logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୁଁ ନଳ କୂଅ

on 11 March
user_SHAURAV 2.0
SHAURAV 2.0
Farmer Thakurmunda, Mayurbhanj•
on 11 March
8e85c5c7-033a-4e1f-b660-67ca8822ef2e

ମୁଁ ନଳ କୂଅ

More news from ଓଡ଼ିଶା and nearby areas
  • Post by Jitendra raj
    2
    Post by Jitendra raj
    user_Jitendra raj
    Jitendra raj
    କରଞ୍ଜିଆ, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • କରଞ୍ଜିଆ,୧୮/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସହର ଦେଇ ଯାଇଥିବା ୨୨୦ ନମ୍ୱର ଜାତୀୟ ରାଜପଥର ବାଇପାସ୍ ଶିବ ମନ୍ଦିର ନିକଟରେ ଆଜି ରାତି ପ୍ରାୟ ୯ ଘଟିକା ସମୟରେ ବାଇକ୍ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକ ଗୁରୁତର ହୋଇ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ଯୁବକ ଜଣକ ନୂଆସାହି ର ସମୀର ଦେହୁରୀ ବୋଲି ଜଣାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    1
    କରଞ୍ଜିଆ,୧୮/୪(ପାର୍ଥ ପ୍ରଶନ୍ନ ମିଶ୍ର): କରଞ୍ଜିଆ ସହର ଦେଇ ଯାଇଥିବା ୨୨୦ ନମ୍ୱର ଜାତୀୟ ରାଜପଥର ବାଇପାସ୍ ଶିବ ମନ୍ଦିର ନିକଟରେ ଆଜି ରାତି ପ୍ରାୟ ୯ ଘଟିକା ସମୟରେ ବାଇକ୍ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକ ଗୁରୁତର ହୋଇ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ଯୁବକ ଜଣକ ନୂଆସାହି ର ସମୀର ଦେହୁରୀ ବୋଲି ଜଣାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    user_Partha Prasanna Mishra
    Partha Prasanna Mishra
    ସାମ୍ବାଦିକ Karanjia, Mayurbhanj•
    16 hrs ago
  • Post by Prahallad pradhan
    1
    Post by Prahallad pradhan
    user_Prahallad pradhan
    Prahallad pradhan
    ଆଗରପଡା, ଭଦ୍ରକ, ଓଡ଼ିଶା•
    7 hrs ago
  • 👇 🚨 ରାଇଡ଼lହି ଛକରେ ପୁଣି ମୃତ୍ୟୁର ଖେଳ! 😡 💥 ବାଇକ-କାର ମୁହାଁମୁହିଁ ଧକ୍କା, ୩ ଆହତ ମୟୁରଭଞ୍ଜ ଜିଲ୍ଲା ଉଦଳା ଗୋପବନ୍ଧୁ ନଗର ଅଧୀନ ରାଇଡ଼lହି ଛକ ନିକଟରେ ପୁଣି ଘଟିଲା ଭୟାବହ ସଡ଼କ ଦୁର୍ଘଟଣା। ଏକ ବାଇକ ଓ କାର ମୁହାଁମୁହିଁ ଧକ୍କା ହେବା ପରେ ପରିସ୍ଥିତି ଭୟଙ୍କର ହୋଇଯାଇଥିଲା। ଧକ୍କା ପରେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ଜୋରଦାର ଧକ୍କା ଦେଇଥିଲା, ଯାହାରେ କାରର ସମ୍ମୁଖ ଭାଗ ପୂରାପୂରି ଚୁନା ହୋଇଯାଇଛି। ଅନ୍ୟପଟେ ବାଇକ ଧକ୍କା ପରେ କିଛି ଦୂର ଯାଏ ଘୋଷାରି ଯାଇଥିବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। 👉 ବାଇକରେ ବସିଥିବା ଯୁବକ ଓ କାରରେ ଥିବା ଜଣେ ମହିଳା ମଧ୍ୟ ଆହତ। 👉 ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ଆହତମାନଙ୍କୁ ଉଦଳା ହସ୍ପିଟାଲକୁ ପଠାଇଥିଲେ। 😢 ଦୁର୍ଘଟଣା ସମୟରେ କାରରେ ତିନିଜଣ ମହିଳା ଥିଲେ, ସେମାନେ ଔଷଧ ଆଣିବାକୁ ଉରା ଯାଉଥିଲେ। ମୃତ୍ୟୁକୁ ନିକଟରୁ ଦେଖି ସେମାନେ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ। ⚠️ ସବୁଠାରୁ ବଡ଼ ପ୍ରଶ୍ନ — 👉 ରାଇଡ଼lହି ଛକରେ ବାରମ୍ବାର ଦୁର୍ଘଟଣା କାହିଁକି? 👉 ପ୍ରଶାସନ କେବେ ଜାଗିବ? ସ୍ଥାନୀୟ ଲୋକଙ୍କ ଦାବି — 🚧 ଏହି ଛକକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରାଯାଉ 🚸 ସଚେତନତା ବୋର୍ଡ ଓ ସ୍ପିଡ୍ ବ୍ରେକର ବ୍ୟବସ୍ଥା ହେଉ 🚔 ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବଦ କରି ତଦନ୍ତ ଆରମ୍ଭ କରିଛି। 👉 ଏଭଳି ଘଟଣା ପୁନର୍ବାର ସଡ଼କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଠାଇଛି। 📢 #BreakingNews #Accident #Mayurbhanj #Udala #RoadSafety #OdishaNews #ViralNews
    1
    👇
🚨 ରାଇଡ଼lହି ଛକରେ ପୁଣି ମୃତ୍ୟୁର ଖେଳ! 😡
💥 ବାଇକ-କାର ମୁହାଁମୁହିଁ ଧକ୍କା, ୩ ଆହତ
