logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଦି ସଂସ୍କୃତିର ସୁକ୍ଷ୍ମ ଧାରା : ଖଲିଗଡ ମା' ପାଟରାଣୀ ଦେବୀଙ୍କ ଯାତ୍ରା ଆଦିମ କାଳରୁ କଳାହାଣ୍ଡିର ଧର୍ମାଚାର ଅରଣ୍ୟ ଏବଂ କୃଷି ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇ ଆସିଛି। ଅରଣ୍ୟଜୀବୀ ସଭ୍ୟତାରୁ କୃଷିଜୀବୀ ସଭ୍ୟତାର ଲମ୍ବା ଯାତ୍ରାର ସ୍ମାରକୀ ବହନ କରିଆସିଛି କୋକସରା ବ୍ଲକର ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାର ଗୁହା ଚିତ୍ର। ନର୍ଲା ବ୍ଳକ୍ ଦେବଗିରି ବୁଢ଼ୀପଦରରେ ଆଜି ମଧ୍ୟ ଝଲକୁଛି ଦୈତ୍ୟ-ଦାନବ ସଭ୍ୟତାର ଅଂଶ। ଦେବଗିରି ଗୁମ୍ଫାରେ ଗୋସିଂହ ଦୈତ୍ୟ ପୂଜିତ ଶିବଲିଙ୍ଗ ଏବଂ ପ୍ରାଚୀନ ବୃଷଭ ପ୍ରତିମା ମଧ୍ୟରେ ବିଦ୍ୟମାନ ରହିଛି ପଶୁପାଳନ ଓ କୃଷି ସଭ୍ୟତାର ସ୍ବାକ୍ଷର। ପିତୃ ଓ ପ୍ରକୃତି ଉପାସନା ଆଦି ଧର୍ମାଚାରର ପ୍ରତିକ ଭାବେ ଆଜି ମଧ୍ୟ କଳାହାଣ୍ଡିରେ ଦୃଶ୍ୟମାନ ହୁଏ। ଏହି କ୍ରମରେ କୃଷି ସହ ସହବନ୍ଧିତ ହୋଇ ଆସୁଛି ଅନେକ ଲୋକ ଅନୁଷ୍ଠାନ ଓ ପର୍ବପର୍ବାଣୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଅଦିବାସୀ ବହୁଳ ଗ୍ରାମ ଖଲିଗଡ଼ ଠାରେ ପାଳିତ ହୋଇଥିବା ପାଟରାଣୀଙ୍କ ଯାତ୍ରାରେ ଆଦି ଧର୍ମାଚାରର ଝଲକ ଝଲ ଝଲ ହୋଇ ପ୍ରତିଫଳିତ ହୋଇଛି। ଗାଁର ଶାନ୍ତି, ମଙ୍ଗଳ, ଉତ୍ତମ ବର୍ଷା ଓ ଭଲ ଫସଳ ହେବା ଆଶା ନେଇ ପାଳିତ ହୋଇଥାଏ ମାଁ ପାଟରାଣୀଙ୍କ ଯାତ୍ରା। ପରମ୍ପରା ଅନୁଯାୟୀ, ଏହି ଯାତ୍ରା ପ୍ରତିବର୍ଷ ଶ୍ରାବଣ ମାସର ଶେଷ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ମାଁ ପାଟରାଣୀଙ୍କ ସମେତ ଦେବୀ କପାଟଦରେନ୍, କୋଲାଜାନୀ, କଲାକଆଁର୍, ବାଆଦୀ କଆଁର୍, ସାତ ଭଉଣୀ ଓ ଜଳ କାମିନି ଆଦି ଦେବାଦେବୀଙ୍କଠାରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ଶ୍ରଦ୍ଧା ସହକାରେ ଦେବାଦେବୀଙ୍କୁ ତେଲ ହଲଦି ଲାଗି କରାଯାଏ। ପରେ ଦେବାଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ପ୍ରଦାନ କରାଯାଇ ଗାଁର ମଙ୍ଗଳ ଓ ଭଲ ବର୍ଷା ପାଇଁ ଆରାଧନା କରାଯାଏ। ଚଳିତ ବର୍ଷ ଏହି ଦେବ ପୂଜାକୁ ପୂଜକ ମାନସିଂ ପୁଝାରୀ ଓ ଧନେଶ୍ୱର ପୁଝାରୀ, ଶିରା ନରସିଂ ଚଲାନ ଓ ନବେ ମାଝୀ ସମ୍ପାଦନ କରିଥିଲେ। କୃଷି ଭିତ୍ତିକ ଏହି ପର୍ବର ଗୌନ୍ତିଆ ଗୋବର ମାଝୀ, ଗଣା ଖଗେଶ୍ଵର ମହାନନ୍ଦ, ସେବକ ରାମସିଂ ବାଗ, ଭିବିଷଣ ନାଏକ ଓ ଭୁବନେ ଲଦୂଆଙ୍କ ସମେତ ପରିଚାଳନା କମିଟିର ପଦୁ ନାଏକ, ପଦ୍ମନ ଚଳାନ, ବିରେନ କନ୍ଧ, ବନୁ ମାଝୀ, ସୁକଚନ୍‌ ମାଝୀ, ତ୍ରିନାଥ ପୁଝାରୀ, ପୁରୁନ୍ କନ୍ଧ, ଜଗନ୍ନାଥ ପୁଝାରୀ, ଜୟସିଂଙ୍ଗ ମାଝୀ, ଅମୃରୁ ମାଝୀ, ଧର୍ମୁ ମାଝୀ, କୁମ ମାଝୀ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ।

