logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

🌾किसान - मजदूर बचाओ अभियान PHASE-3के तहत निःशुल्क खाद, बीज एवं कीटनाशक वितरण सेवा अभियान🙏

2 hrs ago
user_Dharmu Oram
Dharmu Oram
ଝାରସୁଗୁଡ଼ା, ଓଡ଼ିଶା•
2 hrs ago

🌾किसान - मजदूर बचाओ अभियान PHASE-3के तहत निःशुल्क खाद, बीज एवं कीटनाशक वितरण सेवा अभियान🙏

More news from ଓଡ଼ିଶା and nearby areas
  • 🌾किसान - मजदूर बचाओ अभियान PHASE-3के तहत निःशुल्क खाद, बीज एवं कीटनाशक वितरण सेवा अभियान🙏
    1
    🌾किसान - मजदूर बचाओ अभियान PHASE-3के तहत निःशुल्क खाद, बीज एवं कीटनाशक वितरण सेवा अभियान🙏
    user_Dharmu Oram
    Dharmu Oram
    ଝାରସୁଗୁଡ଼ା, ଓଡ଼ିଶା•
    2 hrs ago
  • ବେଲପାହାଡ଼ ତେଲୁଗୁ ପଡ଼ା ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 TeluguPada Fattak Belpahad ବେଲପାହାଡ଼ ତେଲୁଗୁ ପଡ଼ା ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।
    1
    ବେଲପାହାଡ଼ ତେଲୁଗୁ ପଡ଼ା ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।
GaneshChaturthi2026
TeluguPada 
Fattak 
Belpahad
ବେଲପାହାଡ଼ ତେଲୁଗୁ ପଡ଼ା ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    7 hrs ago
  • ✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️
    1
    ✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️✍️
    user_SANDHYA BAG
    SANDHYA BAG
    ହୀରାକୁଦ, ସମ୍ବଲପୁର, ଓଡ଼ିଶା•
    4 hrs ago
  • ଘରୋଇ ଯାତ୍ରୀବାହି ବସ (ନେହା ) ର ଧକ୍କା ରେ ଜଣେ ମୃତ, ପୋଲିସ ର ତଦନ୍ତ ଜାରି କୁଚିଣ୍ଡା ଘରୋଇ ଯାତ୍ରୀବାହି ବସ ଧକା ରେ ଜଣେ ମୃତ, ବାମରା ପଟୁ କୁଚିଣ୍ଡା ଆସୁଥିବା ଯାତ୍ରୀବାହି ବସ (ନେହା ) ପତ୍ରା ପାଲି ଛକ ରାସ୍ତା କଡରେ ଜଣେ ପ୍ରତୀକ୍ଷା ରତ ଯାତ୍ରୀ କୁ ଧକ୍କା ଦେଇଥିଲା, ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଉକ୍ତ ଯାତ୍ରୀ କୁ କୁଚିଣ୍ଡା ଡାକ୍ତରଖାନା ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି, ମୃତ ବ୍ୟକ୍ତି ଜଣଙ୍କ ପରୁଆଭାଡ଼ି ପଞ୍ଚାୟତ ସାନଜଟିଆପାଲି ର ବୋଲି ଜଣା ପଡିଛି
    1
    ଘରୋଇ ଯାତ୍ରୀବାହି ବସ (ନେହା ) ର ଧକ୍କା ରେ ଜଣେ ମୃତ, ପୋଲିସ ର ତଦନ୍ତ ଜାରି 
କୁଚିଣ୍ଡା 
ଘରୋଇ ଯାତ୍ରୀବାହି ବସ ଧକା ରେ ଜଣେ ମୃତ, ବାମରା ପଟୁ କୁଚିଣ୍ଡା ଆସୁଥିବା ଯାତ୍ରୀବାହି ବସ (ନେହା ) ପତ୍ରା ପାଲି ଛକ ରାସ୍ତା କଡରେ ଜଣେ ପ୍ରତୀକ୍ଷା ରତ ଯାତ୍ରୀ କୁ ଧକ୍କା ଦେଇଥିଲା, ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଉକ୍ତ ଯାତ୍ରୀ କୁ କୁଚିଣ୍ଡା ଡାକ୍ତରଖାନା ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି, ମୃତ ବ୍ୟକ୍ତି ଜଣଙ୍କ ପରୁଆଭାଡ଼ି ପଞ୍ଚାୟତ ସାନଜଟିଆପାଲି ର ବୋଲି ଜଣା ପଡିଛି
    user_Jitendra Muduli
    Jitendra Muduli
    Aadhar center ଜମନକିରା, ସମ୍ବଲପୁର, ଓଡ଼ିଶା•
    22 hrs ago
  • ଜାଲ ନୋଟ ଜବତ ... ଜଣେ ଅଟକ... ବରଗଡ ଟାଉନ ଥାନା ପୋଲିସ ଜାଲ ନୋଟ ଜବତ କରିଛି... ସାବଧାନ... ଦର୍ଶକ ବନ୍ଧୁ...ନକଲି ନୋଟ୍
    1
    ଜାଲ ନୋଟ ଜବତ ... ଜଣେ ଅଟକ...
ବରଗଡ ଟାଉନ ଥାନା ପୋଲିସ ଜାଲ ନୋଟ ଜବତ କରିଛି...
ସାବଧାନ... ଦର୍ଶକ ବନ୍ଧୁ...ନକଲି ନୋଟ୍
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    1 hr ago
  • ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ, ଗୋଟିଏ ଦିନରେ ନୂଆଖାଇ ପାଳନ ପଛର ମହାନାୟକ, ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ଗଠିତ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ, ଗୋଟିଏ ଦିନରେ ନୂଆଖାଇ ପାଳନ ପଛର ମହାନାୟକ, ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ଗଠିତ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ବରପାଲି ସ୍ଥାନୀୟ ଗଙ୍ଗାଧର କ୍ଲବ ଠାରେ ଡ଼ ଘନଶ୍ୟାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଷ୍ଠାନର କର୍ମକର୍ତ୍ତା ମନୋନୟନ କରାଯାଇଛି, ମନୋନୀତ କର୍ମକର୍ତ୍ତା ହେଲେ , ଉପଦେଷ୍ଟା ଗବେଷକ ଶାସ୍ତ୍ରୀୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନ(ଭାଗବତିଆ) ଡ଼ ଘନଶ୍ୟାମ ପାଣିଗ୍ରାହୀ , ଆନନ୍ଦ ମେହେର, ସଭାପତି ନରେନ୍ଦ୍ର ହୋତା , ଉପସଭାପତି ନିବେଦିତା ସାହୁ , ସମ୍ପାଦକ ସରୋଜ ମେହେର, ସହ ସମ୍ପାଦକ ରାମଜୀ ପ୍ରଧାନ, କୋଷାଧ୍ୟକ୍ଷ ଗଣେଶ ଚନ୍ଦ୍ର ମେହେର , କାର୍ଯ୍ୟକାରୀ କମିଟିରେ ପ୍ରଦୀପ ସାହୁ , ଡ଼ ବିଶ୍ବନାଥ ସାହୁ , ଉତ୍ତର କୁମାର ଗଡତିଆ, ଦିଲିପ କୁମାର ସାହୁ, ରାଜାରାମ ମେହେର,ସୁଷମା ଖମାରୀ, ସବିତା ମହରା,ନିକିତା ସାହୁ, ଯୋଗେଶ୍ୱରୀ ରାଉତ, ବିଭୂତି ଭୂଷଣ ମିଶ୍ର, ପ୍ରମୋଦ କୁମାର ସାହୁ ପ୍ରମୁଖ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି, ଆସନ୍ତା ଦିନରେ ଗୁରୁ ଭଗବାନ ସାହୁଙ୍କ ଅବଦାନ ପ୍ରଚାର ପ୍ରସାର ସହିତ ଶବ୍ଦ ନୃତ୍ୟର ଶାସ୍ତ୍ରୀୟତା ଉପରେ ଆଲୋଚନାଚକ୍ର ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା, ନୂତନ ଉପସଭାପତି ନିବେଦିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ
    1
    ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ, ଗୋଟିଏ ଦିନରେ ନୂଆଖାଇ ପାଳନ ପଛର ମହାନାୟକ, ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ଗଠିତ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର
ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ, ଗୋଟିଏ ଦିନରେ ନୂଆଖାଇ ପାଳନ ପଛର ମହାନାୟକ, ଲୋକ ମହୋତ୍ସବର ଜନକ ଗୁରୁ ଭଗବାନ ସାହୁଙ୍କ ସ୍ମୃତିରେ ଗଠିତ ଗୁରୁ ଭଗବାନ ସାହୁ ଜ୍ଞାନ ସାଗର ବରପାଲି ସ୍ଥାନୀୟ ଗଙ୍ଗାଧର କ୍ଲବ ଠାରେ ଡ଼ ଘନଶ୍ୟାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅନୁଷ୍ଠାନର କର୍ମକର୍ତ୍ତା ମନୋନୟନ କରାଯାଇଛି, ମନୋନୀତ କର୍ମକର୍ତ୍ତା ହେଲେ , ଉପଦେଷ୍ଟା ଗବେଷକ ଶାସ୍ତ୍ରୀୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପ୍ରଧାନ(ଭାଗବତିଆ) ଡ଼ ଘନଶ୍ୟାମ ପାଣିଗ୍ରାହୀ , ଆନନ୍ଦ ମେହେର, ସଭାପତି ନରେନ୍ଦ୍ର ହୋତା , ଉପସଭାପତି ନିବେଦିତା ସାହୁ , ସମ୍ପାଦକ ସରୋଜ ମେହେର, ସହ ସମ୍ପାଦକ ରାମଜୀ ପ୍ରଧାନ, କୋଷାଧ୍ୟକ୍ଷ ଗଣେଶ ଚନ୍ଦ୍ର ମେହେର , କାର୍ଯ୍ୟକାରୀ କମିଟିରେ ପ୍ରଦୀପ ସାହୁ , ଡ଼ ବିଶ୍ବନାଥ ସାହୁ , ଉତ୍ତର କୁମାର ଗଡତିଆ, ଦିଲିପ କୁମାର ସାହୁ, ରାଜାରାମ ମେହେର,ସୁଷମା ଖମାରୀ, ସବିତା ମହରା,ନିକିତା ସାହୁ, ଯୋଗେଶ୍ୱରୀ ରାଉତ, ବିଭୂତି ଭୂଷଣ ମିଶ୍ର, ପ୍ରମୋଦ କୁମାର ସାହୁ ପ୍ରମୁଖ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି, ଆସନ୍ତା ଦିନରେ ଗୁରୁ ଭଗବାନ ସାହୁଙ୍କ ଅବଦାନ ପ୍ରଚାର ପ୍ରସାର ସହିତ ଶବ୍ଦ ନୃତ୍ୟର ଶାସ୍ତ୍ରୀୟତା ଉପରେ ଆଲୋଚନାଚକ୍ର ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା, ନୂତନ ଉପସଭାପତି ନିବେଦିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    5 hrs ago
  • ★आवास निर्माण सेवा★ जिला इटावा देखिये *ANNAPURNA MUHIM* *YOUTUBE CHANNEL*
    1
    ★आवास निर्माण सेवा★ जिला इटावा
देखिये *ANNAPURNA MUHIM* *YOUTUBE CHANNEL*
    user_Dharmu Oram
    Dharmu Oram
    ଝାରସୁଗୁଡ଼ା, ଓଡ଼ିଶା•
    9 hrs ago
  • 🚨 भोपाल में दोस्त ने चलती बाइक पर मारी गोली, हत्या का आरोपी 24 घंटे में गिरफ्तार मध्य प्रदेश के भोपाल स्थित निशातपुरा इलाके में चलती बाइक पर दोस्त की गोली मारकर हत्या करने का मामला सामने आया है। घटना के बाद इलाके में हड़कंप मच गया। निशातपुरा पुलिस ने कार्रवाई करते हुए आरोपी को 24 घंटे के अंदर गिरफ्तार किया। पुलिस के अनुसार, आरोपी का क्षेत्र में जुलूस भी निकाला गया। चलती बाइक पर दोस्त को मारी गोली, 24 घंटे में आरोपी गिरफ्तार; पुलिस ने निकाला जुलूस 🚨 भोपाल में दोस्त ने चलती बाइक पर मारी गोली, हत्या का आरोपी 24 घंटे में गिरफ्तार मध्य प्रदेश के भोपाल स्थित निशातपुरा इलाके में चलती बाइक पर दोस्त की गोली मारकर हत्या करने का मामला सामने आया है। घटना के बाद इलाके में हड़कंप मच गया। निशातपुरा पुलिस ने कार्रवाई करते हुए आरोपी को 24 घंटे के अंदर गिरफ्तार किया। पुलिस के अनुसार, आरोपी का क्षेत्र में जुलूस भी निकाला गया। चलती बाइक पर दोस्त को मारी गोली, 24 घंटे में आरोपी गिरफ्तार; पुलिस ने निकाला जुलूस #Bhopal #Nishatpura #MadhyaPradesh #MPPolice #BhopalNews #CrimeNews #MurderCase #PoliceAction #ViralNews #BreakingNews #P24NewsExpress
    1
    🚨 भोपाल में दोस्त ने चलती बाइक पर मारी गोली, हत्या का आरोपी 24 घंटे में गिरफ्तार

