Shuru
Apke Nagar Ki App…
#ମଦ_ବନ୍ଦ_ପାଇଁ_ଅଣ୍ଟା_ଭିଡିଲେ_ମହିଳା କୋଟପାଡ଼ ବ୍ଳକ ଷଡ଼ରଙ୍ଗା ପଞ୍ଚାୟତରେ ଜୋର୍ ଧରିଲା ମଦ ମୁକ୍ତ ଆନ୍ଦୋଳନ #kotpad #Kalingatv #madaband #sadaranga #koraput #viralreels #fbviralvideo #viralvideo #tranding #koraput #odisha Bdo Kotpad District Magistrate Koraput Koraput Police #exickotpad #OdishaNews
Kopad Breaking News
#ମଦ_ବନ୍ଦ_ପାଇଁ_ଅଣ୍ଟା_ଭିଡିଲେ_ମହିଳା କୋଟପାଡ଼ ବ୍ଳକ ଷଡ଼ରଙ୍ଗା ପଞ୍ଚାୟତରେ ଜୋର୍ ଧରିଲା ମଦ ମୁକ୍ତ ଆନ୍ଦୋଳନ #kotpad #Kalingatv #madaband #sadaranga #koraput #viralreels #fbviralvideo #viralvideo #tranding #koraput #odisha Bdo Kotpad District Magistrate Koraput Koraput Police #exickotpad #OdishaNews
More news from ଓଡ଼ିଶା and nearby areas
- ଚୋରି ହୋଇଥିବା ସୁନା ଉଦ୍ଧାର କଲା ଜୟପୁର ପୋଲିସ୍ #Jeypore #National241
- ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା ଚୋରି ହୋଇଥିବା ସୁନା ଉଦ୍ଧାର ପରେ ଜୟପୁର ପୋଲିସକୁ ପ୍ରଶଂସା1
- ଆଦି ସଂସ୍କୃତିର ସୁକ୍ଷ୍ମ ଧାରା : ଖଲିଗଡ ମା' ପାଟରାଣୀ ଦେବୀଙ୍କ ଯାତ୍ରା ଆଦିମ କାଳରୁ କଳାହାଣ୍ଡିର ଧର୍ମାଚାର ଅରଣ୍ୟ ଏବଂ କୃଷି ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇ ଆସିଛି। ଅରଣ୍ୟଜୀବୀ ସଭ୍ୟତାରୁ କୃଷିଜୀବୀ ସଭ୍ୟତାର ଲମ୍ବା ଯାତ୍ରାର ସ୍ମାରକୀ ବହନ କରିଆସିଛି କୋକସରା ବ୍ଲକର ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାର ଗୁହା ଚିତ୍ର। ନର୍ଲା ବ୍ଳକ୍ ଦେବଗିରି ବୁଢ଼ୀପଦରରେ ଆଜି ମଧ୍ୟ ଝଲକୁଛି ଦୈତ୍ୟ-ଦାନବ ସଭ୍ୟତାର ଅଂଶ। ଦେବଗିରି ଗୁମ୍ଫାରେ ଗୋସିଂହ ଦୈତ୍ୟ ପୂଜିତ ଶିବଲିଙ୍ଗ ଏବଂ ପ୍ରାଚୀନ ବୃଷଭ ପ୍ରତିମା ମଧ୍ୟରେ ବିଦ୍ୟମାନ ରହିଛି ପଶୁପାଳନ ଓ କୃଷି ସଭ୍ୟତାର ସ୍ବାକ୍ଷର। ପିତୃ ଓ ପ୍ରକୃତି ଉପାସନା ଆଦି ଧର୍ମାଚାରର ପ୍ରତିକ ଭାବେ ଆଜି ମଧ୍ୟ କଳାହାଣ୍ଡିରେ ଦୃଶ୍ୟମାନ ହୁଏ। ଏହି କ୍ରମରେ କୃଷି ସହ ସହବନ୍ଧିତ ହୋଇ ଆସୁଛି ଅନେକ ଲୋକ ଅନୁଷ୍ଠାନ ଓ ପର୍ବପର୍ବାଣୀ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଅଦିବାସୀ ବହୁଳ ଗ୍ରାମ ଖଲିଗଡ଼ ଠାରେ ପାଳିତ ହୋଇଥିବା ପାଟରାଣୀଙ୍କ ଯାତ୍ରାରେ ଆଦି ଧର୍ମାଚାରର ଝଲକ ଝଲ ଝଲ ହୋଇ ପ୍ରତିଫଳିତ ହୋଇଛି। ଗାଁର ଶାନ୍ତି, ମଙ୍ଗଳ, ଉତ୍ତମ ବର୍ଷା ଓ ଭଲ ଫସଳ ହେବା ଆଶା ନେଇ ପାଳିତ ହୋଇଥାଏ ମାଁ ପାଟରାଣୀଙ୍କ ଯାତ୍ରା। ପରମ୍ପରା ଅନୁଯାୟୀ, ଏହି ଯାତ୍ରା ପ୍ରତିବର୍ଷ ଶ୍ରାବଣ ମାସର ଶେଷ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ। ମାଁ ପାଟରାଣୀଙ୍କ ସମେତ ଦେବୀ କପାଟଦରେନ୍, କୋଲାଜାନୀ, କଲାକଆଁର୍, ବାଆଦୀ କଆଁର୍, ସାତ ଭଉଣୀ ଓ ଜଳ କାମିନି ଆଦି ଦେବାଦେବୀଙ୍କଠାରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ଶ୍ରଦ୍ଧା ସହକାରେ ଦେବାଦେବୀଙ୍କୁ ତେଲ ହଲଦି ଲାଗି କରାଯାଏ। ପରେ ଦେବାଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ପ୍ରଦାନ କରାଯାଇ ଗାଁର ମଙ୍ଗଳ ଓ ଭଲ ବର୍ଷା ପାଇଁ ଆରାଧନା କରାଯାଏ। ଚଳିତ ବର୍ଷ ଏହି ଦେବ ପୂଜାକୁ ପୂଜକ ମାନସିଂ ପୁଝାରୀ ଓ ଧନେଶ୍ୱର ପୁଝାରୀ, ଶିରା ନରସିଂ ଚଲାନ ଓ ନବେ ମାଝୀ ସମ୍ପାଦନ କରିଥିଲେ। କୃଷି ଭିତ୍ତିକ ଏହି ପର୍ବର ଗୌନ୍ତିଆ ଗୋବର ମାଝୀ, ଗଣା ଖଗେଶ୍ଵର ମହାନନ୍ଦ, ସେବକ ରାମସିଂ ବାଗ, ଭିବିଷଣ ନାଏକ ଓ ଭୁବନେ ଲଦୂଆଙ୍କ ସମେତ ପରିଚାଳନା କମିଟିର ପଦୁ ନାଏକ, ପଦ୍ମନ ଚଳାନ, ବିରେନ କନ୍ଧ, ବନୁ ମାଝୀ, ସୁକଚନ୍ ମାଝୀ, ତ୍ରିନାଥ ପୁଝାରୀ, ପୁରୁନ୍ କନ୍ଧ, ଜଗନ୍ନାଥ ପୁଝାରୀ, ଜୟସିଂଙ୍ଗ ମାଝୀ, ଅମୃରୁ ମାଝୀ, ଧର୍ମୁ ମାଝୀ, କୁମ ମାଝୀ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ।1
- କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼ #khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir କାଉଡୋଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାକ୍ଷୀ ବନ୍ଧନ ପାଳିତ, ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାଇ ଭଉଣୀ ସମ୍ପର୍କ ନିବିଡ଼ #khabaraamarnews #rakshibandhan2026 #kalahandi #saraswatisishubidyamandir #kaudolasaraswatishishubidyamandir1
- ନାଲକୋ ପଞ୍ଚପଟ୍ଟମାଳି ବକ୍ସାଇଟ ଖଣି ପକ୍ଷରୁ "ଆଭୋକାଡୋ -୨୦୨୬” ଅଭିଯାନ ପରିବେଶ ସୁରକ୍ଷା ସହିତ ସ୍ଥାନୀୟ ଅର୍ଥନୀତି ଓ ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛି ଦାମନଯୋଡି ନାଲକୋ ପଞ୍ଚପଟମାଳି ବକ୍ସାଇଟ୍ ଖଣି। "ଆଭୋକାଡୋ ବର୍ଷ–୨୦୨୬” ଅବସରରେ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ବୃକ୍ଷରୋପଣ ଅଭିଯାନ। ଖଣି ପରିସରରୁ ସିଜିଏମ୍ ମାଇନ୍ସ ଶ୍ରୀ ପୁରୁଷୋତ୍ତମ ମହାନ୍ତ ଏବଂ ସିଜିଏମ୍ ଓ ଆଣ୍ଡ୍ ଏମ୍ ଶ୍ରୀ ଏନ୍. ସୁଧାକର ଏହି ଅଭିଯାନକୁ ଉଦଘାଟନ କରିଛନ୍ତି। ନାଲକୋ ଖଣି ଅଞ୍ଚଳର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନର ପ୍ରତିନିଧିମାନେ ଏଥିରେ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୨ ହଜାର ଚାରା ରୋପଣ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଛି। ଏହି ବୃକ୍ଷରୋପଣ ଅଭିଯାନରେ ଆଭୋକାଡୋ ଚାରାକୁ ଦିଆଯାଇଛି ବିଶେଷ ଗୁରୁତ୍ୱ। ସବୁଜ ପରିବେଶ,ସ୍ଥାୟୀ ବିକାଶ ଏବଂ ସ୍ଥାନୀୟ ଲୋକଙ୍କ ସମୃଦ୍ଧି—ଏହି ତିନିଟି ଲକ୍ଷ୍ୟ ନେଇ ପଞ୍ଚପଟ୍ଟମାଳି ଖଣିର ଏହି ପ୍ରୟାସ ଆଗାମୀ ଦିନରେ ଆୟ ଓ ଜୀବିକାର ନୂତନ ସୁଯୋଗ ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିଜିଏମ୍ ମାଇନ୍ସ କହିଛନ୍ତି।1
- ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା ରାଇଘର ବଳି ଅଞ୍ଚଳ ରୁ ବି NEET ଉତ୍ତୀର୍ଣ୍ଣ ଉପାନ୍ତ ଅଞ୍ଚଳରୁ ୪ ମେଧାବୀଙ୍କ NEET ସଫଳତା1
- ଚାରି ଗାଁ ବାସୀ ଙ୍କୁ ରାସ୍ତା ଦେଉଛି ଜମଯନ୍ତ୍ରଣା, ଏଠି ଅଭିଯୋଗ ପରେ ବି ନିରୋବୋଦ୍ରୋଷ୍ଟା ପ୍ରଶାସନ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ର ଦେଓପଟ୍ଟାଙ୍ଗି ପଂଚାୟତ ର ଚାରି ଗାଁ ବାସୀ ଙ୍କୁ ରାସ୍ତା ଦେଉଛି ଯମଯନ୍ତ୍ରଣା ଚାଲନ୍ତୁ ଦେଖିବା ରିପୋଟ1
- #ମଦ_ବନ୍ଦ_ପାଇଁ_ଅଣ୍ଟା_ଭିଡିଲେ_ମହିଳା କୋଟପାଡ଼ ବ୍ଳକ ଷଡ଼ରଙ୍ଗା ପଞ୍ଚାୟତରେ ଜୋର୍ ଧରିଲା ମଦ ମୁକ୍ତ ଆନ୍ଦୋଳନ #kotpad #Kalingatv #madaband #sadaranga #koraput #viralreels #fbviralvideo #viralvideo #tranding #koraput #odisha Bdo Kotpad District Magistrate Koraput Koraput Police #exickotpad #OdishaNews1