13 hrs ago
user_Jagadish Naik
Jagadish Naik
କୋକସରା, କଳାହାଣ୍ଡି, ଓଡ଼ିଶା•
13 hrs ago

ଆଦି ସଂସ୍କୃତିର ସୁକ୍ଷ୍ମ ଧାରା : ଖଲିଗଡ ମା' ପାଟରାଣୀ ଦେବୀଙ୍କ ଯାତ୍ରା ଆଦିମ କାଳରୁ କଳାହାଣ୍ଡିର ଧର୍ମାଚାର ଅରଣ୍ୟ ଏବଂ କୃଷି ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇ ଆସିଛି। ଅରଣ୍ୟଜୀବୀ ସଭ୍ୟତାରୁ କୃଷିଜୀବୀ ସଭ୍ୟତାର ଲମ୍ବା ଯାତ୍ରାର ସ୍ମାରକୀ ବହନ କରିଆସିଛି କୋକସରା ବ୍ଲକର ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାର ଗୁହା ଚିତ୍ର। ନର୍ଲା ବ୍ଳକ୍ ଦେବଗିରି ବୁଢ଼ୀପଦରରେ ଆଜି ମଧ୍ୟ ଝଲକୁଛି ଦୈତ୍ୟ-ଦାନବ ସଭ୍ୟତାର ଅଂଶ। ଦେବଗିରି ଗୁମ୍ଫାରେ ଗୋସିଂହ ଦୈତ୍ୟ ପୂଜିତ ଶିବଲିଙ୍ଗ ଏବଂ ପ୍ରାଚୀନ ବୃଷଭ ପ୍ରତିମା ମଧ୍ୟରେ ବିଦ୍ୟମାନ ରହିଛି ପଶୁପାଳନ ଓ କୃଷି ସଭ୍ୟତାର ସ୍ବାକ୍ଷର। ପିତୃ ଓ ପ୍ରକୃତି ଉପାସନା ଆଦି ଧର୍ମାଚାରର ପ୍ରତିକ ଭାବେ ଆଜି ମଧ୍ୟ କଳାହାଣ୍ଡିରେ ଦୃଶ୍ୟମାନ ହୁଏ। ଏହି କ୍ରମରେ କୃଷି ସହ ସହବନ୍ଧିତ ହୋଇ ଆସୁଛି ଅନେକ ଲୋକ ଅନୁଷ୍ଠାନ ଓ ପର୍ବପର୍ବାଣୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଅଦିବାସୀ ବହୁଳ ଗ୍ରାମ ଖଲିଗଡ଼ ଠାରେ ପାଳିତ ହୋଇଥିବା ପାଟରାଣୀଙ୍କ ଯାତ୍ରାରେ ଆଦି ଧର୍ମାଚାରର ଝଲକ ଝଲ ଝଲ ହୋଇ ପ୍ରତିଫଳିତ ହୋଇଛି। ଗାଁର ଶାନ୍ତି, ମଙ୍ଗଳ, ଉତ୍ତମ ବର୍ଷା ଓ ଭଲ ଫସଳ ହେବା ଆଶା ନେଇ ପାଳିତ ହୋଇଥାଏ ମାଁ ପାଟରାଣୀଙ୍କ ଯାତ୍ରା। ପରମ୍ପରା ଅନୁଯାୟୀ, ଏହି ଯାତ୍ରା ପ୍ରତିବର୍ଷ ଶ୍ରାବଣ ମାସର ଶେଷ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ମାଁ ପାଟରାଣୀଙ୍କ ସମେତ ଦେବୀ କପାଟଦରେନ୍, କୋଲାଜାନୀ, କଲାକଆଁର୍, ବାଆଦୀ କଆଁର୍, ସାତ ଭଉଣୀ ଓ ଜଳ କାମିନି ଆଦି ଦେବାଦେବୀଙ୍କଠାରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ଶ୍ରଦ୍ଧା ସହକାରେ ଦେବାଦେବୀଙ୍କୁ ତେଲ ହଲଦି ଲାଗି କରାଯାଏ। ପରେ ଦେବାଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ପ୍ରଦାନ କରାଯାଇ ଗାଁର ମଙ୍ଗଳ ଓ ଭଲ ବର୍ଷା ପାଇଁ ଆରାଧନା କରାଯାଏ। ଚଳିତ ବର୍ଷ ଏହି ଦେବ ପୂଜାକୁ ପୂଜକ ମାନସିଂ ପୁଝାରୀ ଓ ଧନେଶ୍ୱର ପୁଝାରୀ, ଶିରା ନରସିଂ ଚଲାନ ଓ ନବେ ମାଝୀ ସମ୍ପାଦନ କରିଥିଲେ। କୃଷି ଭିତ୍ତିକ ଏହି ପର୍ବର ଗୌନ୍ତିଆ ଗୋବର ମାଝୀ, ଗଣା ଖଗେଶ୍ଵର ମହାନନ୍ଦ, ସେବକ ରାମସିଂ ବାଗ, ଭିବିଷଣ ନାଏକ ଓ ଭୁବନେ ଲଦୂଆଙ୍କ ସମେତ ପରିଚାଳନା କମିଟିର ପଦୁ ନାଏକ, ପଦ୍ମନ ଚଳାନ, ବିରେନ କନ୍ଧ, ବନୁ ମାଝୀ, ସୁକଚନ୍‌ ମାଝୀ, ତ୍ରିନାଥ ପୁଝାରୀ, ପୁରୁନ୍ କନ୍ଧ, ଜଗନ୍ନାଥ ପୁଝାରୀ, ଜୟସିଂଙ୍ଗ ମାଝୀ, ଅମୃରୁ ମାଝୀ, ଧର୍ମୁ ମାଝୀ, କୁମ ମାଝୀ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ।

