Titel - ତାରିଣୀ ମନ୍ଦିର ସମନ୍ୱିତ ଉନ୍ନୟନ କାର୍ଯ୍ୟ,ଉଛେଦ ବେଳେ ଉତ୍ତେଜନା ! Titel - ତାରିଣୀ ମନ୍ଦିର ସମନ୍ୱିତ ଉନ୍ନୟନ କାର୍ଯ୍ୟ,ଉଛେଦ ବେଳେ ଉତ୍ତେଜନା ! : ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଲେ ଗ୍ରାମବାସୀ ଘଟଗାଁ ରୁ ମହେନ୍ଦ୍ର କୁମାର ପାତ୍ର ଙ୍କ ରିପୋର୍ଟ Editer #Ghatgaonmirror Live News Odia ସ୍ୱାଭାବିକ ହେଲା ଉଚ୍ଛେଦ କାର୍ଯ୍ୟ।ମା'ତାରିଣୀ ମନ୍ଦିର ସମନ୍ୱିତ ପ୍ରକଳ୍ପ ପାଇଁ ଆଜି ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଦୀର୍ଘ ବର୍ଷ ଧରି ଘର ରହିଥିବା ୨୨ଟି ଗୃହକୁ ଉଚ୍ଛେଦ ପାଇଁ ପ୍ରାସସନ ଆସିଥିବା। ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିବା ସହ ଠେଙ୍ଗାବାଡି ଧରି ଧାରଣା ଦେବା ସହ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ଦୀର୍ଘ ସମୟ ପରେ ପ୍ରଶାସନ ଲୋକଙ୍କ ସହ ଆଲୋଚନା କରିବା ପରେ ଲିଖିତ ପ୍ରତିଶୃତି ଦେବାରୁ ଧାରଣା ହଟିବା ସହ ଉଛେଦ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା। କ୍ଷତିଗ୍ରସ୍ତ ପରିବାରର ଆସବାବ ପତ୍ର ସ୍ଥାନାନ୍ତରଣରେ ସହାୟତା କରିବା ପାଇଁ କିଛି ଶ୍ରମିକ ଓ ଟ୍ରାକ୍ଟର ର ବ୍ୟବସ୍ଥା କରାଯିବ । କ୍ଷତିଗ୍ରସ୍ତ ପରିବାରଙ୍କୁ ରେଡକ୍ରସ୍ ଫଣ୍ଡ ରୁ ପ୍ରତ୍ୟେକ ପରିବାର ପିଛା ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ବସୁନ୍ଧରା ଯୋଜନାରେ ଘରଡିହ ଜମି ଓ ଅନ୍ତଦ୍ୱୟ ଯୋଜନାରେ ବାସଗୃହ ଯୋଗାଇ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ପ୍ରଶାସନ ଦେବା ପରେ ଉଛେଦ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା। ବାଇଟ ୧-ଏଡିଏମ କେନ୍ଦୁଝର ବାଇଟ ୨-ଭାରତି ଭୂୟାଁ, ସ୍ଥାନୀୟ ବାସିନ୍ଦା
Titel - ତାରିଣୀ ମନ୍ଦିର ସମନ୍ୱିତ ଉନ୍ନୟନ କାର୍ଯ୍ୟ,ଉଛେଦ ବେଳେ ଉତ୍ତେଜନା ! Titel - ତାରିଣୀ ମନ୍ଦିର ସମନ୍ୱିତ ଉନ୍ନୟନ କାର୍ଯ୍ୟ,ଉଛେଦ ବେଳେ ଉତ୍ତେଜନା ! : ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଲେ ଗ୍ରାମବାସୀ ଘଟଗାଁ ରୁ ମହେନ୍ଦ୍ର କୁମାର ପାତ୍ର ଙ୍କ ରିପୋର୍ଟ Editer #Ghatgaonmirror Live News Odia ସ୍ୱାଭାବିକ ହେଲା ଉଚ୍ଛେଦ କାର୍ଯ୍ୟ।ମା'ତାରିଣୀ ମନ୍ଦିର ସମନ୍ୱିତ ପ୍ରକଳ୍ପ ପାଇଁ ଆଜି ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଦୀର୍ଘ ବର୍ଷ ଧରି ଘର ରହିଥିବା ୨୨ଟି ଗୃହକୁ ଉଚ୍ଛେଦ ପାଇଁ ପ୍ରାସସନ ଆସିଥିବା। ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିବା ସହ ଠେଙ୍ଗାବାଡି ଧରି ଧାରଣା ଦେବା ସହ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ଦୀର୍ଘ
ସମୟ ପରେ ପ୍ରଶାସନ ଲୋକଙ୍କ ସହ ଆଲୋଚନା କରିବା ପରେ ଲିଖିତ ପ୍ରତିଶୃତି ଦେବାରୁ ଧାରଣା ହଟିବା ସହ ଉଛେଦ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା। କ୍ଷତିଗ୍ରସ୍ତ ପରିବାରର ଆସବାବ ପତ୍ର ସ୍ଥାନାନ୍ତରଣରେ ସହାୟତା କରିବା ପାଇଁ କିଛି ଶ୍ରମିକ ଓ ଟ୍ରାକ୍ଟର ର ବ୍ୟବସ୍ଥା କରାଯିବ । କ୍ଷତିଗ୍ରସ୍ତ ପରିବାରଙ୍କୁ ରେଡକ୍ରସ୍ ଫଣ୍ଡ ରୁ ପ୍ରତ୍ୟେକ ପରିବାର ପିଛା ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ବସୁନ୍ଧରା ଯୋଜନାରେ ଘରଡିହ ଜମି ଓ ଅନ୍ତଦ୍ୱୟ ଯୋଜନାରେ ବାସଗୃହ ଯୋଗାଇ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ପ୍ରଶାସନ ଦେବା ପରେ ଉଛେଦ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା। ବାଇଟ ୧-ଏଡିଏମ କେନ୍ଦୁଝର ବାଇଟ ୨-ଭାରତି ଭୂୟାଁ, ସ୍ଥାନୀୟ ବାସିନ୍ଦା
