Shuru
Apke Nagar Ki App…
ରାସ୍ତା ଉପରେ ମହିଳା ଏଭକି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି-ଭଦ୍ରକ ମୁଖ୍ୟରାସ୍ତା ଖେରଙ୍ଗ ବଜାରରେ ପୋଲିସକୁ ଛାଞ୍ଚୁଣୀ ମାଡର ଧମକ ରାସ୍ତାରେ ଜଳିଲା ଟାୟାର ସରପଞ୍ଚଙ୍କ ଗିରଫ ଦାବିକଲେ ଶହ ଶହ ମହିଳା ଏଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି - ଭଦ୍ରକ ମୁଖ୍ୟରାସ୍ତା ଖେରଙ୍ଗ ବଜାରରେ
AT News
ରାସ୍ତା ଉପରେ ମହିଳା ଏଭକି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି-ଭଦ୍ରକ ମୁଖ୍ୟରାସ୍ତା ଖେରଙ୍ଗ ବଜାରରେ ପୋଲିସକୁ ଛାଞ୍ଚୁଣୀ ମାଡର ଧମକ ରାସ୍ତାରେ ଜଳିଲା ଟାୟାର ସରପଞ୍ଚଙ୍କ ଗିରଫ ଦାବିକଲେ ଶହ ଶହ ମହିଳା ଏଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି - ଭଦ୍ରକ ମୁଖ୍ୟରାସ୍ତା ଖେରଙ୍ଗ ବଜାରରେ
More news from ଓଡ଼ିଶା and nearby areas
- କୋରାଇ ଅଞ୍ଚଳରେ ବୈତରଣୀ ନଦୀ କୂଳରେ ଥିବା ବାଲିଘାଟ ଗୁଡିକରୁ ଅବାଧରେ ମେସିନ ଲଗାଇ ଭାରିଯାନ ଦ୍ୱାରା ବେଆଇନ ଭାବେ ଦୌନିକ ଶହଶହ ଟ୍ରିପ ବାଲି ଉଠାଣ କୁ କୋରାଇ ସଂଗ୍ରାମ ସମିତି ପକ୍ଷରୁ ବିରୋଧ କରି ଯାଜପୁର ଜିଲ୍ଲାପାଳ ଓ ଲଘୁଖଣିଜବିଭାଗର ଡ଼ି, ଡ଼ି, ଏମ, ଙ୍କୁ ଏ ସମ୍ପର୍କରେ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷପ ନ ନେବାରୁ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର, ସମ୍ପାଦକ ମନୋରଞ୍ଜନ ନାୟକ ଓ ପ୍ରତାପ କୁମାର ଦାସ, ବାସୁଦେବ ପରିଡାଙ୍କ ସହିତ ଏକ ପ୍ରତିନିଧି ଦଳ ଡ଼ି, ଡ଼ି, ଏମ, ଙ୍କୁ ଦାବି ପତ୍ର ଦେବାକୁ ଯିବା ବେଳେ ଡ଼ି, ଡ଼ି,ଏମ, ଏବଂ ତାଙ୍କ ସହଯୋଗୀ ଅଫିସ ଛାଡି ପଳାୟନ କରିଥିଲେ,ସଂଗ୍ରାମ ସମିତିଙ୍କୁ ଡ଼ି ଡ଼ି ଏମ ଡକାଇ ଯେପରି ବେବହାର କରିଛନ୍ତି ଉଚିତ ଜବାବଦିଆଯିବ ବୋଲି କହିଛନ୍ତି,ଏବଂ ତାଙ୍କ ସହଯୋଗୀ ଅଫିସ ରେ ଅନୁପସ୍ଥିତ ସରକାର ଙ୍କ ବାହାଦୁରୀ ପଣିଆ କୁ ପ୍ରତିନିଧି ଦଳ ଦୃଢ଼ ସମାଲୋଚନା କରିଥିଲେ। ଏଠାରେ ସୂଚନା ଯୋଗ୍ୟ କୋରାଇ ଅଞ୍ଚଳ ର ରଣପୁର, ଗୋପାଳପୁର,ନାୟାହାଟ ପାଟଣା ସାଆଁଳା,ମୁକୁନ୍ଦପୁର, ଗୋପାଳପୁର,ନିସଙ୍ଗପୁର, ଓ ଗହମାରୀଆ, ସାଳବା ଏବଂ ଧନତ୍ରି ପ୍ରମୁଖ ବାଲିଘାଟ ଗୁଡିକରେ କୌଣସି ଅନୁମତି କିମ୍ବା ସିଆ, ପଲୁସନ ନଥାଇ ଶହ ଶହ ଭାରୀଯାନ ବାଲିଗାଡି ରାସ୍ତା ରେ ଯିବା ଦ୍ୱାରା ଆର, ଡ଼ି, ରୋଡ ଗୁଡିକ ବିପର୍ଯସ୍ତ ହେଉଛି ଏପରିକି ସ୍କୁଲ, କଲେଜ ଓ ଆମ୍ବୁଲାନ୍ସ ଗାଡି ଯିବା କଷ୍ଟକର ହୋଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ନୀରବତା ଯୋଗୁ ବାଲି ମାଫିଆ ମାନେ ସକ୍ରିୟ ହୋଇଛନ୍ତି। ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେବାସହିତ ବିନା କାଗଜ ପତ୍ର ରେ ଚାଲୁଥିବା ଘାଟ ଗୁଡିକୁ ସିଲ ନ କରାଯାଏ ଓ ସେମାନଙ୍କ ବିରୋଧରେ ଅର୍ଥ ଜୋରିମାନା କରିବା ସହିତ ଏହାଉପରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣନକଲେ କୋରାଇ ସଂଗ୍ରାମ ସମିତି ବାଧ୍ୟ ହୋଇ ଜନଆନ୍ଦୋଳନ କରିବବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି1
- News Breaking News1
- କେନ୍ଦ୍ରାପଡ଼ା ଜିଲା କଂସାର ପଞ୍ଚାୟତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ରେ ତାଲା, ଚାଷୀ ହନ୍ତସନ୍ତ1
- ଚାଲିଛି ଦଶମ ପରୀକ୍ଷା, ସରକାରଙ୍କ ପକ୍ଷରୁ ପରୀକ୍ଷା ପାଇଁ ଉଚିତ୍ ବ୍ୟବସ୍ଥା କରାଯାଇଛି | ନୂତନ ପଦ୍ଧତିରେ ଏ ବର୍ଷ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରସ୍ତୁତ ହୋଇଛି | ଯେପରି ପରୀକ୍ଷାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି, ତାହା ପାଇଁ ସରକାର ଯତ୍ନବାନ ଅଛନ୍ତି | ଏ ଦଶମ ପରୀକ୍ଷାକୁ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ | ସରକାରଙ୍କ ଦଶମ ପରୀକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ସୁର | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- କକଟ ଜଗତପୁର ମହଜନପୁର ଗ୍ରାମରେ ବେଆନି ବାଣ ଭିଡୁଥିଲା ବେଳେ ବାଣ ବିସ୍ଫୋରଣ ହୋଇ ଘରର ଛାତ ଭାଙ୍ଗିବା ସହ ତିନି ଜୀବନ ଚାଲିଗଲା1
- ବଡପୋଖରୀ ଗ୍ରାମ ରେ ଚାଲିଥିବା ମାଗେ ପର୍ବ ର ପୂଜା କାର୍ଯ୍ୟକ୍ରମରେ ଆଦିବାସୀ ପରମ୍ପରା ରେ ଭଜନି1
- ନବରଙ୍ଗପୁର ଜିଲ୍ଲା ଅନୁସୂଚିତ ଜାତିସଂଘ ଉମରକୋଟ ଶାଖା ପକ୍ଷରୁ ସଭାଗୃହ ନିମନ୍ତେ ଜମି ପ୍ରଦାନ ପାଇଁ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ |1
- କେନ୍ଦ୍ରାପଡ଼ା ଜିଲା ଶାନ୍ତସାହି ଗଣ୍ଡାଖିଆ ରାସ୍ତା ନିମ୍ନ ମାନର କାର୍ଯ୍ୟ ଯୋଗୁ ଲୋକେ ହନ୍ତସନ୍ତ1
- ମୋ ଗାଁ ମୋ ମା ମାଟି, ସତରେ କେତେଯେ ସୁନ୍ଦର ଯାହା କଳ୍ପନା ବାହାରେ | ଯେତେବେଳେ ଗାଁ କଥା ମନେ ପଡ଼େ, ଯେଉଁଠି ଥିଲେ ଗାଁ' କୁ ମୁଁ ଧାଇଁ ଆସେ | ଏ ଗାଁ ମୋ ପାଇଁ ସ୍ବର୍ଗ ଆଉ ମୋ ଘର ମୋ ପାଇଁ ମନ୍ଦୀର | କିଛି ସମୟ ଗାଁ ପିଲାଙ୍କ ସହ କଟିଲେ ଭାରି ଆନନ୍ଦ ମିଳେ | ମନରେ ନଥାଏ ଛନ୍ଦ କପଟ କି ରାଗ ହିଂସା | ଏ ଗାଁ ପିଲାଙ୍କୁ ଦେଖିଲେ ସବୁକିଛି ମୁଁ ଭୁଲିଯାଏ ଆଉ ମଜା ମସ୍ତିରେ ଦିନ ମୋର ଅତିବାହିତ ହୋଇଯାଏ | ଭୁବନ, ଢେ଼ଙ୍କାନାଳ #bhuban #dhenkanal1