More news from ଓଡ଼ିଶା and nearby areas
  • ଆଦି ସଂସ୍କୃତିର ସୁକ୍ଷ୍ମ ଧାରା : ଖଲିଗଡ ମା' ପାଟରାଣୀ ଦେବୀଙ୍କ ଯାତ୍ରା ଆଦିମ କାଳରୁ କଳାହାଣ୍ଡିର ଧର୍ମାଚାର ଅରଣ୍ୟ ଏବଂ କୃଷି ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇ ଆସିଛି। ଅରଣ୍ୟଜୀବୀ ସଭ୍ୟତାରୁ କୃଷିଜୀବୀ ସଭ୍ୟତାର ଲମ୍ବା ଯାତ୍ରାର ସ୍ମାରକୀ ବହନ କରିଆସିଛି କୋକସରା ବ୍ଲକର ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାର ଗୁହା ଚିତ୍ର। ନର୍ଲା ବ୍ଳକ୍ ଦେବଗିରି ବୁଢ଼ୀପଦରରେ ଆଜି ମଧ୍ୟ ଝଲକୁଛି ଦୈତ୍ୟ-ଦାନବ ସଭ୍ୟତାର ଅଂଶ। ଦେବଗିରି ଗୁମ୍ଫାରେ ଗୋସିଂହ ଦୈତ୍ୟ ପୂଜିତ ଶିବଲିଙ୍ଗ ଏବଂ ପ୍ରାଚୀନ ବୃଷଭ ପ୍ରତିମା ମଧ୍ୟରେ ବିଦ୍ୟମାନ ରହିଛି ପଶୁପାଳନ ଓ କୃଷି ସଭ୍ୟତାର ସ୍ବାକ୍ଷର। ପିତୃ ଓ ପ୍ରକୃତି ଉପାସନା ଆଦି ଧର୍ମାଚାରର ପ୍ରତିକ ଭାବେ ଆଜି ମଧ୍ୟ କଳାହାଣ୍ଡିରେ ଦୃଶ୍ୟମାନ ହୁଏ। ଏହି କ୍ରମରେ କୃଷି ସହ ସହବନ୍ଧିତ ହୋଇ ଆସୁଛି ଅନେକ ଲୋକ ଅନୁଷ୍ଠାନ ଓ ପର୍ବପର୍ବାଣୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଅଦିବାସୀ ବହୁଳ ଗ୍ରାମ ଖଲିଗଡ଼ ଠାରେ ପାଳିତ ହୋଇଥିବା ପାଟରାଣୀଙ୍କ ଯାତ୍ରାରେ ଆଦି ଧର୍ମାଚାରର ଝଲକ ଝଲ ଝଲ ହୋଇ ପ୍ରତିଫଳିତ ହୋଇଛି। ଗାଁର ଶାନ୍ତି, ମଙ୍ଗଳ, ଉତ୍ତମ ବର୍ଷା ଓ ଭଲ ଫସଳ ହେବା ଆଶା ନେଇ ପାଳିତ ହୋଇଥାଏ ମାଁ ପାଟରାଣୀଙ୍କ ଯାତ୍ରା। ପରମ୍ପରା ଅନୁଯାୟୀ, ଏହି ଯାତ୍ରା ପ୍ରତିବର୍ଷ ଶ୍ରାବଣ ମାସର ଶେଷ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ମାଁ ପାଟରାଣୀଙ୍କ ସମେତ ଦେବୀ କପାଟଦରେନ୍, କୋଲାଜାନୀ, କଲାକଆଁର୍, ବାଆଦୀ କଆଁର୍, ସାତ ଭଉଣୀ ଓ ଜଳ କାମିନି ଆଦି ଦେବାଦେବୀଙ୍କଠାରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ଶ୍ରଦ୍ଧା ସହକାରେ ଦେବାଦେବୀଙ୍କୁ ତେଲ ହଲଦି ଲାଗି କରାଯାଏ। ପରେ ଦେବାଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ପ୍ରଦାନ କରାଯାଇ ଗାଁର ମଙ୍ଗଳ ଓ ଭଲ ବର୍ଷା ପାଇଁ ଆରାଧନା କରାଯାଏ। ଚଳିତ ବର୍ଷ ଏହି ଦେବ ପୂଜାକୁ ପୂଜକ ମାନସିଂ ପୁଝାରୀ ଓ ଧନେଶ୍ୱର ପୁଝାରୀ, ଶିରା ନରସିଂ ଚଲାନ ଓ ନବେ ମାଝୀ ସମ୍ପାଦନ କରିଥିଲେ। କୃଷି ଭିତ୍ତିକ ଏହି ପର୍ବର ଗୌନ୍ତିଆ ଗୋବର ମାଝୀ, ଗଣା ଖଗେଶ୍ଵର ମହାନନ୍ଦ, ସେବକ ରାମସିଂ ବାଗ, ଭିବିଷଣ ନାଏକ ଓ ଭୁବନେ ଲଦୂଆଙ୍କ ସମେତ ପରିଚାଳନା କମିଟିର ପଦୁ ନାଏକ, ପଦ୍ମନ ଚଳାନ, ବିରେନ କନ୍ଧ, ବନୁ ମାଝୀ, ସୁକଚନ୍‌ ମାଝୀ, ତ୍ରିନାଥ ପୁଝାରୀ, ପୁରୁନ୍ କନ୍ଧ, ଜଗନ୍ନାଥ ପୁଝାରୀ, ଜୟସିଂଙ୍ଗ ମାଝୀ, ଅମୃରୁ ମାଝୀ, ଧର୍ମୁ ମାଝୀ, କୁମ ମାଝୀ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ।