- Titel - ତାରିଣୀ ମନ୍ଦିର ସମନ୍ୱିତ ଉନ୍ନୟନ କାର୍ଯ୍ୟ,ଉଛେଦ ବେଳେ ଉତ୍ତେଜନା ! : ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଲେ ଗ୍ରାମବାସୀ ଘଟଗାଁ ରୁ ମହେନ୍ଦ୍ର କୁମାର ପାତ୍ର ଙ୍କ ରିପୋର୍ଟ Editer #Ghatgaonmirror Live News Odia ସ୍ୱାଭାବିକ ହେଲା ଉଚ୍ଛେଦ କାର୍ଯ୍ୟ।ମା'ତାରିଣୀ ମନ୍ଦିର ସମନ୍ୱିତ ପ୍ରକଳ୍ପ ପାଇଁ ଆଜି ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଦୀର୍ଘ ବର୍ଷ ଧରି ଘର ରହିଥିବା ୨୨ଟି ଗୃହକୁ ଉଚ୍ଛେଦ ପାଇଁ ପ୍ରାସସନ ଆସିଥିବା। ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିବା ସହ ଠେଙ୍ଗାବାଡି ଧରି ଧାରଣା ଦେବା ସହ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା। ଦୀର୍ଘ ସମୟ ପରେ ପ୍ରଶାସନ ଲୋକଙ୍କ ସହ ଆଲୋଚନା କରିବା ପରେ ଲିଖିତ ପ୍ରତିଶୃତି ଦେବାରୁ ଧାରଣା ହଟିବା ସହ ଉଛେଦ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା। କ୍ଷତିଗ୍ରସ୍ତ ପରିବାରର ଆସବାବ ପତ୍ର ସ୍ଥାନାନ୍ତରଣରେ ସହାୟତା କରିବା ପାଇଁ କିଛି ଶ୍ରମିକ ଓ ଟ୍ରାକ୍ଟର ର ବ୍ୟବସ୍ଥା କରାଯିବ । କ୍ଷତିଗ୍ରସ୍ତ ପରିବାରଙ୍କୁ ରେଡକ୍ରସ୍ ଫଣ୍ଡ ରୁ ପ୍ରତ୍ୟେକ ପରିବାର ପିଛା ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଯୋଗ୍ୟ ହିତାଧିକାରୀଙ୍କୁ ସରକାରଙ୍କ ବସୁନ୍ଧରା ଯୋଜନାରେ ଘରଡିହ ଜମି ଓ ଅନ୍ତଦ୍ୱୟ ଯୋଜନାରେ ବାସଗୃହ ଯୋଗାଇ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ପ୍ରଶାସନ ଦେବା ପରେ ଉଛେଦ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା। ବାଇଟ ୧-ଏଡିଏମ କେନ୍ଦୁଝର ବାଇଟ ୨-ଭାରତି ଭୂୟାଁ, ସ୍ଥାନୀୟ ବାସିନ୍ଦା2
- Post by Ramachandra Melsandi1
- OMC ଦୈତାରୀ ରେ ଥିବା ଆଦର୍ଶ ସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। #daitari #omc #adarshaschool #highlight #rajendra #KaliapaniUpdate1
- Post by Jitendra raj1
- ରାଜ୍ୟ ସରକାରଙ୍କ ବିରୋଧରେ ଯାଜପୁର ବିଜୁ ଜନତା ଦଳର ରଣହୁଙ୍କାର।ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୁଦ୍ଧରେ ଯାଜପୁର ବିଜେଡିର ବିକ୍ଷୋଭ ଓ ପ୍ରତିବାଦ। ଏ ନେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।1
- ଭଦ୍ରକରେ ନିଶାଶକ୍ତ ଅବସ୍ଥାରେ ହୋମଗାର୍ଡ l ଭଦ୍ରକ ଆରଡ଼ି ଛକ ନିକଟରେ ଡ୍ୟୁଟିରେ ଥିବା ହୋମଗାର୍ଡ ବୁଲୁଛନ୍ତି ପାଉଡର ନିଶାରେ l ନିଶାରେ ବାଉଳିଚାଉଳି ହୋଇ କାନ୍ଥକୁ ମାରୁଛନ୍ତି ହୁଇସିଲ l1
- ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅନ୍ତର୍ଗତ ବିରିଡି ରେଳ ଲାଇନ ପାର୍ଶ୍ଵରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୁଲିସ ଏହାର ତଦନ୍ତ କରିଥିବା ବେଳେ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପୁଲିସ ଉପଖଣ୍ଡ ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।1
- Post by Jitendra raj1