मध्य प्रदेश के भोपाल स्थित निशातपुरा इलाके में चलती बाइक पर दोस्त की गोली मारकर हत्या करने का मामला सामने आया है। घटना के बाद इलाके में हड़कंप मच गया। निशातपुरा पुलिस ने कार्रवाई करते हुए आरोपी को 24 घंटे के अंदर गिरफ्तार किया। पुलिस के अनुसार, आरोपी का क्षेत्र में जुलूस भी निकाला गया।



चलती बाइक पर दोस्त को मारी गोली, 24 घंटे में आरोपी गिरफ्तार; पुलिस ने निकाला जुलूस


🚨 भोपाल में दोस्त ने चलती बाइक पर मारी गोली, हत्या का आरोपी 24 घंटे में गिरफ्तार
मध्य प्रदेश के भोपाल स्थित निशातपुरा इलाके में चलती बाइक पर दोस्त की गोली मारकर हत्या करने का मामला सामने आया है। घटना के बाद इलाके में हड़कंप मच गया। निशातपुरा पुलिस ने कार्रवाई करते हुए आरोपी को 24 घंटे के अंदर गिरफ्तार किया। पुलिस के अनुसार, आरोपी का क्षेत्र में जुलूस भी निकाला गया।
चलती बाइक पर दोस्त को मारी गोली, 24 घंटे में आरोपी गिरफ्तार; पुलिस ने निकाला जुलूस
#Bhopal #Nishatpura #MadhyaPradesh #MPPolice #BhopalNews #CrimeNews #MurderCase #PoliceAction #ViralNews #BreakingNews #P24NewsExpress
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.