ବୈତରଣୀନଦୀରୁ ଭାରୀଯାନ ଦ୍ୱାରା ବେଆଇନ ବାଲିଉଠାଣ ବନ୍ଦ ନକଲେ ଆନ୍ଦୋଳନ ହେବ କୋରାଇ ସଂଗ୍ରାମସମିତି, କୋରାଇ ଅଞ୍ଚଳରେ ବୈତରଣୀ ନଦୀ କୂଳରେ ଥିବା ବାଲିଘାଟ ଗୁଡିକରୁ ଅବାଧରେ ମେସିନ ଲଗାଇ ଭାରିଯାନ ଦ୍ୱାରା ବେଆଇନ ଭାବେ ଦୌନିକ ଶହଶହ ଟ୍ରିପ ବାଲି ଉଠାଣ କୁ କୋରାଇ ସଂଗ୍ରାମ ସମିତି ପକ୍ଷରୁ ବିରୋଧ କରି ଯାଜପୁର ଜିଲ୍ଲାପାଳ ଓ ଲଘୁଖଣିଜବିଭାଗର ଡ଼ି, ଡ଼ି, ଏମ, ଙ୍କୁ ଏ ସମ୍ପର୍କରେ ବହୁବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷପ ନ ନେବାରୁ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର, ସମ୍ପାଦକ ମନୋରଞ୍ଜନ ନାୟକ ଓ ପ୍ରତାପ କୁମାର ଦାସ, ବାସୁଦେବ ପରିଡାଙ୍କ ସହିତ ଏକ ପ୍ରତିନିଧି ଦଳ ଡ଼ି, ଡ଼ି, ଏମ, ଙ୍କୁ ଦାବି ପତ୍ର ଦେବାକୁ ଯିବା ବେଳେ ଡ଼ି, ଡ଼ି,ଏମ, ଏବଂ ତାଙ୍କ ସହଯୋଗୀ ଅଫିସ ଛାଡି ପଳାୟନ କରିଥିଲେ,ସଂଗ୍ରାମ ସମିତିଙ୍କୁ ଡ଼ି ଡ଼ି ଏମ ଡକାଇ ଯେପରି ବେବହାର କରିଛନ୍ତି ଉଚିତ ଜବାବଦିଆଯିବ ବୋଲି କହିଛନ୍ତି,ଏବଂ ତାଙ୍କ ସହଯୋଗୀ ଅଫିସ ରେ ଅନୁପସ୍ଥିତ ସରକାର ଙ୍କ ବାହାଦୁରୀ ପଣିଆ କୁ ପ୍ରତିନିଧି ଦଳ ଦୃଢ଼ ସମାଲୋଚନା କରିଥିଲେ। ଏଠାରେ ସୂଚନା ଯୋଗ୍ୟ କୋରାଇ ଅଞ୍ଚଳ ର ରଣପୁର, ଗୋପାଳପୁର,ନାୟାହାଟ ପାଟଣା ସାଆଁଳା,ମୁକୁନ୍ଦପୁର, ଗୋପାଳପୁର,ନିସଙ୍ଗପୁର, ଓ ଗହମାରୀଆ, ସାଳବା ଏବଂ ଧନତ୍ରି ପ୍ରମୁଖ ବାଲିଘାଟ ଗୁଡିକରେ କୌଣସି ଅନୁମତି କିମ୍ବା ସିଆ, ପଲୁସନ ନଥାଇ ଶହ ଶହ ଭାରୀଯାନ ବାଲିଗାଡି ରାସ୍ତା ରେ ଯିବା ଦ୍ୱାରା ଆର, ଡ଼ି, ରୋଡ ଗୁଡିକ ବିପର୍ଯସ୍ତ ହେଉଛି ଏପରିକି ସ୍କୁଲ, କଲେଜ ଓ ଆମ୍ବୁଲାନ୍ସ ଗାଡି ଯିବା କଷ୍ଟକର ହୋଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ନୀରବତା ଯୋଗୁ ବାଲି ମାଫିଆ ମାନେ ସକ୍ରିୟ ହୋଇଛନ୍ତି। ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେବାସହିତ ବିନା କାଗଜ ପତ୍ର ରେ ଚାଲୁଥିବା ଘାଟ ଗୁଡିକୁ ସିଲ ନ କରାଯାଏ ଓ ସେମାନଙ୍କ ବିରୋଧରେ ଅର୍ଥ ଜୋରିମାନା କରିବା ସହିତ ଏହାଉପରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣନକଲେ କୋରାଇ ସଂଗ୍ରାମ ସମିତି ବାଧ୍ୟ ହୋଇ ଜନଆନ୍ଦୋଳନ କରିବବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି

- ବର୍ତ୍ତମାନ ର ଯାହା ବଡ ଖବର ନଜର ଆସୁଛି ଯାଜପୁର ସଦର ଥାନା ଅନ୍ତର୍ଗତ ମାଳାଆନନ୍ଦପୁର ଜାମୁଖଳା ଠାରେ ଥିବା ପ୍ରସିଦ୍ଧ ଉତ୍ତରେସ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଲୁଟିନେଲେ ବାବାଙ୍କ ହୁଣ୍ଡୀ ପଇସା1
- Post by Dr padmanav rout Rout1
- ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର ଗଡ଼ମଧୁପୁର ଗ୍ରାମ ପଂଚାୟତ ପନ୍ତୁରି ଗ୍ରାମ ଠାରେ ପୂର୍ବତନ ବିଧାୟକ ଙ୍କ ଫାର୍ମ ହାଉସ ଜମିକୁ ନେଇ ଅଭିଯୋଗ ହୋଇଥିବା ବେଳେ ତହସିଲ ପକ୍ଷରୁ କରାଯାଇଥିଲା ନୋଟିସ ଓ ପରେ ପରେ ଜମି ମାପଚୁପ,ଏହା ଉପରେ ମାପଚୁପ ଆଗରୁ ସାଙ୍ଗଠନିକ ବୈଠକ ରେ ବସୃତ ବିବରଣୀ ଦେଲେ ପ୍ରଣବ1
- ରାସ୍ତା ନିର୍ମାଣ ନା ରେ ଭାଙ୍ଗିଦେଲେ ସରକାର ଙ୍କ ଜମିଉପରେ ହେଇଥିବା ଘର2
- ସବୁ ଅପେକ୍ଷାର ଅନ୍ତ ଘଟିଲା। ଭଦ୍ରକ ବାସୀଙ୍କର ଦୀର୍ଘ ଦିନର ସଂଘର୍ଷ ବଳିଦାନ ସ୍ୱରୂପ ଚଳିତ ଆର୍ଥିକ ବର୍ଷରେ ଲୋକଙ୍କ ସରକାର ରେ ଭଦ୍ରକ ବିଶ୍ଵବିଦ୍ୟାଳୟ ପାଇଁ ଆର୍ଥିକ ମଞ୍ଜୁର କରିଥିବାରୁ। ରାଜ୍ୟର ଜସ୍ଵଶୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଭଦ୍ରକର ଗର୍ବ ଗୌରବ ଓଡ଼ିଶାର ମହକ ରାଜ୍ୟର ଜସ୍ଵଶୀ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜସୂର୍ଯ୍ୟବଂଶୀ ମହୋଦୟଙ୍କୁ ଭଦ୍ରକବାସୀ ମାନେ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି1
- Kuch logo ke according Home bakers cake nhi banate unke pass Oder nhi ate o fraud hote hai😡😡😡 homemade chocolate, #cake #instagood #cakedecorating ##reels explorepage✨1
- ଚାଲିଛି ଦଶମ ପରୀକ୍ଷା, ସରକାରଙ୍କ ପକ୍ଷରୁ ପରୀକ୍ଷା ପାଇଁ ଉଚିତ୍ ବ୍ୟବସ୍ଥା କରାଯାଇଛି | ନୂତନ ପଦ୍ଧତିରେ ଏ ବର୍ଷ ପରୀକ୍ଷା ପ୍ରଶ୍ନ ପତ୍ର ପ୍ରସ୍ତୁତ ହୋଇଛି | ଯେପରି ପରୀକ୍ଷାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି, ତାହା ପାଇଁ ସରକାର ଯତ୍ନବାନ ଅଛନ୍ତି | ଏ ଦଶମ ପରୀକ୍ଷାକୁ ମୁହଁ ଖୋଲିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ | ସରକାରଙ୍କ ଦଶମ ପରୀକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ସୁର | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- ଯାଜପୁର ଜିଲ୍ଲାର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଚର୍ଚ୍ଚିତ ଗଡ଼ମଧୁପୁର ପଂଚାୟତ ପନ୍ତୁରି ଠାରେ ଫାର୍ମ ହାଉସ ଜମିକୁ ଗତ ଗୁରବାର ଦିନ ତହସିଲ ପକ୍ଷରୁ ମାପଚୁପ କରାଯାଇ ଥିବାବେଳେ,ବହୁ ପରିମାଣ ରେ ସରକାରୀ ଜମି ହାତେଇଥିବା ଯେଉଁ ଚର୍ଚ୍ଚା ହେଉଥିଲା ତାହା ମାପ ହେବା ପରେ ସେପରି କୌଣସି ଅଧିକ ଜମି ଜବରଦଖଲ ହୋଇନଥିବା ଜଣା ପଡିଛି ।ତହସିଲ କାର୍ଯ୍ୟାଳୟ କର୍ମଚାରୀ ଙ୍କ ହିସାବ ଅନୁଯାୟୀ ଫାର୍ମ ହାଉସ ପାଚେରୀ ଭିତରୁ ୧. ୧୦ ଏକର ଜବରଦଖଲ ଜମି ଛାଡିବାକୁ ଥିଲାବେଳେ ପାଚେରୀ ବାହାରୁ ୧. ୨୭ ଏକର ଜମି ପାଇବାକୁ ଅଛି ।2