    1
    ଆଦି ସଂସ୍କୃତିର ସୁକ୍ଷ୍ମ ଧାରା : ଖଲିଗଡ ମା'  ପାଟରାଣୀ ଦେବୀଙ୍କ ଯାତ୍ରା
ଆଦିମ କାଳରୁ କଳାହାଣ୍ଡିର ଧର୍ମାଚାର ଅରଣ୍ୟ ଏବଂ କୃଷି ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇ ଆସିଛି। ଅରଣ୍ୟଜୀବୀ ସଭ୍ୟତାରୁ କୃଷିଜୀବୀ ସଭ୍ୟତାର ଲମ୍ବା ଯାତ୍ରାର ସ୍ମାରକୀ ବହନ କରିଆସିଛି କୋକସରା ବ୍ଲକର ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାର ଗୁହା ଚିତ୍ର। ନର୍ଲା ବ୍ଳକ୍ ଦେବଗିରି ବୁଢ଼ୀପଦରରେ ଆଜି ମଧ୍ୟ ଝଲକୁଛି ଦୈତ୍ୟ-ଦାନବ ସଭ୍ୟତାର ଅଂଶ। ଦେବଗିରି ଗୁମ୍ଫାରେ ଗୋସିଂହ ଦୈତ୍ୟ ପୂଜିତ ଶିବଲିଙ୍ଗ ଏବଂ ପ୍ରାଚୀନ ବୃଷଭ ପ୍ରତିମା ମଧ୍ୟରେ ବିଦ୍ୟମାନ ରହିଛି ପଶୁପାଳନ ଓ କୃଷି ସଭ୍ୟତାର ସ୍ବାକ୍ଷର। ପିତୃ ଓ ପ୍ରକୃତି ଉପାସନା ଆଦି ଧର୍ମାଚାରର ପ୍ରତିକ ଭାବେ ଆଜି ମଧ୍ୟ କଳାହାଣ୍ଡିରେ ଦୃଶ୍ୟମାନ ହୁଏ। ଏହି କ୍ରମରେ କୃଷି ସହ ସହବନ୍ଧିତ ହୋଇ ଆସୁଛି ଅନେକ ଲୋକ ଅନୁଷ୍ଠାନ ଓ ପର୍ବପର୍ବାଣୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଅଦିବାସୀ ବହୁଳ ଗ୍ରାମ ଖଲିଗଡ଼ ଠାରେ ପାଳିତ ହୋଇଥିବା ପାଟରାଣୀଙ୍କ ଯାତ୍ରାରେ ଆଦି ଧର୍ମାଚାରର ଝଲକ ଝଲ ଝଲ ହୋଇ ପ୍ରତିଫଳିତ ହୋଇଛି। ଗାଁର ଶାନ୍ତି, ମଙ୍ଗଳ, ଉତ୍ତମ ବର୍ଷା ଓ ଭଲ ଫସଳ ହେବା ଆଶା ନେଇ ପାଳିତ ହୋଇଥାଏ ମାଁ ପାଟରାଣୀଙ୍କ ଯାତ୍ରା। ପରମ୍ପରା ଅନୁଯାୟୀ, ଏହି ଯାତ୍ରା ପ୍ରତିବର୍ଷ ଶ୍ରାବଣ ମାସର ଶେଷ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ମାଁ ପାଟରାଣୀଙ୍କ ସମେତ ଦେବୀ କପାଟଦରେନ୍, କୋଲାଜାନୀ, କଲାକଆଁର୍, ବାଆଦୀ କଆଁର୍, ସାତ ଭଉଣୀ ଓ ଜଳ କାମିନି ଆଦି ଦେବାଦେବୀଙ୍କଠାରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ଶ୍ରଦ୍ଧା ସହକାରେ ଦେବାଦେବୀଙ୍କୁ ତେଲ ହଲଦି ଲାଗି କରାଯାଏ। ପରେ ଦେବାଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ପ୍ରଦାନ କରାଯାଇ ଗାଁର ମଙ୍ଗଳ ଓ ଭଲ ବର୍ଷା ପାଇଁ ଆରାଧନା କରାଯାଏ। ଚଳିତ ବର୍ଷ ଏହି ଦେବ ପୂଜାକୁ ପୂଜକ ମାନସିଂ ପୁଝାରୀ ଓ ଧନେଶ୍ୱର ପୁଝାରୀ, ଶିରା ନରସିଂ ଚଲାନ ଓ ନବେ ମାଝୀ ସମ୍ପାଦନ କରିଥିଲେ। କୃଷି ଭିତ୍ତିକ ଏହି ପର୍ବର ଗୌନ୍ତିଆ  ଗୋବର ମାଝୀ, ଗଣା ଖଗେଶ୍ଵର ମହାନନ୍ଦ, ସେବକ ରାମସିଂ ବାଗ, ଭିବିଷଣ ନାଏକ ଓ ଭୁବନେ ଲଦୂଆଙ୍କ ସମେତ ପରିଚାଳନା କମିଟିର ପଦୁ ନାଏକ, ପଦ୍ମନ ଚଳାନ, ବିରେନ କନ୍ଧ, ବନୁ ମାଝୀ, ସୁକଚନ୍‌ ମାଝୀ, ତ୍ରିନାଥ ପୁଝାରୀ, ପୁରୁନ୍ କନ୍ଧ, ଜଗନ୍ନାଥ ପୁଝାରୀ, ଜୟସିଂଙ୍ଗ ମାଝୀ, ଅମୃରୁ ମାଝୀ, ଧର୍ମୁ ମାଝୀ, କୁମ ମାଝୀ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ।
