Shuru
Apke Nagar Ki App…
#ମହିଳାଙ୍କୁ_ମଦ_ପିଆଉଥିଲେ_ନାମନେଲେ ମଦ ବ୍ୟବସାୟୀଙ୍କ ଉପରେ ବର୍ଷିଲେ କୁନ୍ଦୁରା ବ୍ଳକ ଅଧ୍ୟକ୍ଷା,ଭିଡିଓ ଭାଇରାଲ #kotpad #kundura #kotpadConstitution #koraput #Illegal #Liquid #fbviralvideo #viravideo #nonfollower #Odisha #OdishaNews
Kopad Breaking News
#ମହିଳାଙ୍କୁ_ମଦ_ପିଆଉଥିଲେ_ନାମନେଲେ ମଦ ବ୍ୟବସାୟୀଙ୍କ ଉପରେ ବର୍ଷିଲେ କୁନ୍ଦୁରା ବ୍ଳକ ଅଧ୍ୟକ୍ଷା,ଭିଡିଓ ଭାଇରାଲ #kotpad #kundura #kotpadConstitution #koraput #Illegal #Liquid #fbviralvideo #viravideo #nonfollower #Odisha #OdishaNews
- Tankadhara KharaBoipariguda, Koraput👏1 hr ago
- Tankadhara KharaBoipariguda, Koraput😤1 hr ago
More news from ଓଡ଼ିଶା and nearby areas
- ଦେଖନ୍ତୁ 🙏🙏🙏1
- ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ଶ୍ରୀ ଯୁକ୍ତ ରାମ ଚନ୍ଦ୍ର କାଡମଙ୍କର ଡ଼ାକରା1
- କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା। କଂଗ୍ରେସ ସଭାପତି ରୂପକ ତୁରୁକ କଣ କହୁଛନ୍ତି ଶୁଣନ୍ତୁ କୋରାପୁଟ ଜିଲ୍ଲା ପଟାଙ୍ଗିରେ MMDR ବିଲ୍କୁ ବିରୋଧ କରି କଂଗ୍ରେସର ବିଶାଳ ରାଲି ଓ ପ୍ରତିବାଦ। ଗାଙ୍ଗେଶ୍ୱରୀ ମନ୍ଦିରଠାରୁ ପଟାଙ୍ଗି ମିନି ଷ୍ଟାଡିୟମ୍ ପର୍ଯ୍ୟନ୍ତ ହୋଇଥିଲା ଏହି ରାଲି। ହାତରେ ପ୍ଲାକାର୍ଡ, ମୁହଁରେ ସ୍ଲୋଗାନ ଦେଇ ବିଲ୍କୁ ବିରୋଧ କରିଥିଲେ କଂଗ୍ରେସ କର୍ମୀ ଓ ନେତା।3
- ଆଜିର ଟପ୍ ହେଡଲାଇନ୍ସ 📅 ୧୫ ସେପ୍ଟେମ୍ବର ୨୦୨୬ | ⏰ ସକାଳ ୮ଟା 🔴 ଓଡ଼ିଶା ପାଣିପାଗ: ରାଜ୍ୟରେ ମୌସୁମୀ ବର୍ଷା ଜାରି। ଆଜି ମଧ୍ୟ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। 🔴 ନୂଆଖାଇ: ଆଜି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳିତ ହେଉଛି। ସମ୍ବଲପୁରରେ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। 📰 ଆଜିର ଟପ୍ ହେଡଲାଇନ୍ସ 📅 ୧୫ ସେପ୍ଟେମ୍ବର ୨୦୨୬ | ⏰ ସକାଳ ୮ଟା 🔴 ଓଡ଼ିଶା ପାଣିପାଗ: ରାଜ୍ୟରେ ମୌସୁମୀ ବର୍ଷା ଜାରି। ଆଜି ମଧ୍ୟ ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ରହିଛି। 🔴 ନୂଆଖାଇ: ଆଜି ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ପର୍ବ ନୂଆଖାଇ ପାଳିତ ହେଉଛି। ସମ୍ବଲପୁରରେ ନୂଆଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି। 