Shuru
Apke Nagar Ki App…
ଡେରା ପେଟ୍ରୋଲ୍ ପମ୍ପ ନିକଟ ମୁଖ୍ୟ ରାସ୍ତାରେ ବିରାଟ ଗର୍ତ୍ତ, ଦୁଇ ଫୁଟ୍ ଓସାରର ପାଞ୍ଚ ଫୁଟ୍ ଗଭୀର ଗର୍ତ୍ତ ତାଳଚେର ବ୍ଲକ ଡେରା ନିକଟସ୍ଥ ପେଟ୍ରୋଲ୍ ପମ୍ପ ପାଖ ମୁଖ୍ୟ ରାସ୍ତାରେ ବିରାଟ ଗର୍ତ୍ତ ହୋଇଥିବା ଦେଖିବାକୁ ମିଳିଛି l ରାସ୍ତା ଟି ଦବି ଦୁଇ ଫୁଟ୍ ଓସାରର ପାଞ୍ଚ ଫୁଟ୍ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି l କୋଇଲା ଖାନନ ପରେ ବାଲି ଭର୍ତ୍ତି ନହେବା କାରଣ ରୁ ଏଭଳି ଗର୍ତ୍ତ ସୃଷ୍ଟି ହୋଇଛି ବୋଲି ଅନୁମାନ କରାଯାଉଛି l ବିଭିନ୍ନ ସମୟରେ ତାଳଚେର ଅଞ୍ଚଳରେ ଏଭଳି ମାଟି ଦବୁଛି ବୋଲି ପୂର୍ବରୁ ଅନେକ ଜାଗାରେ ଏଭଳି ଦେଖିବାକୁ ମିଳିଥିଲା l ରାସ୍ତାରେ ଏଭଳି ଗର୍ତ୍ତ ସୃଷ୍ଟି ହେବା ନେଇ ସ୍ଥାନୀୟ ଅଧିବାସୀଙ୍କ ମନରେ ସଂନ୍ଦେହ ସୃଷ୍ଟି ହୋଇଛି l
Priyamadhaba Das

More news from ଓଡ଼ିଶା and nearby areas
- Post by Ranjan hota1
- Post by Rajesh bahara Rajesh1
- ଏ ଭଳି ଏକ ଅଭାବ ନିୟ ଘଟଣା ଘଟିଛି ପାଟଲା ଗ୍ରାମରେ। 3ଜଣ ଦଣ୍ଡୁଆ ଙ୍କ ମୃତୁ କୁନେଇ ଲୋକଙ୍କ ଆକ୍ରୋଶ ଶିକାର ହେଲେ ଦିନ୍ଦୋଲ ବିଧାୟିକା।2
- Post by ଶଶାଙ୍କ ଶେଖର ସାମଲ1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ ଏ ସି ୫ ନମ୍ବର ୱାର୍ଡରେ ହାତୀ ଆକ୍ରମଣରେ ଜଣେ ମହିଳା ଙ୍କ ମୃତ୍ୟୁ.ମୃତକ ମହିଳା ଜଣଙ୍କ ନିଜ କାଜୁ ବଗିଚାକୁ କାଜୁ ମଞ୍ଜି ସଂଗ୍ରହ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣ କରିବା ଫଳରେ ମୃତ୍ୟୁ ହୋଇଥିବା ସୂଚନା. ମୃତକ ମହିଳା 55 ବର୍ଷୀୟା ଜୟନ୍ତୀ ସାହୁ.1
- ଭାରସାମ୍ୟ ହରାଇ ଖସି ପଡିଲେ ୩ ଜଣ ଯୁବକ ବାଇକ ଯୋଗେ ଯାଉଥିବା ସମୟ ରେ କାକୁଡ଼ିଆ ନିକଟରେ ଥିବା ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଦୃଘଟଣା ର ଶିକାର ହୋଇଥିଲେ ଯୁବକ, ଘଟଣା ସ୍ଥଳରେ କିଛି ଯୁବକ ମାନଙ୍କ ନେତୃତ୍ୱ ରେ ମେଡିକାଲ ପଠାଇବା ବ୍ୟବସ୍ଥା କରାଯାଇଛି।1
- Post by Dipak Kumar Nayak1
- ମେରା ମଣ୍ଡଳୀ ବଜାର ର ରେ ମାଆ ତାରିଣୀ ଙ୍କ ର 3ଦିନ ଧରି ଚାଲିଥିଲା।3