    user_Jagadish Naik
    Jagadish Naik
    କୋକସରା, କଳାହାଣ୍ଡି, ଓଡ଼ିଶା•
    13 hrs ago
  • କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼ #khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼ #khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir
    1
    କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼
#khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir
କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼
#khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir
    user_ଦୁଷ୍ମନ୍ତ କୁମାର ଗହିର
    ଦୁଷ୍ମନ୍ତ କୁମାର ଗହିର
    Local News Reporter କୋକସରା, କଳାହାଣ୍ଡି, ଓଡ଼ିଶା•
    15 hrs ago
  • ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ
    1
    ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ
ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ
    user_Udanti Live Office
    Udanti Live Office
    ସିନାପାଲି, ନୂଆପଡ଼ା, ଓଡ଼ିଶା•
    5 hrs ago
  • ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା ରାଇଘର ବଳି ଅଞ୍ଚଳ ରୁ ବି NEET ଉତ୍ତୀର୍ଣ୍ଣ ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା
    1
    ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା
ରାଇଘର ବଳି ଅଞ୍ଚଳ ରୁ ବି NEET ଉତ୍ତୀର୍ଣ୍ଣ 
ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    31 min ago
  • ଚୋରି ହୋଇଥିବା ସୁନା ଉଦ୍ଧାର କଲା ଜୟପୁର ପୋଲିସ୍ #Jeypore #National24
    1
    ଚୋରି ହୋଇଥିବା ସୁନା ଉଦ୍ଧାର କଲା ଜୟପୁର ପୋଲିସ୍ #Jeypore #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    1 hr ago
