Shuru
Apke Nagar Ki App…
ଜୟପୁର ମା’ ଜଗତ ଜନନୀ ମନ୍ଦିରରେ ଖୋଲିଲା ଦାନ ହୁଣ୍ଡୀ, ବାହାରିଲା ୧୫ ଲକ୍ଷରୁ ଅଧିକ ଟଙ୍କା ଜୟପୁର ମା’ ଜଗତ ଜନନୀ ମନ୍ଦିରରେ ଖୋଲିଲା ଦାନ ହୁଣ୍ଡୀ, ବାହାରିଲା ୧୫ ଲକ୍ଷରୁ ଅଧିକ ଟଙ୍କା
UD MEDIA NEWS
ଜୟପୁର ମା’ ଜଗତ ଜନନୀ ମନ୍ଦିରରେ ଖୋଲିଲା ଦାନ ହୁଣ୍ଡୀ, ବାହାରିଲା ୧୫ ଲକ୍ଷରୁ ଅଧିକ ଟଙ୍କା ଜୟପୁର ମା’ ଜଗତ ଜନନୀ ମନ୍ଦିରରେ ଖୋଲିଲା ଦାନ ହୁଣ୍ଡୀ, ବାହାରିଲା ୧୫ ଲକ୍ଷରୁ ଅଧିକ ଟଙ୍କା
More news from ଓଡ଼ିଶା and nearby areas
- ବାକ୍ୟ ଜୀବନ୍ତ କାର୍ଯ୍ୟ ସାଧକ ଅଛି କାରଣ ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଏବ୍ରୀ 4:12 କାରଣ ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଏବ୍ରୀ 4:121
- ଜୟପୁର ମା’ ଜଗତ ଜନନୀ ମନ୍ଦିରରେ ଖୋଲିଲା ଦାନ ହୁଣ୍ଡୀ, ବାହାରିଲା ୧୫ ଲକ୍ଷରୁ ଅଧିକ ଟଙ୍କା ଜୟପୁର ମା’ ଜଗତ ଜନନୀ ମନ୍ଦିରରେ ଖୋଲିଲା ଦାନ ହୁଣ୍ଡୀ, ବାହାରିଲା ୧୫ ଲକ୍ଷରୁ ଅଧିକ ଟଙ୍କା1
- #କୋଟପାଡ଼_ମେଡିକାଲରେ_ଗାର୍ଡଙ୍କ_ମୃତ୍ୟୁ କୋଟପାଡ଼ ମେଡିକାଲରେ ଡ୍ୟୁଟିରେ ଥିବା ଗାର୍ଡଙ୍କ ମୃତ୍ୟୁ,ସୂଚନା ଅନୁଯାଇ ଗଣେଶ ବିସର୍ଜନ ଚାଲିଥିବା ସମୟରେ ହଠାତ୍ ଟଳିପଡ଼ିଥିଲେ,ମୃତକ ଦଶମନ୍ତପୁର ଅଞ୍ଚଳର ପିଙ୍କୁ ପ୍ରଧାନୀ #kotpad #medicalguarddeath #koraput #sadnews #koraput #fbviralvideo #viralvideo Bdo Kotpad CMO Odisha #nonfollowers #odisha #OdishaNews #kotpadbreakingnews1
- ଦେଖନ୍ତୁ 🙏🙏🙏1
- #କଇଁଛ_ଚାଲାଣ_ରାକେଟ୍_ଉପରେ_ବଡ଼_ଆକ୍ସନ୍! #ମୋଟୁ_ପୋଲିସ_ଓ_ବନ_ବିଭାଗକୁ_ବଡ଼_ସଫଳତା। ପେଟ୍ରୋଲିଂ ବେଳେ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର। ୪ ଚାଲାଣକାରୀ ଗିରଫ, ୪ଟି ମୋବାଇଲ ଫୋନ୍ ଓ ୨ଟି ମୋଟରସାଇକେଲ ଜବତ। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଚାଲିଥିଲା କଇଁଛ ଚାଲାଣ! ମୋଟୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣକାରୀଙ୍କୁ ଧରିଥିଲା ପୋଲିସ। ଉଦ୍ଧାର କଇଁଛ ସହ ଜବତ ସାମଗ୍ରୀକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। #adarshnewslive1
- ନୂଆଖାଇ ଉତ୍ସବରେ ଅଘଟଣ, ବାପାଙ୍କ ଆକ୍ରମଣରେ ପୁଅ ଆହତ, ଝରୀଗାଁ ଦେଖିବାକୁ ମିଳିଛି ନୂଆଖାଇ ଉତ୍ସବରେ ଅଘଟଣ, ବାପାଙ୍କ ଆକ୍ରମଣରେ ପୁଅ ଆହତ1
- କଇଁଛ ଚାଲାଣ ରାକେଟ୍ ଉପରେ ବଡ଼ ଆକ୍ସନ୍ ୫୫ ଜୀବନ୍ତ କଇଁଛ ଉଦ୍ଧାର, ୪ ଚାଲାଣକାରୀ ଗିରଫ ତାରିଖ -୧୭/୦୯/୨୦୨୬ କାଲିମେଳା: କଇଁଛ ଚାଲାଣ ରାକେଟ୍ ଉପରେ ମୋଟୁ ପୋଲିସ ଓ ବନ ବିଭାଗ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣ ହେଉଥିବା ୫୫ଟି ଜୀବନ୍ତ କଇଁଛକୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୪ଟି ମୋବାଇଲ ଫୋନ୍ ଓ ୨ଟି ମୋଟରସାଇକେଲ ଜବତ ହୋଇଛି। ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଅଭିମୁଖେ କଇଁଛ ଚାଲାଣ ହେଉଥିବା ବେଳେ ମୋଟୁ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ସମୟରେ ଚାଲାଣକାରୀମାନେ ଧରାପଡ଼ିଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ MV-114ର ପ୍ରଭାସ ଯୋଡ଼ହାର ଓ ନନ୍ଦ ମଣ୍ଡଳ ଏବଂ MPV-47ର ଲୋକିପଦ ମାଳି ଓ ରାମ ନାରାୟଣ ମଣ୍ଡଳ। ଉଦ୍ଧାର ହୋଇଥିବା କଇଁଛ ସହ ଜବତ ମୋବାଇଲ ଫୋନ୍ ଓ ମୋଟରସାଇକେଲକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଗିରଫ ସମସ୍ତ ୪ ଅଭିଯୁକ୍ତଙ୍କୁ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏନେଇ ମୋଟୁ ଫୋରେଷ୍ଟର ସୂଚନା ଦେଇଛନ୍ତି।3
- ଦେଖନ୍ତୁ କଳାହାଣ୍ଡି ଜିଲ୍ଲା ରାୟଗଡା ର ରାସ୍ତା1