍ଲା ମହୋତ୍ସବ "କଲ୍ଲୋଳ" ଉଦଯାପିତ *ଅନ୍ତରା ଚକ୍ରବର୍ତ୍ତୀ ଲାଇଭ ବ୍ରାଣ୍ଡ ସୋ ରେ ଝୁମିଲେ ଦର୍ଶକ1
- କଟକ ଲିଙ୍କ୍ ରୋଡର ଦୃଶ୍ୟ। ରାସ୍ତାରେ ଖରାପ ହୋଇଗଲା ଆମ ବସ୍ ! ଠେଲି ଠେଲି ବସ୍ କୁ ସାଇଡ କଲେ ଟ୍ରାଫିକ ପୋଲିସ ଓ ସାଧାରଣ ଲୋକ। ବାରମ୍ବାର ରାସ୍ତା ରେ ଡିଜେଲ ଆମ ବସ୍ ଖରାପ ହେଉଥିବା ବେଳେ ରକ୍ଷଣ ବେକ୍ଷଣର ଅଭାବ ହେଉଥିବା ଅଭିଯୋଗ ହେଉଛି।1
- Post by NEWS MANORANJAN1
- Post by Dhenkanal News1
- ଢେଙ୍କାନାଳ ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ରାମେଶ୍ଵର ପୁର ଅଞ୍ଚଳରେ ୫୦ ପରିବାର ନୂତନ ସାହିରେ ରହି ଆସୁଛନ୍ତି । ଏହି ବସ୍ତିର ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଯଥା ସାହିକୁ ଭଲ ରାସ୍ତା ନାହିଁ, ଷ୍ଟ୍ରିଟ ଲାଇଟର ସୁବିଧା ନାହିଁ, ବର୍ଷାଦିନେ ପାଣି ଜମି ବିଭିନ୍ନ ସମସ୍ୟା ସୃଷ୍ଟି କରେ ଏହି ପରି ବହୁ ଅସୁବିଧାକୁ ପୌର ପରିଷଦରେ ଜଣାଇ ସାହି ବାସିନ୍ଦା ଫେଲ ମାରିଛନ୍ତି । ଆଜି ଉପ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଜିଲ୍ଲାପାଳଙ୍କୁ ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ କରିଛନ୍ତି ।1
- Post by AT News1
- Post by ନିଷ୍ଠୁର ଦୁନିଆ Live1
- ରଙ୍ଗ ବାଲ୍ଟିରେ କରୁଥିଲେ ଗଞ୍ଜେଇ ଚାଲାଣ !ଦେଖନ୍ତୁ କେମିତି ଧରିଲା ସନ୍ଧାନୀ କୁକୁର। କଟକ ରେଲୱେ ଷ୍ଟେସନର ଦୃଶ୍ୟ।ରଙ୍ଗ ବାଲ୍ଟିରେ କରୁଥିଲେ ଗଞ୍ଜେଇ ଚାଲାଣ !ଦେଖନ୍ତୁ କେମିତି ଧରିଲା ସନ୍ଧାନୀ କୁକୁର। କଟକ ରେଲୱେ ଷ୍ଟେସନର ଦୃଶ୍ୟ1