  • ଆନ୍ଧ୍ର ନିକଟରେ ଓଡିଶା ସରକାର ଵିକିଲା ମୁଣ୍ଡ । "ପାଣିଡଙ୍ଗର ଜଳ ପ୍ରକଳ୍ପ କରିବା ଦାବୀରେ ଗଣ ପ୍ରତିବାଦ" ରାୟଗଡ଼/ଗୁଣୁପୁର , ୨୮/୦୮ (ନିଉଜ ) ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ବଂଶଧାରା ନଦୀ ଗୁଡାରୀର ପାଣି ଡଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବୀରେ ଶୁକ୍ରବାର ଦିନ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରେ ଏକ ଗଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ସରକାରଙ୍କ ବଂଶଧାରା ଓ ଋଷିକୁଲ୍ୟା ସଂଯୋଗୀ କରଣ ଯୋଜନାରେ ଗୁଡ଼ାରୀର ପାଣି ଡ଼ଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ଭୋଟ ରାଜନୀତି ମନେକରି ଦୀର୍ଘ ୧୫ ବର୍ଷ ହେଲା ଦାବି କରାଯାଇଛି । କୈଣସି ସରକାର କର୍ଣ୍ଣପାତ କରୁ ନାହାଁନ୍ତି। ବଂଶଧାରା ପାଣିକୁ ନେଇ ବହୁ ଦିନର ବିବାଦ ଅନ୍ତ ଘଟିଛି। ଶେଷରେ ଆନ୍ଧ୍ରର କାଟ୍ରାଗାଡା ଠାରେ ୨ ପର୍ଯ୍ୟାୟ ପ୍ରକଳ୍ପକୁ ମାନ୍ୟବର ସୁପ୍ରିମକୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେଇଛନ୍ତି। ବିବାଦ ଭିତରେ ଆନ୍ଧ୍ର ସରକାର ବଂଶଧାରା ନଦୀର ପାଣିକୁ ସଦ୍ ବିନିଯୋଗ କରିବା ପାଇଁ ତାର ସମସ୍ତ କାର୍ଯ୍ୟ ଶେଷ କରିଛି । ଆମେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରୁ ନାହୁଁ । ସରକାରଙ୍କ ପ୍ରତାବିତ ଯୋଜନା ଉପରେ ଦାବୀ କରୁଛୁ। ବଂଶଧାରା ନଦୀ ଉପର ମୁଣ୍ଡ ଗୁଡ଼ାରୀ ପାଣି ଡ଼ଙ୍ଗର ଠାରେ ପ୍ରକଳ୍ପ କରାଗଲେ ରାୟଗଡା ଜିଲ୍ଲା ସମେତ ଗଞ୍ଜାମ ଗଜପତି ଓ ଆନ୍ଦ୍ରପ୍ରଦେଶର ଚାଷୀକୁଳ ଉପକୃତ ହେବା ସାଙ୍ଗକୁ ଅଞ୍ଚଳରେ ବିଦ୍ୟୁତ ଉତ୍ପନ୍ନ ହୋଇପାରିବ। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଋଷିକୁଲ୍ୟା - ହରଭଙ୍ଗି - ବାଂଶଧାରା ନଦୀ ସଂଯୋଗୀ କରଣ ପାଇଁ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ଯ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଗୁଡାରୀ ଠାରେ କାର୍ଯ୍ୟାଳୟ ନିର୍ମାଣ ସହ ଉଦଘାଟନ କରି ତିନି ତିନି ଥର ସର୍ଭେ କରାଯାଇ ସରକାର ତହବିଲ୍ ରୁ ପ୍ରାୟ ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୦୭ ମସିହାରୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି। କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମନମୁଖୀ କାମ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ଅଣଦେଖା ସହିତ ବିଭାଗୀୟ ଅଧିକାରୀଙ୍କ ଗାଲୁଆମି ଯୋଗୁଁ ପ୍ରକଳ୍ପ ଆଉ ଆଗେଇ ପାରିଲା ନାହିଁ । କେନ୍ଦ୍ର ଓ ରାଜ୍ଯ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କାରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ ନଚେତ ସେପ୍ଟେମ୍ବର ମାସରେ ଗୁଣପୁର ବନ୍ଦ ପାଳନ କରିବାକୁ ବାଧ୍ୟ ହେବୁ ବୋଲି ସିପିଆଇ (ଏମ୍ ଏଲ) ଲିବରେସନର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗ ଆଜିର ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାରେ ସଂଜୀବ ଶବର,ସିଦ୍ଧାର୍ଥ ଗମାଙ୍ଗ, ମୋନଜ ନିମାଲା, ମୋଜେସ ବିଡିକା,ମୋନଜ ନିମାଲା, ରାଜୁ ପାତିକା, ଜଗନ୍ନାଥ ଶବର,ଗିରିଧର ଶବର, ଓସମା ବିନ ଶବର ପ୍ରମୁଖ ଯୋଗଦେଇ ପ୍ରତିବାଦ କରିଥିଲେ।
    4
    ଆନ୍ଧ୍ର ନିକଟରେ ଓଡିଶା ସରକାର ଵିକିଲା ମୁଣ୍ଡ ।
"ପାଣିଡଙ୍ଗର ଜଳ ପ୍ରକଳ୍ପ କରିବା ଦାବୀରେ ଗଣ ପ୍ରତିବାଦ" 

ରାୟଗଡ଼/ଗୁଣୁପୁର , ୨୮/୦୮ (ନିଉଜ ) ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ବଂଶଧାରା ନଦୀ ଗୁଡାରୀର ପାଣି ଡଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବୀରେ ଶୁକ୍ରବାର ଦିନ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରେ ଏକ ଗଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ସରକାରଙ୍କ ବଂଶଧାରା ଓ ଋଷିକୁଲ୍ୟା ସଂଯୋଗୀ କରଣ ଯୋଜନାରେ ଗୁଡ଼ାରୀର ପାଣି ଡ଼ଙ୍ଗର ଠାରେ  ଜଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ଭୋଟ ରାଜନୀତି ମନେକରି ଦୀର୍ଘ ୧୫ ବର୍ଷ ହେଲା ଦାବି କରାଯାଇଛି । କୈଣସି ସରକାର କର୍ଣ୍ଣପାତ କରୁ ନାହାଁନ୍ତି। ବଂଶଧାରା ପାଣିକୁ ନେଇ ବହୁ ଦିନର ବିବାଦ ଅନ୍ତ ଘଟିଛି। ଶେଷରେ ଆନ୍ଧ୍ରର କାଟ୍ରାଗାଡା ଠାରେ ୨ ପର୍ଯ୍ୟାୟ ପ୍ରକଳ୍ପକୁ ମାନ୍ୟବର ସୁପ୍ରିମକୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେଇଛନ୍ତି। ବିବାଦ ଭିତରେ ଆନ୍ଧ୍ର ସରକାର ବଂଶଧାରା ନଦୀର ପାଣିକୁ ସଦ୍ ବିନିଯୋଗ କରିବା ପାଇଁ ତାର ସମସ୍ତ କାର୍ଯ୍ୟ ଶେଷ କରିଛି । ଆମେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରୁ ନାହୁଁ । ସରକାରଙ୍କ ପ୍ରତାବିତ ଯୋଜନା ଉପରେ ଦାବୀ କରୁଛୁ। ବଂଶଧାରା ନଦୀ ଉପର ମୁଣ୍ଡ ଗୁଡ଼ାରୀ ପାଣି ଡ଼ଙ୍ଗର ଠାରେ ପ୍ରକଳ୍ପ କରାଗଲେ ରାୟଗଡା ଜିଲ୍ଲା ସମେତ ଗଞ୍ଜାମ ଗଜପତି ଓ ଆନ୍ଦ୍ରପ୍ରଦେଶର ଚାଷୀକୁଳ ଉପକୃତ ହେବା ସାଙ୍ଗକୁ ଅଞ୍ଚଳରେ ବିଦ୍ୟୁତ ଉତ୍ପନ୍ନ ହୋଇପାରିବ। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଋଷିକୁଲ୍ୟା - ହରଭଙ୍ଗି - ବାଂଶଧାରା ନଦୀ ସଂଯୋଗୀ କରଣ ପାଇଁ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ଯ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଗୁଡାରୀ ଠାରେ କାର୍ଯ୍ୟାଳୟ ନିର୍ମାଣ ସହ ଉଦଘାଟନ କରି ତିନି ତିନି ଥର ସର୍ଭେ କରାଯାଇ ସରକାର ତହବିଲ୍ ରୁ ପ୍ରାୟ ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୦୭ ମସିହାରୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି। କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମନମୁଖୀ କାମ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ଅଣଦେଖା ସହିତ ବିଭାଗୀୟ ଅଧିକାରୀଙ୍କ ଗାଲୁଆମି ଯୋଗୁଁ ପ୍ରକଳ୍ପ ଆଉ ଆଗେଇ ପାରିଲା ନାହିଁ ।  କେନ୍ଦ୍ର ଓ ରାଜ୍ଯ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କାରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ ନଚେତ ସେପ୍ଟେମ୍ବର ମାସରେ ଗୁଣପୁର ବନ୍ଦ ପାଳନ କରିବାକୁ ବାଧ୍ୟ ହେବୁ ବୋଲି ସିପିଆଇ (ଏମ୍ ଏଲ) ଲିବରେସନର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗ ଆଜିର ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାରେ ସଂଜୀବ ଶବର,ସିଦ୍ଧାର୍ଥ ଗମାଙ୍ଗ, ମୋନଜ ନିମାଲା, ମୋଜେସ ବିଡିକା,ମୋନଜ ନିମାଲା, ରାଜୁ ପାତିକା, ଜଗନ୍ନାଥ ଶବର,ଗିରିଧର ଶବର, ଓସମା ବିନ ଶବର ପ୍ରମୁଖ ଯୋଗଦେଇ ପ୍ରତିବାଦ କରିଥିଲେ।
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    5 hrs ago
  • ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା
    1
    ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା

ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା

ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    8 hrs ago
  • #ମଦ_ବନ୍ଦ_ପାଇଁ_ଅଣ୍ଟା_ଭିଡିଲେ_ମହିଳା କୋଟପାଡ଼ ବ୍ଳକ ଷଡ଼ରଙ୍ଗା ପଞ୍ଚାୟତରେ ଜୋର୍ ଧରିଲା ମଦ ମୁକ୍ତ ଆନ୍ଦୋଳନ #kotpad #Kalingatv #madaband #sadaranga #koraput #viralreels #fbviralvideo #viralvideo #tranding #koraput #odisha Bdo Kotpad District Magistrate Koraput Koraput Police #exickotpad #OdishaNews
    1
    #ମଦ_ବନ୍ଦ_ପାଇଁ_ଅଣ୍ଟା_ଭିଡିଲେ_ମହିଳା  କୋଟପାଡ଼ ବ୍ଳକ ଷଡ଼ରଙ୍ଗା ପଞ୍ଚାୟତରେ ଜୋର୍ ଧରିଲା ମଦ ମୁକ୍ତ ଆନ୍ଦୋଳନ #kotpad #Kalingatv #madaband #sadaranga #koraput #viralreels #fbviralvideo #viralvideo #tranding #koraput #odisha Bdo Kotpad District Magistrate Koraput Koraput Police  #exickotpad #OdishaNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.