ମୟୁରଭଞ୍ଜ ଜିଲ୍ଲା ଉଦଳା ଗୋପବନ୍ଧୁ ନଗର ଅଧୀନ ରାଇଡ଼lହି ଛକ ନିକଟରେ ପୁଣି ଘଟିଲା ଭୟାବହ ସଡ଼କ ଦୁର୍ଘଟଣା। ଏକ ବାଇକ ଓ କାର ମୁହାଁମୁହିଁ ଧକ୍କା ହେବା ପରେ ପରିସ୍ଥିତି ଭୟଙ୍କର ହୋଇଯାଇଥିଲା।
ଧକ୍କା ପରେ କାରଟି ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ ଖୁଣ୍ଟକୁ ଜୋରଦାର ଧକ୍କା ଦେଇଥିଲା, ଯାହାରେ କାରର ସମ୍ମୁଖ ଭାଗ ପୂରାପୂରି ଚୁନା ହୋଇଯାଇଛି। ଅନ୍ୟପଟେ ବାଇକ ଧକ୍କା ପରେ କିଛି ଦୂର ଯାଏ ଘୋଷାରି ଯାଇଥିବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି।
👉 ବାଇକରେ ବସିଥିବା ଯୁବକ ଓ କାରରେ ଥିବା ଜଣେ ମହିଳା ମଧ୍ୟ ଆହତ।
👉 ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ଆହତମାନଙ୍କୁ ଉଦଳା ହସ୍ପିଟାଲକୁ ପଠାଇଥିଲେ।
😢 ଦୁର୍ଘଟଣା ସମୟରେ କାରରେ ତିନିଜଣ ମହିଳା ଥିଲେ, ସେମାନେ ଔଷଧ ଆଣିବାକୁ ଉରା ଯାଉଥିଲେ। ମୃତ୍ୟୁକୁ ନିକଟରୁ ଦେଖି ସେମାନେ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ।
⚠️ ସବୁଠାରୁ ବଡ଼ ପ୍ରଶ୍ନ —
👉 ରାଇଡ଼lହି ଛକରେ ବାରମ୍ବାର ଦୁର୍ଘଟଣା କାହିଁକି?
👉 ପ୍ରଶାସନ କେବେ ଜାଗିବ?
ସ୍ଥାନୀୟ ଲୋକଙ୍କ ଦାବି —
🚧 ଏହି ଛକକୁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଘୋଷଣା କରାଯାଉ
🚸 ସଚେତନତା ବୋର୍ଡ ଓ ସ୍ପିଡ୍ ବ୍ରେକର ବ୍ୟବସ୍ଥା ହେଉ
🚔 ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବଦ କରି ତଦନ୍ତ ଆରମ୍ଭ କରିଛି।
👉 ଏଭଳି ଘଟଣା ପୁନର୍ବାର ସଡ଼କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଠାଇଛି।
📢 #BreakingNews #Accident #Mayurbhanj #Udala #RoadSafety #OdishaNews #ViralNews
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • Post by AT News
    1
    Post by AT News
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    16 hrs ago
  • Post by Uttam@9777334422
    1
    Post by Uttam@9777334422
    user_Uttam@9777334422
    Uttam@9777334422
    Content Creator (YouTuber) କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    5 hrs ago
  • Post by NEWS7ODIA
    1
    Post by NEWS7ODIA
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    20 hrs ago
  • #ମୟୂରଭଞ୍ଜ_କଂଗ୍ରେସର_ଗୋଷ୍ଠୀ_କନ୍ଦଳ ଦାରେ ପଡ଼ିଲା ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଗୋଷ୍ଠୀ କନ୍ଦଳ । ସର୍ବ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦୁର୍ବ୍ୟବହାର। ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦଳୀୟ ନେତା ବିଚ୍ ରାସ୍ତାରେ ଶତାଧିକ ଲୋକଙ୍କ ଆଗରେ ଗାଳି କରୁଥିବା ଲେଖିବାକୁ ମିଳିଛି। ସଭାପତି କହିଛନ୍ତି ଏହା ଆମର ଘରର କଥା #OdishaPolitics_Congress #MayurbhanjNews_Congress #PoliticalClash_Odisha #PartyConflict_Congress #Factionalism #PoliticalCrisis #InternalDispute #PublicClash #MayurbhanjCongressClash_Odisha #CongressInfighting_
    1
    #ମୟୂରଭଞ୍ଜ_କଂଗ୍ରେସର_ଗୋଷ୍ଠୀ_କନ୍ଦଳ 
ଦାରେ ପଡ଼ିଲା ମୟୂରଭଞ୍ଜ ଜିଲ୍ଲା କଂଗ୍ରେସର ଗୋଷ୍ଠୀ କନ୍ଦଳ । ସର୍ବ ସମ୍ମୁଖରେ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦୁର୍ବ୍ୟବହାର। ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦଳୀୟ ନେତା ବିଚ୍ ରାସ୍ତାରେ ଶତାଧିକ ଲୋକଙ୍କ ଆଗରେ ଗାଳି କରୁଥିବା ଲେଖିବାକୁ ମିଳିଛି। ସଭାପତି କହିଛନ୍ତି ଏହା ଆମର ଘରର କଥା 
#OdishaPolitics_Congress #MayurbhanjNews_Congress #PoliticalClash_Odisha #PartyConflict_Congress #Factionalism #PoliticalCrisis #InternalDispute #PublicClash #MayurbhanjCongressClash_Odisha #CongressInfighting_
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.