logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ ପାଖକୁ ପହଞ୍ଚିଲେ ମନ୍ତ୍ରୀ। ପୋଲସରା ବ୍ଲକ ବାଲିଛାଇ ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ୧୦ ଜଣ ଚାଷୀଙ୍କ ୨୦ ଏକର ଧାନ ନଷ୍ଟ ହେବା ପରେ ଆଜି ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କଲେ ଗୋକୁଳାନନ୍ଦ ମଲ୍ଲିକ। ପାଲ ଓ ଆର୍ଥିକ ସହାୟତା ସହ ସରକାରୀ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି।

3 hrs ago
user_Ganjam Khabar
Ganjam Khabar
Journalist Buguda, Ganjam•
3 hrs ago

ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ ପାଖକୁ ପହଞ୍ଚିଲେ ମନ୍ତ୍ରୀ। ପୋଲସରା ବ୍ଲକ ବାଲିଛାଇ ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ୧୦ ଜଣ ଚାଷୀଙ୍କ ୨୦ ଏକର ଧାନ ନଷ୍ଟ ହେବା ପରେ ଆଜି ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କଲେ ଗୋକୁଳାନନ୍ଦ ମଲ୍ଲିକ। ପାଲ ଓ ଆର୍ଥିକ ସହାୟତା ସହ ସରକାରୀ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି।

More news from Ganjam and nearby areas
  • ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ ପାଖକୁ ପହଞ୍ଚିଲେ ମନ୍ତ୍ରୀ। ପୋଲସରା ବ୍ଲକ ବାଲିଛାଇ ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ୧୦ ଜଣ ଚାଷୀଙ୍କ ୨୦ ଏକର ଧାନ ନଷ୍ଟ ହେବା ପରେ ଆଜି ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କଲେ ଗୋକୁଳାନନ୍ଦ ମଲ୍ଲିକ। ପାଲ ଓ ଆର୍ଥିକ ସହାୟତା ସହ ସରକାରୀ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି।
    2
    ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ ପାଖକୁ ପହଞ୍ଚିଲେ ମନ୍ତ୍ରୀ।
ପୋଲସରା ବ୍ଲକ ବାଲିଛାଇ ଗ୍ରାମରେ ଘଟିଥିବା ଅଗ୍ନିକାଣ୍ଡରେ ୧୦ ଜଣ ଚାଷୀଙ୍କ ୨୦ ଏକର ଧାନ ନଷ୍ଟ ହେବା ପରେ ଆଜି ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କଲେ ଗୋକୁଳାନନ୍ଦ ମଲ୍ଲିକ। ପାଲ ଓ ଆର୍ଥିକ ସହାୟତା ସହ ସରକାରୀ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି।
    user_Ganjam Khabar
    Ganjam Khabar
    Journalist Buguda, Ganjam•
    3 hrs ago
  • ଗଞ୍ଜାମ ଜିଲ୍ଲା ଶେରଗଡ଼ ଡାଲା ଅଟୋ ଓଲଟି ଜଣେ ମୃତ 10 ରୁ ଉଦ୍ଧ ଗୁରୁତର ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଗଞ୍ଜାମ ଜିଲ୍ଲା ଶେରଗଡ଼ ଡାଲା ଅଟୋ ଓଲଟି ଜଣେ ମୃତ 10 ରୁ ଉଦ୍ଧ ଗୁରୁତର ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    14 min ago
  • Post by Chocolate boy Kumar
    1
    Post by Chocolate boy Kumar
    user_Chocolate boy Kumar
    Chocolate boy Kumar
    Kodala, Ganjam•
    23 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    Banapur, Khordha•
    4 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    17 min ago
  • ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର। ଅଦ୍ୟ ତା ୧୨/୦୧/୨୬ ରିଖ (ସୋମ‌ବାର‌) ଦିନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୋଡ଼ାବଜାର,ପୁରୀ ପରିସରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ପାଳିତ ହେବା ସହିତ ଶୁଭେଚ୍ଛୁ, ଅବିଭାବକ ଅଭିଭାବିକା, ପୂର୍ବଛାତ୍ର,ଆଚାର୍ଯ୍ୟ,ଆଚାର୍ଯ୍ୟ। ମାନଙ୍କୁ ନେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି, ପୁରୀ ଓ ସମର୍ପଣ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହପ୍ରଧାନାଚାର୍ଯ୍ୟ ପ୍ରଫୁଲ କୁମାର ମିଶ୍ର ଅତିଥୀମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଶାନ୍ତନୁ କୁମାର ମାଝୀ (ପ୍ରାନ୍ତ ସେବା ପ୍ରମୁଖ ) ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମା’ ଶାରଦାଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ । ତତ୍ ସହିତ ବିଦ୍ୟାଳୟର ସଭାପତି ଡଃ ଅଭିମନ୍ୟୁ ଭୂୟାଁ, ସମ୍ପାଦକ ଅରବିନ୍ଦ ଶତପଥୀ, ଏବଂ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ଉପସ୍ଥିତ ଥିଲେ । ସମସ୍ତ ଶିଶୁ ଏବଂ ମଂଚାସୀନ ଅତିଥି ସ୍ୱାମୀ ବିବେକାନନ୍ଦଙ୍କ ଫଟୋରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଶିଶୁମାନେ ମାତୃଭାଷା, ରାଷ୍ଟ୍ରଭାଷା ଏବଂ ଅନ୍ତଃରାଷ୍ଟ୍ରୀୟ ଭାଷାରେ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶିଶୁମାନଙ୍କୁ ଭବିଷ୍ୟ ପ୍ରେରଣା ପୂର୍ବକ ସ୍ୱାମୀ ବିବେକାନନ୍ଦଙ୍କ ଜୀବନରେ ସଫଳତାର ଶୀର୍ଷକ ଆଧାରିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଆଚାର୍ଯ୍ୟ/ ଆଚାର୍ଯ୍ୟା ଶିଶୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱାମୀ ବିବେକାନନ୍ଦ ଅମର ରହେ ଉଦ୍ଦେଶ୍ୟରେ ସମସ୍ତ ଶୁଭେଛୁ ଯୁବ ଭାଇଭଉଣୀ ଏବଂ ଆଚାର୍ଯ୍ୟ/ଆଚାର୍ଯ୍ୟା ରକ୍ତଦାନ କରିଥିଲେ ।ବନ୍ଦେ ମାତରମ ର ୧୫୦ତମ ପୂର୍ତ୍ତି ଉପଲକ୍ଷେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭାଇ ଭଉଣୀ ମାନଙ୍କ ଦ୍ୱାରା ସମୂହ ସଙ୍ଗୀତ ଗାନ କରାଯାଇଥିଲା।
    4
    ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର।
ଅଦ୍ୟ ତା ୧୨/୦୧/୨୬ ରିଖ (ସୋମ‌ବାର‌) ଦିନ  ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଘୋଡ଼ାବଜାର,ପୁରୀ ପରିସରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ମହାସମାରୋହରେ ପାଳିତ ହେବା ସହିତ ଶୁଭେଚ୍ଛୁ, ଅବିଭାବକ ଅଭିଭାବିକା, ପୂର୍ବଛାତ୍ର,ଆଚାର୍ଯ୍ୟ,ଆଚାର୍ଯ୍ୟ। ମାନଙ୍କୁ ନେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି, ପୁରୀ ଓ ସମର୍ପଣ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସହପ୍ରଧାନାଚାର୍ଯ୍ୟ  ପ୍ରଫୁଲ କୁମାର ମିଶ୍ର ଅତିଥୀମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଶାନ୍ତନୁ କୁମାର ମାଝୀ (ପ୍ରାନ୍ତ ସେବା ପ୍ରମୁଖ ) ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମା’ ଶାରଦାଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ । ତତ୍ ସହିତ ବିଦ୍ୟାଳୟର ସଭାପତି ଡଃ ଅଭିମନ୍ୟୁ ଭୂୟାଁ, ସମ୍ପାଦକ  ଅରବିନ୍ଦ ଶତପଥୀ, ଏବଂ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ଉପସ୍ଥିତ ଥିଲେ । ସମସ୍ତ ଶିଶୁ ଏବଂ ମଂଚାସୀନ ଅତିଥି ସ୍ୱାମୀ ବିବେକାନନ୍ଦଙ୍କ ଫଟୋରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଶିଶୁମାନେ ମାତୃଭାଷା, ରାଷ୍ଟ୍ରଭାଷା ଏବଂ ଅନ୍ତଃରାଷ୍ଟ୍ରୀୟ ଭାଷାରେ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶିଶୁମାନଙ୍କୁ ଭବିଷ୍ୟ ପ୍ରେରଣା ପୂର୍ବକ ସ୍ୱାମୀ ବିବେକାନନ୍ଦଙ୍କ ଜୀବନରେ ସଫଳତାର ଶୀର୍ଷକ ଆଧାରିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଆଚାର୍ଯ୍ୟ/ ଆଚାର୍ଯ୍ୟା ଶିଶୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱାମୀ ବିବେକାନନ୍ଦ ଅମର ରହେ ଉଦ୍ଦେଶ୍ୟରେ ସମସ୍ତ ଶୁଭେଛୁ ଯୁବ ଭାଇଭଉଣୀ ଏବଂ ଆଚାର୍ଯ୍ୟ/ଆଚାର୍ଯ୍ୟା ରକ୍ତଦାନ କରିଥିଲେ ।ବନ୍ଦେ ମାତରମ ର ୧୫୦ତମ ପୂର୍ତ୍ତି ଉପଲକ୍ଷେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭାଇ ଭଉଣୀ ମାନଙ୍କ ଦ୍ୱାରା ସମୂହ ସଙ୍ଗୀତ ଗାନ କରାଯାଇଥିଲା।
    user_Manoj kumar baliyarsingh
    Manoj kumar baliyarsingh
    Journalist ପୁରୀ (M), ପୁରୀ, ଓଡ଼ିଶା•
    1 hr ago
  • କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l
    1
    କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ଗ୍ରାମପଞ୍ଚାୟତ ତରଲଙ୍ଗୀ ଗ୍ରାମର ୮୨ ବର୍ଷୀୟା ବୃଦ୍ଧାଙ୍କୁ ଆଜି ପର୍ଯନ୍ତ ମିଳିପାରିନି କୌଣସି ଆବାସ ଗୃହ, କେବଳ ଭତା ଏବଂ ମାଗଣା ଚାଉଳରେ ସତେ ଜେମିତି ସ୍ବପ୍ନ ସରିଯାଉଛି l ଅନେକ ବାର ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଧା କୌଣସି ସୁଫଳ ମିଳିପାରିନି l
    user_Emmanuel Nayak
    Emmanuel Nayak
    Journalist ବାଲିଗୁଡା, କନ୍ଧମାଳ, ଓଡ଼ିଶା•
    3 hrs ago
  • ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମନ୍ତ୍ରୀ, ସରକାରୀ ସହାୟତା ପାଇଁ ପ୍ରତିଶୃତି। ପୋଲସରା ୧୨/୦୧/୨୬ ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୧୦ ଜଣ ଲୋକଙ୍କ ୨୦ ଏକରର ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଘଟଣା ଗତ ୧୦/୦୧/୨୬ ତାରିଖ ଶନିବାର ଅପରାହ୍ନ ସମୟରେ ବାଲିଛାଇ ଗ୍ରାମରେ ଘଟିଯାଇଥିବା ବେଳେ ଆଜି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଗ୍ରାମରେ ପହଞ୍ଚି ସମାଜସେବୀ ତଥା ଯୁବ ନେତା ଜଗନ୍ନାଥ ବାଢେଇ ସହିତ ଉକ୍ତ ଧାନ ପୋଡ଼ି ଘଟଣାରେ ଆଲୋଚନା କରିଥିଲେ। ଆଲୋଚନା ପରେ ସେଠାରୁ କ୍ଷତିଗ୍ରସ୍ତ ଚାଷୀଙ୍କ ଧାନ ଜମିକୁ ଯାଇ ସେଠାରେ କ୍ଷତି ହୋଇଥିବ ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ପାଲ ଓ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇଦେବା ପାଇଁ କ୍ଷତିଗ୍ରସ୍ତଙ୍କୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ। କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ଚାଷୀମାନେ ଧାରକରଜ କରି ଆଣି ଚାଷ କରିଥିବା ବେଳେ ଚାଷୀଙ୍କ ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଧାନ ମଣ୍ଡିକୁ ଅପେକ୍ଷା କରି ବାଲିଛାଇ ସେବା ସମବାୟ ସମିତି ଧାନ ଉଠାଇବା ବିଳମ୍ବ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲୋକଙ୍କ କ୍ଷତି ହୋଇଥିବ ନେଇ ଅଭିଯୋଗ ଆଣିଥିଲେ ଗ୍ରାମର ଚାଷୀ ମାନେ। ମନ୍ତ୍ରୀଙ୍କ ପ୍ରତିଶୃତି କୁ ନେଇ ଚାଷୀମାନଙ୍କ ମଧ୍ୟରେ ଆଶା ଉପୁଜିଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
    1
    ଧାନ ଗଦା ପୋଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ମନ୍ତ୍ରୀ, ସରକାରୀ ସହାୟତା ପାଇଁ ପ୍ରତିଶୃତି।
ପୋଲସରା ୧୨/୦୧/୨୬ ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୧୦ ଜଣ ଲୋକଙ୍କ ୨୦ ଏକରର ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଘଟଣା ଗତ ୧୦/୦୧/୨୬ ତାରିଖ ଶନିବାର ଅପରାହ୍ନ ସମୟରେ ବାଲିଛାଇ ଗ୍ରାମରେ ଘଟିଯାଇଥିବା ବେଳେ ଆଜି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ ଗ୍ରାମରେ ପହଞ୍ଚି ସମାଜସେବୀ ତଥା ଯୁବ ନେତା ଜଗନ୍ନାଥ ବାଢେଇ ସହିତ ଉକ୍ତ ଧାନ ପୋଡ଼ି ଘଟଣାରେ ଆଲୋଚନା କରିଥିଲେ। ଆଲୋଚନା ପରେ ସେଠାରୁ କ୍ଷତିଗ୍ରସ୍ତ ଚାଷୀଙ୍କ ଧାନ ଜମିକୁ ଯାଇ ସେଠାରେ କ୍ଷତି ହୋଇଥିବ ବିଷୟରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ସରକାରୀ ସହାୟତା ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ପାଲ ଓ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ସହାୟତା ଯୋଗାଇଦେବା ପାଇଁ କ୍ଷତିଗ୍ରସ୍ତଙ୍କୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ। କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। ଚାଷୀମାନେ ଧାରକରଜ କରି ଆଣି ଚାଷ କରିଥିବା ବେଳେ ଚାଷୀଙ୍କ ବର୍ଷକର ଖାଦ୍ୟ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଧାନ ମଣ୍ଡିକୁ ଅପେକ୍ଷା କରି ବାଲିଛାଇ ସେବା ସମବାୟ ସମିତି ଧାନ ଉଠାଇବା ବିଳମ୍ବ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲୋକଙ୍କ କ୍ଷତି ହୋଇଥିବ ନେଇ ଅଭିଯୋଗ ଆଣିଥିଲେ ଗ୍ରାମର ଚାଷୀ ମାନେ। ମନ୍ତ୍ରୀଙ୍କ ପ୍ରତିଶୃତି କୁ ନେଇ ଚାଷୀମାନଙ୍କ ମଧ୍ୟରେ ଆଶା ଉପୁଜିଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
    user_GANESH PANlGRAHl
    GANESH PANlGRAHl
    Reporter ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.