Shuru
Apke Nagar Ki App…
OMC ଦୈତାରୀ ରେ ଥିବା ଆଦର୍ଶ ସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। #daitari #omc #adarshaschool #highlight #rajendra #KaliapaniUpdate
RAJENDRA MAHANTA
OMC ଦୈତାରୀ ରେ ଥିବା ଆଦର୍ଶ ସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। #daitari #omc #adarshaschool #highlight #rajendra #KaliapaniUpdate
More news from ଓଡ଼ିଶା and nearby areas
- OMC ଦୈତାରୀ ରେ ଥିବା ଆଦର୍ଶ ସ୍କୁଲ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। #daitari #omc #adarshaschool #highlight #rajendra #KaliapaniUpdate1
- କଳିଙ୍ଗ ସ୍ଥିତ ମହା ପାଟ ପଡିଆ ଠାରେ ଜମୁଛି ସୁକିନ୍ଦା ଶିଳ୍ପ ମହୋତ୍ସବ ରେ ଦ୍ୱିତୀୟ ରାତିରେ ଜମୁଛି ଲୋକ ମାନଙ୍କ ଭିଡ଼ ଭାଇ ଚାରା କୁ ନେଇ ଆଗେଇ ଚାଲିଛି ମହୋତ୍ସବ ପୋଗ୍ରାମ..8
- ଯାଜପୁର ଜିଲ୍ଲା ର ସମସ୍ତ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର କର୍ମୀ, ନେତା, ବିଧାୟକ ଓ ବିଧାୟିକା ଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ସହ ଉପ- ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା1
- ତେଙ୍କାନାଳ କାଲି ଦ୍ଭାରତ ବନ୍ଦ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଡାକବାଜି ଦ୍ଵାରା ବନ୍ଦ ସଫଳ ପାଇଁ ନିବେଦନ2
- ରାଜ୍ୟ ସରକାରଙ୍କ ବିରୋଧରେ ଯାଜପୁର ବିଜୁ ଜନତା ଦଳର ରଣହୁଙ୍କାର।ବିଜେପି ସରକାରରେ ଲଘୁ ଖଣିଜର ବ୍ୟାପକ ଚୋରି, ଚାଷୀ ମାରଣ ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୁଦ୍ଧରେ ଯାଜପୁର ବିଜେଡିର ବିକ୍ଷୋଭ ଓ ପ୍ରତିବାଦ। ଏ ନେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।1
- ବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତିବାଲ୍ୟବିବାହରେ ଲାଗିଲା ରୋକ ନାବାଳିକା ସ୍ୱାଧର ଗୃହରେ ଭର୍ତି ଭୁବନ ତା 10.2 କାନ୍ଥରେ ଟଙ୍ଗା ହୋଇଛି ଫ୍ଲେକ୍ସ। ଦାଣ୍ଡରେ ବନ୍ଧା ହୋଇଛି ଟେଣ୍ଟ। ମନ୍ଦିରରେ ଚାଲିଛି ଭୋଜି ରନ୍ଧା। ଠିକ ଏତିକି ବେଳେ ଖବର ପାଇ ପହଁଚିଲେ ବାଲ୍ୟବିବାହ ନିରୋଧ କମିଟି। ଚାଲିଲା ପଚରା ଉଚରା । ପରିବେଶ ହଠାତ ପାଲଟିଗଲା ସ୍ତବ୍ଧ। କୋଳାହଳ ପରିବେଶରେ ପଶିଗଲା ଷଣ୍ଢ। ନକଲି ଆଧାର ଦେଖାଇ ଚାଲିଥିଲା ବାହାଘର । ନବମ ଶ୍ରେଣୀ ଛାତ୍ରୀଙ୍କୁ ନିଜ ହେପାଜତକୁ ନେଲେ ଶିଶୁମଙ୍ଗଳ ଅଧିକାରିଣୀ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ -୭(ସାତ)ରେ । ସୂଚନାରୁ ଜଣାପଡିଛି କଟକ ଜିଲ୍ଲାର ଏକ ମଫସଲ ଗ୍ରାମର ଜଣେ ଯୁବକଙ୍କର ଭୁବନର ସାତ ନମ୍ୱର୍ ୱାର୍ଡ ବାସିନ୍ଦା ଗଣେଶ୍ୱର ଦାସଙ୍କ ପୁଅ ସହ ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ। ଯୁବତୀ ଜଣକ ସହମତିରେ ବିଗତ ଆଠ ମାସ ହେଲା ନିଜ ଘରୁ ଚାଲି ଆସିଥିଲେ। ତେବେ ଉଭୟ ପରିବାରଙ୍କ ସହମତି କ୍ରମେ ଏହି ବାହାଘର ହେଉଥିବା ସମୟରେ ଖବର ପାଇଥିଲେ ଭୁବନ ଶିଶୁମଙ୍ଗଳ ଅଧିକାରିଣୀ ଭଗବତୀ ଗୁରୁ ।ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଏବଂ ଭୁବନ ପୋଲିସକୁ ନେଇ ପହଞ୍ଚିଥିଲେ ଗଣେଶ୍ୱରଙ୍କ ଘରେ ।ପଚରା ଉଚରା କରିବାରୁ ଜଣାପଡ଼ିଲା ନାବାଳିକାର ଏକ ଫର୍ଜି ଆଧାର କାର୍ଡ ତିଆରି କରାଯାଇଥିବା ବେଳେ ନାବାଳିକା ଜଣଙ୍କ ଭୁବନେଶ୍ବର ନିକଟସ୍ଥ ବାରଙ୍ଗ ବ୍ଲକ ଏକ ଗ୍ରାମାଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀ । ସେ ଚତୁର୍ଥ ଝିଅ। ଅନ୍ୟ ୩ ଭଉଣୀ ବିବାହିତା। ଜନୈକ ସଂପର୍କୀୟଙ୍କ ତାଡନା ସହି ନ ପାରି ଭୁବନର ଯୁବକଙ୍କୁ ଭରସା କରି ପ୍ରେମ କରି ଗତ ଆଠ ମାସରୁ ବିଦ୍ୟାଳୟ ଛାଡ଼ି ପଳାଇ ଆସିଛି । ନାବାଳିକାଙ୍କୁ ବିବାହ ଯୋଗ୍ୟ ବୟସ ହୋଇ ନଥିବାରୁ ବାହାଘର ର ମାଙ୍ଗଳିକ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ନାବାଳିକାକୁ ଶିଶୁ ମଙ୍ଗଳ ଅଧିକାରୀଣି ନିଜ ହେପାଜତକୁ ନେଇଛନ୍ତି । ସ୍ୱାଧର ଗୃହରେ ଭର୍ତି କରିଛନ୍ତି ।1
- ଢେଙ୍କାନାଳ ରେ ସକାଳୁ ସକାଳୁ ହାତୀ ଆକ୍ରମଣରେ ତିନି ଜଣ ମୃତ, ତିନି ଜଣ ଗୁରୁତର l Dhenkanal news odisha l 👉 ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ ପୁରୁଷ ନିକଟସ୍ଥ ପାଟପୁରା ଗ୍ରାମ୍ୟ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଘଟିଛି ଏହି ଅଭାବନୀୟ ଘଟଣା.. #elephantattack #dhenkanalforest #kapilashforest #dhenkanalnewsodisha1
- ୨୦୧୯ ମସିହା ରୁ କାଜୁ ଗଛ ଏବଂ ଘର ନିଆଁ ଲାଗିଯାଇଥିଲେ ମଧ୍ୟ ପ୍ରଶାସନ କିଛି ସାହାଯ୍ୟ କରିନଥିବା ଅଭିଯୋଗ କରିଛନ୍ତି ଚାଷୀ, ଆଜି ବି ଚାଷୀ ଦୁଃଖ ରେ ଜୀବନ ବିତାଉଛନ୍ତି କିନ୍ତୁ ସାହାଯ୍ୟ ଆଶାରେ ୬ ବର୍ଷ ବିତିଯାଇଛି, ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ #mahulkhal #kajufarm #ransol #KaliapaniUpdate #highlight1