🔴 କୋଟା ପୌର ନିର୍ବାଚନ: ରାଜସ୍ଥାନର କୋଟା ମ୍ୟୁନିସିପାଲ୍ କର୍ପୋରେସନ୍ରେ BJP ୫୫ଟି ୱାର୍ଡ ଜିତି ଅଧିକାଂଶ ହାସଲ କରିଛି। EVM ସମସ୍ୟା ଯୋଗୁଁ କିଛି ୱାର୍ଡରେ ପୁନଃମତଦାନ ହେବ। 🔴 ଅର୍ଥନୀତି: ମଧ୍ୟପ୍ରାଚ୍ୟ ଉତ୍ତେଜନା ଓ ବଢ଼ୁଥିବା ତେଲ ଦର ଯୋଗୁଁ ଭାରତୀୟ ଟଙ୍କା ଉପରେ ଚାପ ଜାରି ରହିବାର ଆଶଙ୍କା। 🔴 ବିଶ୍ୱ ଖବର: ସାଉଦି ଆରବର ତେଲ ଭିତ୍ତିଭୂମି ଉପରେ ଆକ୍ରମଣ ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୩%ରୁ ଅଧିକ ବଢ଼ିଛି। 🔴 ବିଜ୍ଞାନ: ବେଙ୍ଗାଲୁରୁର Raman Research Institute ଗବେଷକମାନେ quantum computingର decoherence ସମସ୍ୟା ସମାଧାନ ପାଇଁ ଏକ ନୂଆ single-shot ପ୍ରଣାଳୀ ପ୍ରଦର୍ଶନ କରିଛନ୍ତି। 🔴 ଭାରତ: ଆଜିର ଜାତୀୟ ଖବରରେ ରାଜସ୍ଥାନ ପୌର ନିର୍ବାଚନ, ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଓ ଅନ୍ୟାନ୍ୟ ରାଜନୈତିକ ଘଟଣା ଉପରେ ନଜର। 📰 ଏହା ଥିଲା ଆଜି ସକାଳ ୮ଟାର ପ୍ରମୁଖ ଖବର। ଅଧିକ ତାଜା ଖବର ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।1
- #ବର୍ଷାରେ_ଉପୁଡ଼ିଲା_ଗଛ_ଅବରୋଧ_ହେଲା_ରାସ୍ତା ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲା ପଡ଼ିଆ ଅଞ୍ଚଳର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ଯାତାୟାତ ବ୍ୟାହତ ହୋଇଥିବା ବେଳେ ପଡ଼ିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତାକୁ ସ୍ୱାଭାବିକ କରିଛି।1
- ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I ନୁଆଁଖାଇ ତିହାର କେ ନେଇ କିନା ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ଲୋକ ପ୍ରିୟ ଗୀତିକାର ତଥା କଣ୍ଠଶିଳ୍ପ ବୃନ୍ଦାବନ ମେହେର I ନୂଆପଡା ଜିଲ୍ଲା କୋମନା ବ୍ଳକ ଖଇରଭାଡ଼ି ଗାଁର ଲୋକ ପ୍ରିୟ ଗୀତିକାରଙ୍କ ନୁଆଁଖାଇ ଗୀତ ଲୋକଙ୍କ ମାନଙ୍କୁ ଛୁଇଯିବ I1
- ଗୁମ୍ଫା ଭିତରେ ଗଣେଶ ପୂଜା, ଭକ୍ତଙ୍କ ଭିଡ଼! ଜୟପୁର ସାମନ୍ତରାୟ ସାହିରେ ଅନନ୍ୟ ଗଣେଶ ଆରାଧନା ଗୁମ୍ଫା ଭିତରେ ଗଣେଶ ପୂଜା, ଭକ୍ତଙ୍କ ଭିଡ଼! ଜୟପୁର ସାମନ୍ତରାୟ ସାହିରେ ଅନନ୍ୟ ଗଣେଶ ଆରାଧନା1
- ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଦ୍ୱାରା MMDR BILL କଲା ଆଇନ ପ୍ରତ୍ୟାହାର ଦାବିରେ ସଭା ଯାତ୍ରା ପଟାଙ୍ଗି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଦ୍ୱାରା MMDR BILL କଲା ଆଇନ ପ୍ରତ୍ୟାହାର ଦାବିରେ ସଭା ଯାତ୍ରା4
- ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି ଜଳ ଜଙ୍ଗଳ ଜମିକୁ ନେଇ ଏକ ବୈଠକ କରିଥିଲେ ଜାତୀୟ କଂଗ୍ରେସ1